Top Tweets for #bcjd
ପ୍ରିୟ ବନ୍ଧୁ ସୂର୍ଯ୍ୟକାନ୍ତ ବେହେରା (ଚଗୁଲୁ) ର ସାନ ଭଉଣୀଙ୍କ ବିବାହ ଉତ୍ସବରେ ଯୋଗଦେଇ ଅନେକ ଆନନ୍ଦ ଓ ଆତ୍ମୀୟତାର ମୁହୂର୍ତ୍ତ ବିତାଇଲି। ନବଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ସଦା ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ—ଏହି ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 💐💖
#HappyMarriedlife #Sister #Bhotaka_GP
#BCJD

ଏଥିସହିତ ଜିଲ୍ଲପାଳଙ୍କ ଜରିଆରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ନିଜ ପଦରୁ ଇସ୍ତଫା ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛୁ।
#SikshaBanchaoAndolan
#BijuJanataDalOdisha #Byjd #Bcjd
#mayurbhanjbjd #Naveenpattnaik #BJDForPeople #BJDForOdisha

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜୁଲାଇ ୯ରୁ ୧୫ ପର୍ଯ୍ୟନ୍ତ ରାଜ୍ୟବ୍ୟାପି “ଶିକ୍ଷା ବଞ୍ଚାଅ ଆନ୍ଦୋଳନ” ଏହି ଅଭିଯାନରେ ସାମିଲ ହୁଅନ୍ତୁ ,ରାଜ୍ୟକୁ ବଞ୍ଚାଇବାରେ ଯୋଗଦାନ କରନ୍ତୁ ।
#SikshaBanchaoAndolan
#Bjd #Byjd #Bcjd

Chaos at Rama Devi University Campus | Students Lock Main Gate Over Outsider Entry Issue | ରମାଦେବୀ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ଅଣଛାତ୍ର ପ୍ରବେଶକୁ ନେଇ ମୁହାଁମୁହିଁ ଏବିଭିପି-ବିଜୁ ଛାତ୍ର ଜନତା ଦଳ #RamaDeviUniversity #OdishaNews #StudentProtest #ABVP #BCJD #CampusTension #BhubaneswarNews #UniversityProtest #StudentPolitics #OdishaUpdate #CollegeNews #BreakingNews #OdishaLive #CampusClash #StudentIssue
ଛାତ୍ରଛାତ୍ରୀଙ୍କ ସାଥିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସବୁବେଳେ ଆଗରେ।
ନୂତନ ଶିକ୍ଷାବର୍ଷର ନାମଲେଖାରେ ଛାତ୍ରଛାତ୍ରୀଙ୍କ ସହଯୋଗ ପାଇଁ ଓଡ଼ିଶାର ବିଭିନ୍ନ କଲେଜରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସହାୟତା କେନ୍ଦ୍ର ଖୋଲାଯାଇଛି।
#BJDWithStudents #BYJD #BCJD #BJD4Odisha

୨୪ ବର୍ଷର ଉଦାହରଣ ଦେଇ ଆଉ କେତେ ଝିଅଙ୍କ ଜୀବନ ସହ ଖେଳ ଖେଳିବ ହେ ପଟିମରା ସରକାର.. ଆଖି ଖୋଲ ଆଉ ଥରେ ସମାଜକୁ ଆସି ଦେଖ କଣ କଣ ଘଟିଯାଉଛି.
#BijuJanataDalOdisha #NaveenPattnaik #BCJD #Odisha #odiareels @bjd_odisha @Naveen_Odisha @Vkpandianfancl1 @pranabpdas @SulataDeoMP
@IpshitaaOdisha NEET ପରୀକ୍ଷାରେ ପ୍ରକାଶ ପାଇଥିବା ଭୟାବହ ଅନିୟମିତତା ଓ ପେପର ଲିକ୍ ଘଟଣାକୁ ବିରୋଧ କରି ଆଜି ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଜୋରଦାର ପ୍ରତିବାଦ.. #NEET #NEETPaperLeak #ScrapNTA #DharmendraPradhanMustResign #BijuJanataDal #BCJD #Odisha #JusticeForStudents #BJD #BYJD
NEET ପରୀକ୍ଷାରେ ପ୍ରକାଶ ପାଇଥିବା ଭୟାବହ ଅନିୟମିତତା ଓ ପେପର ଲିକ୍ ଘଟଣାକୁ ବିରୋଧ କରି ଆଜି ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଜୋରଦାର ପ୍ରତିବାଦ.. #NEET #NEETPaperLeak #ScrapNTA #DharmendraPradhanMustResign #BijuJanataDal #BCJD #Odisha #JusticeForStudents #BJD #BYJD
ସଭାପତି ଶ୍ରୀ ନବୀନ ପଟ୍ଟନାୟକ (@Naveen_Odisha) ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି।
#BCJD #BJD4Odisha #BJDWithOdisha

କଟକ ବିଜେଡି ରୁ ଖସିଲା ରୁ ଏକ ଖୁଣ୍ଟ
ବରିଷ୍ଠ ନେତ୍ରୀ ପୂର୍ଣ୍ଣିମା ସିଂହ ଦେଲେ ଇସ୍ତଫା
ବିଜେଡି ରେ ନାହିଁ ପୁରୁଣା ନୀତି ଆଉ ଆଦର୍ଶ :- ପୂର୍ଣ୍ଣିମା ସିଂହ
କାମ ଦେଲାନି ନବୀନ ଙ୍କ ବୈଠକ
କଟକ ରୁ ହଜିଯିବ କି ବିଜେଡି ?
#bjd_odisha #cuttack_bjd_news #breaking_news #bcjd

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଗୌରହରି ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
#BYJD #BCJD #BJDWithOdisha #BJD4Odisha

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିଭିନ୍ନ ଦାୟିତ୍ୱରେ ଥିବା ପଦାଧିକାରୀଙ୍କୁ ନିଲମ୍ବନ କରାଯାଇଛି।
#BYJD #BCJD #BJDWithOdisha #BJD4Odisha

BJD has suspended 10 Biju youth and student leaders: ଦଳ ବିରୋଧୀ କାର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ନିଲମ୍ବିତ କଲା ବିଜେଡି
#PrameyaNews7 #bjd #BijuYouthLeader #StudentLeaders #BCJD #Odisha #OdishaPolitics
https://t.co/vtl278GSdt
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବନ
ଯୁବ ଓ ଛାତ୍ର ଜନତା କର୍ମକର୍ତ୍ତାଙ୍କ ବିରୋଧରେ ବିଜେଡିର କାର୍ଯାନୁଷ୍ଠାନ
#BJD #Suspend #BCJD #BYJD #prameyadigital

ସଭାପତି ଶ୍ରୀ @Naveen_Odisha ବିଜୁ ଛାତ୍ର ଜନତା ଦଳର ଆଉ ୧୦ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି।
#BCJD
#BJD4Odisha
#BJDWithOdisha

ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳର ୧୦ ଗୋଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଚୟନ କରାଯାଇଛି.. ଲଢେଇ ପାଈଁ ପ୍ରସ୍ତୁତ ୨୦ ଜିଲ୍ଲା ନବୀନ ଙ୍କ ଛାତ୍ର ସେନା। ରାଜ୍ୟ ବାସୀ ଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିଛି ଜାରି ରହିବ।
#BCJD
#BJD4Odisha
#BJDWithOdisha

ରାଜ୍ୟ ବିଜେପି ସରକାରର ଜନବିରୋଧୀ ନିଷ୍ପତ୍ତି ବିରୋଧରେ ତୀବ୍ର ହେଉଛି ସ୍ୱର, କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆୟୋଜିତ ହୋଇଛି ବିଜୁ ଯୁବ ଛାତ୍ର ଜନତା ଦଳର ଜନ ଜାଗରଣ ସମାବେଶ।
#BJDWithOdisha #BYJD #BCJD #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha

ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( @Naveen_Odisha ) ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି।
#BCJD
#BJD4Odisha
#BJDWithOdisha

Most Popular Users

Elon Musk 
@elonmusk
240.8M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
111.2M followers

Narendra Modi 
@narendramodi
107M followers

Rihanna 
@rihanna
97.8M followers

NASA 
@nasa
92.2M followers

Justin Bieber 
@justinbieber
91M followers

KATY PERRY 
@katyperry
88M followers

Taylor Swift 
@taylorswift13
81.8M followers

Lady Gaga 
@ladygaga
73.4M followers

Virat Kohli 
@imvkohli
70.4M followers

Kim Kardashian 
@kimkardashian
69.9M followers

YouTube 
@youtube
68.7M followers

Bill Gates 
@billgates
64.1M followers

Neymar Jr 
@neymarjr
63.2M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.1M followers

X 
@x
60.8M followers





















