Top Tweets for #Sundargada
#ବଜ୍ରପାତ_ନେଲା_ଜୀବନ
-ବଜ୍ରପାତରେ ୨ ମୃତ, ୩ରୁ ଅଧିକ ଆହତ
-ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଚନ୍ଦ୍ରାମାଲ ଗାଁରେ ଘଟଣା
-ବିଲରେ କାମ କରୁଥିବା ହେଲା ବଜ୍ରପାତ
-ସମସ୍ତ ଆହତ ମେଡ଼ିକାଲରେ ଭର୍ତ୍ତି
#Prameyanews7 #thundercouldrainstrom #sundargada

Today, Mukesh Kr Mishra, Traffic Inspector (OMVD), O/o. RTO, #Sundargada was apprehended by #Odisha #Vigilance while taking bribe of Rs.20,000/- from a truck owner to allow him to operate his transport business smoothly. Further cash Rs 14.33 Lakhs recovered during house search.

Dhirendra Kumar Satapathy, Ex-
Secretary, Regional Cooperative Marketing Society (RCMS), Bonai, #Sundargada (Retd), who was charge sheeted by #Odisha #Vigilance for misappropriation of Govt. money, was convicted to 2 yrs jail and fine.
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସମ୍ପ୍ରସାରଣକୁ ଆଦିବାସୀଙ୍କ ବିରୋଧ
ବନ୍ଧମୁଣ୍ଡା ବରକାନି ଅଞ୍ଚଳରେ ଚାଲିଥିବା କାରଖାନାର ସମ୍ପ୍ରସାରଣକୁ ବିରୋଧ
ସଂପ୍ରସାରଣ ପାଇଁ ବରକାନି ଅଞ୍ଚଳକୁ RSPର ଅଧିଗ୍ରହଣକୁ ବିରୋଧ
ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ
#Sundargada #RourkelaSteelPlant #ArgusNews
#ସ୍ୱାମୀ_ହତ୍ୟା_କଲା_ସ୍ତ୍ରୀକୁ
ରାଉରକେଲା ସହରରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଥାନାରେ ଅଟକ
ଘଟଣା ଘଟିଛି ରଘୁନାଥପାଲି ଥାନା ଅଞ୍ଚଳର ନେତାଜୀ ନଗରରେ
#Sundargada #Rourkela #WifeMurder #HusbandArrested
ରାଉରକେଲାରେ ଜୋର ଧରିଲା ଅବୈଧ ଉଚ୍ଛେଦ
ରାଉରକେଲା ପୋଲିସ ଏବଂ RSP ପ୍ରଶାସନ ପକ୍ଷରୁ ଆକ୍ସନ
ସେକ୍ଟର 7 ଥାନା ଅନ୍ତର୍ଗତ ଗୋଲଘର ଅଞ୍ଚଳରେ ବୁଲିଲା JCB
ଉଚ୍ଛେଦ ଭିତରୁ କିଛି ହତ୍ୟାକାରୀଙ୍କ ଘରେ ମଧ୍ୟ ବୁଲଡୋଜର ଚାଲିଛି
ବହୁଚର୍ଚ୍ଚିତ ତୁଫାନ ବିନ୍ଧାଣି ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
#Odisha #Sundargada #Rourkela #Eviction #ArgusNews
ସୁନ୍ଦରଗଡ଼ ମହୁଲପଦା ଥାନା ଫୁଲଝର-କେନ୍ଦୁଝର ରାସ୍ତାରେ ବଡ଼ ଦୁର୍ଘଟଣା। ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସିଲା ଟ୍ରକ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର I
#Odisha #Sundargada #TruckAccident #ArgusNews
#କିଏ_କରିବ_ଶବ_ବ୍ୟବଛେଦ ?
ଆନ୍ଦୋଳନରେ ଡାକ୍ତର, ୨ ଦିନ ହେବ ପଡ଼ି ରହିଛି ଶବ, ହୋଇପାରୁନି ବ୍ୟବଛେଦ
#KanakNews #Sundargada
#ବନ୍ଧାହେଲେ_ଦୁଷ୍କର୍ମକାରୀ
ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ଅଭିଯୋଗର ୫ ଘଣ୍ଟା ମଧ୍ୟରେ ୩ ଗିରଫ
#KanakNews #Sundargada
#ବିଦ୍ୟୁତ୍_ଖୁଣ୍ଟକୁ_ପିଟି_ଓଲଟିଲା_ବସ୍_20_ଆହତ
ବଣାଇ: ବିଦ୍ୟୁତ୍ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍, 20 ଆହତ
ଲହୁଣିପଡ଼ା ଥାନା ମୁଚୁରିନାଳ ନିକଟରେ ରାସ୍ତାକୁ ଓଲଟିଲା ବସ୍
କିଛି ଆହତ ଯାତ୍ରୀ ବଣାଇ, କିଛି ଗୁରୁତର ରାଉରକେଲା ସ୍ଥାନାନ୍ତର
ବସ୍ରେ 55 ଯାତ୍ରୀ ଥିଲେ, ପୁରୀ ଅଭିମୁଖେ ଆସୁଥିଲା ବସ୍
#Sundargada
#କରମଡିହିରେ_ଗୁଳିକାଣ୍ଡ
ସୁନ୍ଦରଗଡ଼: ସଦର ଥାନା କରମଡିହିରେ ଯୁବକଙ୍କୁ ଗୁଳିମାଡ଼
ଏକ କଳା ସ୍କ୍ରପିଓରେ ଆସି 5 ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ
ପାଦରେ ଗୁଳି ବାଜି ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ଗୁଳିକାଣ୍ଡର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି
#SUNDARGADA
#ଜନ୍ମ_ମାଟିକୁ_ଫେରିଲେ_ହକି_ହିରୋ
ଐତିହାସିକ ବିଜୟ ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ହକି ହିରୋ । ୧୪ ତମ ହକି ଇଣ୍ଡିଆ ପୁରୁଷ ଜାତୀୟ ଚାମ୍ପିୟନ୍ସିପ୍ରେ ବାଜି ମାରି ହାତରେ ଟ୍ରଫି ଧରି ନିଜ ଜନ୍ମ ମାଟିରେ ପାଦ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ହକି ତାରକା #sundargada #KanakNews
#ଅବ୍ୟବସ୍ଥା_ଘେରରେ_ସ୍ମାଟକ୍ଲାସ
ସ୍ମାଟ ବିଦ୍ୟାଳୟ କିନ୍ତୁ ନାହିଁ କୌଣସି ବ୍ୟବସ୍ଥା । ବିନା ବ୍ଲାକବୋର୍ଡରେ ଶ୍ରେଣୀରେ ଚାଲିଛି ପାଠପଢା ,ଏ ଦୃଶ୍ୟ ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଂଚଳର #sundargada #Odisha #KanakNews
#ସୁନ୍ଦରଗଡ଼ରେ_ଭୂମିକମ୍ପ
ସୁନ୍ଦରଗଡ଼ରେ ମୃଦୁ ଭୂମିକମ୍ପ
ଆଜି ଦିନ 2ଟା 54ରେ ଭୂମିକମ୍ପ ଅନୁଭୂତ
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ 3.4
#sundargada
ସୁନ୍ଦରଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ କୁତ୍ରା ସିଡିପିଓ ଜୟଶ୍ରୀ ପଟ୍ଟନାୟକ। ତେଲିଘଣା ଗୌନ୍ତିଆପଡ଼ାର ଅଙ୍ଗନବାଡ଼ି କର୍ମୀ କଲେଷ୍ଟିକା ଖାଲଖୋଙ୍କ ଠାରୁ ୨ ହଜାର ଟଙ୍କା ନେଲାବେଳେ ଧରିଲା ରାଉରକେଲା ଭିଜିଲାନ୍ସ ଟିମ୍
#Vigilance #Sundargada #Kutra

ସୁନ୍ଦରଗଡ ରଙ୍ଗାଢିପା ସ୍ଥିତ ନାରାୟଣ ଲଜ୍ରେ ଚଢ଼ାଉ
ଲଜ୍ରେ ଚାଲିଥିଲା ଜୁଆ ଆଡ୍ଡା
ନଦଗ ୩୦ ହଜାର ଟଙ୍କା ସହ ୮ ଜୁଆଡ଼ି ଗିରଫ
#Sundargada #News18Odia

‘#୮ମ_ଥର_ଲୋକସଭା_ନିର୍ବାଚନ_ଲଢ଼ିବି’
୮ମ ଥର ପାଇଁ ନାମାଙ୍କନ ଭରିଛନ୍ତି ଜୁଏଲ ଓରାମ। ମୋଦିଙ୍କ ବିକାଶର ନାରା ନେଇ ସେ ନିର୍ବାଚନ ଲଢୁଥିବା ବେଳେ ତାଙ୍କର ମୁଖ୍ୟ ମୁଦ୍ଦା ଲୋକଙ୍କ ସେବା ହେବ ବୋଲି ସେ କହିଛନ୍ତି।
#OdishaElections2024 #JualOram #Sundargada #OTV
ସକାଳୁଆ ଚାହା ଖଟିର ଭିନ୍ନ ଏକ ଆନନ୍ଦ ଅଛି। କପେ ଚାହା ଯେମିତି ସ୍ୱାଦିଷ୍ଟ ଓ ଶରୀରରେ ସେତେଜତା ଭରିଦିଏ, ସେମିତି ଲୋକଙ୍କ ଗହଣରେ କଥାବାର୍ତ୍ତା ହେବା ଓ ସୁବିଧା ଅସୁବିଧା ପଚାରି ବୁଝିବା ଦ୍ୱାରା ଅତ୍ମୀୟତା ବଢ଼ାଇ ଥାଏ। ଚାହା ଖଟିରୁ ଦିନର ଆରମ୍ଭ କରି ମୁଁ ବେଶ୍ ଅନନ୍ଦିତ।
#Elections2024
#sundargada
#BJDDigitalWing

#ବନ_କର୍ମଚାରୀଙ୍କୁ_ଆକ୍ରମଣ
ବଣାଇ: ହାତୀ ଘର ଭାଙ୍ଗିବା ପରେ ବନ କର୍ମଚାରୀଙ୍କୁ ମାଡ଼
ବଣାଇ ଥାନା ପାଣ୍ଡିରୀଶିଳା ଗାଁରେ ହାତୀ ଘର ଭାଙ୍ଗିବାକୁ ନେଇ ଉତ୍ତେଜନା
ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ
ବନ କର୍ମଚାରୀଙ୍କ 3ଟି ଗାଡ଼ିର ପମ୍ପ ଖୋଲିବା ସହ ଆକ୍ରମଣ
#Sundargada #Bonai

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers









