Top Tweets for #Scbmch
🧹 स्वच्छता से स्वस्थता की ओर! 🇮🇳
NMO SCB MCH Unit presents a Swachh Bharat Cleanliness Drive on Gandhi Jayanti.
📍 SCB MCH
Clean Campus • Healthy Campus • Responsible India
@NMOBharat @SCBMCHCTC
#SwachhBharat #GandhiJayanti #NMO #SCBMCH

SCB MCH , Kataka stepping into new Innovation in the Field of Health & Humanity. 🙏 @HFWOdisha #OdishaHealth #DoctorCares #Scbmch
#SCBରେ_ବିରଳ_ଅସ୍ତ୍ରୋପଚାର
ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ସଫଳତା ସହ କରାଗଲା ମହିଳାଙ୍କ ବିରଳ ଅସ୍ତ୍ରୋପଚାର କରାଗଲା। ମହିଳାଙ୍କ ଶରୀରେ ଥିବା ପୁରୁଷ ଗୁପ୍ତାଙ୍ଗକୁ ସଫଳତା ସହ ଅସ୍ତ୍ରୋପଚାର କରିଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗ ଟିମ୍ ।
#SCBMCH #Cuttack #OdishaHealthcare #MedicalExcellence #PlasticSurgery #Healthcare
Wishing u all ,, all the best @imajdnnational @ImaOdisha @IMAIndiaOrg @RScbmch @SCBMCHCTC #PG_Exam #Scbmch

-ଏସସିବି ମେଡିକାଲ ରକ୍ତଭଣ୍ଡାରରେ ଚାଲିଛି ଦଲାଲଙ୍କ ରାଜୁତି!
-ରୋଗୀଙ୍କୁ ରକ୍ତ ଯୋଗାଇବାର ପ୍ରଲୋଭନ ଦେଖାଇ ଟଙ୍କା ନେଇ ଫେରାର୍ ହୋଇଯାଉଛନ୍ତି ଦଲାଲ
-ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି
-ନଜର ପକାନ୍ତୁ ଏହି ଦୃଶ୍ୟକୁ...
#SCBMCH #BloodBank #BloodDonation #Odisha #Cuttack #OdishaNews #Dharitri
📲 Follow Dharitri – Odisha’s No. 1 Odia Daily 📰✨
A major milestone in Odisha's health care.After training at TMC Kolkota, Dr Sudha Sethy has successfully performed 4 Bone Marrow Transplants.
She expressed her sincere gratitude to @HFWOdisha, Dean & principal, Supdt. & transplant team for making this possible. #SCBMCH #Odisha.

SCB Fire Tragedy: Ruckus in Odisha Assembly; Naveen slams govt, BJP responds
#Odisha #OdishaAssembly #SCBMCH #BJD #BJP
https://t.co/r5ZRdtjnV4
-ପୁଣି ଏସସିବିରେ ଅଘଟଣ
-କଟକ SCBMCH ଷ୍ଟୋର ରୁମରେ ସର୍ଟସର୍କିଟ
-ଅଳ୍ପକେ ବର୍ତ୍ତିଲେ ରୋଗୀ
-୧୦୦ ରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଥିଲେ
#SCBMCH #SCBFireTragedy #FireSafety #Cuttack #Odisha #Dharitri
📲 Follow Dharitri – Odisha’s No. 1 Odia Daily 📰✨
ଏସ୍ସିବିରେ ଅଗ୍ନିକାଣ୍ଡ
Read➡️https://t.co/cPrEjP55jp
#SCBFireTragedy #SCBMedical #SCBMCH #Cuttack #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

-କଟକ ଏସସିବି ମେଡ଼ିକାଲର ଟ୍ରମାକେୟାର ICUରେ ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ NHRCଙ୍କ ଜବାବ ତଲବ
-୧୫ ଦିନ ମଧ୍ୟରେ ଘଟଣାର ଅନୁଧ୍ୟାନ କରି ମୁଖ୍ୟଶାସନ ସଚିବଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବାଧିକାର କମିଶନ
#SCBFireTragedy #CuttackHospitalFire #NHRC #Cuttack #SCBMCH #HospitalFire #Odisha #Dharitri
📲 Follow Dharitri – Odisha’s No. 1 Odia Daily 📰✨

କେତେଜଣ ICU ରେ ଥିଲେ ? କେତେ ଜଣଙ୍କ ମୃତ୍ୟୁ ହୋଇଛି? ଏସସିବି ମେଡିକାଲ ଅଗ୍ନିକାଣ୍ଡକୁ ନେଇ ମୁହଁ ଖୋଲିଲେ ମେଡିକାଲ କର୍ତ୍ତୃପକ୍ଷ ।
#SCBFireTragedy #SCBMedical #SCBMCH #Cuttack #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨
କଟକ ଏସସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ସମ୍ଭାବ୍ୟ କାରଣ ବିଷୟରେ କହିଲେ ସରୋଜ କୁମାର ସାହୁ - ଫାୟାର ଆଣ୍ଡ ସେଫ୍ଟି ପ୍ରଶିକ୍ଷକ
#SCBFireTragedy #SCBMedical #SCBMCH #Cuttack #Odisha #Dharitri
📲 Follow Dharitri – Odisha’s No. 1 Odia Daily 📰✨
SCBMCH ଟ୍ରମା କେୟାର ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ଫାୟାର ଡିଜିଙ୍କ ପ୍ରତିକ୍ରିୟା
-'ରାଜ୍ୟ ସରକାର ନ୍ୟାୟିକ ଯାଞ୍ଚର ଆଦେଶ ଦେଇଛନ୍ତି'
-'ଏବେ ପ୍ରତିକ୍ରିୟା ରଖିବା ଠିକ୍ ହେବନି': ସୁଧାଂଶୁ ଷଡ଼ଙ୍ଗୀ
#SCBFireTragedy #SCBMedical #SCBMCH #Cuttack #Odisha #Dharitri
📲 Follow Dharitri – Odisha’s No. 1 Odia Daily 📰✨
କଟକ ବଡ଼ ମେଡିକାଲରେ ନିଆଁ ଲାଗିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଟ୍ରମା କେୟାରର ଆଇସିୟୁରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ��ୟୁ।
#SCBFireTragedy #SCBMedical #SCBMCH #Cuttack #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨
SCB ଅଗ୍ନିକାଣ୍ଡରେ ୧୦ ରୋଗୀ ମୃତ
#SCBVictims #FireAccident #SCBMedicalCollege #SCBMCH #Cuttack #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

#SCBFireTragedy: Barabati-Cuttack MLA Sofia Firdous alleges lapses in safety measures
#Odisha #Cuttack #SCBMCH
https://t.co/wN8xB02FBo
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers












