Top Tweets for #SamratSwain
ସୁପ୍ରଭାତ ବନ୍ଧୁଗଣ
ବିକାଶ ପୁରୁଷ ଆଧୁନିକ ଭାରତର ନିର୍ମାତା ପଣ୍ଡିତ ଜବାହରଲାଲ ନେହେରୁ ଙ୍କୁ ନମନ
#JawaharlalNehru #SamratSwain

ଏସଏଲ ଗ୍ରୁପ୍ ଓ ଜି ଟିଭି ର ମାଲିକ ତଥା ବିଜେପି ର ପୂର୍ବତନ ସାଂସଦ ସୁଭାଷ ଚନ୍ଦ୍ରା ଙ୍କ ଉପରେ ଶାସକ ମାନଙ୍କ ଅମୃତ ବର୍ଷା
୨୨୦୦୦ କୋଟି ର ଋଣ ମାତ୍ର ୬.୫ କୋଟି ରେ ରଫାଦଫା
ପୁଞ୍ଜିବାଦ ଜିନ୍ଦାବାଦ୍ ...... ଜୟ ହୋ ଆତ୍ମନିର୍ଭରଶୀଳ ଭାରତ
#SamratSwain

ବନ୍ଧୁଗଣ ଚିନି ଯେତେ ମହଙ୍ଗା ହେଲେ ହେଉ
କିନ୍ତୁ ଆମକୁ
ନୀତିନ ଗଡକରୀ ର ପୁଅ କୁ ବିଶ୍ୱର ଦ୍ୱିତୀୟ ଧନୀ ଭାବେ ସ୍ଥାପିତ କରିବାର ଅଛି
ଏ କଥା ଯେମିତି ଭୁଲି ନଯିବା
ଚିନି ବଦଳରେ ଗୋବର ବ୍ୟବହାର କରିବା
ଏହା ହିଁ ଆମର ମୂଳ ଲକ୍ଷ୍ୟ
#EthanolBlending #SugarPriceHike #SamratSwain

ସ୍ନେହ ପ୍ରେମ ଓ ବିଶ୍ୱାସ ର ପବିତ୍ର ଓ ଅତୁଟ ବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ
#ରକ୍ଷାବନ୍ଧନ #rakshabandhanspecial #SamratSwain

ଓଡ଼ିଶା ପାଇଁ କଂଗ୍ରେସ ର ଅବଦାନ ଅତୁଳନୀୟ ତନ୍ମଧ୍ୟରୁ ଆମ ପାରାଦ୍ୱୀପ ବନ୍ଦର ଅନ୍ୟତମ
ଯାହାକି ଆଜି ବିଶ୍ୱ ରେ ଓଡ଼ିଶା କୁ ଗୌରବାନ୍ଵିତ କରିଛି - କରୁଛି - ଆଗକୁ ମଧ୍ୟ କରିବ
ଜୟ କଂଗ୍ରେସ........ବିଜୟ କଂଗ୍ରେସ
#JawaharlalNehru #paradipport #CongressForProgress #SamratSwain

କିଛି ଅନ୍ଧଭକ୍ତ କହିଛନ୍ତି ପଣ୍ଡିତ ନେହେରୁ ଦେଶ ପାଇଁ କିଛି କରିନାହାନ୍ତି ବା ତାଙ୍କ ଦେଶ ପାଇଁ କିଛି ଅବଦାନ ନାହିଁ
ତାଙ୍କରି ପାଇଁ ଏ ଭିଡିଓ ଟି
ହିଁ ଭିଡିଓ ରେ ତାଙ୍କର କିଛି ଟା କାମ କୁ ଦର୍ଶା ଯାଇଛି
ଆହୁରି ଅସଂଖ୍ୟ ଐତିହାସିକ ପ୍ରକଳ୍ପ ମାନ ଏଥିରେ ଯୋଡ଼ା ଯାଇ ନାହିଁ
ହିଁ ମ ଏତିକି ହିଁ କାଫି...!!
#PanditNehru #SamratSwain
ପଦମପୁର ବିଧାନସଭା ର ପୂର୍ବତନ ବିଧାୟକ ଓ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା
ଶ୍ରୀ ସତ୍ୟଭୂଷଣ ସାହୁ ଙ୍କ ଦେହାବସାନ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି
#Shradhanjalai #Rip #SamratSwain

ଗୁଜୁରାଟ ଛାତ୍ର କଂଗ୍ରେସ ର ଅଭିନବ ପ୍ରତିବାଦ
କୁଳପତି ଙ୍କୁ ନକଲି ନୋଟ୍ ରେ ଗାଧୋଇ ଦେଲେ
#NSUIGujarat #NSUI #INCGujarat #SamratSwain #BabbarSher #JaiCongress
ଆଜି ବିବାଦୀୟ ଏମଏମଡ଼ିଆର -୨୦୨୬ କୁ ବିରୋଧ କରି ଜଗତସିଂହପୁର ଜିଲ୍ଲା କଂଗ୍ରେସ ନେତୃତ୍ୱ ରେ ଇଣ୍ଡିଆ ମେଣ୍ଟ ର ସିପିଆଇ ଏବଂ ସିପିଆଇଏମ ଉପସ୍ଥିତି ରେ ପଥପ୍ରାନ୍ତ ସଭା, ମଶାଲ ଶୋଭାଯାତ୍ରା ସହ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ,ବିଜେପି ର ୨୦ ଜଣ ସାଂସଦ ଙ୍କ କୁଶପୁତ୍ତଳିକା ଦାହ କରାଗଲା
#INCJagatsinghpur #SamratSwain #ShameOnBJPGOVT

ଜାତି ଜନଗଣନା ବିଷୟରେ ଉଭୟ ଗୃହ ର ବିରୋଧୀଦଳ ନେତା
ଶ୍ରୀ ମଲ୍ଲିକା ଅର୍ଜୁନ ଖଡଗେ ଜି ଓ
ଶ୍ରୀ ରାହୁଲ ଗାନ୍ଧୀ ଜି ଙ୍କ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ପତ୍ର
#CasteCensus #RahulGandhi #Mallikaarjunkhadge #SamratSwain

ବିରୋଧୀଦଳ ନେତା ଜନନାୟକ ଶ୍ରୀ ରାହୁଲ ଗାନ୍ଧୀଙ୍କ #ChhatronKiGoonj ର ଆଗାମୀ କାର୍ଯ୍ୟକ୍ରମ
ନାଗପୁର ରେ ସମ୍ଭାବିତ
#RahulGandhi #RahulGandhiVoiceOfIndia #SamratSwain

ଦେଶର ନିକ୍କମ୍ମା ଗୃହମନ୍ତ୍ରୀ ର ଇସ୍ତଫା ଦାବିରେ ଆପଣ ମଧ୍ୟ ଏହି ପିଟିସନ୍ ରେ ଦସ୍ତଖତ କରି ଅଭିଯାନ ରେ ସାମିଲ ହୁଅନ୍ତୁ
ଛାତ୍ର ଛାତ୍ରୀ ଙ୍କୁ ନ୍ୟାୟ ଦେବା ପାଇଁ ଏହି ଅଭିଯାନ ରେ ସହଭାଗୀ ହୁଅନ୍ତୁ
#SackAmitShah #SackShah #ShameOnBJP #ShameOnAmitShah #SamratSwain

ରାହୁଲ ଗାନ୍ଧୀ ଜିନ୍ଦାବାଦ୍....❤️
ଦେଶର କୋମଳମତି ଭବିଷ୍ୟତ ଙ୍କ ପସନ୍ଦ ହିଁ ଦେଶର ଭବିଷ୍ୟତ ର ପସନ୍ଦ ...!! 🫶
#RahulGandhiVoiceOfIndia #RahulGandhi #ChhatronKiGoonj #SamratSwain #khotasikka
ସମୟ ପରିବର୍ତ୍ତନ ହେଉଛି .....!
ଦେଶ ର ମହୋଲ ବଦଳୁଛି ....!!
ଯୁବ ଓ ଛାତ୍ର ବର୍ଗଙ୍କ ମନ ନବଦିଗନ୍ତ କୁ ଅଭିନନ୍ଦନ ଜଣାଉଛି..!!!
ସମୟ ଦେଶର ଗରିବ ଖଟିଖିଆ ମାନଙ୍କ ପ୍ରଗତି ର ଆସୁଛି..!!!!
ସମୟ ରାହୁଲ ଗାନ୍ଧୀ ଙ୍କର ଆସୁଛି...!!!!!
#ChhatronKiGoonj #RahulGandhiVoiceOfIndia #SamratSwain #RahulGandhi #timeforchange
କାଲି ପୁଣେ ରେ ଆୟୋଜିତ #ChhatronKiGoonj କାର୍ଯ୍ୟକ୍ରମ ରୁ ଆସିଛି ଏ ସୁନ୍ଦର ଚିତ୍ର ଟି
ରାହୁଲ ଜି ❤️
#RahulGandhiVoiceOfIndia #RahulGandhi #SamratSwain

ରାହୁଲ.........ରାହୁଲ.........ରାହୁଲ ..!!!! ❤️❤️
ପୁଣେ ରେ ଜନନାୟକ ରାହୁଲ ଗାନ୍ଧୀ ଙ୍କୁ କିଛି ଏମିତି ପ୍ରକାର ରେ ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରିଥିଲେ.....!!
#ChhatronKiGoonj #SamratSwain #RahulGandhi #RahulGandhiVoiceOfIndia
ପୁଣେ ବିମାନ ବନ୍ଦରରେ ଜନନାୟକ ଶ୍ରୀ ରାହୁଲ ଗାନ୍ଧୀ ଙ୍କୁ ସ୍ୱାଗତ କରୁଛନ୍ତି
ପାଲୁସ କଡେଗାଁଓ ର ବିଧାୟକ ଶ୍ରୀ ବିଶ୍ୱଜିତ୍ କଦମ
Girls' Power
#ChhatronKiGoonj #RahulGandhiVoiceOfIndia #RahulGandhi #vishwajeetkadam #SamratSwain
ପୁଣେ ରେ ପହଞ୍ଚିଲେ ବିରୋଧୀଦଳ ନେତା ଜନନାୟକ ଶ୍ରୀ ରାହୁଲ ଗାନ୍ଧୀ ଜି
ପୁଣେ ରେ ଛାତ୍ର ଛାତ୍ରୀ ଙ୍କ କାର୍ଯ୍ୟକ୍ରମ #ChhatronKiGoonj କୁ କରିବେ ସମ୍ବୋଧନ
#SamratSwain #RahulGandhiVoiceOfIndia #RahulGandhi #Congress #INCMaharashtra

ବିଶିଷ୍ଟ ସଙ୍ଗୀତକାର ଗାୟକ ଓ ସୂରସାଧକ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଯାହାଙ୍କ ଅବଦାନ ଇତିହାସ ରେ ଲିପିବଦ୍ଧ ହୋଇ ରହିବ
ଶ୍ରୀ ପ୍ରଣବ ପଟ୍ଟନାୟକ ଙ୍କ ବିୟୋଗ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି
🙏💐
#SamratSwain

ଦିଲ୍ଲୀ ରେ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସ ର ଗୁଳି ରେ ଆହତ ଛାତ୍ର ସାହିଲ ସହ ସଂସଦ ମାର୍ଗ ଥାନାରେ ଧାରଣା ରେ ବସିଲେ
ବିରୋଧୀଦଳ ନେତା ଜନନାୟକ ଶ୍ରୀ ରାହୁଲ ଗାନ୍ଧୀ ଜି
#SamratSwain #RahulGandhiVoiceOfIndia #RahulGandhi #Congress

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.6M followers

Lady Gaga 
@ladygaga
75.1M followers

Virat Kohli 
@imvkohli
72.8M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.8M followers

Bill Gates 
@billgates
64.9M followers

Selena Gomez 
@selenagomez
62.7M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers








