Top Tweets for #VoteForAkash
ମାଆଙ୍କ ସମୃଦ୍ଧିରେ ଦେଶର ସମୃଦ୍ଧି, ସେଇଥି ପାଇଁ 'ସୁଭଦ୍ରା' ଯୋଜନା ଆଣିଛନ୍ତି ମୋଦି।
#eithraakash #VoteForBJP #VoteForAkash #ModiKiGuarantee #OdishaBJP #akash4korei
@narendramodi @AmitShah @dpradhanbjp @SamalManmohan7 @BJP4India @BJP4Odisha

କୋରେଇରେ ବିକାଶ ପହଞ୍ଚିବ ଘରେ ଘରେ, ଯଦି ଭୋଟ୍ ପଡ଼ିବ ପଦ୍ମ ଫୁଲରେ।
#VoteForAkash #vote4bjp #OdishaBJP #ModiKiGuarantee #akash4korei #korei
@narendramodi @AmitShah @dpradhanbjp @SamalManmohan7 @BJP4India @BJP4Odisha

ଆମେ ଲଢ଼ିବୁ... ଜିତିବୁ... ଓଡ଼ିଶାରେ ସରକାର ଗଢ଼ିବୁ।
#OdishaBJP #VoteForAkash #VoteForBJP #ModiKiGuarantee #Korei
@BJP4India @BJP4Odisha @narendramodi @AmitShah @dpradhanbjp @SamalManmohan7

ଆମ ସ୍ବାଭିମାନ ଆମ କୋରେଇ, ଆଞ୍ଚ ଆଣିବାନି ବାହାର ଲୋକଙ୍କୁ ଭୋଟ୍ ଦେଇ।
#odishabjp #VoteForAkash #VoteForBJP #akash4korei #AkashDasnayak
@BJP4India @BJP4Odisha @narendramodi @AmitShah @dpradhanbjp @SamalManmohan7

महाराजगंज में गूंजती परिवर्तन की बयार महाराजगंज चला कांग्रेस के साथ ।
कांग्रेस ही संकल्प कांग्रेस ही विकल्प
@AakashPdSingh को वोट मतलब
स्वक्ष,शिक्षित ,रोज़गार युक्त प्रगतिशील
विकास युक्त लोकसभा का विकल्प ।
#VoteForAkash
#VoteForCongress
@INCIndia @akhileshPdsingh @MohanPrakashINC @INCBihar

ଆଉ ଜମିଜୁମା ଅଡୁଆରେ ଛନ୍ଦି ହେବେନି ବ୍ୟାସନଗର ପୌରବାସୀ, ଭରସା ଦେଉଛି କୋରେଇରେ ବିଜେପି ଜିତିଲେ ଏସବୁର ହେବ ସୁବନ୍ଦୋବସ୍ତ।
#eithraakash #VoteForAkash #VoteBJP #odishabjp #ModiKiGuarantee #akadh4korei
@narendramodi @BJP4India @dpradhanbjp @AmitShah

ବ୍ୟାସନଗର ପୌରପରିଷଦର ୧ନଂ ୱାର୍ଡ଼ ରମ୍ପାସ, କୋରେଇ ବ୍ଲକର ତାରାକୋଟ ପଞ୍ଚାୟତ ଓ ପାଟଙ୍ଗା ପଞ୍ଚାୟତରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲି। ଏହି ଅବସରରେ ମୁଁ ସମସ୍ତଙ୍କୁ ଆମ ଦଳକୁ ହୃଦୟରୁ ସ୍ୱାଗତ କରିଥିଲି।
#eithraakash #odishabjp #AkashDasnayak #VoteForAkash #bjpodisha #Korei #akash4korei

ଆପଣଙ୍କ ପ୍ରତ୍ୟେକଟି ଭୋଟ୍ କୋରେଇ ବିକାଶର ଖଣ୍ଡେ ଖଣ୍ଡେ ଇଟା। ମୋତେ ବିଶ୍ୱାସ କରି ଭୋଟ୍ ଦିଅନ୍ତୁ, ମୁଁ ଭରସା ଦେଉଛି
ଆଉ ଜଳକଷ୍ଟ ଭୋଗିବେନି କୋରେଇବାସୀ।
#VoteForAkash #AkashDasnayak #akashforkorei #VoteBJP #odishabjp #ModiKiGuarantee

ଦିନକୁ ଦିନ କୋରେଇ ନିର୍ବାଚନ ମଣ୍ଡଳୀରେ ଭାଜପା ପାଇଁ ସମର୍ଥନ ବଢୁଛି। ତାହାରପୁର ଗ୍ରାମପଞ୍ଚାୟତ ର ବହୁ ବ୍ୟକ୍ତି ବିଶେଷ ଏବଂ ଶତାଧିକ କର୍ମୀ ଏହି ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟି ପରିବାରରେ ଯୋଗ ଦେଲେ। ମୁଁ ସମସ୍ତଙ୍କୁ ଆନ୍ତରିକତାର ସହ ଆମ ଦଳକୁ ସ୍ୱାଗତ କରୁଛି।
#akash4korei #AkashDasnayak #VoteForAkash #VoteForBJP

ଏହି ଅବସରରେ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି ଏକ ବିକଶିତ କୋରେଇ ଗଠନ ଦିଗରେ ସଭିଙ୍କର ସହଯୋଗ ଲୋଡିବା ସହ ମା', ମାଟି ଓ ସ୍ୱାଭିମାନର ଏ ଲଢେଇରେ ମୋତେ ପଦ୍ମଫୁଲ ଚି଼ହ୍ନରେ ଆଶୀର୍ବାଦ କରିବା ପାଇଁ ବିନମ୍ର ଅନୁରୋଧ କରିଥିଲି।
#akash4korei #VoteForAkash #Korei #BJPOdisha #VoteForBJP #AkashDasnayak
ଏଥର କୋରେଇ ଦେଖିବ ପଦ୍ମର କମାଲ,
କାହିଁକି ନା ଶ୍ରମିକ ଠୁ ଦିବ୍ୟାଙ୍ଗ ସମସ୍ତେ ଚାହୁଁଛନ୍ତି ବିଜେପି ସରକାର।
#VoteForAkash #VoteForBJP #akash4korei #OdishaBJP #ModiKiGuarantee

ମା' ମାଟି ଓ ସ୍ୱାଭିମାନର ଏ ଲଢେଇରେ ଆପଣମାନେ ଜଣେ ଜଣେ ଯୋଦ୍ଧା, ମୁଁ ଆପଣଙ୍କର ସାରଥୀ। ମୁଁ ଏ ଯୁଦ୍ଧର ଅସ୍ତ୍ର, ଆପଣମାନଙ୍କ ଆଶୀର୍ବାଦ ହିଁ ମୋର ଶକ୍ତି। ଆସନ୍ତୁ ସମସ୍ତେ ଏକ ହେବା, ମିଳି ମିଶି ଏକ ସଶକ୍ତ ଏବଂ ବିକଶିତ କୋରେଇ ଗଢିବା।
#akashforkorei #AkashDasnayak #VoteForAkash #Korei #OdishaBJP

ବ୍ୟାସନଗର ପୌରପରିଷଦର ୮ନଂ ୱାର୍ଡ଼, କୋରେଇ ବ୍ଲକର ବରୁଣ୍ଡେଇ ପଞ୍ଚାୟତ ଓ ତଣ୍ଡରା ପଞ୍ଚାୟତରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗ ଦେଇଥିଲି। ଏହି ଅବସରରେ ମୁଁ ସମସ୍ତଙ୍କୁ ଆମ ଦଳକୁ ହୃଦୟରୁ ସ୍ୱାଗତ କରିଥିଲି।
#akash4korei #VoteForAkash #VoteForBJP #bjpodisha #Korei #AkashDasnayak

#MaharajGanj : Congress manifesto gets tremendous appreciation among Brahmin families in Gandaman of Lok Sabha.
Upper castes are not slaves bought by BJP. Determined to return home.
@RahulGandhi Ji's true patriotism has opened a shop of love in every home.
#VoteForAkash @AakashPdSingh
Along with the learned teacher Pandit @Nityana76477459 @RanjanJhainc along with eminent people knocking among the public boss.
#परिवर्तन_की_लहर
#CongressBadalegiHaalat
#CongressDegi10KiloRation
#PehliNaukriPakki
@KLSharmaAmethi @KLSharmaINC

#महाराजगंज : लोकसभा के गंडामन में ब्राह्मण परिवारों के बीच कांग्रेस के मैनिफेस्टो की ज़बरदस्त सराहना ।
भाजपा के ख़रीदे ग़ुलाम नहीं सवर्ण ।घर वापसी को संकल्पित ।
@RahulGandhi जी का सच्चा देश प्रेम हर घर खोलचुका है मोहब्बत की दुकान ।।
#VoteForAkash @AakashPdSingh
साथ में विद्वान शिक्षक पंडित @Nityana76477459 @RanjanJhainc सहित गणमान्य लोंगो के साथ जनता मालिक बीच दस्तक ।।
#परिवर्तन_की_लहर
#CongressBadalegiHaalat
#CongressDegi10KiloRation
#PehliNaukriPakki
@KLSharmaAmethi @KLSharmaINC

ଆମର ସ୍ୱାସ୍ଥ୍ୟ ମିଶନ୍- କୋରେଇବାସୀ ପାଇବେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା।
#VoteForAkash #VoteForBJP #akashforkorei #AkashDasnayak
@narendramodi @AmitShah @dpradhanbjp

ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଥରପଦା ଗ୍ରାମ ପଞ୍ଚାୟତରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଥିଲି। ଏହି ଅବସରରେ ଏକ ସମୃଦ୍ଧ ଓ ବିକଶିତ କୋରେଇ ଗଠନ ଦିଗରେ ଅଞ୍ଚଳବାସୀଙ୍କ ସହଯୋଗ ଏବଂ ଆଶୀର୍ବାଦ କାମନା କରିଥିଲି।
#akashforkorei #VoteForAkash #VoteForBJP #AkashDasnayak

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦୀଗଡ଼ିଆ ଗ୍ରାମପଞ୍ଚାୟତର ଖସାଗଡ଼ିଆ ଗ୍ରାମରେ ଅନୁଷ୍ଠିତ ଗ୍ରହରାଜ ଶନିଶ୍ଚରଙ୍କ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲି। ଏହି ଅବସରରେ ପ୍ରଭୁଙ୍କ ଦର୍ଶନର ଦିବ୍ୟ ଅନୁଭୂତି ପ୍ରାପ୍ତି ସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି କାମନା କରିଥିଲି।
#akashforkorei #VoteForAkash #Vote4BJP #Korei #odisha

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦୀଗଡ଼ିଆ ପଞ୍ଚାୟତରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆୟୋଜିତ ବାଇକ୍ ରାଲିରେ ଯୋଗ ଦେଇଥିଲି। ଏଥି ସହିତ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି ନିର୍ବାଚନ ପାଇଁ ଆଶୀର୍ବାଦ କାମନା କରିଥିଲି।
#akash4korei #VoteForAkash #VoteForBJP #Korei #Odisha #bjp

ମା', ମାଟି ଓ ସ୍ୱାଭିମାନର ଏ ଲଢେଇରେ ମୋତେ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ପୁଣିଥରେ କୋରେଇ ବାସୀଙ୍କ ସେବା କରିବାର ସୁଯୋଗ ଦେବା ପାଇଁ ଆଶୀର୍ବାଦ କାମନା କରିଥିଲି।
#akash4korei #AkashDasnayak #Vote4BJP #VoteForAkash #Korei #odisha

Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers



























