Top Tweets for #SFDodisha
... Shri Gopal Arya, National Incharge, PSG; Shri @iGovindaNayak, National Joint Organising Secretary, #ABVP; Sushree @Kshama_Sharmaa, National Secretary, ABVP; and Sushree @ipayalrai04, National Convener, #StudentsForDevelopment.
#SrishtiManthan25 #SFD
#SFDOdisha #ABVPOdisha

#SrishtiManthan25: National Environment Conclave was inaugurated at C.V. Raman Global University, Bhubaneswar, in the presence of Sj. Ganesh R.S. Khuntia, Hon’ble Minister of State for Forest, Environment & Climate Change, Govt. of Odisha; ...
#SFD #SFDOdisha
#ABVP #ABVPOdisha

When creativity inspires consciousness and culture embraces sustainability. ✨
At #SrishtiManthan25, esteemed guests and deligates were warmly welcomed by @SFDIndiaOrg, Odisha team. 🌏
#SFDOdisha #SFD
#ABVPOdisha #ABVP #StudentsForDevelopment
“Water is life, let’s preserve it for tomorrow.”
You are warmly invited to the Inaugural Ceremony of #SrishtiManthan25: The National Environmental Conclave, an initiative by @SFDIndiaOrg.
Date: 11th October 2025
Venue: C.V. Raman University, Bhubaneswar
#SFDOdisha #ABVPOdisha

We are delighted to Invite you on Inauguration Ceremony of #ShrishtiManthan25 the National Environmental Conclave organised by Students For Development on 11th October 2025 at 10:00 AM going to be Held at CV Raman University, Bhubaneswar.
#SFDOdisha
#ABVPOdisha

.@SFDIndiaOrg, ଓଡ଼ିଶା (ପୂର୍ବ) ତରଫରୁ ମୟୂର���ଞ୍ଜ ଜିଲ୍ଳା ଯଶିପୁରର ଠାକୁରଗୋଡା ଗ୍ରାମରେ ଆୟୋଜିତ #GramyaJibanDarshan କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ଗ୍ରାମାଞ୍ଚଳ ଭ୍ରମଣ କରି ଲୋକମାନଙ୍କ ସହ ସେମାନଙ୍କ ଚଳଣୀ, ଜୀବନଯାପନ ଶୈଳୀ ଅନୁଧ୍ୟାନ କରିବା ସହ ଗ୍ରାମ୍ୟ ଜୀବନର ଅନୁଭୂତି ସାଉଁଟିଛନ୍ତି।
#SFDOdisha #ABVPOdisha

.@SFDIndiaOrg, ଓଡ଼ିଶା (ପୂର୍ବ) ତରଫରୁ ନୟାଗଡ଼ ଜିଲ୍ଳା ଦଶପଲ୍ଲାର ବାମ ଗ୍ରାମରେ ଆୟୋଜିତ #GramyaJibanDarshan କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ଗ୍ରାମାଞ୍ଚଳ ପରିଭ୍ରମଣ କରି ଲୋକମାନଙ୍କ ସହ ସେମାନଙ୍କ ଚାଲିଚଳଣୀ, ଜୀବନଯାପନ ଶୈଳୀ ଅନୁଧ୍ୟାନ କରି ଗ୍ରାମ୍ୟ ଜୀବନର ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିଛନ୍ତି।
#SFDOdisha #ABVPOdisha

ବିକାଶାର୍ଥେ ବିଦ୍ୟାର୍ଥୀ, ଓଡ଼ିଶା (ପଶ୍ଚିମ) ତରଫରୁ ମାଲକାନଗିରି ଜିଲ୍ଳାର ଚିତ୍ରକୋଣ୍ଡାଠାରେ 'ଗ୍ରାମ୍ୟ ଜୀବନ ଦର୍ଶନ' କାର୍ଯ୍ୟକ୍ରମ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ଜ୍ୟୋତି ରାଉତଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଯାଇଛି ।
#GramyaJibanDarshan
#SFDOdisha
#ABVPOdisha

ରାଜ୍ୟ SFD ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ଦାନିଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଯାଇଛି।
#GramyaJibanDarshan
#SFDOdisha
#ABVPOdisha
ସହରାଞ୍ଚଳ ବିଦ୍ୟାର୍ଥୀ ମାନଙ୍କୁ ଗ୍ରାମର ଅନୁଭୂତି, ଆତିଥ୍ୟ, ସଂସ୍କୃତି,ପରମ୍ପରା, ସମସ୍ୟା ସହ ଯୋ��଼ିବା ଓ ସାମାଜିକ ସମ୍ବେଦନଶୀଳ କରାଇବା ପାଇଁ ଏବିଭିପି ଓଡ଼ିଶାର SFDର ଏହି ପ୍ରୟାସ l
ଚଳିତ ବର୍ଷ ଗ୍ରାମ୍ୟ ଜୀବନ ଦର୍ଶନ ୨୦ ମଇରୁ ଆରମ୍ଭ ହେଉଛି l
#GramyaJibanDarshan
#SFDOdisha
#ABVPOdisha
#ABVPNayagarh

Students For Development, Puri ତରଫରୁ 'Make a way for the Turtles' ଅଭିଯାନ ଆରମ୍ଭ ହୋଇଯାଇଛି। ଏଥିରେ #SFDOdisha ର ରାଜ୍ୟ ସଂଯୋଜକ @AnilKum59557346 ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମାଞ୍ଚଳର ଅଧିବାସୀ ଓ ମତ୍ସ୍ୟଜୀବୀମାନଙ୍କୁ କଇଁଛ ସୁରକ୍ଷା ଉପରେ ସଚେତନ କରିଥିଲେ।
#StudentsForDevelopment
#ABVPOdisha

ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ପକ୍ଷରୁ ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ��ରାଙ୍ଗଣରେ ଥିବା ପୁଷ୍କରିଣୀକୁ ସଫେଇ କରାଯାଇଥିଲା।
#SFDodisha
#ABVPOdisha
#abvpkhordha

As The Foundation day of ABVP. Students For Development, Rairangpur district unit of Odisha state organised Plantation programme in different field.
#ABVP_75
#FoundationDay
#SFDodisha

@SFDOdisha ତରଫରୁ ଜରଂଗଲୋଇ, ସୁନ୍ଦରଗଡ଼ରେ ଆୟୋଜିତ 'ଗ୍ରାମ୍ୟ ଜୀବନ ଦର୍ଶନ' କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ଗ୍ରାମାଞ୍ଚଳ ପରିଭ୍ରମଣ କରି ଲୋକମାନଙ୍କ ସହ ମିଶି ସେମାନଙ୍କ ଚାଲିଚଳଣୀ, ଜୀବନଯାପନ ଶୈଳୀ ଅନୁଧ୍ୟାନ କରିବା ସହ ଗ୍ରାମ୍ୟ ଜୀବନର ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିଛନ୍ତି।
#GramyaJibanDarshan
#SFDOdisha
#ABVPOdisha

They had toured the rural areas, interacted with the people, studied their customs, lifestyles and had first-hand experience of rural life.
#SFDOdisha #SFDIndia

@SFDOdisha ତରଫରୁ ରାମଗିରି, ଗଜପତିରେ ଆୟୋଜିତ 'ଗ୍ରାମ୍ୟ ଜୀବନ ଦର୍ଶନ' କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ଗ୍ରାମାଞ୍ଚଳ ପରିଭ୍ରମଣ କରି ଲୋକମାନଙ୍କ ସହ ମିଶି ସେମାନଙ୍କ ଚାଲିଚଳଣୀ, ଜୀବନଯାପନ ଶୈଳୀ ଅନୁଧ୍ୟାନ କରିବା ସହ ଗ୍ରାମ୍ୟ ଜୀବନର ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିଛନ୍ତି।
#GramyaJibanDarshan
#SFDOdisha
#ABVPOdisha

.@SFDOdisha ତରଫରୁ ଗୋନାସିକା, କେନ୍ଦୁଝରରେ ଆୟୋଜିତ 'ଗ୍ରାମ୍ୟ ଜୀବନ ଦର୍ଶନ' କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ଗ୍ରାମାଞ୍ଚଳ ପରିଭ୍ରମଣ କରି ଲୋକମାନଙ୍କ ସହ ମିଶି ସେମାନଙ୍କ ଚାଲିଚଳଣୀ, ଜୀବନଯାପନ ଶୈଳୀ ଅନୁଧ୍ୟାନ କରିବା ସହ ଗ୍ରାମ୍ୟ ଜୀବନର ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିଛନ୍ତି।
#GramyaJibanDarshan
#SFDOdisha
#ABVPOdisha

Last Seen Hashtags on Sotwe
dieofdick
Seen from United States
mature
Seen from Brazil
nolimits nolimits()******* since:2026-05-16
Seen from United States
monkeyapp
Seen from United States
ebonyriding
Seen from United States
gagged
Seen from United States
somno
Seen from Italy
いつもありがとうSixTONES
Seen from Brazil
เสียงเสียว
Seen from Thailand
rapekink
Trends for you
Most Popular Users

Elon Musk 
@elonmusk
241.6M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.8M followers

Lady Gaga 
@ladygaga
75.3M followers

Virat Kohli 
@imvkohli
73.1M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
66.2M followers

Bill Gates 
@billgates
65M followers

Selena Gomez 
@selenagomez
62.9M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers



















































