Top Tweets for #Tigerfear
ଗାଁ ପାଖ ପାହାଡ଼ରେ ଲୁଚିଛି ବାଘ, ଲୋକେ ହେଲେଣି ଛାନିଆ
#PrameyaNews7 #tigerfear #MalkangiriDistrict #OdishaNews
https://t.co/v9iEjxHvzx
Tiger Fear In Digapahandi : ସାବଧାନ ଗାଁରେ ବୁଲୁଛି ବାଘ, ଭୟାନକ ଭିଡିଓ ଭାଇରାଲ !
#PrameyaNews7 #tigerfear #OdishaNews #Odisha #ganjamtiger
https://t.co/pF9tzhMacs
ଗାଈକୁ ମାରି ଖାଇଲା ଅଜଣା ଜନ୍ତୁ, ଭୟଭୀତ ଲୋକେ
#OdishaNews #Sundargarh #tigerfear #wildlife #BreakingNews #ForestDept #VillagePanic #OdishaTV #OTV
https://t.co/7cpGpoxYTV
ସୁନ୍ଦରଗଡ଼ ସବଡ଼େଗା ବ୍ଲକ ବିରତୋଳା ଗାଁରେ ବାଘ ସନ୍ଦେହରେ ଭୟଭୀତ ଲୋକେ। ଗାଁ ନିକଟ ଯୋଗିଯୋଗୀଆଣୀ ପାହାଡ଼ରେ ଲାରି ରହିଛି ବାଘ ଭୟ। ଶିକାର ପରେ ଗାଈକୁ କିଛି ଦୂର ଟାଣି ନେଇଥବା ସୂଚନା !
#TigerScare #Biratola #SubdegaBlock #Sundargarh #Odisha #TigerFear #WildlifeOdisha #BigCatSighting #YogiyogianiHill #OTV
#ଅଭୟାରଣ୍ୟରେ_ବୁଲୁଛି_ବାଘ
ଛତିଶଗଡ଼ର ସୀତା ନଦୀ ଅଭୟାରଣ୍ୟରେ ବୁଲୁଛି ବାଘ । ବିଳମ୍ବିତ ରାତିରେ ରାସ୍ତା କଡ଼ରେ ଦୁଇଟି କଲରାପତରିଆ ବାଘ ଏକାଠି ବୁଲୁଥିବା ଦେଖିବାକୁ ମିଳିଛି। ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।
#NandighoshaTV #chattisgarh #tigerfear
କଟକରେ ବୁଲୁଛି କଲରା ପତରିଆ, ସିସିଟିଭିରେ କଏଦ ହେଲା ବାଘର ଗତିବିଧି https://t.co/O8F0w9aF5c
#PrameyaNews7 #tigerfear #CCTVFootage #jagatpur #cuttack #imamnagar
ସେମିଳିଗୁଡା ଫରେଷ୍ଟ ରେଞ୍ଜ ଅଧିନ ସୁନାବେଡା ସହରାଞ୍ଚଳରେ ବାଘ ଆତଙ୍କ ପାଇଁ ଲାଗିଛି କ୍ୟାମେରା।କାଲିଠାରୁ କିଛି ଅଂଚଳରେ ଏକ ବାଘ ବୁଲୁଥିବାର ଭିଡ଼ିଓ ଭାଇରାଲ ହେଉଛି।
#Koraput #Tigerfear #Odisha #OTV
#ନିଶ୍ଚିନ୍ତକୋଇଲି ବନ୍ଧକାଟିଆରେ #ବାଘ_ଆତଙ୍କ
ଜଣେ ବ୍ୟକ୍ତିଙ୍କ ଘର ବାଡ଼ିରେ ବୁଲୁଛି ଚିତା ବାଘ
ସିସିଟିଭିରେ କଏଦ ହେଲା ବାଘ ଭିଜୁଆଲ୍
ବନ ବିଭାଗକୁ ଖବର ଦେଲେ ଗାଁ ଲୋକେ
#TigerFear #Cuttack

#ଅନୁଗୁଳରେ_ମହାବଳ_ଗୁଜବ
ଅନୁଗୁଳରେ ମହାବଳ ଗୁଜବ । କିଛି ଯୁବକ ଫଟୋକୁ ଏଡିଟିଂ କରି ସୋସିଆଲ୍ ମିଡିଆରେ ସେୟାର କରୁଥିବା ଅଭିଯୋଗ । ଡିଏଫଓ କହିଲେ, ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
#TigerFear #Anugul #Odisha #KanakNews
#Jharsuguda : Tiger fear in Laikera | After a search, forest officials refuted villagers' claim of a tiger moving in the area. Footmarks are not of tiger but of dog and some antisocial individuals are spreading rumours by mistaking a dog for a tiger, officials said.
#Tigerfear #Refute #Laikera #Jharsuguda
#Jharsuguda : Tiger fear in Laikera | A day after pug marks found at some places, villagers today claimed that they saw a tiger wandering. On being hinted, forest officials have reached the spot and started a search operation.
#Tigerfear #PugMark #Villager
#ଲଇକେରାରେ_ବାଘ_ଆତଙ୍କ
ଝାରସୁଗୁଡ଼ା ଲଇକେରାରେ ବାଘ ଆତଙ୍କ । ସୀମାବର୍ତ୍ତି ଅଞ୍ଚଳରେ ବାଘ ପାଦ ଚିହ୍ନ ଦେଖି ଲୋକେ ଭୟଭୀତ । ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କର୍ଲାଖମନ୍ , ଜାମ୍ମାଲରେ ବାଘର ପାଦ ଚିହ୍ନ ଦେଖି ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ । ଘଟଣାର ଅନୁଧ୍ୟାନ କରିବା ସହ ବାଘକୁ ଖୋଜାଖୋଜି ଆରମ୍ଭ କରିଛି ବନ ବିଭାଗ।
#TigerFear #Laikera #search #Jharsuguda #ArgusNews
#Jharsuguda : Fear of tiger presence gripped Laikera area as pug marks were spotted at places like Bhukulupada, Ganjudihi, Karladhaman and Jamal. Informed, forest officials have visited the villages and started a search operation to locate the tiger.
#TigerFear #Laikera #search #Jharsuguda #ArgusNews

Chandrapur Tiger Fear | कधी थांबणार मानव-वन्यजीवन संघर्ष? विदर्भात वाघांची 'दहशत'; झी 24 तास रिपोर्ट
#chandrapur #tiger #tigerfear #Zee24Taas #marathinews
#DINAMANI | “கை நடுங்குது…” 1 வருடமாக பீதியில் வாழும் மக்கள்! புலியைக் கூண்டு வைத்துப்பிடிக்க வனத்துறையினர் ஏற்பாடு!
#TigerFear #ForestDepartment #WildlifeRescue #TamilNaduNews #VillagersInFear #AnimalRescue #ForestOfficials #HumanWildlifeConflict #TigerCaptureOperation
====
Last Seen Hashtags on Sotwe
ReversePooping
Seen from United States
toge
Seen from Indonesia
momson(((())))*+filter:native_video
Seen from Colombia
JNV_university
Seen from United States
omegle
Seen from United States
twittersex
Seen from United States
notesun
Seen from Colombia
unitedzonepod
Seen from United States
momsonn
Seen from Netherlands
mlbbnsfw
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.7M followers

Lady Gaga 
@ladygaga
75.1M followers

Virat Kohli 
@imvkohli
72.9M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
65.9M followers

Bill Gates 
@billgates
64.9M followers

Selena Gomez 
@selenagomez
62.8M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers









