Top Tweets for #dabugaon
19‑Year‑Old Youth Drowns in Nabarangpur Pond
Read more: [https://t.co/1DI2ClULoZ]
#Nabarangpur #OdishaNews #Dabugaon
#୨୦ଫୁଟ୍_ତଳକୁ_ଖସିଲା_ବୋଲେରୋ
ଡାବୁଗାଁ: ଭାରସାମ୍ୟ ହରାଇ ୨୦ଫୁଟ୍ ତଳକୁ ଖସିଲା ବୋଲେରୋ
ଦୁର୍ଘଟଣାରେ ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର
ମୈଦଲପୁର ଥାନା ଖଡକା ଜଙ୍ଗଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
ସମସ୍ ଗୁରୁତରଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
#Dabugaon #Odisha #RoadAccident #Nabarangpur #ArgusNews #Accident

ଗ୍ରାହକ ସାଜି ବାଘ ଛାଲ ବେପାରୀକୁ ମାଡ଼ିବସିଲା ବନ କର୍ମଚାରୀ | Tiger Skin Smuggling Case | Dabugaon #tigerskin #smugglingcase #poacher #dabugaon #nabarangapur #prameyanews7
#ଡାବୁଗାଁ_IIC_ସସ୍ପେଣ୍ଡ
ନବରଙ୍ଗପୁର ଡାବୁଗାଁ IIC ରଘୁନାଥ ମାଝୀ ନିଲମ୍ବିତ
ନିଲମ୍ବନ ନେଇ ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
IICଙ୍କ ବିରୋଧରେ ବିଭାଗୀୟ ତଦନ୍ତ ରହିଥିବାରୁ ନିଲମ୍ବନ
ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁକୁ ନେଇ ବିବାଦରେ ଥିଲେ
#Dabugaon #IIC #Suspend #JailDeath

-ନବରଙ୍ଗପୁର ଜିଲା ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍ପେଣ୍ଡ୍
-ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ରଘୁନାଥଙ୍କୁ ସସ୍ପେଣ୍ଡ୍ କଲେ ପୋଲିସ ଡିଜି
#Dabugaon #Nabarangpur #OdishaPolice #Odisha #Dharitri
📲 Follow Dharitri – Odisha’s No. 1 Odia Daily 📰✨

#ଡାବୁଗାଁ_ଥାନା_IIC_ସସ୍ପେଣ୍ଡ୍
-ନବରଙ୍ଗପୁର ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍ପେଣ୍ଡ୍
-କର୍ତ୍ତବ୍ୟରେ ଅବହେଳା ପାଇଁ ସସ୍ପେଣ୍ଡ୍ କଲେ ପୋଲିସ ଡିଜି
#Dabugaon #IIC #Suspend #JailDeath #Odisha #OTV

ନବରଙ୍ଗପୁର ଡାବୁଗାଁ ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା ; ଥାନା ସମ୍ମୁଖରେ ଉତ୍ତେଜନା ଜାରି | Accused Dies in Dabugaon Police Custody, Tension Outside Station
#Nabarangpur #Dabugaon #PoliceCustody #OdishaNews #CustodialDeath #CommunityTension #BreakingNews #LocalNews #OdishaUpdates #PublicSafety #prameyanews7
ଥାନା ଶୌଚାଳୟରେ ଝୁଲନ୍ତା ମୃତଦେହ: କୋର୍ଟ ଚାଲାଣ ପୂର୍ବରୁ ଜୀବନ ହାରିଲା ଦୁଷ୍କର୍ମ ଅଭିଯୁକ୍ତ
#NabarangpurNews #CustodialDeath #OdishaCrime #PoliceCustody #Dabugaon #CrimeAlert #OTV
https://t.co/gh4ywsmGpW
#ଥାନାରେ_ଜୀବନ_ହାରିଲେ_ଅଭିଯୁକ୍ତ
-ଉମରକୋଟ: ପୋଲିସ ହେପାଜତରେ ଜୀବନ ହାରିଲେ ଅଭିଯୁକ୍ତ
-ଡାବୁଗାଁ ଥାନା ଶୌଚାଳୟରେ ବେକରେ ଚଦର ଲଗାଇ ଜୀବନ ହାରିଲେ
-ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ, ଆଜି କୋର୍ଟ ଚାଲାଣ ହୋଇଥାନ୍ତା
-ମୃତ୍ୟୁର କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଅଂଚଳା ଗାଁର ସୂଚନା
#Umerkote #PoliceCustodyDeath #Dabugaon #RapeCase #CustodialDeath #OdishaNews #OTV

#କଂକ୍ରିଟ୍_ଝରକା_ଭୁଶୁଡ଼ି_ନାବାଳକ_ମୃତ
ଡାବୁଗାଁ: କଂକ୍ରିଟ୍ ଝରକା ଭୁଶୁଡ଼ି ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର
ଡାବୁଗାଁ ଥାନା ହାଟପଦା ସାହିରେ ଘଟିଛି ଅଘଟଣ
ପରିତ୍ୟକ୍ତ ଘରର କଂକ୍ରିଟ ଝରକାରୁ ରଡ୍ ନେବାବେଳେ ଅଘଟଣ
ଅନ୍ୟ ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
#Nabarangpur #Dabugaon
-ଡାବୁଗାଁ ବିଧାନସଭାରେ ବିଜେଡି ବିଜୟୀ
-ବିଜେଡିର ମନୋହର ରନ୍ଧାରୀ ବିଜୟୀ
-କଂଗ୍ରେସର ଲିପିକା ମାଝୀଙ୍କୁ ହରାଇଲେ ରନ୍ଧାରୀ
#GeneralElection2024 #ElectionResults2024 #Dabugaon #OTV

ନବରଙ୍ଗପୁର ଏଥର କାହାର ଓ କ'ଣ କହୁଛି ରାଜନୈତିକ ସମୀକରଣ ?
https://t.co/IOvYUp41pl
#2024elections #bjd #bjp #congress #rameshmajhi #pradeepmajhi #balabhadramajhi #BhujabalMajhi #dabugaon #PrameyaNews7
https://t.co/C5ndlJaihR

#ଉଦାହରଣ_ସୃଷ୍ଟି_କରିଛି_ବିଜୁସେତୁ
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଗମନାଗମନ ବ୍ୟବସ୍ଥାରେ ଯୋଡିହୋଇଛି ନୂତନ ଅଧ୍ୟାୟ ।
#bijusetu #Nabarangapur #dabugaon #Odisha #NandighoshaTV
ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ଫସିଛନ୍ତି ଡାବୁଗାଁର ଶ୍ରମିକ, ଘଣ୍ଟାଏ ପୂର୍ବରୁ ଅଳ୍ପକେ ବର୍ତ୍ତି ଥିଲେ ୫ ଜଣ
#UttarakhandTunnelAccident #Dabugaon #Odisha #Sambad
https://t.co/EJEc7dJ5hp
ହଟହଟା ହେଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ବିଧାୟକଙ୍କୁ ଘେରିଗଲେ ଯୁବ ଗୋଷ୍ଠୀ, ମାଗିଲେ ଅଞ୍ଚଳର ଉନ୍ନତିମୂଳକ କାମର ହିସାବ
#Dabugaon #MLA #OdishaPolitics
#Dabugaon #CDPO #Transferred for #Pushing #Woman #Clerk from #Chair in #Odisha’s #Nabarangpur
#GitanjaliMaharana #SantoshiMishra
https://t.co/OtOofut0op
ସିଡିପିଓ କିରାଣୀଙ୍କୁ ମାଡ଼ ମାରିବା ଘଟଣା; ନିଲମ୍ବନ ସହ ଗିରଫ ଦାବି କଲା ଅମଲା ସଂଘ | CDPO clerk beaten up case #CDPO #amalasangh #Clerk #arrest_demand #crime_news #Dabugaon #Nabarangpur_Collector
କ୍ଷତି ସହୁଛନ୍ତି ତୋଳାଳି, ମାଲାମାଲ ହେଉଛନ୍ତି ବେପାରୀ
ଲଘୁ ବନଜାତ ଦ୍ରବ୍ୟର ଦର ଧାର୍ଯ୍ୟ ଏବଂ ବିକ୍ରି କରିବା ପାଇଁ ସରକାର ପଞ୍ଚାୟତ ସମିତିକୁ ଦାୟିତ୍ୱ ଟେକିଦେଇଛନ୍ତି। ଏହା କିନ୍ତୁ କେବଳ କାଗଜକଲମରେ ସୀମିତ ରହିଯାଉଛି ।
https://t.co/f44yvMJoPP #Dabugaon #Nabarangpur #Odisha

ଡାବୁଗାଁ ତହସିଲଦାରଙ୍କ ନାଁରେ ଜମି ହଡ଼ପ ଅଭିଯୋଗ। ଅସହାୟ ଝିଅର ଜମି ଜବରଦଖଲ କରି ଘର କରୁଛନ୍ତି ତହସିଲଦାର!
#Dabugaon #Land #KanakNews #TAHASILDAR
https://t.co/RWSrAL1dOG
Last Seen Hashtags on Sotwe
anxiouspanda
Seen from Israel
HayleyDavies
Seen from Turkey
teenageee
Seen from United States
星乃花恋
Seen from Japan
tantevsponakan
Seen from Indonesia
monkeyappwinsfull
Seen from Canada
giantmale
Seen from Malaysia
mamahijo
Seen from Dominican Republic
candid()+filter:native_video
Seen from Panama
نودزات_حصرية
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers









