Top Tweets for #archananagcase
ED ଅଫିସରେ ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁ
ବିଭିନ୍ନ କାଗଜପତ୍ର ଦାଖଲ ପାଇଁ ED ପକ୍ଷରୁ ସମନ ହୋଇଥିଲା
#ArchanaNag #EDRaid #ArchanaNagCase
#ଅର୍ଚ୍ଚନା_ନାଗଙ୍କ_ଘରେ_ପଶିଲା_ED
ଅର୍ଚ୍ଚନାଙ୍କ ଘର ସିଲ୍ କରିବା ପାଇଁ ED ଆସିଥିବା ସୂଚନା। ଘର ଛାଡିବା ପାଇଁ ଅର୍ଚ୍ଚନାଙ୍କୁ ED ପକ୍ଷରୁ ନୋଟିସ ହୋଇଥିଲା। ଘର ନଛାଡିବା କାରଣରୁ ଆଜି ED ସିଲ କରିବା ପାଇଁ ଆସିଛି।
#ArchanaNag #EDRaid #ArchanaNagCase
ଅର୍ଚ୍ଚନା ନାଗ ପଛରେ ତମେ ଲାଗୁଥିଲ ଭଲ ଲାଗୁଥିଲା ଆଉ କିଳା ନେଲାବେଳେ କହୁଛ ମୋତେ ଫସେଇ ଦେଲେ।
https://t.co/JO7M5s8kCE
#bjd #bjpodisha #breakingnews #ganatantraodisha #news #viralshort #viralvideo #odisha #mohanodisha #viralreels #archananagcase #amareshjena
-୨ ଲକ୍ଷ ଟଙ୍କାର ୨ ଜାମିନଦାର ବଦଳରେ ମିଳିଲା ଜାମିନ୍
-ଜାମିନ୍ରେ ଜଗବନ୍ଧୁ ନିଜର ପାସ୍ପୋର୍ଟ ଦାଖଲ ଲାଗି ସର୍ତ୍ତ
#Bhubaneswar #JagabandhuChand #ArchanaNagCase
#ଅର୍ଚ୍ଚନାଙ୍କ_ସ୍ୱାମୀ_ଜଗବନ୍ଧୁଙ୍କୁ_ଜାମିନ
-ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲା
-ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଲା ଜାମିନ୍
-ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ୍
#Bhubaneswar #JagabandhuChand #ArchanaNagCase

ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ..ଅର୍ଚ୍ଚନାଙ୍କ ନାଁରେ ଦାୟର ମୋଟ ୩ଟି ମାମଲାରୁ ୨ଟିରେ ଜାମିନ ମିଳିଛି..ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ଜାମିନ ଦେଇଛନ୍ତି ହାଇକୋର୍ଟ
#ArchanaNagCase #Bail #HighCourt #Odisha #OTV

#ଜେଲ୍_ଭିତରେ_ସାବିତ୍ରୀ_ବ୍ରତ_ପାଳିଲେ_ଅର୍ଚ୍ଚନା_ନାଗ
ଝାରପଡା ଜେଲରେ ଅନ୍ତେବାସୀଙ୍କ ସହ ସାବିତ୍ରୀ ବ୍ରତ ପାଳନ କଲେ ଅର୍ଚ୍ଚନା ନାଗ । ଜେଲ୍ ବିଭାଗ ପକ୍ଷରୁ ୨୩ ଜଣ ଅନ୍ତେବାସୀଙ୍କୁ ଶାଢୀ, ଶଙ୍ଖା ସିନ୍ଦୂର, ଫଳ ମୂଳ ଭୋଗ ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ପୂଜା ସାରି ସ୍ୱାମୀଙ୍କ ସହ ହୋଇଥିଲା ସାକ୍ଷାତ #KanakNews #ArchanaNagCase
#ଖଗେଶ୍ୱରଙ୍କୁ_ମିଳିଲାନି_ଜାମିନ
#ଅର୍ଚ୍ଚନା_ନାଗ_ମାମଲା:
-ସହଯୋଗୀ ଖଗେଶ୍ୱରଙ୍କୁ ମିଳିଲାନି ଜାମିନ
-ଇଡି ମାମଲାରେ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ
#ArchanaNagCase #HighCourt #Odisha #OTV
Archana Nag Case: ଆଜି କୋର୍ଟକୁ ଆସିବେ, ନଚେତ୍ ଫସିବେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି
#ArchanaNagCase #shradhanjalibehera #odianews
https://t.co/qeJiG6VeQ3
ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନକୁ ବିରୋଧ କଲା ଇଡି #ArchanaNagCase #enforcementdirectorate #HighCourt #BailPlea #Odisha
Archana Nag: କୋର୍ଟରେ ବିଷ ଓଗାଳିଲେ ଅର୍ଚ୍ଚନା, କହିଲା କାହିଁକି ଗିରଫ ହୋଇନି ଶ୍ରଦ୍ଧାଞ୍ଜଳି...
#ArchanaNagCase #JagabandhuChand #CBICourt
https://t.co/UaH4UcrCCp
18 ಶಾಸಕರನ್ನು ಬಲೆಗೆ ಕೆಡವಿದ ಹನಿಟ್ರ್ಯಾಪ್ ಕ್ವೀನ್ ಅರ್ಚನಾಳ ಕೇಸ್ ಏನಾಯ್ತು? ತನಿಖಾಧಿಕಾರಿಗಳಿಗೆ ಹೈಕೋರ್ಟ್ ಶಾಕ್!
#OrissaHighCourt #HighCourt #StatusReport #ArchanaNagCase #HoneytrapQueen
https://t.co/jzf7nT0JME
#ଅର୍ଚ୍ଚନା_ମାମଲା ; #ଚାର୍ଜସିଟ୍_ଦାଖଲ
ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଖଣ୍ଡଗିରି ଥାନା ପୁଲିସ୍ #KanakNews #ArchanaNagCase #Odisha
ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିବ ଖଣ୍ଡଗିରି ଥାନା ପୋଲିସ। ସେମାନଙ୍କ ବିରୋଧରେ ୨୪୦୦ ପୃଷ୍ଠାର ଚାର୍ଜସିଟ ଦାଖଲ ହେବ। #ArchanaNagCase
ପଢ଼ନ୍ତୁ ପୂରା ଖବର:
https://t.co/qJpiNsVwXG
ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଆଜି ଦାଖଲ ହେବ ୨୪୦୦ ପୃଷ୍ଠାର ଚାର୍ଜସିଟ୍
#Sambad #Odisha #ArchanaNagCase #Bhubaneswar
https://t.co/27Mqysq5zN
ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ
#Sambad #Odisha #ArchanaNagCase #Bhubaneswar
https://t.co/5wyxBxYa1D
ଆସିଲା ଅର୍ଚ୍ଚନା ନାଗଙ୍କ ପରୀକ୍ଷା ତାରିଖ; ଜାନୁଆରି ୩୧ରୁ ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ
#Sambad #Odisha #Bhubaneswar #ArchanaNagCase
https://t.co/mlfHrNt2Q1
ଲେଡି ବ୍ଲାକମେଲର ଅର୍ଚନା ନାଗ ଫାଇନ ଦେଇ କଲେ ଫର୍ମ ଫିଲପ୍ । ଇଣ୍ଟିଗ୍ରେଟେଡ ଲ' ଚତୁର୍ଥ ବର୍ଷ ସପ୍ତମ ସେମିଷ୍ଟର ପରୀକ୍ଷା ଦେବା ଲାଗି ଆଜି ଫାଇନ ଦେଇ ଫର୍ମ ଫିଲପ୍ କରିଛନ୍ତି । #Archananagcase #OTV
ଜେଲରେ ଇଣ୍ଟିଗ୍ରେଟେଡ ଲ’ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ
#Sambad #Odisha #ArchanaNagCase #Bhubaneswar
https://t.co/wlu2wrSzAN
Last Seen Hashtags on Sotwe
cinta terlarang
Seen from Malaysia
minichat (**********) filter:videos()****
Seen from Netherlands
นัดเย็ดดอนตูม
Seen from Thailand
MGAI
Seen from United Kingdom
snapchat video
Seen from Netherlands
chapinas xxx
Seen from Guatemala
รับงานวังน้อย
Seen from Thailand
남자왁서
Seen from Korea
ベイシア群馬フェア
Seen from United States
mãe e filho
Seen from United States
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers









