Top Tweets for #SurajSamman
ବିଶ୍ୱ ଅଙ୍ଗଦାନ ଦିବସରେ ଅଙ୍ଗଦାନର ମହତ୍ତ୍ୱ ଉଦ୍ଦେଶ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇଲେ ଅଙ୍ଗଦାତାଙ୍କ ପରିବାର... ଏଭଳି ମହତ୍ତ୍ୱ ଉଦ୍ଦେଶ୍ୟରେ ସାମିଲ ହେବାକୁ ଲୋକଙ୍କୁ କଲେ ଅପିଲ୍
#WorldOrganDonationDay #OrganDonation #SurajSamman #OrganDonors #SaveLive #OTV
'ବିଶ୍ୱ ଅଙ୍ଗଦାନ ଦିବସ' ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଅଙ୍ଗଦାନ କରି ଅନ୍ୟମାନଙ୍କର ଜୀବନ ବଞ୍ଚାଇଥିବା ଅଙ୍ଗଦାତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ସଦସ୍ୟଙ୍କୁ 'ସୂରଜ ସମ୍ମାନ'ରେ ସମ୍ମାନିତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
#WorldOrganDonationDay #OrganDonation #SurajSamman #OdishaHealthMinister #OrganDonors #SaveLive #OTV
ଅଙ୍ଗଦାନ ଦେଉଛି ନୂଆ ଜୀବନ। ବିଜୁ ଜନତା ଦଳର ସରକାରରେ ଆରମ୍ଭ ହୋଇଥିବା 'ସୂରଜ ସମ୍ମାନ' ଅଙ୍ଗଦାନର ମହତ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇଛି। ଆସନ୍ତୁ ଅଙ୍ଗଦାନ କରି ବହୁମୂଲ୍ୟ ଜ���ବନ ବଞ୍ଚାଇବା। ସଭିଙ୍କୁ ବିଶ୍ୱ ଅଙ୍ଗଦାନ ଦିବସର ଶୁଭେଚ୍ଛା।
#SurajSamman #WorldOrganDonationDay

ଅଙ୍ଗଦାତାଙ୍କ ତ୍ୟାଗକୁ ଗଭୀର ସମ୍ମାନ ଜଣାଇ ଆମ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା 'ସୂରଜ ସମ୍ମାନ'। ଯାହା ସମାଜରେ ଅଙ୍ଗଦାନ ପାଇଁ ସଚେତନତା ଓ ଆନ୍ଦୋଳନ ସୃଷ୍ଟି କରିଛି। ଆସନ୍ତୁ ସମସ୍ତେ ଅଙ୍ଗଦାନ ପାଇଁ ଆଗେଇ ଆସିବା।
#WorldOrganDonationDay #SurajSamman
ଅଙ୍ଗଦାନ ମହାପୁଣ୍ୟ, ଅଙ୍ଗଦାନ ଦିଏ ନୂଆ ଜୀବନ। ଏହି ମହତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବାରେ 'ସୂରଜ ସମ୍ମାନ' ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆସନ୍ତୁ, ମୃତ୍ୟୁ ପରେ ମଧ୍ୟ ଅନ୍ୟର ଜୀବନ ବଞ୍ଚାଇ ସେବା ଓ ମାନବତାର ପରି��ୟ ଦେବା। ବିଶ୍ୱ ଅଙ୍ଗଦାନ ଦିବସରେ ଦୃଢ଼ ସଙ୍କଳ୍ପ ନେବା।
#SurajSamman #WorldOrganDonationDay

ଅଙ୍ଗଦାନ କରି ଅମର ହୋଇଛନ୍ତି ଡାକ୍ତର ରାଧା ପାଢ଼ୀ। ଭଦ୍ରକ ଜିଲ୍ଲାର ��ାକ୍ତର ରାଧା ପାଢ଼ୀଙ୍କ ଦେହାନ୍ତ ପରେ ପରିବାରବର୍ଗ ଅଙ୍ଗଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏପରି ମହତ କାର୍ଯ୍ୟ ପାଇଁ ଆଗେଇ ଆସିଥିବାରୁ ପରିବାରର ସଦସ୍ୟଙ୍କ ପ୍ରତି ମୋର କୃତଜ୍ଞତା ସହ ଗଭୀର ସମବେଦନା ଜଣାଉଛି। #SurajSamman

ଅଙ୍ଗଦାନ କରି ଝାରସୁଗୁଡ଼ାର ଶିଶୁ ଶ୍ରେୟାଂଶ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏପରି ମହତ କାର୍ଯ୍ୟ ଲାଗି ଆଗେଇ ଆସିଥିବାରୁ ପରିବାରବର୍ଗଙ୍କୁ ମୋର କୃତଜ୍ଞତା ସହ ଏପରି ଦୁଃଖଦ ସମୟରେ ଗଭୀର ସମବେଦନା ଜଣାଉଛି। ଏଥିସହ ଶ୍ରେୟାଂଶଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। #SurajSamman

ସମାଜରେ ଅଙ୍ଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବା ସମସ୍ତ ଅନୁଷ୍ଠାନ ଏବଂ ସ୍ଵେଚ୍ଛାସେବୀଙ୍କୁ ସେମାନଙ୍କ ��୍ରୟାସ ଓ ସହଯୋଗ ପାଇଁ ଅଶେଷ ଧନ୍ୟବାଦ ଜଣାଉଛି। ଆଜିର ଦିନରେ ଅଙ୍ଗଦାନ ଭଳି ଏକ ମହତ କାର୍ଯ୍ୟରେ ନିଜକୁ ସାମିଲ କରିବା ସହ ଅନେକ ବହୁମୂଲ୍ୟ ଜୀବନ ବଞ୍ଚାଇବା ନିମନ୍ତେ ଏକତ୍ରିତ ହେବା ପାଇଁ ଆହ୍ଵାନ ଦେଉଛି।
#SurajSamman #WorldOrganDonationDay

ଅଙ୍ଗଦାନ ମହାପୁଣ୍ୟ। ଲୋକଙ୍କୁ ଏହା ନୂଆ ଜୀବନ ଦେଉଛି। ଅଙ୍ଗଦାନର ମହତ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାରେ 'ସୂରଜ ସମ୍ମାନ' ବଡ଼ ଭୂମିକା ନେଇଛି। ଆସନ୍ତୁ ନିଜ ଅଙ୍ଗଦାନ କରି ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ 'ବିଶ୍ୱ ଅଙ୍ଗଦାନ ଦିବସ'ରେ ସଙ୍କଳ୍ପ ନେବା।
#SurajSamman #WorldOrganDonationDay

ଅଙ୍ଗଦାନ ମହତ୍ କାର୍ଯ୍ୟ। ଆମ ନବୀନ ସରକାରରେ 'ସୂରଜ' ସମ୍ମାନ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଉଛି। ଅଙ୍ଗଦାନରେ ନିଜକୁ ସମର୍ପିତ କରିଥିବା ସମସ୍ତଙ୍କୁ ମୋର ସମ୍ମାନ ଜଣାଉଛି। 'ପ୍ରତିଟି ଜୀବନ ମୂଲ୍ୟବାନ'କୁ ପାଥେୟ କରି ଆସନ୍ତୁ ଅଙ୍ଗଦାନ କ୍ଷେତ୍ରରେ ନିଜର ଯୋଗଦାନ ଦେବା।
#SurajSamman #WorldOrganDonationDay

ଅଙ୍ଗଦାନ ଦ୍ୱାରା ଅନେକ ନୂଆ ଜୀବନ ପାଉଛନ୍ତି। ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ 'ସୂରଜ ସମ୍ମାନ' ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଆସନ୍ତୁ ଏହି ମହତ କାର୍ଯ୍ୟରେ ସାମିଲ ହେବା ପାଇଁ 'ବିଶ୍ୱ ଅଙ୍ଗଦାନ ଦିବସ'ରେ ସଙ୍କଳ୍ପ ନେବା, ବହୁମୂଲ୍ୟ ଜୀବନ ବଞ୍ଚାଇବା। #SurajSamman #WorldOrganDonationDay

ଅଙ୍ଗଦାନ କରି ଅମର ହୋଇଛନ୍ତି ରଣପୁରର କୁନ୍ତଳା ନନ୍ଦ। ନିଜର ଅଙ୍ଗଦାନ କରି ସେ ତିନି ଜଣଙ୍କୁ ���ୂଆ ଜୀବନ ଦେଇଛନ୍ତି। 'ସୂରଜ ସମ୍ମାନ' ଅଙ୍ଗଦାନ କ୍ଷେତ୍ରରେ ଆଜି ଅନେକଙ୍କ ପାଇଁ ପ୍ରେରଣା ସାଜିଛି। ଏପରି ମହତ କାର୍ଯ୍ୟ ପାଇଁ ପୁରା ପରିବାରକୁ ମୋର ସାଧୁବାଦ ଜଣାଉଛି। #SurajSamman

ଆସ୍କାର ସୁରେଶ ପଟ୍ଟନାୟକ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ନିଜର ଅଙ୍ଗଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି। ଏପରି ମହତ କାର୍ଯ୍ୟରେ ସାମିଲ ହୋଇଥିବା ପରିବାରର ସମସ୍ତଙ୍କୁ ମୋର କୃତଜ୍ଞତା ଓ ସମ୍ମାନ ଜଣାଉଛି। #SurajSamman #Odisha
https://t.co/IISKNJs7Zd
ଅଙ୍ଗଦାନ- ମହତ ଦାନ
ବଞ୍ଚୁଛି ଅମୂଲ୍ୟ ଜୀବନ #OdishaCares #SusthaOdisha
ଅଙ୍ଗଦାତାଙ୍କ ଅସୀମ ତ୍ୟାଗ ଓ ସାହସକୁ @Naveen_Odisha ଙ୍କ ସମ୍ମାନ
ମହତ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କର ରାଷ୍ଟ୍ରୀୟ ସମ୍ମାନରେ କରାଯିବ ଶେଷକୃତ୍ୟ I
#SurajSamman #OrganDonation

ସେବାକୁ ମିଳୁଛି ସମ୍ମାନ। ବାହାନଗା ଟ୍ରେନ ଦୁର୍ଘଟଣା ପରେ ସେବା ଯୋଗାଇଥିବା ବ୍ୟକ୍ତି ବିଶେଷ ଏବଂ ଅଙ୍ଗଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲୋକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ତିନି ଜଣ ଦିବଙ୍ଗତଙ୍କୁ 'ସୂରଜ୍' ସମ୍ମାନ ପ୍ରଦାନ କରାଯାଇଛି। #SurajSamman

Saving a life is the greatest virtue which can be achieved through organ donation. On #WorldOrganDonationDay, #Odisha raises awareness on this noble act through the #SurajSamman which recognises Good Samaritan organ donors, and their invaluable service to save lives of others.

ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଅଙ୍ଗଦାନକାରୀ ମହାନ ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ���କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ୪ର୍ଥ ସୂରଜ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିବେ। ଏହିଅବସରରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଧନ୍ୟବାଦ୍ ଜ୍ଞାପନ କରୁଛି।#SurajSamman
ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଅଙ୍ଗଦାନକାରୀ ମହାନ ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ୪ର୍ଥ ସୂରଜ ପୁରସ୍କାର ପ୍ରଦାନ କରିବାକୁ ଯାଉଛନ୍ତି। #SurajSamman

ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଅଙ୍ଗଦାନକାରୀ ମହାନ ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ୪ର୍ଥ ସୂରଜ ପୁରସ୍କାର ପ୍ରଦାନ କରିବାକୁ ଯାଉଛନ୍ତି। #SurajSamman

The highest virtue that may be attained by organ donation. On #WorldOrganDonationDay, #Odisha promotes this admirable deed by honouring organ donors with the #SurajSamman, which highlights their invaluable contribution to saving other people's lives.
@bjd_odisha @CMO_Odisha

#Odisha Raises Awareness on #OrganDonation through #SurajSamman: Naveen @Naveen_Odisha @NewsroomOdisha
https://t.co/V76WToK76n
Last Seen Hashtags on Sotwe
horrothiafx
Seen from United States
我女兒
Seen from Algeria
publicidadnodeseada
Seen from United States
omegle
Seen from United Kingdom
7thgarden
Seen from United States
zbwhatsappbanking
Seen from United States
ユウゼンギク
Seen from United States
τεθωρακισμένα
Seen from Saudi Arabia
POETRY
Seen from United States
VALZA
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.5M followers

NASA 
@nasa
92.3M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.5M followers

Taylor Swift 
@taylorswift13
83.4M followers

Lady Gaga 
@ladygaga
74.9M followers

Virat Kohli 
@imvkohli
72.5M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.5M followers

Bill Gates 
@billgates
64.8M followers

Selena Gomez 
@selenagomez
62.5M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers












