Top Tweets for #Subdegas
ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ର ବ୍ଲକ କମିଟି ସଭାପତି ସୂର୍ୟକାନ୍ତି ଗିଧୀ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମଡୁଙ୍ଗୁରି ଠାରେ 25/26 ଜୁନ 2026 ଦୁଇ ଦିନ ଧରି ଅନୁଷ୍ଠିତ ରାଜ୍ୟ ସ୍ତରୀୟ #OSM,#MSMO ମିଟିଙ୍ଗ ରେ ସକ୍ରିୟତା ସହ୍ ଅଂଶଗ୍ରହଣ କରିଥିଲେ। @Atmashakti3 #SubdegaS @12_baje #wcdodisha

ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ର ଭତ୍ତା ପାଇବାରୁ ବଂଚିତ ଥିବା ଶତାଧିକ ଆଦିବାସି ବୃଦ୍ଧା , ବିଧବା, ଦିବ୍ୟାଙ୍ଗ #Subdegas ଙ୍କୁ ଦାବି ପତ୍ର ପ୍ରଦାନ କଲେ ।#PensionForAll
#SocialSecurity
@DMSundargarh
@SSEPD2
@FdOdisha
@PRDeptOdisha
@scstdevdept

ସବଡେଗା ବ୍ଲକ କୁରୁମକେଲ ପଞ୍ଚାୟତ କୁବାପଡା ଗ୍ରାମ ଅଙ୍ଗନୱାଡ଼ି ଠାରେ ଥିବା ନଳକୂଅ ର ପାଣି ହାଣ୍ଡେଲ କୁ ଲଗାଇ ଦେଇଥିବା ଯୋଗୁଁ, RWSS JE ,#SubdegaS ଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି ।@DmSundargarh @RWSS_Sundargarh
#SafeDrinkingWaterForAll #RuralDevelopment #ActNow
ବାର୍ଷିକ ଭୋଜି ଦିନ ବ୍ଲକ କମିଟି, କୋଚ କୁଇନ୍ ଙ୍କ ସହ ପରମ୍ପରା ବିକାଶ ଯାତ୍ରା, ସଙ୍ଗିନୀଦାର , ଜନ ସାଥି ସମ୍ମିଳନୀ ବିଷୟରେ ଚର୍ଚ୍ଚା ଓ ପାରମ୍ପାରିକ ଫିଟୁ ଖେଳ ଖେଳାଗଲା।#atmashaktituste #msmo #12baje12minute #Dmsundargarh #subdegas #

#ପରିଚ୍ଛନ୍ନତା ହେଉଛି ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି! ଅଙ୍ଗନୱାଡ଼ି ଶିଶୁ ମାନଙ୍କ ମଧ୍ୟରେ ହାତ ଧୁଆ ପ୍ରଣାଳୀ ର ଅଭ୍ୟାସ ଓ ପୁଷ୍ଟି ଯୁକ୍ତ ଖାଦ୍ୟ ଉପର ସଚେତନତା ଏକ ଉନ୍ନତ ସ୍ୱାସ୍ଥ୍ୟ ଏବଂ ବିକାଶ ଆଡ଼କୁ ବାର୍ତ୍ତା ଦିଏ ।
@WCDOdisha @SMEOdisha @DMSundargarh
#SubdegaS @BhabaniSBhoi
#Awerness #SDGs #Odisha

Here's to all the women who inspire us every day. Together, we can achieve anything! #DMSundargarh #SubdegaS #InternationalWomensDay
#GenderEquality
#EmpowerWomen
#CelebrateWomen
#IWD2024
#12baje12minute

Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
111.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.2M followers

Lady Gaga 
@ladygaga
73.7M followers

Virat Kohli 
@imvkohli
70.9M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
63.8M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.4M followers

X 
@x
60.8M followers






