Top Tweets for #TeamBYJD
ତୃଣମୂଳସ୍ତରରେ ଯୁବ ସଙ୍ଗଠନକୁ ଆହୁରି ସୁଦୃଢ କରିବା ନିମନ୍ତେ ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ନିମ୍ନଲିଖିତ ଦଳୀୟ କର୍ମକର୍ତ୍ତାମାନଙ୍କୁ ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ପଦବୀରେ ନିଯୁକ୍ତ କରିଛନ୍ତି । @pranabpdas
@Byomakesh_Ray @Pranab3333 #TeamBYJD

ନବୀନ ଓଡିଶା ଏବଂ 5T ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନ ଙ୍କ ସହିତ ସାକ୍ଷାତ ଓ ସମ୍ବର୍ଦ୍ଧନା।
#VkPandian #5T #NaveenOdisha
#TeamBYJD,#Bishwa4Kendrapara

ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ଅକାଳ ବିୟୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡ଼ି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ, ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶୋକସନ୍ତପ୍ତ ପରିବାରକୁ ଧର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ।
#ଓମ୍_ଶାନ୍ତି ...🙏
#TeamBYJD

#ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି #ରମେଶ_ଚନ୍ଦ୍ର_ସାହୁ ଙ୍କ ଅକାଳ ବିୟୋଗରେ #TeamBYJD ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶୋକସନ୍ତପ୍ତ ପରିବାରକୁ ଧର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା ।
ଓଁ ଶାନ୍ତି 🙏

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଙ୍କ ଜନ୍ମଦିନ ଅବସରରେ ବାରବାଟୀ କଟକ ଯୁବ ଓ ଛାତ୍ର ବିଜେଡି ଓ ଓଡିଶା ମାରିଟାଇମ ତରଫରୁ କଟକ ବ୍ରଜବିହାରୀପୁର ମହାନଦୀ ସଂଲଗ୍ନ ଅଞ୍ଚଳରେ ମହାନଦୀ ଅବବାହିକା ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ!
@bjd_odisha #TeamBYJD #CleanlinessDrive #HappyBirthdayNaveen

#କଟକ ମହାନଗର ବିଜୁ ଯୁବ ଜନତା ଦଳ ତରଫରୁ #Cuttack ସିଟି ସଭାପତି ସୌମ୍ୟଦୀପ ଘୋଷ ଏବଂ ବାରବାଟୀ କଟକ ସଭାପତି ସୟଦ ଜଲିଲଙ୍କ ନେତୃତ୍ୱରେ କଟକ ସିଡିଏ ଠାରେ ବନ ମହୋତ୍ସବ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।
@debashish_mla
#TeamBYJD #PlantationDrive

ଲୋକଙ୍କ ପାଖରେ ଜନ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା ସହ ତୃଣମୂଳସ୍ତରରେ ସଙ୍ଗଠନକୁ ମଜବୁତ କରାଯାଇ #Odisha ର ବିକାଶକୁ ଆଗେଇ ନିଆଯିବ ।
@Naveen_Odisha @pranabpdas @Pranab3333 @bjd_odisha @Byomakesh_Ray #TeamBYJD
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଜନ ହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ କେନ୍ଦ୍ରୀୟ ଅବହେଳା ବିରୋଧରେ ରାଜ୍ୟ ସ୍ଵାର୍ଥରେ ସ୍ୱରକୁ ଶାଣିତ କରିବ #TeamBYJD । @pranabpdas @Pranab3333 @Byomakesh_Ray @bjd_odisha
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ନେତୃତ୍ୱରେ ଓଡିଶାର ବିକାଶ ଧାରାକୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟ କରିବ #TeamBYJD । @pranabpdas @Pranab3333 @Byomakesh_Ray @bjd_odisha
#TeamBYJD କୁ ଆହୁରି ମଜବୁତ କରିବା ପାଇଁ କାର୍ଯ୍ୟ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ କାର୍ଯ୍ୟ କରିବେ କର୍ମକର୍ତ୍ତା । @pranabpdas @Pranab3333 @bjd_odisha @Byomakesh_Ray
ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ନେତୃତ୍ୱରେ ଓଡିଶାର ବିକାଶ ପାଇଁ ପ୍ରତିବଦ୍ଧ #TeamBYJD । @pranabpdas @Pranab3333 @bjd_odisha @Byomakesh_Ray
ଦାୟିତ୍ବ ନିର୍ବାହ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରତିବଦ୍ଧ । @bjd_odisha @pranabpdas @Pranab3333 @Byomakesh_Ray #TeamBYJD
ମାନ୍ୟବର ସଭାପତି ଶ୍ରୀ @Naveen_Odisha ଙ୍କୁ ପୁନଃ ମୁଖ୍ୟମନ୍ତ୍ରୀ କରିବାକୁ #TeamBYJD ସଂକଳ୍ପବଦ୍ଧ । ରକ୍ତଦାନ କାର୍ଯ୍ୟକ୍ରମ ହେବ ତ୍ୱରାନ୍ୱିତ । ସୋସିଆଲ ମିଡିଆ ଦ୍ୱାରା ଘରେ ଘରେ ପହଞ୍ଚିବ ବିଜୁ ଯୁବ ଜନତା ଦଳ । @bjd_odisha @pranabpdas @Pranab3333 @Byomakesh_Ray #NaveenOdisha
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ପ୍ରତ୍ୟେକ ବାର୍ତ୍ତା ଓ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅହରହ କାର୍ଯ୍ୟ କରିବ #TeamBYJD ।
@bjd_odisha @pranabpdas @Pranab3333 @Byomakesh_Ray
#NaveenOdisha
ବିଜୁ ଯୁବ ଜନତା ଦଳ ଏକ ଆନ୍ଦୋଳନ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ ।
@pranabpdas @Pranab3333 @Byomakesh_Ray
@bjd_odisha
#TeamBYJD
ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ପ୍ରଗତିକୁ ଆଗେଇ ନେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ #TeamBYJD ପ୍ରତିଶ୍ରୁତିବଦ୍ଧ ।
@pranabpdas @Pranab3333 @Byomakesh_Ray
@bjd_odisha
ମାନ୍ୟବରଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଜନକଲ୍ୟାଣକାରୀ ଯୋଜନାକୁ ପ୍ରତ୍ୟେକ ଘରେ ପହଞ୍ଚିବାର କାର୍ଯ୍ୟ କରିବ #TeamBYJD ।
@bjd_odisha
@pranabpdas @Pranab3333 @Byomakesh_Ray #NaveenOdisha
ମାନ୍ୟବର ସଭାପତି ଶ୍ରୀ @Naveen_Odisha ଙ୍କ ଜନ କଲ୍ୟାଣକାରୀ ଯୋଜନା ଘରେ ଘରେ ପହଞ୍ଚାଇବା ସହ ଷଷ୍ଠ ଥର ଲାଗି ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଶପଥ ନେଇଛନ୍ତି ଯୁବ ନେତୃବୃନ୍ଦ ।
@bjd_odisha @pranabpdas
@Pranab3333
@Pranab3333
#TeamBYJD
Last Seen Hashtags on Sotwe
snapchat
Seen from Canada
siblingincest
Seen from Australia
tmnt2012raph
Seen from United States
jkash
captions
Seen from United Kingdom
CaughtOnCamera
Seen from United States
UTCBSummerUniversity
minichat
Seen from United States
minichat()****************** filter:videos
Seen from United States
TrueMusic
Seen from United States
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers












