Top Tweets for #SambitRoutray
ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରିକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ
#SambitRoutray #Bjd #sujatainbjd #OdishaPolitics #Odisha #Badakhabar #badakhabaratv
ବିଜୁ ଜନତା ଦଳକୁ ମଜବୁତ କରିବା ପାଇଁ ଆମେ ସୁଜାତା ରାଉତଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ; ସମ୍ବିତ ରାଉତରାୟ
#nandighoshatv #naveenpatnaik #bjd #sambitroutray #sujatarout
ସୁଜାତାଙ୍କ ବିଜେଡିରେ ଏଣ୍ଟ୍ରି ଚର୍ଚ୍ଚା ପରେ ମୁହଁ ଖୋଲିଲେ ବିଜେଡି ନେତା ସମ୍ବିତ ରାଉତରାୟ । ସୁଜାତା ଆସିଲେ ସେ ସହଯୋଗ କରିବେ ବୋଲି କହିଛନ୍ତି।
#SujataKarthikeyan #SambitRoutray #BJD #OdishaPolitics #NaveenPatnaik #PoliticalUpdate #OdishaNews #OdishaTV #OTV
Sambit Routray | ଦାମ ରାଉତଙ୍କ ପ୍ରତିମୂର୍ତ୍ତି ପ୍ରଶାସନ ଭାଙ୍ଗିବା ମୋର ହଜମ ହେଉନି | PrameyaNews7
#SambitRoutray #damodarrout #Odisha #Politicalnews #breakingnews #TopNews #prameyanews7 #StatueDemolished
ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ଜାଣନ୍ତି। ଏହାପରେ ବି ସୁଧୁରିବା ପାଇଁ ସେ ଅନେକ ନେତାଙ୍କୁ ସମୟ ଦେଇଛନ୍ତି। ଏପରି କହିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ !
#NaveenPatnaik #SambitRoutray #BJD #OdishaPolitics #BJD #OTV
ବିଜେଡିକୁ ଆଗକୁ ନେବା ପାଇଁ ଯାହା ଆବଶ୍ୟକ ତାହା ଦଳର ମୁଖିଆ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ଏପରି କହିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ !
#NaveenPatnaik #BJD #OdishaPolitics #SambitRoutray #Odisha #OTV
ବିଜେଡିରେ ବିସ୍ଫୋରଣ, ସମ୍ବିତଙ୍କ ପୁଣି ‘ମୂଷା’ ବାଣ!
#BJDControversy #SambitRoutray #OdishaPolitics #TicketRow #ElectionNews #PoliticalDebate #OdishaNews #OTV #OdishaTV
https://t.co/wrgrcrEbmd
ନବୀନଙ୍କ ଉତ୍ତରାଧିକାରୀ ଗୋପପୁରରେ ବଢୁଛି କହିଲେ ସମ୍ବିତ ରାଉତରାୟ...ବାପା ଏକ ନେତା ଏକ, ଶୃଙ୍ଖଳା କମିଟି କ’ଣ କହିବ...ସିନିୟର ମାନଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ...
#SambitRoutray #BJD #OdishaPolitics #NaveenPatnaik #BJDInternalIssues #SujataKartikeyan #BJDCoreCommittee #OTV
ବିଜେଡି ବ୍ୟାପାରକୁ ନେଇ ସମ୍ବିତ ରାଉତରାୟଙ୍କ ନିଶାନା...ଅନେକ ନେତା ନିଜ ବ୍ୟକ୍ତିଗତ ଉଦ୍ୟମରେ ରାଜନୈତିକ ଭବିଷ୍ୟତ ଦେଖୁଛନ୍ତି...ଦଳରେ ତ୍ରୁଟି ବିଚ୍ୟୁତି ରହୁଛି, କୋର୍ କମିଟି ତିଆରିରେ ବି ତ୍ରୁଟି ବିଚ୍ୟୁତି...
#SambitRoutray #BJD #OdishaPolitics #NaveenPatnaik #BJDCoreCommittee #OdishaNews #BijuJanataDal #OTV
ଖୁଲମଖୁଲା ପାଣ୍ଡିଆନଙ୍କ ନାଁ ନେଇ ଧୋଇଲେ ସମ୍ବିତ, କହିଲେ...
#bjd #BijuJanataDalOdisha #VKPandian #SambitRoutray #politics #Odisha #OTV
https://t.co/O9vBoOCHdk
ପାଖଉଛି ବିଜେଡି ପ୍ରତିଷ୍ଠା ଦିବସ, ତେଜୁଛି କନ୍ଦଳ
#pandian #leader #sambitroutray #bjd #OTV
https://t.co/J1a4LDZQlc
ଶସ୍ୟ ଶ୍ୟାମଳ ଅମାର ଥିଲେ ମୂଷା ରହିବେ, ମୂଷା ଖାଇବାକୁ ସାପ ଆସିବେ
#PrameyaNews7 #OdishaNews #SambitRoutray
https://t.co/6PKZVrKrT7
୨୦୨୬ରେ ବହୁତ କିଛି ହେବ, ସେଥିପାଇଁ ହେଉଛି ମେଳି | Sambit Routray Reacts on BJD Meli | BJD News | PrameyaNews7
#bjdnews #sambitroutray #bjdmeli #prameyanews7
‘#ପାଣ୍ଡିଆନ_ନେତା_ନୁହନ୍ତି_ମ୍ୟାନେଜର’
ପାଣ୍ଡିଆନ ନେତା ନୁହଁନ୍ତି, ସେ ଜଣେ ମ୍ୟାନେଜର୍। ନେତା ହିସାବରେ ତାଙ୍କୁ କେବେ ମାନିନାହୁଁ। ଆଜି ବି ପାଣ୍ଡିଆନଙ୍କ ପ୍ରତି ବିଜେଡି ନେତାଙ୍କର ଦୁର୍ବଳତା ରହିଛି; ବିଜେଡି ନେତା ସମ୍ବିତ ରାଉତରାୟ।
#NaveenPatnaik #BJD #SambitRoutray #Pandian #OTV
ଝୁମୁକାରେ ବିଜେଡି ନେତାଙ୍କ ମେଳିକୁ ନେଇ ବଢ଼ିଲା ଚର୍ଚ୍ଚା, କାହିଁକି ହୋଇଥିଲେ ଏକଜୁଟ ? | BJD Leaders Meet In Jhumka
#jhumka #prameyanews7 #bjdmeeting #bhubaneswar #naveenpatnaik #sambitroutray #kishortarai #prabhujani #mahidharrana
#ଏରାଗେରାଙ୍କୁ_ଦାୟିତ୍ୱ_ଭାରି_ପଡ଼ିଲା: ସମ୍ବିତ
ନୂଆପଡ଼ା ପରିଣାମ ଅତି ଦୁଃଖ ଦାୟକ କହିଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ
୨୪ ନିର୍ବାଚନରୁ ନଶିଖି ସେହି ପ୍ରକ୍ରିୟା ପୁଣି ଚଳାଇଲେ ଏମିତି ବିପର୍ଯ୍ୟୟ ଆସିବ
ଯେଉଁମାନେ ଦାୟିତ୍ୱ ଠିକସେ କରି ନାହାନ୍ତି, ସେଭଳି ଲୋକଙ୍କୁ ପଠେଇ ଥିଲା କିଏ ?
#Odisha #Bjd #SambitRoutray #ArgusNews
‘#ଆଜିଠାରୁ_ପୁଣି_ଲୋକଙ୍କ_ସେବାରେ_ବିଜେଡି’
ଆଜି ଗୋଟେ ସୁନ୍ଦର ମୁହୂର୍ତ୍ତ ଆମ ପାଇଁ । ଲୋକ ଭାବୁଛନ୍ତି ବିଜେଡି ଶୋଇପଡ଼ିଲାଣି, ହେଲେ ସେମିତି ନୁହେଁ । ଆଜିଠାରୁ ଆମେ ପୁନର୍ବାର ଲୋକଙ୍କ ସେବାରେ ଲାଗିବୁ: ସମ୍ବିତ ରାଉତରାୟ ।
#SambitRoutray #BJD #Odisha
#ଆମେ_ତାଙ୍କୁ_ପ୍ରାଣ_ଭରି_ଭଲପାଉ
ଆମେ ଏକ ମନ, ଏକ ପ୍ରାଣରେ ନବୀନ ପଟ୍ଟନାୟକଙ୍କୁ ଆମ ନେତା ଭାବେ ବାଛି ନେଇଛୁ। ଆମେ ତାଙ୍କୁ ପ୍ରାଣ ଭରି ଭଲପାଉ ବୋଲି କହିଛନ୍ତି ସମ୍ବିତ ରାଉତରାୟ।
#BJDPresident #SambitRoutray #NaveenPatnaik #OTV
#ପାଣ୍ଡିଆନ_କିଏ?
‘#ଆମର_ଗୋଟିଏ_ନେତା_ନବୀନ_ପଟ୍ଟନାୟକ’
ଆମ ସଭାପତି ସବୁ ଜାଣିଛନ୍ତି,ଦଳର ଶୃଙ୍ଖଳା କିଏ ଭାଙ୍ଗିଛି ତାଙ୍କୁ ଜଣା । ସେ ଉଚିତ୍ ପଦକ୍ଷେପ ନେବେ ।
#SambitRoutray #BJD #Odisha #KanakNews
‘ପାଣ୍ଡିଆନ୍ କିଏ ମୁଁ ଜାଣିନି, ସିଏ ଏବେ ଇତିହାସ’
#VKPandian #SambitRoutray #BJD #OTV
https://t.co/toPbcQ8Zqt
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





