Top Tweets for #UNIT8
ରାଜଭବନ ସ୍କୁଲ ପଛପାଖ, ୟୁନିଟ୍-୮, ଭୁବନେଶ୍ୱର ସ୍ଥିତ Oscar Youth Association ପକ୍ଷରୁ ଆୟୋଜିତ ପବିତ୍ର ଶ୍ରୀ ବିଘ୍ନବିନାଶକଙ୍କ ପୂଜାରେ ଯୋଗଦେଇ ପ୍ରଭୁ ଶ୍ରୀ ଗଣେଶଙ୍କ ଦିବ୍ୟ ଦର୍ଶନ ସହ ଆଶୀର୍ବାଦ ଲାଭ କଲି। ପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ...
#Unit8 #SriGaneshPuja #GaneshChaturthi #LordGanesha #Bhubaneswar

ଭାଇ-ଭଉଣୀର ସ୍ନେହର ପର୍ବ ରକ୍ଷା ବନ୍ଧନ, ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍ସବର ମାହୋଲ | Raksha Bandhan Celebrated at Saraswati Shishu Vidya Mandir in Bhubaneswar Unit-8 #RakshaBandhan #RakhiCelebration #Bhubaneswar #Unit8 #SaraswatiShishuVidyaMandir #RakshaBandhan2026 #RakhiFestival #SchoolCelebration #BhubaneswarNews #OdishaNews #FestivalCelebration #CulturalEvent
ୟୁନିଟ -୮ ଅଞ୍ଚଳର ଯୁବ ସଙ୍ଗଠକ ତଥା ମୋର ଘନିଷ୍ଠ ବନ୍ଧୁ ସୁବାସ ଦାସଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କଲି ।
#happybirthday #Unit8



ୟୁନିଟ -୮ ସ୍ଥିତ Helping Hands Organisation ଠାରେ ହୋଲି ଅବସରରେ ବିତେଇଥିବା କିଛି ମୁହୂର୍ତ୍ତ ।
#Holi #HelpingHand #Unit8

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ -୮, ଭୁବନେଶ୍ୱରର ୪୩ ତମ ପ୍ରତିଷ୍ଠା ଦିବସ ତଥା ବାର୍ଷିକ ଉତ୍ସବରେ ଯୋଗଦେବା ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁମାଗୁରୁଜୀ ଏବଂ କତୃପକ୍ଷଙ୍କ ଦ୍ୱାରା ଆତ୍ମୀୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ପାଇଁ ଅନେକ ଅନେକ ଧନ୍ୟବାଦ ଜଣାଉଛି।
#saraswatisishumandir #unit8 #Bhubaneswar #annualfunction #PrithivirajHarichandan

ଯୁବ ମୋର୍ଚ୍ଚା ର ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ଯ ତଥା ଯୁବ ସଂଗଠକ ସାନ ଭାଇ Pranay Karanଙ୍କ ଶୁଭ ନିର୍ବନ୍ଧ ଅବସରରେ ପାୱାର ହାଉସ୍ ଛକ ସ୍ଥିତ ରାଧା ମୋହନ ମନ୍ଦିର, ୟୁନିଟ-୮ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ଶୁଭେଚ୍ଛା ଜଣେଇବା ଅବସରରେ।
#ringceremony
#pranaysuchitra
#unit8

ୟୁନିଟ୍-୮ ଅଞ୍ଚଳର ଯୁବ ସଙ୍ଗଠକ ତଥା ଭାରତୀୟ ଜନତା ପାର୍ଟିର ଯୁବ ନେତା ଶ୍ରଦ୍ଧେୟ ଅଜୟ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ କାର୍ଯ୍ୟକ୍ରମରେ ଅନ୍ୟ ଯୁବ ବନ୍ଧୁଙ୍କ ସହ ଯୋଗଦେବା ଅବସରରେ।
#happybirthday
#AjayPatnaik
#unit8

Matric Result 2025: Students' reaction in Brahmapur | ବିଜ୍ଞାନରେ ଗ୍ରେସ୍ ମାର୍କ ମିସିଂ ନେଇ କଣ କହିଲେ ଛାତ୍ରଛାତ୍ରୀ?
#matricbreaking #odishamatricresult #matricresult2025 #matricnews #bseodisha #educationnews #odishaeducation #unit8 #saraswatisishuvidyamandir #prameyanews7
Unit-8 Saraswati Sishu Vidya Mandir | ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନଦ ଗଣ୍ଡଙ୍କ ପ୍ରତିକ୍ରିୟା #matricbreaking #odishamatricresult #matricresult2025 #matricnews #bseodisha #educationnews #odishaeducation #unit8 #saraswatisishuvidyamandir #prameyanews7
ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲରେ ବାଲ ମେଳା,କାର୍ଯ୍ୟକ୍ରମରେ ନର୍ସରୀ ଛାତ୍ରଛାତ୍ରୀ ଓ ଅଭିଭାବକ ସାମିଲ୍ #prameyanews7 #unit8 #davpublicschool
.@WhatsonHFM The Last Outpost, Thursday 9-11pm, featuring @StuckFish_ #Unit8 + #Galahad #TheStrawbs @BeatrixPlayers @TFATD @HackettOfficial @GGIANTMUSIC @blackheartorch #Greenslade #Sunchild and more. https://t.co/kM4syg46qM #Progrock

#ମଶାରୀ_ଭିତରେ_ଚାଲିଛି_ଯୋଗାଭ୍ୟାସ
ଏବେ ସହରରେ ଡେଙ୍ଗୁ ଆତଙ୍କ । ଏନେଇ ଭୁବନେଶ୍ୱର ୟୁନିଟ୍ ୮ ଗୋପବନ୍ଧୁ ପାର୍କରେ ନିଆରା ଢଙ୍ଗରେ ବାର୍ତ୍ତା । ମଶାରୀ ଟାଙ୍ଗୀ ତା’ ଭିତିରେ ଯୋଗ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।
#DengueAwareness #Unit8 #Bhubaneswar #KanakNews
本日の学び
📕❇️#ラジオ英会話 6月号lesson58
📘❇️はま1000 #unit8 641-710(39/70...あまりに不出来、、でも、実力現実…。)
📙❇️#3か月でマスターする世界史 第12回
本来、3か月でマスターする数学、をすべきところ、どうしても世界史の最終回を最後にもう一度聞きたくて。まだ聞きたいです🙇🙇

Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers


































