Top Tweets for #bridgeproblem
Udupi Story: ರಭಸವಾಗಿ ಹರಿಯುವ ತೊರೆಗೆ ಕಾಲು ಸಂಕ ಕಲ್ಪಿಸದ ಅಧಿಕಾರಿಗಳು.. 15 ವರ್ಷದಿಂದ ಪರಿಹಾರ ಇಲ್ಲ| #TV9D
#TV9Kannada #UdupiStory #RainySeason #BridgeProblem #Students
Madhya Pradesh : बुरहानपुर में पुल बना मुसीबत, बारिश के पानी में फंसे ग्रामीण
@indiannewsmpcg
.
.
#Burhanpur #MadhyaPradesh #RainUpdate #Flood #BridgeProblem #VillageNews #Monsoon #BreakingNews #indiannewsmpcg
7415984153
#ପୋଲ_ଥାଇ_କି_ଲାଭ?
କ���ଟି କୋଟି ଟଙ୍କା ଖର୍ଚ୍ଚ ପରେ ବି କାମରେ ଲାଗିଲା ନାହିଁ ବ୍ରିଜ୍ । ସଂଯୋଗୀକରଣ ରାସ୍ତା ଅଭାବରୁ ବ୍ରିଜ୍ ଥାଇ ବି 'ଯଥା ପୂର୍ବ ତଥା ପରଂ' ସ୍ଥିତି । ପୋଲକୁ ଚଢ଼ିବା ପାଇଁ ନାହିଁ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ହଜାର ହଜାର ଲୋକ
#Kuchinda #Odisha #KanakNews #BridgeProblem
#ବିଜୁ_ସେତୁ_ଟଙ୍କା_ଖାଇଦେଲେ !
ଗଞ୍ଜାମ ଜିଲ୍ଲାରେ ପୋଲ ଭାଙ୍ଗିଦେଲେ । କଣ୍ଟ ପୂରିଗଲା ପରେ ବି ସରିଲା ନାହିଁ ନିର୍ମାଣ । ୫ କୋଟିର ବିଜୁ ସେତୁ ସଂପୂର୍ଣ୍ଣ ହେବା ପୂର୍ବରୁ ଭାଙ୍ଗିଲା ଠିକା ସଂସ୍ଥା । ଗମନାଗମନ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ
#Ganjam #Odisha #KanakNews #BridgeProblem
#୬_ବର୍ଷ_ହେଲାଣି_ସେତୁ_ସରୁନି
ଅଧପନ୍ତରିଆ ବିକାଶ ଅସଜଡ଼ା ପ୍ରଶାସନ । କୋରାପୁଟ ବୈପାରୀଗୁଡ଼ାରେ ଛଅ ବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ସାବେରୀ ���ଦୀର ସେତୁ ନିର୍ମାଣ । ପୋଲ ପାଇଁ ଅଡୁଆ କରୁଛି ଜମି । ଜୀବନକୁ ପାଣି ଛଡ଼ାଇ ନଦୀ ପାର ହେଉଛନ୍ତି ହଜାର ହଜାର ଲୋକ
#koraput #Odisha #KanakNews #BridgeProblem
#ପୋଲ_ହେଉଛି_ଯେ_ହେଉଛି
ରେଢ଼ାଖୋଲ ପଣ୍ଡୁଆଖୋଳରେ ପୋଲ ନିର୍ମାଣରେ ଦୁର୍ନୀତି । ପ୍ରଥମ ଥର ନିମ୍ନମାନର କାମ ଯୋଗୁଁ ବଢ଼ିପାଣିରେ ଭାସିଗଲା ପୋଲ । ଏବେ ୩ ବର୍ଷ ହେଲା କାମ ସରୁନି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କାର୍ଯ୍ୟ ବିଳମ୍ବ ଅଭିଯୋଗ
#Redhakhol #Odisha #BridgeProblem #KanakNews
#ଝୁଲା_ପୋଲ_ଏମିତି_କଣ_ଝୁଲୁଥିବ ?
ଇତିହାସ ହୋଇଯିବ କି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଝୁଲାପୋଲ ? ରାୟଗଡ଼ା ନାଗାବଳୀ ଝୁଲାପୋଲର ହୋଇପାରୁନାହିଁ ମରାମତି । ବିପଦସଙ୍କୁଳ ଦର୍ଶାଇ ୪ ବର୍ଷ ହେବ ସିଲ୍ କରିଦେଇଛି ଜିଲ୍ଲା ପ୍ରଶାସନ
#Odisha #KanakNews #Rayagada #BridgeProblem
#ବ୍ରିଟିସ_ପୋଲ_ଭାଙ୍ଗିଲେ_ଦାୟୀ_କିଏ_ହେବ ?
ବସ୍ତା ଜଳକା ନଦୀ ଉପରେ ବିପଦସଙ୍କୁଳ ପୋଲ । ଘାରୁଛି ଦୁର୍ଘଟଣାର ଭୟ, ତଥାପି ଚାଲିଛି ଯାତାୟାତ । ୭ ବର୍ଷ ହେଲା ସରୁନି ନୂତନ ସେତୁ ନିର୍ମାଣ । ଠିକାଦାରଙ୍କ ମନମୁଖୀ ପାଇଁ କାର୍ଯ୍ୟ ଆଗେଇପାରୁନଥିବା ଅଭିଯୋଗ
#Basta #Odisha #KanakNews #BridgeProblem
#ଓଭରବ୍ରିଜ୍_କାମ_ପାଇଁ_ରାସ୍ତା_ଜାମ୍
ମନ୍ଥର ଗତିରେ ଚାଲିଛି ବ୍ରହ୍ମପୁର ଗେଟ୍ ବଜାର ଓଭରବ୍ରିଜ କାମ । ଟ୍ରାଫିକ୍ ବ୍ୟବସ୍ଥା ଗୁରୁତର ପ୍ରଭାବିତ । ବସ୍ ଚଳାଚଳରେ ବାଧା �� ସହର ଭିତରେ ଥିବା ବସ୍ଷ୍ଟାଣ୍ଡ ସ୍ଥାନାନ୍ତର ହେଉନଥିବାରୁ ଦ୍ବିଗୁଣିତ ହେଲାଣି ସମସ୍ୟା
#Berhampur #Odisha #KanakNews #BridgeProblem
#ସରକାର_କଲେନି_ଲୋକେ_କଲେ
ବିକଶିତ ଓଡ଼ିଶାର ବାସ୍ତବ ଚିତ୍ର । ଏକବିଂଶ ଶତାଦ୍ଦୀରେ ଲୋକଙ୍କ ଯାତୟାତ ପାଇଁ ନାହିଁ ସ୍ଥାୟୀ ବ୍ରିଜ୍ । ବାଉଁଶ ପୋଲ ଭରସାରେ ମୟୂରଭଞ୍ଜର ଉଦଳା ଓ ଗୋପବନ୍ଧୁନଗର ବାସିନ୍ଦ��� । ୨୦୧୯ରୁ ଏଯାଏଁ ସରୁନି ମାପଚୁପ କାମ
#Udala #BridgeProblem #Odisha #KanakNews
#ପ୍ରତିବର୍ଷ_ମରାମତି_ଲୋଡ଼ୁଛି_ପୋଲ !
ମରଣଯନ୍ତା ପାଲଟିଛି କଟକ ବାଙ୍କୀର ଯାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁ । ଅଧାରୁ କାମ ଛାଡ଼ି ଠିକାଦାର ଚମ୍ପଟ ମାରିଥିବା ଅଭିଯୋଗ । ନିର୍ମାଣ ପରଠୁ ପ୍ରତିବର୍ଷ ଲୋଡ଼ୁଛି ମରାମତି । ନିମ୍ନମାନର କାମକୁ ଦାୟୀ କଲେ ସ୍ଥାନୀୟ ବାସିନ୍ଦା
#BridgeProblem #Odisha #KanakNews #Banki #Cuttack
#କଳଙ୍କି_ରଡ୍ରେ_ବ୍ରିଜ୍_କାମ_ତାତିଲେ_ଲୋକ
ଦୁର୍ନୀତିରେ ଜଡ଼ସଡ଼ କଟକ ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ! ଖୋଲୁଛି ଗୋଟିଏ ପରେ ଗୋଟିଏ କେଳେଙ୍କାରୀର ସତ । ବିଜୁ ସେତୁ ନିର୍ମାଣରେ ନିମ୍ନମାନର କାମ ଅଭିଯୋଗରେ ତାତିଲେ ଲୋକ
#Mahanga #Odisha #KanakNews #BridgeProblem
#କାମ_ଆରମ୍ଭ_କରି_ଭୁଲିଗଲା_ପ୍ରଶାସନ
ପୋଲ ବନ୍ଦ କରି ଭୁଲିଗଲା ପ୍ରଶାସନ । ମରାମତି ���ାବିରେ ତାତିଲେ ଲୋକ । ବିପଦସଂକୁଳ ଅବସ୍ଥାରେ ସେତୁ
#Odisha #KanakNews #BridgeProblem
#ପୋଲରେ_କେବେ_ଯିବୁ?’
ନିର୍ମାଣର ବର୍ଷ ବର୍ଷ ପରେ ବି କାମରେ ଆସୁନି । ପୋଲ କାର୍ଯ୍ୟକ୍ଷମରେ ଆପ୍ରୋଚ୍ ରୋଡ୍ ବାଧକ । ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବୈଠକ କରି ସମାଧାନ ପ୍ରତିଶ୍ରୁତି ଦେଲେ ଦେବଗଡ଼ ଜିଲ୍ଲାପାଳ
#BridgeProblem #Odisha #KanakNews #Deogarh
Udupi Incident: ಮುರಿದು ಬೀಳುವ ಸ್ಥಿತಿಯಲ್ಲಿರುವ ಸೇತುವೆ ಮೂಲಕ ಗ್ರಾಮಕ್ಕೆ ಸಂಪರ್ಕ, ಜನರಿಗೆ ನಿತ್ಯ ಸಂಕಷ್ಟ| #TV9D
#Tv9kannada #UdupiIncident #BridgeProblem #Kundapura #RoadProblem
#ମୃତ୍ୟୁକୁ_ଡାକ��ଛି_ଓଭରବ୍ରିଜ୍!
ଉଦ୍ଘାଟନର ୬ ମାସ ହୋଇନି, ସମ୍ବଲପୁର ଦୁର୍ଗାପାଲି ରେଲୱେ ଓଭର ବ୍ରିଜ୍କୁ ନେଇ ଥମୁନି ବିବାଦ । ବାରମ୍ବାର ଦବୁଛି, ପାଲଟିଛି ମରଣଯନ୍ତା । ନା ହେଉଛି ତଦାରଖ, ନା ହେଉଛି ତଦନ୍ତ । ନିର୍ମାଣ କାମରେ ବଡ଼ ଦୁର୍ନୀତି ନେଇ ଉଠିଲା ପ୍ରଶ୍ନ
#Sambalpur #Odisha #KanakNews #BridgeProblem
Surat’s Longest Underpass Faces Quality Concerns Just Months After Launch | TV9Gujarati
#SuratNews #UnderpassBridge #InfrastructureIssue #BridgeRepair #ConstructionQuality #TV9News #PublicSafety #GujaratUpdate #BridgeProblem #SuratUnderpass #TV9Gujarati
#ଡରାଉଛି_ଦୁର୍ବଳ_ପୋଲ
ବୈପାରୀଗୁଡ଼ାଠୁ ଭୁବନେଶ୍ବର...ସବୁଠି ଡରାଉଛି ଦୁର୍ବଳ ପୋଲ। କେଉଁଠି ଭୁଶୁଡ଼ିବା ଅବସ୍ଥାରେ ତ’ ଆଉ କେଉଁଠି ପୋଲରୁ ଖସୁଛି ଅତଡ଼ା
#BridgeProblem #Odisha #KanakNews
ପୋଲକୁ ନାହିଁ ସଂଯୋଗୀକରଣ ରାସ୍ତା । କେଉଁଠି ବାଉଁଶ ଶିଡ଼ିରେ ପାରହେଉଛନ୍ତି ତ,ଆଉ କେଉଁଠି ଆଣ୍ଠୁଏ କାଦୁଅରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସୀ । ଅଧାପନ୍ତରିଆ କାମ କରି ଠିକାଦାର ଛୁ । ଅଭିଯୋଗ କଲେ ଦେଖିବାକୁ ପଡୁଛି ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ନାଲି ଆଖି ।
#Kendrapara #BridgeProblem #ruraldevelopment #PublicIssue #Rajnagar #Aul
Hon'ble @CMO_Odisha Sir need your kind intervention in this matter with urgency...@dept_ga @SecyChief @RDOdisha @PWD_Odisha @dmkendrapara @JanaSunani @RabiNaikBJP
ଏଠି ଗମନାଗମନ ସୁବିଧା ସାତ ସପନ; ଦେବଗଡ଼ ଦେଶିଙ୍କୁଳି ଗାଁରେ ନାହିଁ ପୋଲ, ଯାତାୟାତ ପାଇଁ ଭରସା ଅସ୍ଥାୟୀ ପୋଲ, ଲୋକେ ହନ୍ତସନ୍ତ | Deogarh | PrameyaNews7
#bridge #prameyanews7 #debagarh #students #bridgeproblem
Last Seen Hashtags on Sotwe
山崎宗介
Seen from United States
hnwo
Seen from India
Momson #nolimit filter:native_video since:2026-06-22
Seen from Germany
nolimit()*************** +filter:native_video
Seen from Brazil
เย็ดน้าสาว
Seen from Thailand
nolimit nolimit()*+filter:native_video
zelal
Seen from United States
blacked
Seen from France
女绿
Seen from United States
cuminpants
Seen from Turkey
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.7M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.1M followers

Virat Kohli 
@imvkohli
70M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.8M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers





