Top Tweets for #bobbydas
✊🏻 #ଆକ୍ସନ_ନହେଲେ_ଆନ୍ଦୋଳନ ✊🏻
ଭି.କେ ପାଣ୍ଡିଆନ, ବବି ଦାସ, ଡି.ଏସ୍. କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ୍ ଆନ୍ଦୋଳନ ତୀବ୍ର ହେବ: ପ୍ରକାଶ ଦାସ
#PrakashDas #Demand #ActionAgainst #VKPandian #BobbyDas #ips #DSKutte #AshishSingh #Odisha
VC: News Craft
#ଆକ୍ସନ_ନହେଲେ_ଆନ୍ଦୋଳନ ✊🏻
ଭି.କେ ପାଣ୍ଡିଆନ, ବବି ଦାସ, ଡି.ଏସ୍. କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ।
ନ୍ୟାୟ ନମିଳିଲେ ଆନ୍ଦୋଳନ ତୀବ୍ର ହେବ।
#PrakashDas #OSAA #Demand #ActionAgainst #VKPandian #BobbyDas #ipsofficer #DSKutte #AshishSingh #Odisha
VC: Nandi Live
ओडिशा में बाढ़ है
और BJD के नेता कहाँ गायब हैं ?
इस वीडियो में पूरी सच्चाई है
#OdishaNews #OdishaFlood #floodrelief #leadership #BJPGovernment #BijuJantaDal #BobbyDas #pranabprakashdas #Sanjaykumardas #pramilamallik #gautambuddhadas
@bjd_odisha @BurmaSanjay
ବ୍ୟକ୍ତିଗତ ଭାବରେ ମୋର ବଡ କ୍ଷତି ହୋଇଛି : ବବି ଦାସ | “A Big Personal Loss for Me”: Bobby Das on BJD Leader Sushant Singh’s Demise #SushantSingh #BobbyDas #BJD #OdishaPolitics #OdishaNews #FormerMinister #PoliticalNews #Tribute #SushantSinghDeath #OdishaUpdate #BJDLeader #BreakingNews #prameyanews7
ଶଙ୍ଖ ଭବନରେ ସୁଜାତା ବବି | KHAS KHABAR | June 26, 2026 | PrameyaNews7
#SankhaBhavan #SujataRout #BobbyDas #BJD #OdishaPolitics #KHASKHABAR #PoliticalNews #BreakingNews #PrameyaNews7 #OdishaNews
କାଲି ଆବସେଣ୍ଟ, ଆଜି ପ୍ରେଜେଣ୍ଟ; ବବିଙ୍କୁ କ’ଣ କହିଲେ ସୁଜାତା?
#BobbyDas #SujataKarthikeyan #bjd #politicsnews #OdishaPolitics #OTV
https://t.co/g4jCktzEQ6
ବବିଙ୍କୁ ଭେଟିଲେ ସୁଜାତା। ଶଙ୍ଖ ଭବନରେ ବବି-ସୁଜାତାଙ୍କ ଭିତରେ ବୈଠକ। ବିଜେଡିରେ ସୁଜାତାଙ୍କ ଯୋଗଦାନ ଉତ୍ସବକୁ ଆସିନଥିଲେ ବବି। କାହିଁକି ବବି ଆସିଲେନି ବୋଲି ଚାଲିଥିଲା ରାଜନୈତିକ ହଟଚମଟ। ବିଜେଡିରେ ସାମିଲ ପରେ ବବିଙ୍କୁ ଆଜି ଭେଟିଛନ୍ତି ସୁଜାତା।
#Sujatarout #bobbydas #pranabprakashdas #bjd #politics

#ବବି_ସୁଜାତାଙ୍କ_ଗୁପ୍ତ_ବୈଠକ
-ଶଙ୍ଖ ଭବନରେ ସୁଜାତା ରାଉତ ଓ ବବି ଦାସଙ୍କ ଗୁପ୍ତ ବୈଠକ
-ମହିଳା ମୋର୍ଚ୍ଚାର ନେତ୍ରୀଙ୍କ ସହ ବି ସୁଜାତାଙ୍କ ଆଲୋଚନା
-ବରିଷ୍ଠ ନେତା ଦେବୀ ମିଶ୍ର ଉପସ୍ଥିତ
-ଗତକାଲି ବବିଙ୍କ ସମେତ ବହୁ ବରିଷ୍ଠ ମିଶ୍ରଣ ପର୍ବରେ ହୋଇନଥିଲେ ସାମିଲ
#SankhaBhawan #BJD #BobbyDas #SujataRoutKartikeyan #OdishaPolitics #Sambad

#ସୁଜାତା_କାର୍ତ୍ତିକେୟନଙ୍କୁ_ଭେଟିଲେ_ବବି_ଦାସ
ଶଙ୍ଖ ଭବନରେ ସୁଜାତା କାର୍ତ୍ତିକେୟନଙ୍କୁ ଭେଟିଲେ ବବି ଦାସ
ସୁଜାତା ଓ ବବି ଦାସଙ୍କ ମଧ୍ୟରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା
ଗତକାଲି ମିଶ୍ରଣ ପର୍ବରେ ଅନୁପସ୍ଥିତ ଥିଲେ ବବି ଦାସ
#BJD #SujataKarthikeyan #BobbyDas #ShankhaBhavan #OdishaPolitics #ArgusNews

#ସେଦିନ_ବ୍ୟାଜ୍_ପିନ୍ଧାଇଥିଲେ_ଆଜି_ଆସିଲେନି
ସୁଜାତା ମିଶିଲେ, ବବି ଆସିଲେନି । ପାଣ୍ଡିଆନଙ୍କ ବିରୋଧ କରୁଥିବା ନେତା ବି ଗାଏବ । ଦିନେ ଶଙ୍ଖ ବ୍ୟାଜ୍ ପିନ୍ଧାଇ ପାଣ୍ଡିଆନଙ୍କୁ ଦଳରେ ସ୍ୱାଗତ କରାଇଥିଲେ, ଆଜି ପାଣ୍ଡିଆନଙ୍କ ପତ୍ନୀ ମିଶିବା ବେଳେ ଆସିଲେନି
#lOdisha #KanakNews #BobbyDas #BJD #Politics
ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! @badakhabarnews https://t.co/wE88X5o4f0 #Bjd #sujatakartikeyapandian #BobbyDas #PrasannaAcharya #bikramkeshariarukha #rajaswain #badripatra #BadaKhabar #badakhabaratv #OdishaPolitics
ଲୀଳା ଚାଲିଛି ଓଡ଼ିଶାରେ ।
#Odisha #Jajpur #PranabPrakashDas #BobbyDas #BJD #OdishaMedia #OdishaPolitics #Samata #TheSamata #KedarMishra
Watch Full Video on YouTube: 👇
https://t.co/RYgEbW9arG
ବବି ଦାସଙ୍କୁ ଛାଡ଼ିଦେଲେ ଆମ ଓଡ଼ିଶାରେ ଚାଲିବନି ଟେଲିଭିଜନ।
#Odisha #Jajpur #PranabPrakashDas #BobbyDas #BJD #OdishaMedia #OdishaPolitics #Samata #TheSamata #KedarMishra
Watch Full Video on YouTube: 👇
https://t.co/RYgEbW9arG
ବିଜେପି ଛାଡ଼ିବା ଓ ବିଜେଡିରୁ ନିଲମ୍ବିତ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ। ବିଜେଡିର ଓ ବବି ଦାସଙ୍କ ଉପରେ ମଧ୍ୟ ବୟାନ ଦେଇଛନ୍ତି ସୌମ୍ୟ।
#SoumyaRanjanPatnaik #BobbyDas #BJD #OdishaPolitics #PoliticalNews #BreakingNews #BJP #IndianPolitics #OTV
ବିଜେଡି ନେତା ବବି ଦାସଙ୍କ ଟାର୍ଗେଟ୍ ପରେ ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ । ଦେଲେ କଡ଼ା ଜବାବ । କହିଲେ, "ତାଙ୍କ ଇତିହାସ ଓ ପ୍ରଭାତ ବିଶ୍ୱାଳ ଇତିହାସ ସମସ୍ତେ ଜାଣନ୍ତି।
#OdishaPolitics_PrabhatBiswal #OdishaPolitics #BobbyDas #PoliticalClash_Odisha #April18Disclosure #PoliticalTension #OdishaTV #OTV
ବବିଙ୍କ ଅଭିଯୋଗକୁ ପ୍ରଭାତ ବିଶ୍ୱାଳଙ୍କ ଖଣ୍ଡନ। 28 ଫେବୃଆରୀରୁ ବହିଷ୍କାର ହେଲିଣି, ବବି ବାବୁ ରସ ନିଶା ପିଇଛନ୍ତି ଉଠି ନାହାନ୍ତି । ଆଜି ନିଶା ଭାଙ୍ଗିଛି ଉଠିକି ବାଉଳି ହେଉଛନ୍ତି, ଆଉ ଟିକେ ନିଶା ଭାଙ୍ଗୁ ସବୁ କଥା କହିବି।
#OdishaPolitics #PrabhatBiswal #OdishaPolitics #BobbyDas #PoliticalClash #WarOfWords #OTV
ଯାଜପୁର-ମାଳ ଆନନ୍ଦପୁରରେ ବିଜେଡି ଯୁବ ଛାତ୍ର ସଭାରେ ବିଜେଡି ନେତା ବବି ଦାସ, ପ୍ରଭାତ ବିଶ୍ଵାଳ ଓ ତାଙ୍କ ପୁଅଙ୍କୁ ଟାର୍ଗେଟ କରିଛନ୍ତି । ଉଭୟ ଦଳରେ ଥିବାରୁ ସେ ମୁହଁ ଖୋଲି ନଥିଲେ । ଏବେ ବିକ୍ରି ହୋଇ ସ୍ୱାଭିମାନ ଖୋଜୁଛନ୍ତି ।
#BJDPolitics #OdishaPolitics #Anandpur #PoliticalConflict #BobbyDas #PrabhatBiswal #OTV
ମାଆ ବିରଜା, ମହାପ୍ରଭୁଙ୍କ ପ୍ରକଳ୍ପରୁ ପଥର ନେଇ ବବି ଦାସ ଯେଉଁ ଘର କରିଛ ତାକୁ ଭଙ୍ଗା ହେବ। ପଥର ତଡ଼ା ହୋଇ ସେଇ ପଥରରେ ଅନ୍ୟାନ୍ୟ କାମ ସବୁ ହେବ।'- ପ୍ରିୟଦର୍ଶନ ପଟ୍ଟନାୟକ,ଆବାହକ, ଶ୍ରୀଜଗନ୍ନାଥ ସେନା
#OdishaPolitics #BobbyDas #PriyadarshanPattnaik #JagannathSena #Puri #OdishaTV #OTV
Last Seen Hashtags on Sotwe
Most Popular Users

Elon Musk 
@elonmusk
241.3M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.2M followers

CNN 
@cnn
61.8M followers

X 
@x
60.8M followers












