Top Tweets for #binika
ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର ଜିଲ୍ଲା। ବିନିକା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲହଡି ମାରୁଛି ବର୍ଷା ପାଣି।
#OdishaRain #SchoolWaterlogging #Binika #Subarnapur #Education #StudentSafety #BinikaSchool #OTV
ବିନିକା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସଙ୍ଗୀନ, ପାଣିରେ ପଶି ସ୍କୁଲ ଆସୁଛନ୍ତି ଶିକ୍ଷକ ଓ ଛାତ୍ର
#Binika #OdishaNews #School #StudentProblem #Waterlogging #Education #StudentIssue #RuralOdisha #SchoolNews #Rain #LocalNews #BreakingNews #PrameyaNews7
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ଡୁଙ୍ଗୁରିପାଲି ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗି ରହିଛି।
#Subarnapur #Binika #Dunguripali #HeavyRain #OdishaRain #Monsoon2026 #OTV
ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ପରିବାର I ବିନିକା ବ୍ଲକ ଅରିଗାଁରେ ଲଗାଣ ବର୍ଷା ଯୋଗୁଁ ଘର ଭିତରେ ଲହଡି ମାରୁଛି ବର୍ଷା ପାଣି I ଘର ଭିତରୁ ପାଣି କାଢୁଛନ୍ତି ପରିଣତ ବୟସ୍କା ବୃଦ୍ଧ I
#OdishaRain #Subarnapur #Binika #Arigaon #Waterlogging #Monsoon2026 #DrainageIssue #OdishaWeather #OdishaTV #OTV
ବିନିକା ଗଡିଭିତରପଡା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପ୍ରସ୍ତୁତି, ନବଯୌବନ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ | Binika
#binika #subarnapur #nabajoubanbesha #prameyanews7 #jayjagannath
#ବୁଦାରୁ_ରକ୍ତ_ଜୁଡୁବୁଡୁ_ମୃତଦେହ_ଉଦ୍ଧାର
-ବିନିକା: ଯୁବକଙ୍କୁ ହତ୍ୟା କରି ବୁଦାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
-ଡୁଙ୍ଗୁରିପାଲି ଥାନା ଅଇଁଲାସାରି ଗାଁ ନିକଟ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର
-ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ
#Binika #MurderCase #DeadBodyFound #OTV

ପୁଅର ଜୀବନ ବଞ୍ଚାଇବାକୁ ଭିକ୍ଷା ମାଗୁଛି ବାପା.. ବେକରେ ପୋଷ୍ଟର, ହାତରେ ଭିକ୍ଷା ଥାଳ ଧରି ନିବେଦନ
ଅର୍ଥ ଅଭାବରୁ ହୋଇପାରୁନି ପୁଅର ଅପରେସନ.. ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ..
#Binika #FatherAppeal #HelpNeeded #MedicalEmergency #OTV
କରେଣ୍ଟ ନେଲା କଂଗ୍ରେସ ନେତାଙ୍କ ଜୀବନ । ଘର ପଛପଟରେ ପାଣି ପମ୍ପ ସଜାଡୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକାର ଚରଦା ଗାଁରେ ।
#Subarnapur #Sonepur #Binika #CongressLeader #MahendraThanapati #Electrocution #OdishaNews #OTV
#ବର୍ଷାରେ_ବୁଡ଼ିଲା_ବ୍ରିଜ
ବର୍ଷାରେ ବୁଡ଼ିଲା ବ୍ରିଜ। ଯାତାୟାତ ବାଧାପ୍ରାପ୍ତ Iସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ପଞ୍ଚାୟତ ଖଇରମାଲ ବ୍ରିଜ ଉପରେ ଦେଢ଼ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି I
#OdishaRain #Subarnapur #KhairmalBridge #Binika #FloodedBridge #HeavyRain #TrafficDisruption #Binika #OTV
#ବର୍ଷାରେ_ଘର_ମୁହାଁ_ସାପ
ବର୍ଷାରେ ଘର ମୁହାଁ ସାପ Iସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୌଡିଆମୁଣ୍ଡା ଛକରେ ଅଜଗର ସାପକୁ ଉଦ୍ଧାର କରାଯାଇଛି I
#OdishaNews #Subarnapur #Binika #PythonRescue #HeavyRain #SnakeRescue #Monsoon #Wildlife #OTV
ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ବେଆଇନ ବ୍ଲାଷ୍ଟିଂ ; ପରିବେଶ ପ୍ରଦୂଷଣ ହେବା ସହ ଚାଷ ଜମି ନଷ୍ଟ..ଅଭିଯୋଗ ପରେ ବି ଫଳ ଶୂନ | Illegal Blasting in Sanbhalupali Under Binika Tehsil Damages Farmland and Pollutes Environment
#IllegalBlasting #Binika #OdishaNews #EnvironmentalDamage #FarmlandDamage #BreakingNews #Pollution #OdishaUpdates #MiningIssue #FarmersIssue
ଲଗାଣ ବର୍ଷାରେ ବେହାଲ ବିନିକା, ସହରର ତଳି ଅଞ୍ଚଳରେ ଜମି ରହିଛି ପାଣି | Water Logging in Binika #Binika #WaterLogging #Rainfall #Odisha #breakingnews #TopNews #WeatherUpdate
ବିନିକା ବ୍ଲକ୍ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରକୁ ଆଖିବୁଜା ଗୁଳିମାଡ଼, ୪ ଜଣ ଅଭିଯୁକ୍ତ ଗିରଫ କଲା ପୋଲିସ ... Police Crack Case of Gun Attack on Deeptirekha Nanda's Residence #Binika #DeeptirekhaNanda #FiringCase #PoliceAction #Sonepur #Subarnapur #CrimeNews #OdishaPolice #BreakingNews #OdishaNews #LatestNews #LawAndOrder #PrameyaNews7 #TopNews #CrimeUpdate
#ରାସ୍ତାରେ_ସମୁଦ୍ରର_ଭ୍ରମ
ବର୍ଷାରେ ବେହାଲ ବିନିକା ....କଲେଜ ଛକ ରାସ୍ତାରେ ଜମିଛି ଆଣ୍ଠୁଏ ପାଣି I ସୁବର୍ଣ୍ଣପୁର ବିନିକା ସହରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।
#OdishaRain #Monsoon2026 #HeavyRainfall #WeatherUpdate #FarmersIssue #PaddyCrop #Binika #OTV
#କେନାଲରେ_ମହିଳାଙ୍କ_ମୃତଦେହ
-ବିନିକା: କେନାଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
-ସହଜବାହାଲ-ସତଲମା ରାସ୍ତା ବିଶିପାଲି ବ୍ରିଜ୍ ନିକଟରୁ ଉଦ୍ଧାର
-ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ବରପାଲି ଓ ରାମପୁର ପୋଲିସ
#Binika #UnidentifiedBody #CanalIncident #Barpali #RampurPolice #BishipaliBridge #OTV

#ବିନିକା_ଅଧ୍ୟକ୍ଷାଙ୍କ_ଘରକୁ_ଗୁଳି_ ମାଡ଼
ବିନିକା: ବ୍ଲକ୍ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରକୁ ଗୁଳି ମାଡ଼।ସିଂହିଯୁବା ଗାଁରେ ଥିବା ଘର ଉପରକୁ ୨୫ ରାଉଣ୍ଡ ଫାୟାରିଂ।
#Binika #Subarnapur #DiptiRekhaNanda #AshokNanda #OdishaNews #BJD #PoliceProbe #GunAttack #OTV
#ବିନିକା_ଅଧ୍ୟକ୍ଷାଙ୍କ_ଘରକୁ_ଫାୟାରିଂ
ବିନିକା: ବ୍ଲକ୍ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରକୁ ଗୁଳି ମାଡ଼। ସିଙ୍ଘିଯୁବା ଗାଁରେ ଥିବା ଘର ଉପରକୁ ୨୫ ରାଉଣ୍ଡ ଫାୟାରିଂ।
#Binika #DeeptirekhaNand #GunAttack #SinghiYuba #OdishaNews #BlockChairperson #OTV
#ବିନିକା_ବ୍ଲକ_ଅଧ୍ୟକ୍ଷାଙ୍କ_ଘରକୁ_ଗୁଳିମାଡ଼
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼
ସୁବର୍ଣ୍ଣପୁର: ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼
ସ୍ଵାମୀ ଅଶୋକ ନନ୍ଦଙ୍କ ସିଂହିଯୁବା ସ୍ଥିତ ଘରକୁ ଗୁଳିମାଡ଼
ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼
ଗୁଳିକାଣ୍ଡର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି
#Subarnapur #Binika #FiringCase #BreakingNews #OdishaNews

#ବିନିକା_ଅଧ୍ୟକ୍ଷାଙ୍କ_ଘରକୁ_ଗୁଳି_ମାଡ଼
-ବିନିକା: ବ୍ଲକ୍ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘରକୁ ଗୁଳି ମାଡ଼
-ସିଙ୍ଘିଯୁବା ଗାଁରେ ଥିବା ଘର ଉପରକୁ ୨୫ ରାଉଣ୍ଡ ଫାୟାରିଂ
-୨ଟି କାର୍କୁ ଗୁଳି ଚଳାଇ ଦୁର୍ବୃତ୍ତ ଫେରାର୍, ପୋଲିସ୍ର ତଦନ୍ତ
#Binika #DeeptirekhaNand #GunAttack #SinghiYuba #OdishaNews #BlockChairperson #OTV

ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତତ୍ପର । ବିନିକାର ଜପ ଭୂଏଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା । ଖୁବଶୀଘ୍ର ହେବ ମୁଣ୍ଡରେ ହୋଇଥିବା ଆବୁର ଅସ୍ତ୍ରୋପଚାର । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପରେ ସବୁ ସହଯୋଗ ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି
#SupremeCourt #India #KanakNews #Binika
Last Seen Hashtags on Sotwe
GlücksYouTube
Seen from United States
wetworks
Seen from United Kingdom
bokep filter:videos
Seen from Netherlands
脱衣舞
Seen from United States
momson filter:videos
Seen from Canada
ميقا_حصريات
Seen from Germany
schoolie
Seen from United Kingdom
Nolimit() + filter:native_video
Seen from Turkey
momson()*************************
momson(((())))***++filter:native_video until:2026-3-2
Seen from United States
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.1M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.5M followers

Taylor Swift 
@taylorswift13
82.4M followers

Lady Gaga 
@ladygaga
73.9M followers

Virat Kohli 
@imvkohli
71.2M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.1M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.6M followers

X 
@x
60.8M followers



