Top Tweets for #SubhashreeDeathCase
ରାଜନଗର ଶୁଭଶ୍ରୀ ମୃତ୍ୟୁ ରହସ୍ୟରୁ ଉଠୁନି ପରଦା, ସୋସିଆଲ ମିଡିଆରେ ଘୁରି ବୁଲୁଛି ଏମିତି ଫଟୋ
#RajnagarSubhashree #SubhashreeDeathCase #SubhashreeDeathMystery #RajnagarNews #KendraparaNews #OdishaCrime #OdishaNews #SocialMediaViral #ViralPhoto #DeathMystery #CrimeNews #OdishaLatestNews #News7odia
#ଶୁଭଶ୍ରୀ_ମୃତ୍ୟୁ_ମାମଲାରେ_ଆସିଲା_ଟ୍ୱିଷ୍ଟ୍
ରାଜ୍ୟର ବହୁ ଚର୍ଚ୍ଚିତ ଡାକ୍ତର ଶୁଭଶ୍ରୀ ମୃତ୍ୟୁ ମାମଲାରେ ଏକ ବଡ ଟ୍ୱିଷ୍ଟ ଆସିଛି। ଶୁଭଶ୍ରୀଙ୍କ ଭିସେରା ରିପୋର୍ଟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ତାଙ୍କୁ ବିଷ ନୁହଁ ବରଂ ମଦରେ ନିଶା ବଟିକା ଦିଆଯାଇଥିବା ମୃତ ଡାକ୍ତରଙ୍କ ବଡ଼ବାପା କହିଛନ୍ତି।
#SubhashreeDeathCase #OTV
ଭୁବନେଶ୍ୱର ଶୁଭଶ୍ରୀ ମୃତ୍ୟୁ ମାମଲାରେ ପ୍ରେମିକଙ୍କୁ ରିମାଣ୍ଡରେ ନେବ ପୋଲିସ
#SubhashreeDeathCase #NewsUpdates #OdishaNews
Bhubaneswar #SubhashreeDeathCase: Boyfriend To Be Taken On #Remand @kalingatv #bhubaneswar
https://t.co/rcxLsoHvJ8
#ଶୁଭଶ୍ରୀ_ମୃତ୍ୟୁ_ମାମଲାରୁ_ହଟିଲା_ପରଦା
ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ। ଆଉ ଶୁଭଶ୍ରୀଙ୍କ ଜୀବନ ହାରିବା ପଛରେ ରହିଛି ତାଙ୍କ ବୟଫ୍ରେଣ୍ଡ ଚିତ୍ତରଂଜନ ଜେନାଙ୍କ ଭୂମିକା। ବୟଫ୍ରେଣ୍ଡଙ୍କ ପାଇଁ ଶୁଭଶ୍ରୀ ବାଧ୍ୟ ହେଲେ ଆତ୍ମହତ୍ୟା କରିବାକୁ।
#SubhashreeDeathCase
ଶୁଭଶ୍ରୀଙ୍କ ଆତ୍ମହତ୍ୟା ପଛରେ ବଦମାସ ବୟଫ୍ରେଣ୍ଡ: ୨୦୧୪ରେ ବିବାହ, ୨୦୧୯ରେ ଚିତ୍ତଙ୍କ ସହ କଥାବାର୍ତ୍ତା ଆରମ୍ଭ
#SubhashreeDeathCase #Bhubaneswar #Odisha #Sambad
https://t.co/gaKd7bNrlo
#ଶୁଭଶ୍ରୀ_ମୃତ୍ୟୁର_ଗୁମର_ଖୋଲିଲା_ପୋଲିସ
ଶୁଭଶ୍ରୀ ମୃତ୍ୟୁ ମାମଲାରୁ ହଟିଲା ପରଦା, ବନ୍ଧାହେଲା ବଦମାସ ବୟଫ୍ରେଣ୍ଡ
#SubhashreeDeathCase
https://t.co/lc4aJWodu6
#ବନ୍ଧାହେଲା_ବଦମାସ_ବୟଫ୍ରେଣ୍ଡ୍
ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ଚିତ୍ତକୁ ଗିରଫ କଲା ପୋଲିସ ଘଟଣା ସଂପର୍କରେ ଡିସିପି ପ୍ରତୀକ ସିଂହ କଣ କହିଲେ, ଶୁଣନ୍ତୁ
#SubhashreeDeathCase #Bhubaneswar
ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ଚିତ୍ତକୁ ଗିରଫ କଲା ପୋଲିସ, ଘଟଣା ସଂପର୍କରେ ଡିସିପି ପ୍ରତୀକ ସିଂହ କହିଲେ-ପରକୀୟା ସଂପର୍କ, ଅବିଶ୍ୱାସ, ଝଗଡ଼ାରୁ ଆତ୍ମହତ୍ୟା କରିଛନ୍ତି, ୨୦୧୪ରେ ବାହା ହୋଇଥିବା ଶୁଭଶ୍ରୀଙ୍କ ସହ ୨୦୧୯ରେ ଚିତ୍ତର ସଂପର୍କ ହୋଇଥିଲା
#SubhashreeDeathCase
#ପୋଲିସକୁ_ଓଢଣୀ_ଦେଲା_ବୟପ୍ରେଣ୍ଡ
ପୋଲିସ୍ ହାତରେ ମୃତ ଶୁଭଶ୍ରୀଙ୍କ ଓଢଣୀ। ପୋଲିସକୁ ଦେଲା ବୟପ୍ରେଣ୍ଡ
#SubhashreeDeathCase #OTV #Odisha
ଶୁଭଶ୍ରୀ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁଙ୍କୁ ବାନ୍ଧିଲା ପୁଲିସ!
#Sambad #SubhashreeDeathCase #Bhubaneswar #Odisha
https://t.co/qhZiyylhqQ
ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ
#SubhashreeDeathCase #Bhubaneswar #Odisha #Sambad
https://t.co/c0mYHuPhPk
ରାଜଧାନୀର ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଥିବା ଶୁଭଶ୍ରୀ ମର୍ଡର ମାମଲାରେ ଖାରବେଳନଗର ପୋଲିସ୍କୁ ବଡ଼ ସୁରାକ
#SubhashreeDeathCase #Bhubaneswar #Odisha
Last Seen Hashtags on Sotwe
izmittravesti
Seen from Turkey
brosis
Seen from United Kingdom
omegle or #nolimit() +filter:native_video
Seen from Austria
سِِكُسْ_كتَاب
Seen from Turkey
snapchat
Seen from United States
KNG3688
Seen from Thailand
CaughtOnCamera
Seen from United States
Malandros
Seen from Mexico
TwitterLessChad
Seen from United States
くすぐり
Seen from Germany
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers




