Top Tweets for #Temperture
Pune Rain: पुणेकरांना असह्य उकाड्यापासून दिलासा; अखेर वरुणराजा बरसला, शहरात पावसाला सुरुवात
#punerain #water #temperture
https://t.co/NJjnItnbYa
पुढील दोन ते तीन दिवसांत संपूर्ण कोकण किनारपट्टीसह विदर्भात कमाल तापमानात सरासरीच्या तुलनेत एक ते दोन अंशांनी वाढ #Temperture https://t.co/yrkoz5MWC9

#ତତଲା_କଡ଼େଇରେ_ସମ୍ବଲପୁର_ସହର
ବଢ଼ୁଛି ପାରଦ ତତଲା କଡ଼େଇରେ ସାରା ସମ୍ୱଲପୁର ସହର। ଦିନ ୮ଟାରୁ ଦ୍ୱିପପହର ୧୨ଟା ପରି ଲାଗୁଛି । ମୁହଁ ବି ପୋଡ଼ି ଯାଉଛି।
#Weather #HeatWave #Temperture #Summer #Sambalpur #Odisha #OTV
#୩୫_ଟପିଲା_ରାଜଧାନୀ_ତାତି
-ରାଜଧାନୀରେ ୩୫ ଡିଗ୍ରୀ ଅତିକ୍ରମ କଲା ତାତି
-ଭୁବନେଶ୍ବରର ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ
#Bhubaneswar #Temperture #WeatherUpdate #OTV

ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ। ଉପକୂଳରୁ ଆଭ୍ୟନ୍ତର, ସବୁଠି ତାତି ବଢିଲାଣି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
#Odisha #Temperture #OTV
#ସାଢ଼େ_୨ରେ_୪୫_ପାର୍
ତାତିରୁ ନିସ୍ତାର ନାହିଁ। ସାଢ଼େ ୨ରେ ୪୫ ଟପିଲା ତାପମାତ୍ରା । ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୫.୨ ଡିଗ୍ରୀ ।
#HeatWave #Temperture #OTV
#୪୭_ଡିଗ୍ରୀ_ଛୁଇଁଲା_ତାତି
ଦେଶର ଉତ୍ତର, ଉତ୍ତର ପଶ୍ଚିମ ଏବଂ ଓଡ଼ିଶାକୁ ମିଶାଇ ପୂର୍ବ । ସବୁଠି ଆକାଶରୁ ଖସୁଛି ନିଆଁ ଝୁଲ । ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ହିଟ୍ ୱେଭ୍ । ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀ ତାତିରେ ଜଳିଲା ଝାରସୁଗୁଡ଼ା ।
#HeatWave #Temperture #OTV
गेल्या चार दिवसात नागपुरात उष्माघाताचे आठ मृत्यू, सर्व मृत हे बेघर आणि भिक्षेकरी
https://t.co/m4JfZIQnZY
#Nagpur #NagpurHeat #HeatWave #Temperture #Rain
#ସାଢ଼େ_୨ରେ_୪୫_ପାର୍
ରାଜ୍ୟରେ ବି ଅସହ୍ୟ ଗରମ ଓ ଗୁଳୁଗୁଳି । ଦିନ ସାଢ଼େ ୨ରେ ରାଜ୍ୟରେ ୪୫ ଡିଗ୍ରୀ ପାର୍ କରିଛି ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
#odisha #HeatWave #Temperture #OTV
#ସର୍ବକାଳୀନ_ରେକର୍ଡ_କଲା_ଦିଲ୍ଲୀ_ତାପମାତ୍ରା
-ତାପମାତ୍ରାରେ ସର୍ବକାଳୀନ ରେକର୍ଡ କଲା ଦିଲ୍ଲୀ
-ଆଜି ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୫୨.୩ ଡିଗ୍ରୀ
#PrameyaNews7 #Delhi #HeatWave #Temperture

#ଦିଲ୍ଲୀ_ତାପମାତ୍ରା_୫୨.୩
-ତାପମାତ୍ରାରେ ସର୍ବକାଳୀନ ରେକର୍ଡ କଲା ଦିଲ୍ଲୀ
-ଆଜି ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୫୨.୩ ଡିଗ୍ରୀ ସେଲସିୟସ
#Delhi #HeatWave #Temperture #OTV

#ସାଢ଼େ_୨ରେ_୪୫_ପାର୍
-ରାଜ୍ୟରେ ଅସମ୍ଭାଳ ତାତି: ସାଢ଼େ ୨ରେ ୪୫ ଟପିଲା ପାରଦ
-ଦିନ ୨.୩୦ରେ ଝାରସୁଗୁଡ଼ା ୪୫.୬, ସମ୍ୱଲପୁର ୪୫.୨ ଡିଗ୍ରୀ
-ହୀରାକୁଦ ୪୪.୮, ରାଉରକେଲା ୪୩.୬, କେନ୍ଦୁଝର ୪୧.୨
-ଆଭ୍ୟନ୍ତରୀଣରେ ଅସମ୍ଭାଳ ତାତି, ଉପକୂଳରେ ପ୍ରବଳ ଗୁଳୁଗୁଳି
-ଭୁବନେଶ୍ୱର ତାପମତ୍ରା ୩୯.୮, ଆଦ୍ରତା ୬୦ ପ୍ରତିଶତ
#Odisha #Temperture #OTV

Temperature oceana neprestano rastu. Zašto se ovo događa? #GodMorningTuesday #OceanLife #porast #temperture #posljedice zagrijavanja oceana kratki #video #shorts 👇
ତାତିରୁ ମିଳୁନି ତ୍ରାହି, ସାଢ଼େ ୨ଟା ସୁଦ୍ଧା ୪୪ ଟପିଲା ପାରଦ
#HeatWave #WeatherUpdate #Temperture #OTV
https://t.co/NAZqErZyxs
#ଅସମ୍ଭାଳ_ହେଲାଣି_ତାତି
ଆଜି ବି ଜଳୁଛି ସାରା ଓଡ଼ିଶା। ଦିନ ୨.୩୦ ସୁଦ୍ଧା ତାପମାତ୍ର ୩୮ ଡିଗ୍ରୀ ଛୁଇଁଛି।
#Odisha #Temperture #HeatWave #OTV
-ଆଗାମୀ ୬ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି, ପରେ ପାଗ ଶୁଖିଲା
-ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ
#Weather #Temperture #OTV
'#ଦିନ_ତାପମାତ୍ରା_କମିବ'
-ଆସନ୍ତା ୭ ଦିନ ଯାଏଁ ଦିନ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବନି
-ସମୁଦ୍ରରୁ ସ୍ଥଳଭାଗକୁ ବାୟୁ ପ୍ରବାହିତ ହେଉଥିବାରୁ ତାପମାତ୍ରା କମିବ
-ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ, ରାତିରେ ଅପରିବର୍ତ୍ତିତ ରହିବ
-ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଂଜରେ ବର୍ଷା ସମ୍ଭାବନା
#Weather #Temperture #OTV

ରାଜ୍ୟରେ କମିଲା ପାରଦ । ୨୮ ତାରିଖ ଯାଏଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
#Weather #Temperture #OTV
#ମାଘରେ_ନିଦାଘର_ତାତି
ଉପକୂଳରୁ ଉପାନ୍ତ। ଅନେକ ସ୍ଥାନରେ ୩୫ଂ ପାର୍ କଲାଣି ପାରଦ। ମାଘରେ ବାଘ ଜାଡ଼ ବଦଳରେ ବହୁଛି ତତଲା ପବନ। ସିଝୁଛି ସାରା ଓଡ଼ିଶା। ରାଜ୍ୟର ୩୦ ଜିଲ୍ଲାରେ ୩୦ ଡିଗ୍ରୀ ଡେଇଁଲାଣି ତାପମାତ୍ରା।
#Weather #Temperture #OTV
Last Seen Hashtags on Sotwe
Lua
Seen from Mexico
ReputationTourMNL
Seen from Portugal
انوج_الغنوج
monkeyapp
Seen from United States
teenager
Seen from United States
momson momson+video
Seen from Peru
exposed
Seen from United States
ebony #twerk #pyt
Seen from United States
jobfairy
Seen from United States
ディアラバ
Seen from Portugal
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
111.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.2M followers

Lady Gaga 
@ladygaga
73.7M followers

Virat Kohli 
@imvkohli
70.9M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
63.8M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.4M followers

X 
@x
60.8M followers





