Top Tweets for #SumHospital
ନୂଆ ଟେକ୍ନୋଲୋଜିରେ ହାର୍ଣ୍ଣିଆ ଚିକିତ୍ସା I ସମ୍ ସର୍ଜରୀ ବିଭାଗ ପକ୍ଷରୁ ୨ ଦିନିଆ ସମ୍ମିଳନୀ | IMS & SUM Hospital, Bhubaneswar #herniatreatment #sumhospital #prameyanews7 #surgery #advancetechnology
IMS ଆଣ୍ଡ SUM ହସ୍ପିଟାଲରେ ଜାତୀୟ ଡାକ୍ତର ଦିବସ ପାଳିତ, ଡାକ୍ତରଙ୍କୁ ପ୍ରଶଂସା କଲେ ସୋଆ ଉପସଭାପତି ଶାଶ୍ଵତୀ ଦାସ #IMS #SUMHospital #Odisha #prameyanews7 #SOA #TopNews #breakingnews

SUM Hospital Gets Times Health Icon Award
ସମ୍ ହସ୍ପିଟାଲକୁ ଟାଇମ୍ସ ଅଫ ଇଣ୍ଡିଆ ପକ୍ଷରୁ ମିଳିଲା ' ଟାଇମ୍ସ ହେଲଥ୍ ଆଇକନ୍ ଆୱାର୍ଡ ', ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେତା ମାନଙ୍କୁ କଲେ ପୁରସ୍କୃତ
#sumhospital #timehealthiconaward #prameyanews7 #cmmohanmajhi #odishanews #timesofindia
ଫାଇଲ ଗାଏବକୁ ନେଇ FIR। ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ କ୍ୟାପିଟାଲ ଥାନାରେ FIR। ଗୃହ ବିଭାଗ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି FIR କଲେ।
#FIR #GovernmentFiles #NaiduCommission #SUMHospital #HomeDepartment #OdishaNews #OdishaTV #OTV
ସମ୍ ହସ୍ପିଟାଲରେ ରକ୍ତ କର୍କଟ ଦିବସ ପାଳିତ, ଭୟ ନୁହେଁ, ସଚେତନତା ହିଁ କର୍କଟ ବିରୋଧୀ ଲଢେଇର ବଡ଼ ଅସ୍ତ୍ର | World Blood Cancer Day 2026 | IMS & SUM Hospital, Bhubaneswar #worldbloodcancerday #sumhospital #prameyanews7 #bhubaneswar #cancerawareness
ନର୍ସଙ୍କ ସେବା ଓ ତ୍ୟାଗକୁ ସମ୍ମାନ, IMS ଓ SUM ହସ୍ପିଟାଲରେ ଆନ୍ତର୍ଜାତିକ ସେବିକା ଦିବସ ପାଳନ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ | International Nurses Day 2026 | IMS & SUM Hospital #internationalnursesday #prameyanews7 #sumhospital #bhubaneswar #aparajitasarangi #healthworkers #dedication #patientcare @sumberhampur
#ବିଶ୍ୱ_ଲୁପୁସ୍_ଡେ'
ଆଜି ବିଶ୍ୱ ଲୁପୁସ୍ ଦିବସ । ଏହି ଅବସରରେ ସମ୍ ହସ୍ପିଟାଲ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା
#SumHospital #Odisha #KanakNews
ଭୁବନେଶ୍ୱରରେ ସମ ହସ୍ପିଟାଲ ପକ୍ଷରୁ ଲୁପସ ସଚେତନତା, କାର୍ଯ୍ୟକ୍ରମରେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀ ଓ ବିଧାୟକ ବାବୁ ସିଂ | World Lupus Day 2026, Awareness program organized by SUM Hospital in Bhubaneswar #worldlupusday2026 #bhubaneswar #sumhospital #prameyanews7 #babusingh #suramapadhi
ଆଜି ବିଶ୍ୱ ଲୁପସ୍ ଦିବସ; ଭୁବନେଶ୍ୱରରେ IMS ଓ SUM ହସ୍ପିଟାଲର ସଚେତନତା ଶୋଭାଯାତ୍ରା | World Lupus Day – Awareness Rally by IMS & SUM Hospital in Bhubaneswar #WorldLupusDay #LupusAwareness #IMS #SUMHospital #BhubaneswarNews #OdishaHealth #prameyanews7
ଗୋଠପାଟଣାରେ ସମ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ୨୫୦ରୁ ଅଧିକ ଶ୍ରମିକ | SUM Hospital's Free Health Camp at Gothapatna #sumhospital #gothapatna #prameyanews7 #healthcamp
2 rare #surgicalcases carried out successfully at #SUMhospital Odisha's #Berhampur
#odishabytesnews #Odishabytes
https://t.co/DJ87sfDJ5F
ଦିନକୁ ଦିନ ବଢୁଛି ଖରାର ପ୍ରକୋପ, ସମ୍ ହସ୍ପିଟାଲ ନିକଟରେ ଖୋଲିଲା ଜଳଛତ୍ର #Odisha #prameyanews7 #breakingnews #TopNews #SumHospital #bhubneswar
ଫୁଲନଖରା SUM ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଣ୍ଟ କମଳିନୀ ମଲ୍ଲିକ ପୁରସ୍କୃତ, କୋଭିଡ ସମୟରେ ତାଙ୍କର ଥିଲା ବଳିଷ୍ଟ ଅବଦାନ | Kamalini Mallick, Nursing Superintendent | SUM Hospital
#sumhospital #kamalinimallick #prameyanews7 #nursingsuperintendent #patientcare
ସମ୍ ହସପିଟାଲ-୨ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର; ୧୧ଟି ବିଭାଗର ଡାକ୍ତର କଲେ ରୋଗୀ ଚିକିତ୍ସା | Free Health Camp by SUM Hospital-2; Doctors from 11 Departments Treat Patients #OdishaNews #HealthCamp #SUMHospital #FreeMedicalServices #CommunityHealth #BreakingNews #LocalNews #PublicWelfare #HealthcareUpdates #BhubaneswarNews #prameyanews7
BjdGovernment VS BjpGovernment
ଧିକ ଏହିଭଳି ଲୋକଙ୍କ ସରକାରରକୁ ।
ଲୋକଙ୍କ ସରକାରରେ ଲୋକ ମରିବା ଏକ ସାଧାରଣ କଥା । ସତରେ ଏ ସରକାର କେଡେ ନିର୍ଲଜ ।
#Odisha #OdishaNews #Bjp #Bjd #Cuttack #SCBFire #CuttackHospitalFire #MukeshMahaling #SUMHospital
National Vaccination Day 2026 | Breakfast Odisha with Dr. E Venkata Rao, Professor of Community Medicine, SUM Hospital
#NationalVaccinationDay #VaccinationDay2026 #OdishaNews #BreakfastOdisha #EVenkataRao #CommunityMedicine #SUMHospital #PublicHealth #HealthcareUpdate #PrameyaNews7 #IndianHealthcare #OdishaBreaking #MedicalAwareness #HealthCampaign #VaccinationAwareness
Awareness Rally Organised by IMS & SUM Hospital on World Kidney Day 2026 | ଆଜି ବିଶ୍ୱ କିଡନୀ ଦିବସ, IMS & SUMର ନେଫ୍ରୋଲୋଜି ବିଭାଗ ପକ୍ଷରୁ ସଚେତନତା ରାଲି #awarnessrally #worldkidneyday #imssum #sumhospital #awarness #prameyanews7
ଶୀତଳାପଲ୍ଲୀ ସମ୍ ହସ୍ପିଟାଲକୁ ପୁରିଲା ୨ ବର୍ଷ, ସିଟିଭିଏସ ଓ କେଥଲେବ ଉଦଘାଟନ କଲେ SOA ଉପ ସଭାପତି ଶାଶ୍ବତୀ ଦାସ, ଦକ୍ଷିଣ ଓଡିଶା ରୋଗୀ ସେବାରେ ଶ୍ରେଷ୍ଠ ମେଡିକାଲ ହୋଇ ପାରିଛି ସମ୍, ଆଗାମୀ ଦିନରେ ୫୦୦ ଶଯ୍ୟାର ବ୍ୟବସ୍ଥା ସହ ଖୋଲିବ ମେଡିକାଲ କଲେଜ | SUM Hospital Sitalapalli Completes 2 Years #sumhospital #sitalapalli #saswatidas #prameyanews7 #healthcare #medicalcollege #cathlab #ctvs
ସମ୍ ହସ୍ପିଟାଲରେ ଫାୟାର ମକ୍ ଡ୍ରିଲ୍, ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସାମିଲ | Fire Mock Drill at SUM Hospital #firemockdrill #sumhospital #prameyanews7 #bhubaneswar #training #doctor #medicalstaff
Last Seen Hashtags on Sotwe
TrenesTurísticosDeGalicia
Seen from United States
nolimit momson
Seen from Pakistan
santriwatikece
Seen from Indonesia
dildo
Seen from France
enderman
Seen from Indonesia
louiesenor
Seen from United States
denizlicd
Seen from Turkey
nolimit()***** + filter:native_video
Seen from Mexico
ハッピーサマーフェスタ
Seen from United States
نيك
Seen from United States
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.4M followers

Narendra Modi 
@narendramodi
107M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.1M followers

Taylor Swift 
@taylorswift13
82M followers

Lady Gaga 
@ladygaga
73.5M followers

Virat Kohli 
@imvkohli
70.6M followers

Kim Kardashian 
@kimkardashian
70M followers

YouTube 
@youtube
68.7M followers

Bill Gates 
@billgates
64.1M followers

Neymar Jr 
@neymarjr
63.4M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.2M followers

X 
@x
60.8M followers




