Top Tweets for #SchoolProblem
#ବିଜୁଳି_ବିନା_ସ୍ମାର୍ଟ_ସ୍କୁଲ୍!
ଗୁଣାତ୍ମକ ଶିକ୍ଷା ପାଇଁ ତିଆରି ହୋଇଥିଲା ସ୍ମାର୍ଟ କ୍ଲାସ୍ରୁମ୍, ହେଲେ ବର୍ଷେରୁ ଅଧିକ ସମୟ ଧରି ବିଜୁଳି ନଥିବାରୁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ
#nandighoshatv #Odisha #Kantamal #OdishaNews #Education #SmartClassroom #SchoolProblem
#ଜଙ୍ଗଲ_ଭିତରେ_ସ୍କୁଲ !
ଜଙ୍ଗଲ ଭିତରେ ବିଦ୍ୟାଳୟ । ହାତୀ ଅଞ୍ଚଳରେ ପାଠପଢ଼ା । ନାଳପାର ହୋଇ ସ୍କୁଲ୍ ଯାଉଛନ୍ତି ପିଲା । ବିପଦସଙ୍କୁଳ ପରିବେଶରେ ଚାଲିଛି ମୁରିବାହାଲ ଦାଢ଼ିଆପଦର ପ୍ରାଥମିକ ବିଦ୍ୟାଳୟ । ପିଲାଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ
#Kantabanjhi #Odisha #KanakNews #SchoolProblem
#ଜଙ୍ଗଲ_ଭିତରେ_ସ୍କୁଲ !
ଜଙ୍ଗଲ ଭିତରେ ବିଦ୍ୟାଳୟ । ହାତୀ ଅଞ୍ଚଳରେ ପାଠପଢ଼ା । ନାଳପାର ହୋଇ ସ୍କୁଲ୍ ଯାଉଛନ୍ତି ପିଲା । ବିପଦସଙ୍କୁଳ ପରିବେଶରେ ଚାଲିଛି ମୁରିବାହାଲ ଦାଢ଼ିଆପଦର ପ୍ରାଥମିକ ବିଦ୍ୟାଳୟ । ପିଲାଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ
#Kantabanjhi #Odisha #KanakNews #SchoolProblem
#ପିଲାଙ୍କ_ଜୀବନ_ସହ_କିଏ_ଖେଳୁଛି_ଖେଳ ?
ରାଜକନିକାରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀଗୃହ । ୨ଟି ଭଙ୍ଗା ଘରେ ବସୁଛନ୍ତି ୬ଟି ଶ୍ରେଣୀର ପିଲା । ଶ୍ରେଣୀଗୃହଟିକୁ ବିପଦପୂର୍ଣ୍ଣ ଘୋଷଣା ପରେ ବି ପିଲାଙ୍କୁ ବସାଯାଉଥିବା ଅଭିଯୋଗ
#Odisha #KanakNews #Kendrapada #SchoolProblem
#କେତେ_ଦିନ_ବାରଣ୍ଡାରେ_ପିଲା_ପଢ଼ିବେ ?
ଅବ୍ୟବସ୍ଥା ଘେରରେ କେନ୍ଦୁଝର ଆନନ୍ଦପୁରର ପ୍ରାଥମିକ ବିଦ୍ୟାଳୟ । ସ୍କୁଲ୍ ପରିସରରେ ଜମୁଛି ପାଣି । ଶ୍ରେଣୀଗୃହ ବି ନାହିଁ । ହସ୍ତାନ୍ତର ହୋଇପାରୁନି ନବନିର୍ମିତ ଗୃହ
#odisha #Anandapur #SchoolProblem #KanakNews
#ଏମିତି_ସ୍କୁଲରେ_କେମିତି_ପଢ଼ିବେ_ପିଲା ?
ଅବ୍ୟବସ୍ଥା ଘେରରେ କୁଚିଣ୍ଡାର ସରକାରୀ ଉଚ୍ଚ ବିଦ୍ୟାଳୟ । ଭାଙ୍ଗିଗଲାଣି ଶୌଚାଳୟ । ରନ୍ଧା ସାମଗ୍ରୀ ରଖାଯାଉଥିବା ସ୍ଥାନରେ ଉଇହୁଙ୍କା ମାଳମାଳ
#Kuchinda #Odisha #KanakNews #SchoolProblem
#ଭଙ୍ଗା_ଘରେ_ଭବିଷ୍ୟତ_ଗଢ଼ା
କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ବଦଳୁନି ଶିକ୍ଷା ବ୍ୟବସ୍ଥାର ଚିତ୍ର । ଉପକୂଳରୁ ଉପାନ୍ତ ସବୁଠି ବିଦ୍ୟାଳୟଗୁଡ଼ିକର ଦୟନୀୟ ସ୍ଥିତି । ବଲାଙ୍ଗୀରରୁ ମାଲକାନଗିରି.. ଜରାଜୀର୍ଣ୍ଣ ଶ୍ରେଣୀଗୃହ ଭରସାରେ ଭବିଷ୍ୟତ
#SchoolProblem #Odisha #KanakNews
#୧୪_ଲକ୍ଷ_ଅଛି_କାମ_ହେଉନି ?
ସରକାର ବଦଳିଲେ, ବଦଳିଗଲା ବିକାଶର ଚିତ୍ର । ଅଟକିଗଲା କୋକସରା ଗୋତମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଉନ୍ନତୀକରଣ । ୧୪ ଲକ୍ଷର ପାଣ୍ଠି ସତ୍ତ୍ବେ ଅସମ୍ପୂର୍ଣ୍ଣ ହାଇସ୍କୁଲ କାମ
#Odisha #KanakNews #Kokosara #SchoolProblem
स्कूल में वॉशरूम नहीं तो छात्रों ने किया सड़क जाम! 10 दिन में समाधान का आश्वासन
#Selud #Durg #StudentProtest #SchoolNews #SchoolSafety #PatanRoad #ChhattisgarhNews #CGNews #EducationNews #SchoolProblem #StudentProtest #TRPNews
ସ୍କୁଲ୍ରେ ପଶିଲା ବର୍ଷା ପାଣି! ଆଣ୍ଠୁଏ ପାଣିରେ ଉବୁଟୁବୁ ଅସ୍ତରଙ୍ଗ ବ୍ଲକ୍ ନଈଗୁଆଁ ପଞ୍ଚାୟତର ଓସ୍ତପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ଭିଜିଗଲା ବହିବସ୍ତାନୀ ଓ ମଧ୍ୟାହ୍ନ ଭୋଜନ ଚାଉଳ । ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଅଭିଯୋଗ ।
#Astaranga #Odisha #SchoolWaterlogging #RainWater #SchoolProblem #Education #DrainageIssue #PublicGrievance #UrgentAction #OdishaGovernment #StudentSafety #SchoolInfrastructure
Respected @CMO_Odisha Sir, kindly intervene and direct the concerned authorities for immediate action.
@dept_ga @SecyChief @PRDeptOdisha @SMEOdisha @ThirumalaNaik4 @NityanandaBJP @ZPpuri @dm_puri
@AstarangaBdo @JanaSunani
ମଧ୍ୟାହ୍ନ ଭୋଜନ ପାଇଁ ଏ କି ବ୍ୟବସ୍ଥା? ହାତରେ ଥାଳି, ରାସ୍ତାରେ ଛାତ୍ରଛାତ୍ରୀଙ୍କ ଧାଡ଼ି
#Gajapati #MidDayMeal #SchoolProblem #OTV
https://t.co/gm0T9ZyjlR
यह स्कूल शिक्षा में दुर्दशा का मॉडल बन सकता है
जहाँ आते है सांप-बिच्छू और बंदर..
#chhattisgarh #school #education #schoolproblem #schoolcondition #studentsafety #viralvideo #hindinews #lalluramnews
@satyarajput321
#ପିଲାଙ୍କୁ_ପାଠ_ପଢ଼ାଉଛନ୍ତି_କିରାଣି!
କେନ୍ଦ୍ରାପଡ଼ାରେ ଶିକ୍ଷା ବ୍ୟବସ୍ଥାର ବେହାଲ୍ ଚିତ୍ର। ମାସମାସ ଧରି ଖାଲି ପଡ଼ିଛି ଶିକ୍ଷକ ପଦ, ହେଲେ ନିଯୁକ୍ତି ହୋଇପାରିନି।
#Kendrapada #EducationCrisis #GovernmentSchool #SchoolProblem #OdishaNews #KanakNews
#ଜଣେ_ଶିକ୍ଷକରେ_ଚାଲିଛି_ସ୍କୁଲ୍!
ଧାଡିଆମ୍ବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଇବାକୁ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ଗାଁର ଯୁବକ ଓ ଛାତ୍ରାବାସର ରୋଷେଇୟା ସ୍ୱଇଚ୍ଛାରେ ପାଠ ପଢ଼ାଉଛନ୍ତି।
#Gajapati #TeacherShortage #SchoolProblem #EducationCrisis #OdishaNews #GovernmentSchool #KanakNews
#ଆଚ୍ଛା_ଏମିତି_ପଢ଼ିବେ_ପିଲା ?
ଛାତରୁ ଖସୁଛି କଂକ୍ରିଟ୍, ଫାଟି ଆଁ କରିଛି ତାଜା । ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି ପିଲା । ଦୁର୍ବଳ ଭିତ୍ତିଭୂମିକୁ ଶିକ୍ଷକ ଅଭାବ । ୬ଟି ଶ୍ରେଣୀକୁ ଜଣେ ଠିକାଭିତ୍ତିକ ଶିକ୍ଷକ । ଅନୁଗୋଳ ପ୍ରାଥମିକ ବିଦ୍ୟାଳୟରୁ ଆସିଲା ଶିକ୍ଷାର ବିକଳ ଚିତ୍ର
#Anugul #Odisha #SchoolProblem #KanakNews
Waterlogging Crisis in School | ନାହିଁ ଡ୍ରେନେଜ୍ ସୁବିଧା, ସ୍କୁଲରେ ପାଣି ! କେମିତି ହେବ ପାଠପଢ଼ା ? | Balipatana
#Balipatna #SchoolProblem #Waterlogging #DrainageIssue #OdishaNews #EducationNews #RainProblem #StudentsIssue #LocalNews #BreakingNews #OdishaEducation #CivicIssue #prameyanews7
ସ୍କୁଲ ରେ ତାଲା ବାହାରେ ପିଲା; ସ୍ଥାୟୀ ଶିକ୍ଷକ ଦାବିରେ ପାଟଣାଗଡ଼ ଦେଉଳ ଗାଁରେ ଅଭିଭାବକଙ୍କ ଆନ୍ଦୋଳନ | School Locked, Students Outside: Parents Protest Demanding Permanent Teacher in Patnagarh #PatnagarhNews #SchoolProblem #TeacherShortage #OdishaEducation #ParentProtest #SchoolLockdown #EducationCrisis #BolagarhNews #StudentFuture #OdishaNews #SchoolIssue #GroundReport
#ସରକାର_ସ୍କୁଲ_କଥା_କେବେ_ବୁଝିବେ ?
ଶିକ୍ଷା ହିଁ ସମାଜର ମେରୁଦଣ୍ଡ। ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ । ପିଲାଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇଦେବା ସହ ସ୍କୁଲ୍ ମୁହାଁ କରିବା ପାଇଁ ମାଳମାଳ ଯୋଜନା କରାଯାଇଥିବା ନେଇ ଡିଣ୍ଡିମ ପିଟୁଛନ୍ତି ସରକାର । କିନ୍ତୁ ବାସ୍ତବ ଚିତ୍ର ଅତ୍ୟନ୍ତ ଚିନ୍ତାଜନକ
#SchoolProblem #Odisha #KanakNews
#ଫ୍ୟାନ୍_ଚାଲିଲେ_ସ୍କୁଲ_ଯିବୁ
ସ୍କୁଲ ଆସୁନାହାନ୍ତି ପିଲା । କାରଣ କ୍ଲାସ୍ ରୁମ୍ରେ ବାହାରୁଛି ଗମ୍ ଗମ୍ ଝାଳ । ଗୋଟିଏ ବର୍ଷରେ କମିଛି ୩୦ ପ୍ରତିଶତ ଉପସ୍ଥାନ । ଶିକ୍ଷକ ଫୋନ୍ କଲେ କହୁଛନ୍ତି, ଆଗ ଫ୍ୟାନ୍ ଚଲାଅ ପରେ ସ୍କୁଲ ଯିବୁ
#Odisha #kanaknews #Sambalpur #SchoolProblem
#Nagaur : डेगाना में शिक्षकों की कमी पर छात्रों का फूटा गुस्सा...
#Degana #Nagaur #EducationIssue #StudentProtest #RajasthanEducation #SchoolProblem #RajasthanNews #NewsBook24x7 #IndiaVoiceRajasthan

Last Seen Hashtags on Sotwe
ㅈ올
Seen from Korea
Devabhau
Seen from India
anxiouspanda(**)* filter:videos
Seen from Turkey
alanyashemale
Seen from Turkey
anxiouspanda(*****************)******************* since:2026-10-1 filter:videos
hackers
Seen from Malaysia
Sahibe
Seen from Turkey
aigirl #hijab
Seen from India
teenageers
Seen from United States
고라니율
Seen from United States
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers







