Top Tweets for #WhyIStandFor
https://t.co/St9t6tnHh4
Tension Erupts at Utkal University Ahead of Student Union Elections, Police Intervene
#odishaconnect #UtkalUniversity #BaniVihar #Bhubaneswar #StudentClash #ABVP #BCJD #StudentUnionElection #OdishaNews #CampusViolence #WhyIStandFor #StudentPolitics
ରାଜଧାନୀ କଲେଜର ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ବୈଠକ ଶେଷ ପରେ ବିଭିନ୍ନ ଛାତ୍ର ସଂଗଠନ ଚିକେନ ବିରିୟାନୀ, ମୋମୋ, ଆଇସକ୍ରିମ ବାଣ୍ଟିଛନ୍ତି
#RajdhaniCollege #StudentElection #CampusPolitics #WhyIStandFor #ABVP #BCJD #IndependentCandidates #CollegeElection #StudentCampaign #Odisha #OTV
ବିଜେପି ଗାଇଲା ଗୀତ, ନାଚିଲା ବିଜେଡି... ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ଏ ନିଆରା ଦୃଶ୍ୟ
#UtkalUniversity #ABVP #BCJD #StudentElection #CampusElection #StudentPolitics #WhyIStandFor #ElectionCampaign #UtkalUniversityPolls #Odisha #OTV
ମୁଁ କାହିଁକି ପ୍ରାର୍ଥୀ ହୋଇଛି ? ପ୍ରାର୍ଥୀ କହିଲେ ମନର କଥା
#Kanaknews #NewsPoint #Studentunionelection #Whyistandfor
ବାଣୀ ବିହାରରେ ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ABVP-BCJD ମୁହାଁମୁହିଁ ଘଟଣାରେ ପ୍ରତିକ୍ରିୟା ରଖିଲେ ଏବିଭିପି ଛାତ୍ରନେତା
#VaniVihar #ABVP #BCJD #CampusElection #StudentPolitics #WhyIStandFor #Odisha #OTV
ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଙ୍ଗ ସଫଳ ହେଲା || Successful 'Why I Stand For' Meet Boosts ABVP Confidence!
#ABVP #WhyIStandFor #StudentUnionElection #CampusPolitics #CollegePolls2026 #OdishaPolitics #YouthPower #OdishaNews #ABVPVictory #reporterstoday
ABVP ଏବଂ BCJD ମୁହାମୁହିଁ। କେଉଁଠି ଉଡ଼ିଲା ଚେୟାର୍ ତ କେଉଁଠି ଛିନଛତ୍ର ହେଲା ଶିକ୍ଷାନୁଷ୍ଠାନ। ଏସବୁ ଭିତରେ ଟପିଯାଇଥିଲା ଉତ୍କଳ ବିଶ୍ବବିଦ୍ୟାଳୟ ସଂଘର୍ଷ
#StudentElection #UtkalUniversity #CampusViolence #ABVP #BCJD #StudentPolitics #ElectionTension #WhyIStandFor #OdishaTV #OTV
#କାହିଁକି_ଭୋଟ୍_ଦେବେ_ଛାତ୍ରଛାତ୍ରୀ ?
ଛାତ୍ର ସଂସଦ ନିର୍ବାଚନରେ ଆସନ୍ତାକାଲି ପଡ଼ିବ ଭୋଟ୍ । ଏହା ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ । ଦେଖନ୍ତୁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ କେମିତି ଥିଲା ସ୍ଥିତି । #Kanaknews #Studentunionelection #Whyistandfor #Collegecampus
#ମୁଁ_କାହିଁକି_ଛିଡ଼ା_ହୋଇଛି?
ମାଲକାନଗିରି ମହାବିଦ୍ୟାଳୟରେ ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ତେବେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂରେ ପିଲାଙ୍କୁ କଣ କହିଲେ ପ୍ରାର୍ଥୀ ? ଶୁଣନ୍ତୁ ତାଙ୍କ ମୁହଁରୁ #kanaknews #Whyistandfor #malkangiri #Studentunionelection
'ହ୍ବାଇ ଆଇ ଷ୍ଟାଣ୍ଡ ଫର୍' ମିଟିଂ ବେଳେ କଲେଜ ଗେଟ୍ ସମ୍ମୁଖରେ ଉତ୍ତେଜନା। ଠେଲାପେଲା ସହ ହାତାହାତି କଲେ ଲୋକେ। ଏହା ଦେଖି ମାନସିକ ଚାପରେ ମୁର୍ଚ୍ଛା ହୋଇଗଲେ ସଭାପତି ପ୍ରାର୍ଥୀ
#Baripada #BabaBaliaCollege #ChampaMurmu #ABVP #WhyIStandFor #CollegeElection #CampusTension #OdishaNews #OTV
#Why_I_Stand_For ?
#ଛାତ୍ର_ନିର୍ବାଚନରେ_ନେତୃତ୍ୱର_ବିକାଶ
ନିର୍ବାଚନ ପାଇଁ ସରଗରମ SCS ମହାବିଦ୍ୟାଳୟ କ୍ୟାମ୍ପସ, 'Why I Stand For ?' ମିଟିଂରେ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ | S.C.S (Auto) College, Puri | Student Union Election 2026
#SCSAutonomousCollege #StudentUnionElection2026 #WhyIStandFor #StudentElectionOdisha #CampusPolitics #StudentLeaders #electioncampaign #puri #prameyanews7 #ommabhishikadash #sanjanabehera #dibyashreesahoo
#ଭୁବନେଶ୍ୱର_DCPଙ୍କ_ଚେତାବନୀ
ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ନିର୍ବାଚନ ଓ ଉତ୍ତେଜନା ମଧ୍ୟରେ ଭୁବନେଶ୍ୱର DCP କଡ଼ା ନିର୍ଦ୍ଦେଶ ଦେଇଛନ୍ତି।#thequiver #thequivernews #utkaluniversity #BhubaneswarDCP #bhubaneswarpolice #VaniViharElection #WhyIStandFor #studentelection #NonStudentsOut
ନିଆରା ଅନ୍ଦାଜରେ ଭାଷଣ ରଖିଲେ ABVPର ସାଂସ୍କୃତିକ ସମ୍ପାଦକ.. ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍’ ମିଟିଂରେ ନିଜ ଅନ୍ଦାଜରେ ଡାଏଲଗ୍ କହିବା ସହ ରଙ୍ଗବତୀ ଗୀତ ମଧ୍ୟ ବୋଲିଲେ..
#UtkalUniversity #ABVP #WhyIStandFor #StudentUnionElection #OTV
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସୁରକ୍ଷା କଡାକଡି, ସ୍ଥିତି ଅନୁଧ୍ୟାନ କଲେ SP ଓ ଜିଲ୍ଲାପାଳ | Kendrapara Autonomous College | Student Union Election 2026 #studentunionelection2026 #kendraparaautonomouscollege #prameyanews7 #kendrapara #whyistandfor
‘ହ୍ୱାଏ ଆଇ ଷ୍ଟାଣ୍ଡ ଫର୍’ ମିଟିଂରେ ନୃତ୍ୟ ପରିବେଷଣ କଲେ BCJDର ପ୍ରାର୍ଥିନୀ.. ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରର ଦୃଶ୍ୟ..
#UtkalUniversity #BCJD #WhyIStandFor #StudentUnionElection #OTV
କାକଟପୁର ମଙ୍ଗଳା ମହାବିଦ୍ୟାଳୟ ପରିସରରେ ‘Why I Stand for Meeting’ କାର୍ଯ୍ୟକ୍ରମରେ ଦୁଇ ସଂଗଠନ ABVP ଓ BCJDର ପ୍ରାର୍ଥୀ, ପ୍ରାର୍ଥିନୀଙ୍କ ଭାଷଣ..
#Kakatpur #MangalaMahavidyalaya #WhyIStandFor #ABVP #BCJD #StudentUnionElection #OTV
ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂକୁ ଯିବାବେଳେ ଶକ୍ତି ପ୍ରଦର୍ଶନ କଲା ଏବିଭିପି
#KanakNews #ravenshawuniversity #ABVP #Whyistandfor #rally
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅନ୍ତେଇ ବିଜୁ ପଟ୍ଟନାୟକ କଲେଜରେ ସରଗରମ ରାଜନୀତି । ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂରୁ ପେରିବା ପରେ ପ୍ରାର୍ଥୀ କଣ କହିଲେ ଶୁଣନ୍ତୁ । #kanaknews #Whyistandfor #Marshaghai #StudentunionElection
ନବୀନ ପଟ୍ଟନାୟକ ଜିନ୍ଦାବାଦ, BCJD ଜିନ୍ଦାବାଦରେ କମ୍ପିଲା ଉତ୍କଳ ୟୁନିଭରସିଟି କ୍ୟାମ୍ପସ୍.. ବାଜା ବଜାଇ, ଶଙ୍ଖ ଫୁଙ୍କି ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂକୁ ଗଲେ BCJD ପ୍ରାର୍ଥୀ..
#UtkalUniversity #BCJD #WhyIStandFor #StudentUnionElection #OTV
ନିର୍ବାଚନ ପାଇଁ ଉତ୍କଳ ୟୁନିଭରସିଟିର ମାହୋଲ ପୂରା ସରଗରମ.. ହ୍ୱାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପୂର୍ବରୁ NSUI ପକ୍ଷରୁ ବାଜା ବଜାଇ ବିଶାଳ ରାଲି.. ଦେଖନ୍ତୁ ଚିତ୍ର..
#UtkalUniversity #NSUI #WhyIStandFor #StudentUnionElection #CampusRally #Odisha #OTV
Last Seen Hashtags on Sotwe
minichat (*******)
Seen from Turkey
ควยหวาน
Seen from Thailand
enisa
Seen from United States
jailyne ojeda
Seen from United States
colegiala #estudiante
Seen from Chile
anxiouspandaa
Seen from United States
minichat()********* filter:videos
Seen from Australia
plussizonlyfans
Teenageee https t.co
Seen from Turkey
horsed cock
Seen from Brazil
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers





