Top Tweets for #deviranjantripathy
ବାଙ୍କୀ ଡମପଡ଼ା ବ୍ଲକ୍ ପରିସରରେ BNSS ୧୬୩। ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ବିଜେପି ନେତା ବୁଲୁ ଚକ୍ରବର୍ତ୍ତୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିକୁ ନେଇ ଲାଗିଛି ବିଏନଏସ୍ ଧାରା ୧୬୩।
#OdishaPolice #BNSS163 #BankiDampada #DeviRanjanTripathy #BuluChakraborty #OdishaTV #OTV
ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ! ବଦଳିଲେ ଥାନା IIC ନିରଞ୍ଜନ ବେହେରା, ପୀଡିତ ରାକେଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର | Barang PS Case #barangpscase #prameyanews7 #cuttack #deviranjantripathy #iicniranjanbehera
ICUରେ ଚିକିତ୍ସିତ ହେଉଥିବା ରାକେଶ ବେହରାଙ୍କୁ ଭେଟିଲେ ବାଙ୍କୀ ବିଧାୟକ, ତୁଷାରକାନ୍ତି ବେହେରା ଓ ଓକିଲ ସଙ୍ଘର ସଦସ୍ୟ #rakeshbehera #barangcase #prameyanews7 #tusharkantibehera #deviranjantripathy #cuttack
"#ଗୁଜବକୁ_ବିଶ୍ୱାସ_କରନ୍ତୁ_ନାହିଁ'
ବାରଙ୍ଗ ଥାନାରେ ଯାହା ଘଟିଲା ତାହା ଅତି ସମ୍ବେଦନଶୀଳ ଘଟଣା, ଏହାକୁ ନେଇ ଯେଉଁ ଗୁଜବ ହେଉଛି ତାକୁ ବାରଙ୍ଗ ଲୋକ ବିଶ୍ୱାସ କରନ୍ତୁ ନାହିଁ : ଦେବୀ ରଞ୍ଜନ ତ୍ରିପାଠୀ, ନେତା
#KanakNews #DeviRanjanTripathy
BJD Politics : ତେରଛା ବାଣ ମାରିଲେ ଦେବୀ, କହିଲେ ସାମ୍ବିଧାନିକ ଅଧିକାର ଅନୁସାରେ ଭୋଟ ଦେଇଛି, ଚାବୁକରେ ଡରେଇକି ରଖିଛନ୍ତି...
#PrameyaNews7 #bjdpolitics #OdishaNews #Odisha #DeviRanjanTripathy
https://t.co/7Sy5KeMI8i
Devi Ranjan Tripathy | ମୋ ନାଁରେ ଯାହା ଅଭିଯୋଗ ଅଛି, ସତ କି ମିଛ ମୋ ପକ୍ଷ ରଖିବାକୁ ସମୟ ଦରକାର..| News7Odia #DeviranjanTripathy #Odisha #BJDVSBJP #prameyanews7 #CrossVoting #breakingnews #PoliticalNews
ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। ସେ କ’ଣ କହିଛନ୍ତି ଶୁଣନ୍ତୁ।
#OdishaPolitics #BJD #Pandian #DeviRanjanTripathy #PoliticalCrisis #OTV
#ଦେବୀ_ରଞ୍ଜନ_ତ୍ରିପାଠୀଙ୍କୁ_ବିରୋଧ
ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀ ରେ ଜୋରଦାର ବିରୋଧ ପ୍ରଦର୍ଶନ। ବାଙ୍କୀ ବିଜେପି କର୍ମୀମାନେ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି।
#NandighoshaTV #banki #deviranjantripathy
ବିଜେଡି ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ମୋ ପାଇଁ ଅପ୍ରତ୍ୟାଶିତ ନଥିଲା। ଅବିଚାର ଓ ପ୍ରବଞ୍ଚନା ବିରୋଧରେ ଲଢ଼େଇ ଜାରି ରହିବ। ସତ, ନ୍ୟାୟ ଓ ବିଜୁ ବାବୁଙ୍କ ନୀତି ଆଦର୍ଶକୁ ପୁନଃ ସ୍ଥାପିତ କରିବାକୁ ମୋର ଏ ଲଢେଇ ଅବ୍ୟାହତ ରହିବ-ଦେବି ରଞ୍ଜନ ତ୍ରିପାଠୀ।
#OdishaPolitics #DeviRanjanTripathy #BJD #BijuIdeology #OTV
ବିଜେଡିରୁ ନିଲମ୍ବନ ପରେ ପ୍ରଥମ ଥର ବିଧାନସଭା ଆସିଲେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଆଉ ଆସୁ ଆସୁ ବିଜେଡି ଉପରେ ବର୍ଷିଲେ …
#OdishaPolitics #DeviRanjanTripathy #BJD_Odisha #OdishaAssembly #PoliticalConflict #PartyDispute #BJDvsTripathy #OdishaAssemblyRow #OdishaTV #OTV
ଦେବୀ ତ୍ରିପାଠୀ ତକିଆ ଭିତରେ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଅତ୍ୟଧିକ ମଦ୍ୟପାନ କରାଇ ଦେବୀ ତ୍ରିପାଠୀ ଏହି ପିଲାଙ୍କୁ ପଠାଇଛନ୍ତି । ଆଜି ଗିରଫଦାରୀ ନହେଲେ, ସନ୍ଧ୍ୟାରେ ପୁଣି ଥାନାକୁ ଯିବ ବିଜେଡି : BJD Leader Ipsita Sahu Targets BJD MLA Devi Ranjan Tripathy's #BJD #IpsitaSahu #DeviRanjanTripathy #OdishaPolitics #BhubaneswarNews #OdishaUpdates #PoliticalClash #BreakingNews #OdishaMLA #OdishaHeadlines #OdishaProtest #OdishaAssembly #OdishaPoliticalNews #OdishaLatest #OdishaStatePolitics #prameyanews7
ହ୍ୱିପ ଜାରି କରିବା କାହାର ଅଧିକାରରେ ନାହିଁ, ଏହା ଏକ ଦଣ୍ଡନୀୟ ଅପରାଧ | Devi Ranjan Tripathy on RS Polls Whip #crossvoting #bjdnews #DeviRanjantripathy #prameyanews7 #odishapolitics #whip #rajyasabhaelection
ମୁଁ BJPକୁ ନୁହେଁ, ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀଙ୍କୁ ଭୋଟ୍ ଦେଇଛି | Devi Ranjan Tripathy on RS Polls Cross Voting #crossvoting #bjdnews #DeviRanjantripathy #prameyanews7 #odishapolitics
ବିଜେଡିର କାରଣ ଦର୍ଶାଅ ନୋଟିସ୍: ଉତ୍ତର ରଖିଲେ ବିଧାୟକ
#Sambad #RajyaSabhaElection #bjd #PramilaMallick #CrossVoting #MLA #DeviRanjanTripathy #Odisha
https://t.co/twtVPSFmSG
#ପ୍ରମିଳାଙ୍କୁ_ଦେବୀରଞ୍ଜନ_ତ୍ରିପାଠୀଙ୍କ_କଡ଼ା_ଜବାବ
ପ୍ରମିଳା ମଲ୍ଲିଙ୍କ ସୋ କଜର କଡ଼ା ଜବାବ ଦେଲେ ଦେବୀରଞ୍ଜନ
#OdishaPolitics #DeviranjanTripathy #PramilaMallik #BreakingNews #PoliticalNews
କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକଙ୍କୁ ନୋଟିସ, ଦେବୀଙ୍କ ଘର ଆଗରେ ଯୁବ ବିଜେଡିର ବିକ୍ଷୋଭ, ୩ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ | PrameyaNews7 #bjdpolitics #crossvoting #prameyanews7 #deviranjantripathy #naveenpatnaik #rajyasabhaelection
ବିଜେଡି ଓ ଶୀର୍ଷ ନେତୃତ୍ବଙ୍କୁ ଧୋଇଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ବିଜେଡି ଦେବୀଙ୍କ ବାସଭବନ ଘେରିଥିିବାବେଳେ ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କରି ପାୱାର ଶୋ କରିଛନ୍ତି ଦେବୀଙ୍କ ସମର୍ଥକ !
#DeviRanjanTripathy #OdishaPolitics #DillipRay #RajyasabhaElection #BJP #BJD #Congress #Odisha #OTV
ସୋ କଜ୍ ନୋଟିସ୍ ପ୍ରସଙ୍ଗରେ ଦେବୀ ତ୍ରିପାଠୀଙ୍କ ପ୍ରତିକ୍ରିୟା, କହିଲେ ଯାହା ଠିକ୍ ସେୟା କରିଛି | Devi Ranjan Tripathy #DeviranjanTripathy #BJD #Odisha #prameyanews7 #Breakingnews #TopNews #SocauseNotice #Crossvoting #RajyasabhaElection
ରାଜ୍ୟସଭା କ୍ରସ୍ ଭୋଟିଂ ପ୍ରସଙ୍ଗ, ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବାସଭବନ ଘେରାଉ କଲା ଯୁବ ବିଜେଡି
#BJD #Odisha #prameyanews7 #breakingnews #TopNews #DeviRanjanTripathy #CrossVoting #RajyasabhaElection
#ଦେବୀଙ୍କ_ଘର_ଘେରାଉ
ରାଜ୍ୟସଭାରେ କ୍ରସ୍ ଭୋଟିଂକୁ ନେଇ ତାତିଲା ବାଙ୍କୀ ବିଜେଡି, ବିଧାୟକ ଦେବୀ ତ୍ରିପାଠୀଙ୍କ ଘର ଘେରାଉ, ପ୍ରଭାତ ତ୍ରିପାଠୀ କହିଲେ.....
#KanakNews #DeviRanjanTripathy #BJD #RajyaSabhaElection
Last Seen Hashtags on Sotwe
minichat()*******************
Seen from Argentina
ourdreamai
Seen from Canada
gattouz0
GiantessSizeDifference
Seen from Netherlands
sustainabilityathcltech
Seen from United States
オジスト13
Seen from Japan
君島みお
Seen from Japan
สาวใหญ่ลำปาง
Seen from Thailand
cholita
Seen from Argentina
mgai
Seen from Egypt
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers





