Top Tweets for #devimishra
BIG Breaking: ଦେବୀ ମିଶ୍ରଙ୍କ ଗାଡ଼ିକୁ ପଛପଟୁ ପିଟିଲା ଟ୍ରକ... #BigBreakingNews #devimishra #NewsroomOdisha
https://t.co/pBP7v8m2mo
-କାରର ପଛପଟ ଭାଙ୍ଗିଲା, ଦେବୀ ମିଶ୍ର ସମ୍ପୂର୍ଣ୍ଣ ସୁରକ୍ଷିତ
-ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା
-ଟ୍ରକ୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
#DeviMishra #BJDLeaderAccident #NarsinghpurAccident #Odisha #badakhabar
#ଦେବୀ_ମିଶ୍ରଙ୍କ_ଗାଡ଼ି_ଦୁର୍ଘଟଣାଗ୍ରସ୍ତ
-ନରସିଂହପୁର: ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
-ନରସିଂହପୁର କମଳାଦେଇପୁର ନିକଟରେ ଧକ୍କା ଦେଲା ଟ୍ରକ୍
-ଦେବୀ ମିଶ୍ରଙ୍କ ଇନୋଭା କାରକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଲା
#DeviMishra #BJDLeaderAccident #NarsinghpurAccident #Odisha #badakhabar

#ସରକାରଙ୍କୁ_ଟାର୍ଗେଟ୍_କଲେ_ଦେବୀ
ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ।
#DeviMishra #bjd #KanakNews
SIR ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ଟିମ | BJD Team Meets ECI | BJD's Devi Mishra #devimishra #sir #electioncommission #bjdteam #prameyanews7 #voterlist
"#ପିଲାଙ୍କ_କ୍ଷତି_କିଏ_କରିବ_ଭରଣା'
ସରକାର ତଦନ୍ତ କରିବେ, କାର୍ଯ୍ୟାନୁଷ୍ଠାନ ନେବେ, ହେଲେ ଛାତ୍ରଛାତ୍ରୀଙ୍କର ଯେଉଁ କ୍ଷତି ହେବ ତାକୁ କିଏ ଭରଣା କରିବେ : ଦେବୀ ମିଶ୍ର, ବିଜେଡି ନେତା
#KanakNews #DeviMishra #BJD
"#ହଠାତ_ନିଷ୍ପତ୍ତି_ହେବାରୁ_କିଛି_ନେତା_ଆସିପାରିଲେନି'
ହଠାତ୍ ପ୍ରୋଗ୍ରାମ ପାଇଁ କିଛି ନେତା ଆସିପାରିଲେନି, ଏହାକୁ ନେଇ ରାଜନୀତି କରାନଯାଉ : ଦେବୀ ମିଶ୍ର, ବିଜେଡି ନେତା
#KanakNews #DeviMishra #BJD
"#ମେଣ୍ଟ_କେବଳ_ଗଣମାଧ୍ୟମର_ଚର୍ଚ୍ଚା'
ବିଜେଡି-କଂଗ୍ରେସ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି, ଏହା କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି : ଦେବୀ ମିଶ୍ର, ବିଜେଡି ନେତା
#KanakNews #DeviMishra #BJD
ସରକାରଙ୍କ କଥା ଭାଷଣରେ ନୁହେଁ କାର୍ଯ୍ୟରେ କରି ଦେଖାନ୍ତୁ | Devi Mishra & Prasanna Acharya on Utkal Divas #utkaldivas #prasannaacharya #devimishra #odishapolitics #prameyanews7
ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି, ମହାନଦୀ ପଦ୍ମ ଘୁଞ୍ଚି ଯାଉଛି https://t.co/wQ5IibcYQR
#PrameyaNews7 #DeviMishra #bjdonmahanadi #SureshPujari
ମନମୋହନ ସାମଲଙ୍କୁ କାଉଣ୍ଟର କଲେ ଦେବୀ ମିଶ୍ର। ଆମେ ଲୋକଙ୍କ ପାଇଁ ରାଜନୀତି କରିବୁ। ୪୦ ହଜାର ନାରୀ ନିର୍ଯାତନା ଶିକାର। ଚାନ୍ଦବାଲିରେ ୩ୟ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ଶିକାର, ନାବାଳିକା ସୁରକ୍ଷିତ ନୁହେଁ।
#Politics_Odisha #DeviMishra #WomensSafety_Odisha #CrimeAgainstWomen #Bhubaneswar #Odisha #OdisaTV #OTV
ସୁଜାତା ହେବେ ଉତ୍ତରାଧିକାରୀ ! କଥା ଛଳରେ ଏମିତି କହିଲେ ଦେବୀ
#bjd #devimishra #successor #president #OTV
https://t.co/Jj9xCfmGyQ
#କରିବା_ପରେ_କୁହ
କେନ୍ଦ୍ରୀୟ ଅନୁଦାନ କମିବାକୁ ନେଇ ସରକାରଙ୍କୁ ସମାଲୋଚନା କରିବା ସହ ମହାନଦୀ ପ୍ରସଙ୍ଗରେ କ’ଣ ଆଲୋଚନା କରୁଛନ୍ତି ସାର୍ବଜନୀନ କରିବାକୁ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଦାବି
#Odisha #NandighoshaTV #Bjd #DeviMishra
#ଆପୋସ_ଆଲୋଚନାରେ_ହେବ_ସମାଧାନ !
ମହାନଦୀ ଜଳ ବିବାଦ, ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଆପୋସ ଆଲୋଚନା ମାଧ୍ୟମରେ ହେବ ସମାଧାନ
#KanakNews #MahanadiIssue #DeviMishra #BJD
"#ନିରଞ୍ଜନ_ରଥ_ବ୍ୟକ୍ତି_ନୁହଁନ୍ତି_ଏକ_ଅନୁଷ୍ଠାନ'
ସାମାଜିକ ସେବା ହେଉ କି ସାମ୍ବାଦିକତା, ନିରଞ୍ଜନ ରଥ ଏକ ଅନୁଷ୍ଠାନ ଥିଲେ : ଦେବୀ ମିଶ୍ର, ବିଜେଡି ନେତା
#KanakNews #DeviMishra #BJD
"#ନବୀନ_ବାବୁ_ଜନନେତା'
ନବୀନ ବାବୁ ମୁମ୍ବାଇ ଯିବା ପୂର୍ବରୁ ଶଙ୍ଖଭବନରୁ ବିମାନବନ୍ଦର ପର୍ଯ୍ୟନ୍ତ ଯେଭଳି ଭିଡ ଲାଗିଲା ତାହା ପ୍ରମାଣିତ କରୁଛି ନବୀନଙ୍କ ଲୋକପ୍ରିୟତା, ଦେବୀ ମିଶ୍ର, ବିଜେଡି ନେତା
#KanakNews #DeviMishra #BJD
ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ବ ତୁଲାଇବେ ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର। ତେବେ ନବୀନ ଅନୁପସ୍ଥିତିରେ ଅଡୁଆ ବଢାଇବେ କି ଅସନ୍ତୁଷ୍ଟ । ଦେବୀ ମିଶ୍ର କହିଛନ୍ତି ନବୀନ ବାବୁ ଅଳ୍ପ ଦିନ ପାଇଁ ଯାଉଛନ୍ତି। ତେବେ ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି ବୋଲି ସେ କହିଛନ୍ତି।
#NaveenPatnaik #DeviMishra #BJD #OTV
https://t.co/5OIQzJfo5q
ଦଳମତ ନିର୍ବିଶେଷରେ ସୁପ୍ରିମୋଙ୍କ ପ୍ରତି ରହିଛି ସମ୍ମାନ, ନବୀନଙ୍କ ନିର୍ଦ୍ଦେଶରେ ହୁଏ ସବୁକିଛି
#PrameyaNews7 #bjd #DeviMishra #NaveenPatnaik #healthissues
https://t.co/lY1ottu01X
ସରକାରରେ ଅଛନ୍ତି, ଆସିବେ ନୂଆ କଥା କଣ? ପିଏମ୍ଙ୍କ ଗସ୍ତ ନେଇ ବିଜେଡି ଉପ-ସଭାପତିଙ୍କ ପ୍ରତିକ୍ରିୟା
#PrameyaNews7 #bjdpartyoffice #pmomodi #DeviMishra #NaveenPatnaik
"#ନବୀନ_ବାବୁ_ମୋତେ_ଦାୟିତ୍ୱ_ଦେଇଛନ୍ତି'
କିଛିଦିନ ଦଳର ପରିଚାଳନା ପାଇଁ ନବୀନ ବାବୁ ମୋତେ ଦାୟିତ୍ୱ ଦେଇଛନ୍ତି, ଆଗାମୀ ଦିନରେ କ'ଣ ହେବ ତାହା ସେ ଫେରିଲେ ନିଷ୍ପତ୍ତି ନେବେ : ଦେବୀ ମିଶ୍ର, ବିଜେଡ଼ି ନେତା
#KanakNews #DeviMishra #BJD
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.7M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.5M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.5M followers

Taylor Swift 
@taylorswift13
83.5M followers

Lady Gaga 
@ladygaga
74.9M followers

Virat Kohli 
@imvkohli
72.7M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.6M followers

Bill Gates 
@billgates
64.9M followers

Selena Gomez 
@selenagomez
62.6M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers





