Top Tweets for #bmcattack
#WATCH | Mumbai के Malad में Trishul Yatra के दौरान दो गुटों में जमकर हुई मारपीट, आरोपी के घर के बाहर लोगों ने पढ़ा हनुमान चालीसा
.
.
.
#MumbaiNews #MaladClash #TrishulYatra #DindoshiTension #BreakingNews #PoliceAction #BMCAttack #LocalProtest #MumbaiUpdates #PeaceAppeal
ମାଡ଼ ତତ୍ୱକୁ ନେଇ BMC ରୁ ବ୍ୟାସନଗର ହଲଚଲ, ମୁହାଁମୁହିଁ ହେଲେ ଅନନ୍ତ ଓ ଜୟନାରାୟଣ | BMC & Vyasanagar Attack Politics #bmcattack #vyasanagar #prameyanews7 #jayanarayanmishra #anantanarayanjena #jajpur #bhubaneswar #prithvirajharichandan #bjd #bjp
#OAS_ସଂଘ_ଆନ୍ଦୋଳନ_ପ୍ରତ୍ୟାହୃତ
-ଜଗା ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା OAS ସଂଘ
-ଆଜିଠାରୁ କାମରେ ଯୋଗ ଦେବେ OAS ଅଧିକାରୀ
-ସୂଚନା ଦେଲେ OAS ସଂଘ ସଭାପତି ଜ୍ୟୋତିରଂଜନ ମିଶ୍ର #OAS #BMCAttack #OTV

BIG Breaking: BJP ନେତା ଜଗନ୍ନାଥ ପ୍ରଧାନ ଗିରଫ; DCP ଅଫିସ ସାମ୍ନାରେ ସମର୍ଥକଙ୍କ ହଙ୍ଗାମା #BigBreaking #Jagannathpradhan #bmcattack #News18Odia
କ୍ଲିକ୍ କରି ପଢନ୍ତୁ ସମ୍ପୂର୍ଣ୍ଣ ଖବର:
https://t.co/zFinP1muDU
Jagannath Pradhan: ଜଗନ୍ନାଥଙ୍କୁ ନେଇ ଆଗକୁ କ’ଣ ହେବ ? ଜାଣନ୍ତୁ କ’ଣ କହୁଛି ଆଇନ୍? #Jagannathpradhan #bmcattack #OdishaBJP #News18Odia
କ୍ଲିକ୍ କରି ପଢନ୍ତୁ ସମ୍ପୂର୍ଣ୍ଣ ଖବର:
https://t.co/Xbf6ZGdP5Q
OAS Association Strike: ସମୂହ ଛୁଟିରେ OAS ଅଫିସର; ଜିଦି କରୁଛନ୍ତି ବାବୁ, ସମସ୍ୟାରେ ଜନତା... #bmcattack #oasstrike #OdishaNews #News18Odia
କ୍ଲିକ୍ କରି ପଢନ୍ତୁ ସମ୍ପୂର୍ଣ୍ଣ ଖବର:
https://t.co/8GQ8PeMqMi
#ତହସିଲ୍_କାର୍ଯ୍ୟାଳୟରେ_କାମ_ଠପ୍
-OAS ସଂଘର ଆନ୍ଦୋଳନ ପାଇଁ ତହସିଲ୍ କାର୍ଯ୍ୟାଳୟରେ କାମ ଠପ୍
-ରାଜ୍ୟର ବିଭିନ୍ନ ତହସିଲ୍ କାର୍ଯ୍ୟାଳୟକୁ ଆସି ଲୋକେ ହନ୍ତସନ୍ତ
-ସରକାରୀ ଅଫିସ୍କୁ ଆସି ସେବା ନ ପାଇ ଫେରୁଛନ୍ତି ଲୋକେ #OAS #BMC #BMCAttack #OTV

#ସରକାରଙ୍କ_ପାଖରେ_ପ୍ଲାନ୍_୧_୨_୩_ରାଜସ୍ବ_ମନ୍ତ୍ରୀ
-ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ
-ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ
-ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ
#Sureshpujari #BMCattack #OAS #Odisha #BadaKhabar

Jaga Pradhan Comes out of BJP Party Office | ସରିଲା ବୈଠକ, ବିଜେପି କାର୍ଯ୍ୟାଳୟରୁ ଘରକୁ ବାହାରିଲେ ଜଗା ପ୍ରଧାନ #jagapradhan #bmccase #bmcattack #bmcassaultcase #bjpnews #odishapolitics #prameyanews7
Jaga Pradhan | ମୁଁ ଆଇନ କୁ ସମ୍ମାନ ଦେଉଛି ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି #jagapradhan #bmcattack #bmcassaultcase #bhubaneswar #bjpleader #odishapolitics
#ଖାରବେଳନଗର_ଥାନାରେ_କଡ଼ା_ସୁରକ୍ଷା
-ଭୁବନେଶ୍ବର ଖାରବେଳନଗର ଥାନାରେ କଡ଼ା ସୁରକ୍ଷା
-ଥାନା ପରିସରରେ ୨ ପ୍ଲାଟୁନ୍ ପୋଲିସ ମୁତୟନ
#Kharavelanagarpolicestation #OTV #Bmcattack #Jagannathpradhan

#ବିଜେପି_ପାର୍ଟି_ଅଫିସ୍ରେ_ଜଗନ୍ନାଥ
-ବିଜେପି ପାର୍ଟି ଅଫିସ୍ରେ ପହଞ୍ଚିଲେ ଜଗନ୍ନାଥ ପ୍ରଧାନ
-ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ
-BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ବିବାଦରେ ଫସିଛନ୍ତି ଜଗନ୍ନାଥ
-OAS ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି
#Jagannathpradhan #Bjp #BMCattack #OTV

#OHRCରେ_BMC_ବିବାଦ_ମାମଲା
-ଓଡ଼ିଶା ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲା ଓଡ଼ିଶା ସ୍ଵଚ୍ଛ ସାଥୀ ମହାସଂଘ
-ଏତଲାର ୪୮ ଘଣ୍ଟା ପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ
-BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାଁରେ ସ୍ଵଚ୍ଛ ସାଥୀ ସଂଘ ଫେରାଦ
#OHRC #BMC #BMCattack #OTV #Odisha

#ଯିଏ_ବି_କାଣ୍ଡ_କରାଇଛି_ଛଡ଼ାଯିବନି
BMC ଆଟାକ୍ ଘଟଣାରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା
'ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବନି'
ଯିଏ ବି ଏହି କାଣ୍ଡ କରାଇଛି ଛଡ଼ା ଯିବ ନାହିଁ: ପରିବହନ ମନ୍ତ୍ରୀ
#Jagannathpradhan #BMCAttack #Odisha #Bibhutijena

#ଯିଏ_ବି_କାଣ୍ଡ_କରାଇଛି_ଛଡ଼ାଯିବନି
-BMC ଆଟାକ୍ ଘଟଣାରେ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ
-‘ଘଟଣାରେ ଯାହାର ସମ୍ପୃକ୍ତି ରହିଛି କାହାକୁ ଛଡ଼ା ଯିବନି’
-ଯିଏ ବି ଏହି କାଣ୍ଡ କରାଇଛି ଛଡ଼ା ଯିବ ନାହିଁ- ବିଭୂତି ଜେନା
-‘ମନ୍ତ୍ରୀ ତର୍ଜମା କରିଛନ୍ତି, ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି’
#Jagannathpradhan #BMCAttack #Odisha #Bibhutijena #OTV

#ପଞ୍ଚମ_ଅଭିଯୁକ୍ତ_ଗିରଫ
BMC Officer Assault: Fifth Accused Arrested as Probe Deepens
ବିଏମସି ଅଧିକାରୀଙ୍କୁ ଆକ୍ରମଣ ଘଟଣା: ପଞ୍ଚମ ଅଭିଯୁକ୍ତ ଗିରଫ; ଗିରଫ ଅଭିଯୁକ୍ତ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ସଚ୍ଚିକାନ୍ତ ସ୍ବାଇଁ
#BMCAttack #AssaultCase #FifthArrest #RatnakarSahu #OdishaPolice
#ସାମୂହିକ_ଛୁଟିରେ_OAS_ଓ_ORS
OAS & ORS Officers Protest BMC Attack, Go on Mass Leave in Cuttack
ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ସାମୂହିକ ଛୁଟିରେ କଟକ ଜିଲ୍ଲାର OAS ଓ ORS ଅଧିକାରୀ
#bmcattack #RatnakarSahu #OAS #ORS #Cuttack #OdishaAdministration #GovernmentOfficers
#BMC_ଆଟାକ୍: #୫ମ_ଅଭିଯୁକ୍ତ_ଗିରଫ
-BMC ଆଟାକ୍: ପଞ୍ଚମ ଅଭିଯୁକ୍ତ ସଚ୍ଚିକାନ୍ତ ସ୍ବାଇଁ ଗିରଫ
-କିଛି ସମୟ ପୂର୍ବରୁ ବିଜେପିରୁ ନିଲମ୍ବିତ ହୋଇଥିଲେ ସଚ୍ଚିକାନ୍ତ
#BMC #BMCattack #arrest #Bhubaneswar #Odisha #OTV

ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ପ୍ରତିକ୍ରିୟା ରଖିଲେ ଅତିରିକ୍ତ କମିଶନର ରତ୍ନାକର ସାହୁ। ସେ କହିଛନ୍ତି-ଆକ୍ରମଣ ଘଟଣା ବିରୋଧରେ ସମସ୍ତେ ଏକ ହୋଇଛନ୍ତି। ଆଇନ ଉପରେ ମୋର ଭରସା ରହିଛି
#BMCattack #RatnakarSahoo #BhubaneswarMunicipalCorporation #NandighoshaTV
#ସରକାରଙ୍କୁ_କାଲି_ଯାଏଁ_OAS_ସଂଘର_ମହଲତ
BMCର ଅତିରିକ୍ତ କମିଶନରଙ୍କୁ ଅଫିସ୍ ପରିସରରେ ଆକ୍ରମଣ ଘଟଣା
ଘଟଣାକୁ ନେଇ ଲୋକସେବା ଭବନରେ OAS ସଂଘର ବୈଠକ ଅନୁଷ୍ଠିତ
ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଲା OAS ସଂଘ
ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କଲା OAS ସଂଘ
#Odisha #BMCattack #OAS

Last Seen Hashtags on Sotwe
virgin
Seen from Brazil
CampañaApadrinamiento
Seen from United States
CIWYWss2EP1
Seen from United Kingdom
periodplay
Seen from Turkey
lowlvl
shemale
Seen from Indonesia
MomSon filter:native_video
Seen from France
BurgieArboretum
Seen from United States
monkeyapp
Seen from United States
girlslovegirls
Seen from Netherlands
Trends for you
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.2M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Neymar Jr 
@neymarjr
64.5M followers

Bill Gates 
@billgates
64.5M followers

The Ellen Show
@theellenshow
62.4M followers

Selena Gomez 
@selenagomez
61.9M followers

CNN 
@cnn
61.8M followers

X 
@x
60.8M followers






