Top Tweets for #abvppuri
ଅସ୍ତରଙ୍ଗରୁ ଦଶପଲ୍ଲା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକୁ ସମୟାନୁକ୍ରମେ ସାଂଗଠନିକ ଗତି ଦେଇଥିବା ପୁରୀ ବିଭାଗର ସଂଗଠନ ମନ୍ତ୍ରୀ
#ABVPPuri

ଆଜି ପୁରୀ ସରକାରୀ ମହିଳା ମହାବିଦ୍ୟାଳୟ #ABVP କ୍ୟାମ୍ପସ୍ ୟୁନିଟ୍ କାର୍ଯ୍ୟକର୍ତ୍ତା ମାନଙ୍କ ସହ ସଂଗଠନର ସଦସ୍ୟତା ଅଭିଯାନ ଓ କ୍ୟାମ୍ପସରେ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ହେଲା l
#ABVP4WomensCollegePuri
#ABVPPuri
#JoinABVP

ଚୈତ୍ର ଶୁକ୍ଳ ୫ମୀ ତିଥି ଏପ୍ରିଲ ୨ ତାରିଖ ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପୁରୀ କାର୍ଯ୍ୟାଳୟ ଶ୍ରୀପତି ଭବନର ଭୂମିପୂଜନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମାଙ୍ଗଳିକ କାର୍ଯ୍ୟରେ କ୍ଷେତ୍ରୀୟ ସହ ସଂଗଠନ ସମ୍ପାଦକ ଶ୍ରୀମାନ ବୈଲୋଚନ ସାହୁ , ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀମାନ ବୁଦ୍ଧଦେବ ବାଘ ଭାଇ ଉପସ୍ଥିତ ଥିଲେ ।
#abvppuri

ଏବିଭିପିର ପୂର୍ଣ୍ଣକାଳିନ ଭାବେ ମୋର ସନ୍ତୁକ (ପୂର୍ଣ୍ଣକାଳିନ ବର୍ଗର ୪ଟି ଫାଇଲ, ପରିଷଦର ବାର୍ଷିକ ଡାଏରୀ ଓ ଅନ୍ୟ କିଛି ଆବଶ୍ୟକୀୟ କାଗଜପତ୍ର) ବିଭାଗ ପ୍ରମୁଖ ଅଜିତ ଭାଇଙ୍କୁ ପ୍ରାନ୍ତ ସହ ସଂଗଠନ ସମ୍ପାଦକ @NikunjabihariP4 ଭାଇ, @Parthajitprusty ଭାଇ ଓ @PadhiShibananda ଭାଇଙ୍କ ଉପସ୍ଥିତରେ ଦେଲି।
#ABVPOdisha
#ABVPPuri

ଶତପ୍ରତିଶତ ମତଦାନ ଓ ରାଷ୍ଟ୍ରହିତରେ ମତଦାନ କରିବା ନିମନ୍ତେ ବଳଙ୍ଗା ଓ ଖେଲାର ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜନଜାଗରଣ।
#NationFirstVotingMust #ABVPPuri
#Vote4ViksitOdisha #VoteForNation
ଓଡ଼ିଶାକୁ ଗୁମସ୍ଥାଗିରିରୁ ମୁକ୍ତ କରିବା ନିମନ୍ତେ ଶତପ୍ରତିଶତ ମତଦାନ ପାଇଁ ନିମାପଡ଼ାରେ ଜନଜାଗରଣ।
#NationFirstVotingMust #ABVPPuri
#Vote4ViksitOdisha #VoteForNation

ବିକଶିତ ଓଡ଼ିଶା ପାଇଁ ମତଦାନ କରିବା ନିମନ୍ତେ ନିମାପଡ଼ାରେ ଜନଜାଗରଣ।
#NationFirstVotingMust #ABVPPuri
#Vote4ViksitOdisha #VoteForNation

ଓଡ଼ିଶାକୁ ଗୁମସ୍ଥାଗିରିରୁ ମୁକ୍ତ କରିବା ନିମନ୍ତେ ଶତପ୍ରତିଶତ ମତଦାନ ପାଇଁ ଗୋପରେ ଜନଜାଗରଣ।
#NationFirstVotingMust #ABVPPuri
#Vote4ViksitOdisha #VoteForNation

ଶତପ୍ରତିଶତ ମତଦାନ ପାଇଁ କାକଟପୁରରେ ଜନଜାଗରଣ।
#NationFirstVotingMust
#ABVPPuri
#Vote4ViksitOdisha #VoteForNation

ଅସ୍ତରଙ୍ଗରେ ଶତପ୍ରତିଶତ ମତଦାନ ପାଇଁ ଜନଜାଗରଣ।
#NationFirstVotingMust
#ABVPPuri
#Vote4ViksitOdisha #VoteForNation

ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ନଗର ଠାରେ ଶତପ୍ରତିଶତ ମତଦାନ ଓ ପରିବର୍ତ୍ତନ ପାଇଁ ଜନଜାଗରଣ।
#NationFirstVotingMust
#ABVPGop
#ABVPPuri
#Vote4ViksitOdisha #VoteForNation

ପୁରୀ ଜନତାଙ୍କ ସ୍ବର ଏଥର ସିଧାସଳଖ ପହଞ୍ଚିବ ସଂସଦରେ, ତେଣୁ ମୋ ଭୋଟ ପରିବର୍ତ୍ତନ ପାଇଁ, ଆଉ ଆପଣଙ୍କର ?
#NationFirstVotingMust #ABVPPuri
#Vote4ViksitOdisha #VoteForNation

ବିକଶିତ ଭାରତ ପାଇଁ ମତଦାନ ନିମନ୍ତେ ପୁରୀ ମରଚିକୋଟ ଠାରେ ଜନଜାଗରଣ।
#NationFirstVotingMust #ABVPPuri
#Vote4ViksitOdisha #VoteForNation

ଭାରତକୁ ବିକଶିତ ରାଷ୍ଟ୍ର କରିବା, ଓଡ଼ିଆ ଅସ୍ମିତା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ମତଦାନ କରିବା ନିମନ୍ତେ ପୁରୀର ୬୮,୦୭୧ ଜଣ ମତଦାତାଙ୍କୁ ଫୋନ ମାଧ୍ୟମରେ ଅନୁରୋଧ କରାଯାଇଛି।
#NationFirstVotingMust #ABVPPuri
#Vote4ViksitOdisha #VoteForNation

ପୁରୀ ଜିଲ୍ଲା ଉପାନ୍ତ ଉତ୍ତରା ଠାରେ ଶତପ୍ରତିଶତ ମତଦାନ ପାଇଁ ଜନଜାଗରଣ।
#NationFirstVotingMust #ABVPPuri
#Vote4ViksitOdisha #VoteForNation

ଶ୍ରୀଜଗନ୍ନାଥ ସଂସ୍କୃତିର ରକ୍ଷା ନିମନ୍ତେ ମତଦାନ କରିବା ପାଇଁ ରଥଖଳା ଆଖପାଖରେ ଜନଜାଗରଣ।
#NationFirstVotingMust #ABVPPuri
#Vote4ViksitOdisha #VoteForNation

୨୫ ବର୍ଷ ଧରି ଅରାଜକତା, ଗୁଣ୍ଡାଗର୍ଦି ଓ ରକ୍ତ ରଞ୍ଜିତ ଥିବା ପୁରୀ ଗତ ୫ ବର୍ଷରେ ଶାନ୍ତ, ସୁସ୍ଥ ଓ ସମୃଦ୍ଧ ଶ୍ରୀକ୍ଷେତ୍ର ଗଠନ ଦିଗରେ ଅଗ୍ରସର, ତେଣୁ ମୋ ଭୋଟ ଜଣେ ସରଳ ଜନପ୍ରିୟ ନେତୃତ୍ବ ପୁରୀର ବିଧାୟକ ରୁପେ ଓଡ଼ିଶା ବିଧାନସଭାକୁ ପୁଣିଥରେ ନିର୍ବାଚିତ କରିବା ପାଇଁ, ଆଉ ଆପଣଙ୍କର ?
#NationFirstVotingMust #ABVPPuri

ପୁରୀ ଜିଲ୍ଲା ଅନ୍ତର୍ଗତ ଯମୁନା ଠାରେ ଶତପ୍ରତିଶତ ମତଦାନ ପାଇଁ ଜନଜାଗରଣ।
#NationFirstVotingMust #ABVPPuri
#Vote4ViksitOdisha #VoteForNation


Last Seen Hashtags on Sotwe
minichat ()()()****(())() filter:videos
Seen from Turkey
lrfreak
Seen from United States
dvpcreampie
Seen from Vietnam
incesto papá hija
Seen from Peru
巨根
Seen from United States
lesbiindonesia
Seen from Japan
incestoconmamá
Seen from Brazil
iagoindias
Seen from United States
tamannah navel
Seen from Singapore
sumbalmalik
Seen from Pakistan
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers













































