Top Tweets for #badbil
ବାଟବଣା ହୋଇ ଜନବସତିରେ ପଶିଲା ଦନ୍ତା
#Badbil #Elephant #ViralVideo #OdishaForestDepartment #WildElephant #BadaKhabar #badakhabaratv #ReelsVideo
#ଦୁର୍ଘଟଣାରେ_ଚାଲିଗଲା_୩_ଜୀବନ
ରାସ୍ତାକଡ଼ ଗଛରେ ପିଟିହେଲା ଥାର୍
ଚାଲିଗଲା ଗୋଟିଏ ପରିବାରର ତିନି ଜୀବନ
#PrameyaNews7 #OdishaNews #Odisha #accident #Badbil
https://t.co/AYl2dBnQJG
ବଡ଼ବିଲ ବନବିଭାଗ, ପୁଲିସ ଓ ଖଣି ବିଭାଗର ମିଳିତ ରେଡ୍।୪୦ ଟନ୍ ଚୋରା ମାଙ୍ଗାନିଜ ଜବତ। ଲୋଡର-ହାଇଓ୍ୱା ଓ ପିକଅପ ଭ୍ୟାନ ସିଜ୍। କାରୋ ସଂରକ୍ଷିତ ଜଙ୍ଗଲରୁ ଜବତ। ଜବତ ମାଙ୍ଗାନିଜର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଚାଲିଛି ତନାଘନା।
#badbil #manganiseseize #raid #forestdept #40ton
Kendujhar | କେନ୍ଦୁଝରର ବଡ଼ବିଲ ନିକଟରେ ସଡ଼କ ଦୁର୍ଘଟଣା, ଘରକୁ ଧକ୍କା ଦେଲା ସ୍କର୍ପିଓ, ଜଣେ ମୃତ ଓ ୬ ଗୁରୁତର #kendujhar #prameyanews7 #roadaccident #badbil
ହତ୍ୟାର ୨୬ ଦିନ ପରେ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର, ମାରି ପୋତି ଦେଇଥିଲା ପ୍ରେମିକ
#PrameyaNews7 #Badbil #Crime
https://t.co/AeLHvNS6EA
Badbil Accident : ଯାତ୍ରୀବାହୀ ବସ୍ ସହ ଟ୍ରେଲରର ଭୟଙ୍କର ଧକ୍କା, ଗାଡ଼ିରେ ଥିଲେ ଅନେକ ଲୋକ
#PrameyaNews7 #OdishaNews #Odisha #accident #Badbil
https://t.co/lZ4COdSGlc
ଭଦ୍ରାସାହି-ନାଲଦା SH 10B ର ଭୁଷୁଗାଁ ନିକଟରେ ହୃଦୟବିଦାରକ ଦୁର୍ଘଟଣା। ଗର୍ଭବତୀ ମଧୁସ୍ମିତା ମହାନ୍ତଙ୍କ ମୃତ୍ୟୁ, ସ୍ୱାମୀ ମନୋରଞ୍ଜନ ଗୁରୁତର। ତୁରନ୍ତ ଚିକିତ୍ସା ସହାୟତା ଓ ପାରିବାରିକ ଆର୍ଥିକ ସହାୟତା ଦାବି। @DistAdmKeonjhar
#accident #Accountability #RoadAccident #RoadSafety #Badbil #Kendujhar #Odisha

ବଡ଼ବିଲ ସହରର ୱାର୍ଡ ସଂଖ୍ୟା 12, ପଞ୍ଜାବ ନେସନାଲ୍ ବ୍ୟାଙ୍କ୍ ପଛ ପାଖ ଗଛ କରୋଡରେ ଶୁଆ ପକ୍ଷୀ ଛୁଆ ଅଛନ୍ତି l କିଛି ଯୁବକ ଗଚ୍ଛରେ ଲୁହା ଖିଲ ମାରି ଗଛରେ ଚଢ଼ି କରୋଡକୁ କୁରାଢ଼ି ହାଣି ଶୁଆ ଛୁଆ ନେବାକୁ ଚେଷ୍ଟା କରୁଛନ୍ତି l ଗଛର ଖିଲ କାଢ଼ିବା ସହିତ ଶୁଆ ଶାବକଙ୍କ ସୁରକ୍ଷା ପାଇଁ ଅନୁରୋଧ l #Badbil #forestRange @DfoKeonjhar
ଅପରାଧୀ ସିପୁକୁ ପୋଲିସର ଏନ୍କାଉଣ୍ଟର, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣାରେ ଥିଲା ସାମିଲ
#PrameyaNews7 #OdishaNews #Odisha #Badbil #EncounterUpdate
https://t.co/FCVAq5Vpks
ପୁଣି ମାତିଲେ ବ୍ୟାଙ୍କ୍ ଲୁଟେରା। ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଲୁଟି ନେଲେ ୫କୋଟିରୁ ଅଧିକ ମୂଲ୍ୟର ଗହଣା ସାଙ୍ଗକୁ ୮ ଲକ୍ଷ ଟଙ୍କା। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ।
#Badbil #BankRobbery #BankOfMaharashtra #Keonjhar #Robbery #BankHeist #OTV
ହାତୀ ଦାନ୍ତ ବିକ୍ରି ପାଇଁ ଡ଼ିଲ ବେଳେ ମାଡିବସିଲା ବନ ବିଭାଗ, ୨ଟି ଦାନ୍ତ ସହ ୩ ଅଭିଯୁକ୍ତ ଗିରଫ #badbil #keonjhar #prameyanews7 #forestdepartment
କେନ୍ଦୁଝରରେ ୟୁପି ଷ୍ଟାଇଲରେ ଆକ୍ସନ, ବଡ଼ବିଲରେ ଅପରାଧୀଙ୍କ ଘରେ ବୁଲିଲା ବୁଲଡୋଜର, ପ୍ରଥମ ପର୍ଯ୍ୟାୟରେ ୪ ଅଭିଯୁକ୍ତଙ୍କ ଘରେ ଭାଙ୍ଗୁଛି ପୋଲିସ, ସରକାରୀ ଜମିକୁ ଜବରଦଖଲ କରି ଘର କରିଥିଲେ ଅଭିଯୁକ୍ତ #housedemolition #prameyanews7 #buldozeraction #keonjhar #badbil
ସାବତ ବାପାକୁ ମାରିଦେଲା ପୁଅ, ସାଙ୍ଗଙ୍କ ସହ ମିଶି ଘଟାଇଲା ଜଘନ୍ୟ କାଣ୍ଡ
#PrameyaNews7 #OdishaNews #Odisha #Badbil
https://t.co/FVEw0vAPPn
ସଂପର୍କରେ ପଡିଲା ରକ୍ତ ଛିଟା, ବଡ଼ଭାଇକୁ ଟାଙ୍ଗିଆରେ ହାଣିଲା ସାନ ଭାଇ
#PrameyaNews7 #OdishaNews #Odisha #Badbil
https://t.co/3GhzMmu9NA
ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
#PrameyaNews7 #OdishaNews #Odisha #Badbil
https://t.co/hqndwaVcss
ବଡ଼ବିଲରେ ବନ କର୍ମଚାରୀଙ୍କୁ ମାଡ଼ ଘଟଣା ; ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି
#badbil #prameyanews7 #keonjhar #forester
Last Seen Hashtags on Sotwe
คลอเสียว
Seen from Thailand
IAMSPIDERMAN
Seen from Germany
momson(()) filter:videos
Seen from United States
hslut4mbull
Seen from India
lo鞋
Seen from United States
gayworkers
Seen from United Kingdom
ometv
Seen from Germany
xlii or #exny or #nolimitmomson() +filter:native_video
Seen from Indonesia
momson or #exny or #nolimit() +filter:native_video
外卖小哥
Seen from United States
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.2M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.5M followers

Taylor Swift 
@taylorswift13
82.4M followers

Lady Gaga 
@ladygaga
73.9M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.2M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.6M followers

X 
@x
60.8M followers









