Top Tweets for #aradi
ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପୀଠଦେବୀ ଜୟଦୁର୍ଗାଙ୍କର ଆଜି ଦଶହରା ପୂଜା ଚାଲିଛି। ଆଜି ମା ଦଶଭୂଜା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି
#nandighoshatv #Odisha #aradi #MaaDurga #DurgaPuja #MaaDurgaVisarjan #DurgaVisarjan #BijayaDashami #VijayaDashami #MaaJagatjanani #DurgaPuja2026
ଆରଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠରେ ମା’ ଜୟଦୁର୍ଗାଙ୍କ ମହାନବମୀ ପୂଜା, ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା’, ଚଣ୍ଡୀପାଠ ଓ ବେଦପାଠରେ ପ୍ରକମ୍ପିତ ପୂଜା ମଣ୍ଡପ
#NandighoshaTV #Odisha #Aradi #Akhandalamani #MaaJayadurga #MahaNavami #MahaAshtami #DurgaPuja
ମହାସପ୍ତମୀ ପାଇଁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପୀଠଦେବୀ ଜୟଦୁର୍ଗାଙ୍କ ବିଶେଷ ପୂଜାର୍ଚ୍ଚନା ।
#nandighoshatv #Odisha #navratri2026 #navratri #akhandalamani #aradi
ଚାନ୍ଦବାଲି: ଆରଡ଼ି-କୁଆଖିଆ ବୋଡ଼କ ନିକଟ ୨୦ ନମ୍ବର ରାଜପଥ ଉପରେ ଚାଲିଛି ବୈତରଣୀର ବନ୍ୟାଜଳ, ଯାତାୟାତ ପାଇଁ ଲୋକେ ହନ୍ତସନ୍ତ
#ChandbaliFlood #BaitaraniRiver #NH20 #OdishaFlood #Bhadrak #Aradi #Kuakhia #OTV
ବୈତରଣୀ ନଦୀ କୂଳରେ ବିରାଜମାନ ବାବା ଆଖଣ୍ଡଳମଣିଙ୍କ ପବିତ୍ର ପୀଠ ଆରଡ଼ି।
ଭକ୍ତିର ଅର୍ପଣ ଓ ପବିତ୍ର 'ଘର୍ଷଣା' ପ୍ରସାଦ ସହିତ ଅନୁଭବ କରନ୍ତୁ ଅତୁଟ ବିଶ୍ୱାସ। ଓମ୍ଫେଡ୍ ସର୍ବଦା ଯୋଡ଼ି ହୋଇ ରହିଛି ଏହି ଶୁଦ୍ଧତା ଓ ପରମ୍ପରା ସହିତ।
ଆଜି ହିଁ ଯୋଜନା କରନ୍ତୁ ଆପଣଙ୍କ ଦର୍ଶନ ଯାତ୍ରା!
#omed #babaakhaladalmani #aradi

ଭଦ୍ରକ ଜିଲ୍ଲାରେ ଛାଡିଛି ବନ୍ୟା ହେଲେ ଟଳିନି ବିପଦ। ଚଳିତ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି ବ୍ଲକ ସହ ଭଦ୍ରକର କିଛି ପଞ୍ଚାୟତ
#nandighoshaTV #odisha #aradi #flood
ଭଦ୍ରକରେ ବନ୍ୟା ବିତ୍ପାତ! ପାଣି ପାର୍ ହେଉଥିବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଯୁବକ | Young Man Swept Away by Strong Flood Currents While Crossing in Bhadrak #BhadrakFlood #FloodIncident #YouthSweptAway #OdishaFlood #FloodRescue #Aradi #FloodSituation #FloodCurrent #BhadrakNews #RescueOperation #FloodAlert #OdishaNews #prameyanews7
ଶ୍ରାବଣମାସର ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ଆରଡି ପୀଠରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ଼ ଲାଗିଛି
#nandighoshaTV #odisha #aradi #bhadrak
ସୁଧୁରୁନି ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ସ୍ଥିତି । ବିପନ୍ନଙ୍କ ଦୁଃଖକୁ ଦୁଇଗୁଣିତ କରିଛି ଲଗାଣବର୍ଷା। ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲୁଛି ନଦୀର ଜଳସ୍ତର
#nandighoshaTV #odisha #aradi #flood
ରାସ୍ତାରେ ୫ ଫୁଟ୍ ବନ୍ୟାଜଳ। ଟ୍ରାକ୍ଟର ଯୋଗେ ରାସ୍ତା ପାରି ହେଉଛନ୍ତି କାଉଡ଼ିଆ
#OdishaFlood #Aradi #Akhandalamani #BaitaraniRiver #SalandiRiver #Kanwariya #ShravanaMonday #FloodAlert #OdishaTV #OTV
🔱🌿🌼 ପବିତ୍ର ସୋମବାରରେ ଭଦ୍ରକ ଆରଡ଼ି ପୀଠରେ ବିରାଜମାନ ବାବା ଆଖଣ୍ଡଳମଣୀଙ୍କ ଦିବ୍ୟ ଦର୍ଶନ
🙏
।। ଜୟ ବାବା ଆଖଣ୍ଡଳମଣୀ ।।
#Baba #Akhandalamani #Aradi #ବାବାମଣି #odishanewslive

ଆରଡ଼ିରେ ଶ୍ରାବଣ ମହୋତ୍ସବ, ୨୦ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ
#Sambad #Bhadrak #Aradi #ShravanMahotsav #Odisha
https://t.co/hJ58A9C0Er
ଆରଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣ ମାସର ତୃତୀୟ ସୋମବାରରେ ଜଳଲାଗି କଲେ ୨୦ ହଜାର କାଉଡ଼ିଆ । ପୀଠକୁ ବନ୍ୟାଜଳ ଘେରି ରହିଥିବାରୁ କଟକଣା ମଧ୍ୟରେ ଚାଲିଛି କାଉଡିଆଙ୍କ ଜଳଲାଗି । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
#nandighoshatv #odisha #aradi #bhadrak
🔱🌿🌼 ପବିତ୍ର ସୋମବାରରେ ଭଦ୍ରକ ଆରଡ଼ି ପୀଠରେ ବିରାଜମାନ ବାବା ଆଖଣ୍ଡଳମଣୀଙ୍କ ଦିବ୍ୟ ଦର୍ଶନ
🙏
।। ଜୟ ବାବା ଆଖଣ୍ଡଳମଣୀ ।।
#Baba #Akhandalamani #Aradi #ବାବାମଣି #odishanewslive

ବାବା ଆଖଣ୍ଡଳମଣିଙ୍କ ପୀଠରେ ଚଳିତ ଶ୍ରାବଣୀ ଯାତ୍ରା ଆସନ୍ତା ୨୦ରୁ ଆରମ୍ଭ ହୋଇ ଦେଢ଼ ମାସ ଯାଏ ଚାଲିବ। ଏହି ଅବସରରେ ହଜାର ହଜାର କାଉଡ଼ିଆଙ୍କର ଭିଡ଼ ଲାଗିବ ପୀଠରେ
#nandighoshatv #aradi #babaakhandalamani
ଚାନ୍ଦବାଲି : ଆଜି ସୋମବାର ଥିବାରୁ ଝିପି ଝିପି ବର୍ଷାରେ ଓଦା ହୋଇ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିବାକୁ ଧାଡିରେ ଅପେକ୍ଷା କରି ରହିଛନ୍ତି ଭକ୍ତ
#AkhandalamaniTemple #mahadev #Aradi #odisha #knewsodisha

୪୫୦୦ ଗଛ କଟାଗଲା, କିନ୍ତୁ ଚଉଡ଼ା ହେଲାନି ରାସ୍ତା ! ଭଦ୍ରକ-ଆରଡ଼ି ସଡ଼କ ସମ୍ପ୍ରସାରଣକୁ ନେଇ ଉଠିଲା ପ୍ରଶ୍ନ
Read More : https://t.co/mF8l7mR8eC
#RoadDevelopment #Aradi #Bhadrak #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers














