Top Tweets for #dcmodisha
ସୁଭଦ୍ରା ଶକ୍ତି ମେଳାରେ ମନ ମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ
#subhadra #subhadrashaktimela #culturalprogram #dcmodisha #Odisha
ରାଜ୍ୟ ବାହାରେ ବହୁତ ମହିଳା ଅଛନ୍ତି ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାନ୍ତି ତେଣୁ ସୋମାନଙ୍କୁ ଅନୁରୋଧ, ଜଲଦି ଆବେଦନ କରନ୍ତୁ, ସୁଭଦ୍ରା ସହାୟତା ପ୍ରଦାନ କରାଯିବ। ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା।
#subhadrayojana #dcmpravati #dcmodisha #Odisha
ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ନିମନ୍ତେ ଆଜି ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ @PravatiPOdisha.
#dcmodisha #CropLoss
LIVE | ଧାନର ଇନ୍ପୁଟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ
#PrabhatiParida #dcmodisha #puri
https://t.co/1eJqP1ngSD
ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ - ୨୦୨୪ | ସମାପନ ଉତ୍ସବ | LIVE
https://t.co/bcWK1Kpt46
#Prabhatiparida #shreeannayojna #dcmodisha
Other State partners, including Uttar Pradesh- Uttarakhand - Bodoland - Assam Tourisms, were also present.
#AdventureTourismMeet2024
#Shillong
#Meghalaya
#dcmodisha

ଆଜି କାର୍ଯ୍ୟନିର୍ବାହୀ ଅଧିକାରୀ, ନିମାପଡା ଏନଏସି ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀ,ନିମାପଡାଙ୍କ ଉପସ୍ଥିତିରେ ନିମାପଡା ଶିଶୁ ଉଦ୍ୟାନର ତଦାରଖ କରିଲି | ଶିଶୁ ଉଦ୍ୟାନର ଭିତ୍ତିଭୂମିର ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଲି |
#nimapara
#dcmodisha

ନିମାପଡା ଠାରେ SBI ଦ୍ୱାରା ଆୟୋଜିତ "ସମାହାର" କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏସଏଚଜି ମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଲି।ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଭାରତ ସରକାର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଅନ୍ତର୍ଗତ ଋଣ ପାଇଁ ହୋଇଥିବା ଅନୁମୋଦନ ପତ୍ର ପ୍ରଦାନ କରାଗଲା
#dcmodisha #SBI

LIVE | SBI ମହା ସରକାରୀ ଋଣ ପ୍ରୋତ୍ସାହନ ଯୋଜନା ଏବଂ ଏସ.ଏଚ.ଜି ମେଳାରେ ଯୋଗଦେବା ଅବସରରେ
#dcmodisha
#PrabhatiParida
#SBI
https://t.co/wABts0oYi3
ଶିକ୍ଷା ସହ କ୍ରୀଡାକୁ ସମାନ ପ୍ରାଥମିକତା ଦିଆଯିବା ଦ୍ଵାରା ଶୈକ୍ଷିକ ବାତାବରଣର ସମ୍ପର୍ଣ୍ଣତା ଆସିବ, ଏଥିରେ ସନ୍ଦେହ ନାହିଁ ।
#dcmodisha
ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଯୁଗାନ୍ତକାରୀ ଯୋଜନା 'ସୁଭଦ୍ରା'ର ଶୁଭାରମ୍ଭ
#SubhadraYojana
#GhareGhare_SUBHADRA
#PMModi
#dcmodisha
Inaugurated a special Sand Art at Bhubaneswar Airport. This is a part of thematic celebrations for PM Sri Narendra Modiji's Odisha visit and the launch of the Subhadra Yojana.
#subhadrayojana #dcmodisha @narendramodi #GhareGhareSUBHADRA

Our government has a policy of zero tolerance for crime against women. The women community of our state should bring to our notice where such crimes and exploitation of women are occurring.
#dcmodisha
#interview
#ZeroTolerance
#CrimeAgainstWomen

ଆସନ୍ତା 17 ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ବର ଜନତା ମୈଦାନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସମସ୍ତ ପ୍ରସ୍ତୁତିକୁ ସମୀକ୍ଷା କରିଲି |
#dcmodisha
#subhadrayojana
#GhareGhareSUBHADRA
ମୁଁ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ରହି ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭର ସାକ୍ଷୀ ହୋଇଥିଲି। ଓଡ଼ିଶାର ରେଳ ବିକାଶକୁ ଗୁରୁତ୍ଵ ଦେଉଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ @narendramodiଜୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ @AshwiniVaishnaw ଜୀଙ୍କୁ ଅନେକ ଅନେକ ଧନ୍ୟବାଦ।
#VandeBharatTrains
#dcmodisha

ଏହି ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସମସ୍ତଙ୍କ ମନରେ ଏକତା ଏବଂ ଭାଇଚାରା ସୃଷ୍ଟି କରିବ
#dcmodisha
#footballmatch
#odishafootballacademy
ନିମାପଡ଼ା ମଣ୍ଡଳସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ
#dcmodisha
#nimapara
#Odisha
Last Seen Hashtags on Sotwe
cajanauta
Seen from United States
انتخابات_نياببة_مبكرة
Seen from United States
Overheadpowerlines
Seen from United States
elemonscam
Seen from Indonesia
m2fviralmakeup
Seen from United States
bilecikpasif
Seen from Turkey
MahaloNuiNANAKULI
Seen from United States
bursatravesti
Seen from Turkey
Merirosvous
Seen from United States
pornedit
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.6M followers

Taylor Swift 
@taylorswift13
83.6M followers

Lady Gaga 
@ladygaga
75M followers

Virat Kohli 
@imvkohli
72.8M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.8M followers

Bill Gates 
@billgates
64.9M followers

Selena Gomez 
@selenagomez
62.7M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers












