Top Tweets for #VoteForBJD
ନୂଆପଡ଼ାର ସମକେ ମୋର୍ ଜୁହାର 🙏
ଅତୁଟ ଆଶୀର୍ବାଦ ରଖିଥାନ୍ତୁ, ମାଟିର ଝିଅ ସ୍ନେହାଙ୍ଗିନୀଙ୍କୁ 'ଶଙ୍ଖ' ଚିହ୍ନାଥି ଭୋଟ୍ ଦିଅନ୍ତୁ।
ଜଏ ମା' ମାଣିକେଶ୍ୱରୀ🙏
#VoteForBJD
#Vote4Nuapada
#Vote4SnehanginiChhuria
ନୂଆପଡ଼ାର ସେବା କରିବ ମାଟିର ଝିଅ
'ଶଙ୍ଖ' ଚିହ୍ନାଥି ବହୁସଂଖ୍ୟାନେ ଭୋଟ୍ ଦେଇ ଆଶୀର୍ବାଦ କରୁନ୍
#Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria
ଜନବିରୋଧୀ ବିଜେପି ସରକାରର ପରାଜୟ ନୂଆପଡ଼ା ମାଟିରୁ ହିଁ ଆରମ୍ଭ ହେବ
ସ୍ନେହାଙ୍ଗିନୀ ଛୁରିଆଙ୍କୁ 'ଶଙ୍ଖ' ଚିହ୍ନରେ ବହୁସଂଖ୍ୟାରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। #JuharNuapada
#Nuapada #VoteForBJD #BJD4Nuapada
'ଶଙ୍ଖ' ଛାପଥି ସ୍ନେହାଙ୍ଗିନୀ ଛୁରିଆକେ ଭୋଟ୍ ଦେଇ ଆଶୀର୍ବାଦ କରୁନ୍
#Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria

ମାଟିର୍ ଝିଅ ସ୍ନେହାଙ୍ଗିନୀ ଛୁରିଆକେ 'ଶଙ୍ଖ' ଚିହ୍ନାଥି ବହୁସଂଖ୍ୟାନେ ଭୋଟ୍ ଦେଇ ଆଶୀର୍ବାଦ କରୁନ୍
#Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria
ମାଟିର୍ ଝିଅ ସ୍ନେହାଙ୍ଗିନୀକେ 'ଶଙ୍ଖ' ଛାପଥି ଆଶୀର୍ବାଦ କରୁନ୍
#Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria
ନୂଆପଡାବାସୀଙ୍କ ଅଧିକାର ପାଇଁ ସମର୍ପିତ ରହିବ ମାଟିର ଝିଅ ସ୍ନେହାଙ୍ଗିନୀ। ସେହି ଯୋଦ୍ଧାକୁ ଶକ୍ତି ଯୋଗାଇବା ଦାୟିତ୍ୱ ଏବେ ନୂଆପଡାର।ଆସନ୍ତା ୧୧ନଭେମ୍ବରରେ, ଶଙ୍ଖ ଚିହ୍ନରେ ମୋହର ହିଁ ସାଜିବ ସ୍ନେହାଙ୍ଗିନୀଙ୍କ ଶକ୍ତି।
#BJD4Nuapada #nuapadawithbjd #VoteForBJD
ମା'ମାନଙ୍କ ବିକାଶର ବାଟ ବନ୍ଦ କରିଦେଲେ, ଛାଡ଼ ହୋ ଠକି ଦେଲେ
ନୂଆପଡ଼ା କହୁଛି, ପୁଣି 'ଶଙ୍ଖ' ଚିହ୍ନରେ ଭୋଟ୍ ବାଜୁଛି।
#ChhadaHoThakidele #Nuapada #VoteForBJD #BJD4Nuapada #SnehanginiChhuria

ନୂଆପଡ଼ାବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିବେ ମାଟିର ଝିଅ ସ୍ନେହାଙ୍ଗିନୀ ଛୁରିଆ।
ନୂଆପଡ଼ା ଓ କୋମନା ବ୍ଲକରେ ମିଳିଲା ବିପୁଳ ଜନ ସମର୍ଥନ।
ନୂଆପଡ଼ାର ପ୍ରଭୂତ କ୍ଷତି କରିଛି ବିଜେପି ସରକାର, ପ୍ରତାରଣାର ମିଳିବ ଉଚିତ୍ ଜବାବ।
#Nuapada #VoteForBJD
#BJD4Nuapada
#NaveenPatnaik
#SnehanginiChhuria

ବେଇମାନଙ୍କୁ ଘାରିଛି ନବୀନଙ୍କ ଭୟ
ମାଟିର ଝିଅ ସ୍ନେହାଙ୍ଗିନୀ ଜିତୁଛନ୍ତି,
ନୂଆପଡ଼ା ମାଟି କହୁଛି, 'ଶଙ୍ଖ' ଚିହ୍ନାଥି ଭୋଟ୍ ବାଜୁଛି
#Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria
ଆଦିବାସୀଙ୍କୁ ଧୋକା ଦେଲେ, ଛାଡ଼ ହୋ ଠକି ଦେଲେ
ନୂଆପଡ଼ା କହୁଛି, ପୁଣି 'ଶଙ୍ଖ' ଚିହ୍ନରେ ଭୋଟ୍ ବାଜୁଛି।
#ChhadaHoThakidele #Nuapada #VoteForBJD #BJD4Nuapada #SnehanginiChhuria

ବେଇମାନି ହୃଦୟ ଜିତିପାରିବନି
ନୂଆପଡ଼ା ମାଟି କହୁଛି, 'ଶଙ୍ଖ' ଚିହ୍ନାଥି ଭୋଟ୍ ବାଜୁଛି
#Nuapada #ChhadaHoThakidele #VoteForBJD #BJD4Nuapada #NaveenPatnaik #SnehanginiChhuria
ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( @Naveen_Odisha ) ଙ୍କ ଅନୁମୋଦନକ୍ରମେ ନୂଆପଡ଼ା ଖରିଆର ରୋଡର ମହମ୍ମଦ ଜୁନେଦଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।
#Nuapada
#VoteForBJD
#BJD4Nuapada
#NaveenPatnaik
#SnehanginiChhuria

ଗରିବ ଲୋକଙ୍କୁ ଉପାସରେ ରଖିଦେଲେ, ଛାଡ଼ ହୋ ଠକି ଦେଲେ
ନୂଆପଡ଼ା କହୁଛି, ପୁଣି 'ଶଙ୍ଖ' ଚିହ୍ନରେ ଭୋଟ୍ ବାଜୁଛି।
#ChhadaHoThakidele #Nuapada #VoteForBJD #BJD4Nuapada #SnehanginiChhuria

ବିକାଶ ନୁହେଁ ଡବଲ୍ ଧୋକା, ଶୁଣ ନୂଆପଡ଼ା କହୁଛି
ମାଟିର୍ ଝିଅ ସ୍ନେହାଙ୍ଗିନୀକେ 'ଶଙ୍ଖ' ଚିହ୍ନାଥି ଆଶୀର୍ବାଦ କରୁନ୍।
#Nuapada #ChhadaHoThakidele #VoteForBJD #BJD4Nuapada #NaveenPatnaik #SnehanginiChhuria
ପ୍ରତି ହସୁଥିବା ମୁହଁରେ ଅଛି ତାଙ୍କ ସେବାର ଚିହ୍ନ, ପ୍ରତି ଘରେ ଅଛି ତାଙ୍କ ଭରସାର ସ୍ପର୍ଶ। ନୂଆପଡା କହୁଛି “ଆମର ନେତା ଏକ, ଆମର ଆଶା ଏକ — ନବୀନ ବାବୁ। "
#BJD4Nuapada #VoteForBJD
ସବୁ ପ୍ରତିଘାତ, ବିଳମ୍ବ ସତ୍ତ୍ୱେ ଆପଣମାନଙ୍କ ବିପୁଳ ସମାଗମ ଓ ଭଲପାଇବା ନିକଟରେ ମୁଁ ଋଣୀ।
ଆସନ୍ତୁ ବିଜୁ ଜନତା ଦଳ ସାଥିରେ ବିକାଶ ପଥେ ଆଗକୁ ବଢ଼ିବା, 'ଶଙ୍ଖ' ଚିହ୍ନରେ ବହୁସଂଖ୍ୟାରେ ଭୋଟ୍ ଦେବା।
ମାଟିର ଝିଅ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ। #JuharNuapada
#Nuapada #VoteForBJD #BJD4Nuapada
ନୂଆପଡ଼ାର ସମକେ ମୋର୍ ଜୁହାର 🙏
ଅତୁଟ ଆଶୀର୍ବାଦ ରଖିଥାନ୍ତୁ, ମାଟିର ଝିଅ ସ୍ନେହାଙ୍ଗିନୀଙ୍କୁ 'ଶଙ୍ଖ' ଚିହ୍ନାଥି ଭୋଟ୍ ଦିଅନ୍ତୁ।
ଜଏ ମା' ମାଣିକେଶ୍ୱରୀ 🙏 #JuharNuapada
#Nuapada #VoteForBJD
ଦେଖ ଜନସମୂଦ୍ର ମାରୁଛି ଲହଡ଼ି, ଛାଡ଼ ଛାଡ଼ ପୁଣି ଆସୁଛି ବିଜେଡି
ମାଟିର ଝିଅ ସ୍ନେହାଙ୍ଗିନୀଙ୍କୁ 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ।
#Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria
ନୂଆପଡ଼ାରେ ବଢୁଛି ବିଜେଡିର ବଳ, କଂଗ୍ରେସର ଟାଣୁଆ ନେତା ତଥା ଖରିଆର ରୋଡ୍ କଂଗ୍ରେସର ପୂର୍ବତନ ସଭାପତି ମହମ୍ମଦ ଜୁନେଦ ଦଳରେ ସାମିଲ ହୋଇଛନ୍ତି।
ମାଟିର ଝିଅ ସ୍ନେହାଙ୍ଗିନୀ ଜିତିବେ,
୧୧ ନଭେମ୍ବରରେ ଭୋଟ୍ ପୁଣି 'ଶଙ୍ଖ' ଚିହ୍ନରେ ବାଜିବ।
#Nuapada #VoteForBJD #BJD4Nuapada #NaveenPatnaik #SnehanginiChhuria

Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
111M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
91M followers

KATY PERRY 
@katyperry
87.8M followers

Taylor Swift 
@taylorswift13
81.7M followers

Lady Gaga 
@ladygaga
73.2M followers

Virat Kohli 
@imvkohli
70.2M followers

Kim Kardashian 
@kimkardashian
69.9M followers

YouTube 
@youtube
68.7M followers

Bill Gates 
@billgates
64M followers

Neymar Jr 
@neymarjr
63M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
60.9M followers

X 
@x
60.8M followers








