Top Tweets for #Suliajatra
ଆଦିବାସୀ ପରମ୍ପରା ଆଗରେ ହାର ମାନିଲା ପ୍ରଶାସନର ସଚେତନତା, ମାନସିକ ପୂରଣ ପାଇଁ ହଜାର ହଜାର ସଂଖ୍ୟାରେ ପଡିଲା... #suliajatra #balangir #prameyanews7 #awareness #odisha #tribalfestival
ସୁଳିଆ ଯାତ୍ରା ପାଇଁ ରକ୍ତରଞ୍ଜିତ ସୁଳିଆ ପୀଠ
ବଲାଙ୍ଗିର: ଖଇରଗୁଡା ଓ କୁମୁରିଆରେ ହଜାର ହଜାର ପଶୁଙ୍କ ବଳି
ମାନସିକ ପୂରଣ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼
#Bolangir #SuliaJatra #ArgusNews
ରକ୍ତରଞ୍ଜିତ ହେଲା ସୁଲିଆ ପୀଠ, ପଡିଲା ବଳି : ସୁରକ୍ଷା ବ୍ୟବସ୍ଥା ପୁରା କଡ଼ାକଡ଼ି
#PrameyaNews7 #OdishaNews #Odisha #SuliaJatra #Bolangir
https://t.co/fWAFQzDzBv
#ରକ୍ତରେ_ଭିଜିଲା_ପୀଠ
ବଲାଙ୍ଗୀରର ପ୍ରସିଦ୍ଧ ସୁଲିଆ ଯାତ୍ରା
ସୁଲିଆ ପୀଠରେ ପଡିଲା ବଳି
ପ୍ରଥମେ ପାଟ ଭୁକା ବଳିଦେଲେ ମୁଖ୍ୟ ପୂଜକ
ସୁରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ
ବରିଷ୍ଠ ଅଧିକାରୀ ସମେତ ୩ ପ୍ଲାଟୁନ ଫୋର୍ସ ନିୟୋଜିତ
#prameyanews7 #odishanews #Odisha #Suliajatra #bolangir

#ଆଜି_ପ୍ରସିଦ୍ଧ_ଶୁଲିଆ_ଯାତ୍ରା
-ବଲାଙ୍ଗିର: ଆଜି ଦେଓଗାଁରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା
-ଖଇରଗୁଡ଼ାର ବଡ଼ ଖଳା, କୁମୁରିଆର ସାନଖଳା ଓ ନୂଆଖଳାରେ ପାଳନ
-ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ବଳି ସ୍ଥଳରେ ପୋଲିସ ଫୋର୍ସ ମୁତୟନ
-ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଲୋକ ଯାତ୍ରାରେ ସାମିଲ
#SuliaJatra #Bolangir #TribalFestival #OdishaFestival #WesternOdisha #AdivasiYatra #OTV

ବଲାଙ୍ଗିର: ଆଜି ଦେଓଗାଁରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା...ଖଇରଗୁଡ଼ାର ବଡ଼ ଖଳା, କୁମୁରିଆର ସାନଖଳା ଓ ନୂଆଖଳାରେ ପାଳନ....ବ୍ୟପାକ ସୁରକ୍ଷା ବ୍ୟବସ୍ଥା, ବଳି ପଡୁଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ
#SuliaJatra #Bolangir #TribalFestival #OdishaFestival #WesternOdisha #AdivasiYatra #OTV
Significant tribal festival Sulia Jatra to be celebrated in Balangir today
#SuliaJatra
#Balangir
#kalingatv
https://t.co/KLJIIwjdJb
#ରାତି_ପାହିଲେ_ଶୁଲିଆ_ଯାତ୍ରା
ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆସନ୍ତାକାଲିଠୁ ଆରମ୍ଭ ହେବ ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ଉତ୍ସବ ମୁଖର ଗାଁ, ଜମିଲାଣି ଭକ୍ତଙ୍କ ଗହଳି । ବଳିପ୍ରଥାକୁ ନେଇ ବିଭିନ୍ନ ଗୋଷ୍ଠୀଙ୍କ ସହ ପ୍ରଶାସନର ଆଲୋଚନା
#SuliaJatra #Odisha #KanakNews #Bolangir
The first Tuesday of Shukla Paksha marks the renowned Suliya Jatra, bringing vibrant tribal festivities and energy to Balangir. A true celebration of tradition and togetherness!
#Bolangir #SuliaJatra #OTV #Tradition @DeoKalikesh
ସୁଲିଆ ପୀଠରେ ରକ୍ତର ନଦୀ...ଚୁପ୍ଚାପ୍ ବସିଛି ପୋଲିସ ପ୍ରଶାସନ...
#AnimalSacrifice #SuliaJatra #Odisha #OTV
https://t.co/iXvAgWwn3F
ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ, ବଳିପଡିଲେ ହଜାର ହଜାର ପଶୁପକ୍ଷୀ
https://t.co/ZVTnRzR2Q7
#PrameyaNews7 #OdishaNews #Odisha #SuliaJatra
#ବଲାଙ୍ଗିରରେ_ଶୁଳିଆ_ଯାତ୍ରା
#ରକ୍ତ_ରଞ୍ଜିତ_ହେଲା_ଶୁଳିଆ_ପୀଠ
-ରକ୍ତ ରଞ୍ଜିତ ହେଲା ଦେଓଗାଁ ବ୍ଲକ ଖଇରିଗୁରା, କୁମୁରିଆ ଗାଁ
-ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
-ଶୁଳିଆ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ୨ ପ୍ଲାଟୁନ୍ ଫୋର୍ସ ମୁତୟନ
#Bolangir #SuliaJatra

#ରକ୍ତରଞ୍ଜିତ_ହେବ_ସୁଲିଆ_ପୀଠ
ଆଜି ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର, ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ବଲାଙ୍ଗିର ଜିଲ୍ଲାର ବଣଜଙ୍ଗଲ ଘେରା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ।
#Bolangir #SuliaJatra #OTV
* ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ
* ଆରମ୍ଭ ହେଲା ଶୁଲିଆ ଯାତ୍ରା
* ୬ ପ୍ଲାଟୁନ ପୋଲିସ, ୧ ପ୍ଲାଟୁନ ହୋମଗାର୍ଡ ନିୟୋଜିତ
* ସୁରକ୍ଷା ଦୃଷ୍ଟିରୁ ୨ ଜଣ ମାଜିଷ୍ଟ୍ରଟ୍ ମୁତୟନ
* ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ନିୟୋଜିତ
#suliajatra #nandighoshatv

#ରକ୍ତ_ରଞ୍ଜିତ_ହେଲା_ଶୁଳିଆ_ପୀଠ
-ବଲାଙ୍ଗିର: ଶୁଳିଆ ଯାତ୍ରାରେ ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ
-ରକ୍ତ ରଞ୍ଜିତ ହେଲା ଦେଓଗାଁ ବ୍ଲକ ଖଇରିଗୁରା, କୁମୁରିଆ ଗାଁ
-ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
-ଶୁଳିଆ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ୨ ପ୍ଲାଟୁନ୍ ଫୋର୍ସ ମୁତୟନ
#Bolangir #SuliaJatra #OTV

#ଶୁଳିଆ_ଯାତ୍ରା_ପହଞ୍ଚିଲା_ପାଟବୋକା'
-ବଲାଙ୍ଗିର: ଆଜି ଶୁଳିଆ ଯାତ୍ରା, ରକ୍ତରଞ୍ଜିତ ହେବ ଶୁଳିଆ ପୀଠ
-ଦେଓଗାଁ ବ୍ଲକ ଖଇରିଗୁରା, କୁମୁରିଆରେ ଶୁଳିଆ ଯାତ୍ରା ଆୟୋଜିତ
-ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିଲେ ଆଦିବାସୀ
-ଶୁଳିଆ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ୨ ପ୍ଲାଟୁନ୍ ଫୋର୍ସ ମୁତୟନ
#Bolangir #SuliaJatra #OTV

#ଶୁଲିଆ_ମହୋତ୍ସବକୁ_ମିଳିଲାନି_ଅନୁମତି
-ବଲାଙ୍ଗିର: ଶୁଲିଆ ମହୋତ୍ସବ ପାଇଁ ମିଳିଲାନି ଅନୁମତି
-ଆଇନ ଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦେଲାନି ଜିଲ୍ଲା ପ୍ରଶାସନ
-କାଲିଠୁ ୭ ଯାଏଁ ଖଇରଗୁଡ଼ା ଓ କୁମୁରିଆରେ ହେବାର ଥିଲା ମହୋତ୍ସବ
#Bolangir #SuliaJatra #OTV

- ଜାନୁଆରୀ ୭ରୁ ବଲାଙ୍ଗୀର ପ୍ରସିଦ୍ଧ ସୁଲିଆ ଯାତ୍ରା
- ୩ ଦିନ ଧରି ଚାଲିବ ମହୋତ୍ସବ
- ସୁଲିଆ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ସହ ପ୍ରସ୍ତୁତି ବୈଠକ
- ଦେଓଗାଁ ବ୍ଲକ ଖଇରଗୁଡ଼ା ବଡ଼ଖଳା ଓ ସାନଖଳାରେ ହେବ ଯାତ୍ରା
- ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରାରେ ବଳି ରୋକିବାକୁ ସଚେତନ କରିବେ ପ୍ରଶାସନ ଓ ପୋଲିସ
#Bolangir #Odisha #SuliaJatra
#କନ୍ଧ_କରନ୍ତି_ପୂଜାଚ୍ଚନା
ଶୁଲିଆ ବୁଢ଼ାଙ୍କ ଦର୍ଶନ ପାଇଁ ରାତି ୨ଟାରୁ ଶ୍ରଦ୍ଧାଳୁ ଆସିଛନ୍ତି ..
#SuliaJatra #Bolangir #OTV
#ପତ୍ର_ପିନ୍ଧିଲେ_ପୂଜକ
‘ପୂର୍ବେ ଉଲଗ୍ନ ହୋଇ ପୂଜା କରୁଥିଲେ, ଏବେ ପତ୍ର ପିନ୍ଧୁଛନ୍ତି’
#SuliaJatra #Bolangir #OTV
Last Seen Hashtags on Sotwe
incestohermano
Seen from Argentina
harielvlog
Seen from Turkey
Pakistani #bnwo
Seen from Germany
hijab #sex
Seen from Turkey
مبادل_ابها
Seen from Germany
تحرش_مواصلات
Seen from Lebanon
crying #forced filter:videos
Seen from Turkey
fitnessmodel
Seen from Spain
anxiouspanda
Seen from Saudi Arabia
miamalkova porn
Seen from Turkey
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers









