Top Tweets for #badagada
ସୁସ୍ଥ ଓ ସୁନ୍ଦର ଜୀବନଯାପନ ପାଇଁ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ ନିରନ୍ତର ଜାରି ରହିବ।ଜନସେବା ହିଁ ଆମର ସଂକଳ୍ପ, ଏକାମ୍ରର ସର୍ବାଙ୍ଗୀଣ ବିକାଶ ହିଁ ଆମର ଲକ୍ଷ୍ୟ। 🙏
#Ekamra #Badagada #Ward44 #KalingaAdarshaColony #DrinkingWater
#ନକଲି_ନୋଟ_ଦେଇ_ଥଣ୍ଡା_ମାଗୁଥିଲେ !
ରାଜଧାନୀରେ ବେଙ୍ଗଲ ଯୁବକଙ୍କ ଜାଲ୍ ନୋଟ କାରବାରର ପର୍ଦ୍ଦାଫାଶ! କୋଲ୍ଡ ଡ୍ରିଙ୍କ୍ସ କିଣିବାକୁ ଆସି ଧରାପଡ଼ିଲେ ୨ ଯୁବକ | Fake Currency Racket Busted in Bhubaneswar
#fakecurrency #bhubaneswar #badagada #prameyanews7 #westbengal
ଚିଲ୍ଲିପୋଖରୀ ନିକଟରେ ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଅଟକ ରଖିଲେ ସ୍ଥାନୀୟ ଲୋକେ
#FakeCurrency #Bhubaneswar #Chillipokhari #Badagada #CrimeNews #PoliceInvestigation #CurrencyRacket #OdishaTV #OTV
#ଟିଉବ_ଭିତରେ_ପଶି_ପ୍ରତିବାଦ
ଲଗାଣ ବର୍ଷା ବେହାଲ ବରଗଡ । ଡ୍ରେନେଜ ଅବ୍ୟବସ୍ଥା ଯୋଗୁଁ, ବର୍ଷା ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ।
ଯାହାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଅଭିନୟ ପ୍ରତିବାଦ
#Badagada #Odisha #HeavyRain #KanakNews
#ରାତି_ପାହିଲେ_ବାହାଘର...#ବର୍ଷା_ହେଲା_କାଳ
ବରଗଡ଼ରୁ ଆସିଛି ଅତି ଦୁଃଖଦାୟକ ଖବର । ରାତି ପାହିଲେ ବାଘପଡ଼ା ଗାଁର ରଘୁଭୁଏଙ୍କ ଝିଅର ବାହାଘର । ବରପାଲିରୁ ବରଯାତ୍ରୀ ଆସିବା କଥା, ହେଲେ ଏବେ କନ୍ୟାପକ୍ଷଙ୍କ ଆଖିରୁ ନିଦ ହଜିଯାଇଛି
#Badagada #Odisha #KanakNews #Marriage
ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ । ବରଗଡ଼ ଜିଲ୍ଲା ବିଜେପୁରରେ ଥିବା ଅମୃତଧାରା ନର୍ସିଂହୋମ୍ ବିରୋଧରେ ଆସିଛି ଏହି ସଙ୍ଗିନ ଅଭିଯୋଗ । ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ
#Badagada #Odisha #KanakNews
#ଏମିତି_କେମିତି_ହେଲା ?
ଇଲେକ୍ଟୋରାଲ୍ ରୋଲ୍ରେ ବ୍ୟାପକ ତ୍ରୁଟି । ଗୋଟିଏ ଘରେ ୩ଟି ପରିବାର । ୩ ପରିବାର ମଧ୍ୟରେ ନାହିଁ କୌଣସି ସମ୍ପର୍କ
#Odisha #KanakNews #Badagada
ବରଗଡ଼ ଚାଷୀଙ୍କ ଇଚ୍ଛାମୃତ୍ୟୁ ଆବେଦନ ପରେ ତତ୍ପର ସରକାର । ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ସମବାୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଉତ୍କ୍ଷିପ୍ତ ହୋଇ ଭୁଲ୍ ନିଷ୍ପତ୍ତି ନନେବାକୁ ପରାମର୍ଶ । ସେପଟେ ଏବେ ବି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡ଼ିଛି ୪୦ ହଜାର ପ୍ୟାକେଟ୍ ଖରିଫ୍ ଧାନ
#Badagada #Odisha #KanakNews #Farmer
#କାନ୍ଥ_ଭୁଶୁଡ଼ି_୨_ଶ୍ରମିକ_ମୃତ
ଭୁବନେଶ୍ବରରେ କାନ୍ଥ ଭୁଶୁଡ଼ି ୨ ଶ୍ରମିକ ମୃତ
ବର୍ଷା ଲାଗି ୩ ଘଣ୍ଟିଆ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ
ଟ୍ବିନ୍ ସିଟି ସହ ୮ ଜିଲ୍ଲାରେ ବର୍ଷା ନେଇ ୩ ଘଣ୍ଟିଆ ୱାର୍ଣ୍ଣିଂ
#Bhubaneswar #BhoiSahi #Badagada #WallCollapsed

-ଭୁବନେଶ୍ୱର ବଡ଼ଗଡ଼ ଭୋଇସାହିରେ ଡ୍ରେନ୍ କାମ ଚାଲିଥିଲା ବେଳେ ହଠାତ୍ ଭୁଶୁଡ଼ିଲା କାନ୍ଥ
-୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି
-ଆହତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି
#WallCollapses #BhoiSahi #Badagada #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

#ରାଜଧାନୀରେ_କାନ୍ଥ_ଭୁଶୁଡ଼ି_୨_ମୃତ
-ଭୁବନେଶ୍ୱର: ବଡ଼ଗଡ଼ ଭୋଇସାହିରେ କାନ୍ଥ ଭୁଶୁଡ଼ି ୨ ମୃତ
-ଅନ୍ୟ ୪ ଜଣ ଗୁରୁତର, କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି
-ଡ୍ରେନ୍ କାମ ଚାଲିଥିଲା ବେଳେ ହଠାତ୍ ଭୁଶୁଡ଼ିଲା କାନ୍ଥ
#WallCollapsed #BhoiSahi #Badagada #Odisha #OTV

ଗଞ୍ଜାମ(ଦକ୍ଷିଣ ଓଡ଼ିଶା):ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ନିକଟସ୍ଥ ପଦ୍ମପୁର ଗ୍ରାମକୁ ନୂତନ ପଦ୍ମପୁର ଗ୍ରାମପଞ୍ଚାୟତ ଘୋଷଣା କେବେ?
#NarasimhaNilamadhabPatra #NNP #JustAsking #RealTalk #NoNoise
#PadmapurGramPanchayat #Padmapur #Sorada #Badagada #Ganjam #SouthOdisha
@sosakalinga
@narasimhafoundn

ଗଞ୍ଜାମ(ଦକ୍ଷିଣ ଓଡ଼ିଶା): ନୂତନ ବଡ଼ଗଡ଼ ବ୍ଲକ ଘୋଷଣା କେବେ?
ନହେଲେ ଲଢ଼େଇ ହେବ, ଅଲବତ ହେବ ଆଉ ବରାବର ହେବ।
#NarasimhaNilamadhabPatra #NNP
#JustAsking #RealTalk #NoNoise
#BadagadaBlock #Badagada #Ganjam #SouthOdisha
@sosakalinga
@narasimhafoundn

ବଡ଼ଗଡ ଥାନା ବାଙ୍କୁଆଳ ଯାତ୍ରା ପଡିଆରେ ଚାଲିଥିଲା ବନ୍ଧୁକ ଡ଼ିଲ, ୨ ଜଣ ବିହାରୀ ବନ୍ଧୁକ ବେପାରୀଙ୍କୁ ବାନ୍ଧିଲା STF #badagada #prameyanews7 #gundeal #stf
ଅଧୁରା ରହିଗଲା ଜଗା ଦର୍ଶନ, ଡିଭାଇଡରରେ ପିଟି ହୋଇ ଚାଲିଗଲା ୨ ଜୀବନ
#PrameyaNews7 #accident #Bhubaneswar #Badagada
https://t.co/2q1YwI1u8o
Visited several locations in #Badagada, including the Micro Composting Centre (MCC), Crematorium, open space at Kalinga Basti, Jharana Sahi and Tubi Gadia under Ward No. 44, to assess the progress of ongoing development works and sanitation conditions.
#FieldVisit #Bhubaneswar

GRAND GANESHA IDOLS OF BHUBANESWAR
Come, bow before Bappa’s glory and seek his divine blessings for happiness, prosperity & new beginnings.
Know more @ https://t.co/jMVlGP0TTl
#MYBhubaneswar Share and Stay Updated.
#Bhubaneswar #Odisha #Badagada #Nayapalli #saheednagar

-ବଡ଼ଗଡ଼ ବ୍ରିଟ୍ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
-ଝୁଲନ୍ତା ଅବସ୍ଥାରେ ଥିବା ଯୁବକଙ୍କ ନିକଟରୁ ମୋବାଇଲ ନେଇ ଛୁ ମାରିଲେ ୨ ଯୁବତୀ
-ସିସିଟିଭି ଦେଖି ସମ୍ପୃକ୍ତ ୨ ଯୁବତୀଙ୍କୁ ପୋଲିସ ଖୋଜୁଛି
-ଯୁବକ ଜଣକ ହେଉଛନ୍ତି କୁଆଖିଆ ଯାଜପୁରର ଶୁଭମ ପଣ୍ଡା
#Badagada #Bhubaneswar #Odisha

Last Seen Hashtags on Sotwe
teenageer
Seen from United States
รับงานแม่กลอง
Seen from Thailand
mobverity
Seen from United States
دنيا_سمراني
Seen from Algeria
omegle() +filter:native_video
Seen from Belarus
偷窥
Seen from United States
สาวใหญ่โคราช
Seen from Thailand
telugutango
Seen from India
คลิปหลุดลําไย
Seen from Thailand
dindanih
Seen from Indonesia
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.7M followers

Lady Gaga 
@ladygaga
75.1M followers

Virat Kohli 
@imvkohli
72.9M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
65.9M followers

Bill Gates 
@billgates
64.9M followers

Selena Gomez 
@selenagomez
62.8M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers



















