Top Tweets for #dgpselection
ଓଡ଼ିଶା ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟରେ ଯୁକ୍ତିତର୍କ ଶେଷ ହୋଇଛି। ଏକ୍ସ-କ୍ୟାଡର ପଦ, ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ଓ ପ୍ରକାଶ ସିଂହ ଗାଇଡଲାଇନ୍କୁ ନେଇ କୋର୍ଟ ପ୍ରଶ୍ନ ଉଠାଇଥିବା ବେଳେ ରାୟ ସଂରକ୍ଷିତ ରହିଛି। Odisha DGP Case: Supreme Court Concludes Hearing, Reserves Judgment #OdishaDGP #DGPSelection #SupremeCourt #OdishaPolice #DGPCase #IntegrityCertificate #ExCadrePosts #UPSC #PrakashSinghGuidelines #SushantNath #TusharMehta #PitambarAcharya #prameyanews7
ଓଡ଼ିଶା ପୋଲିସ ଡିଜି ଚୟନ ଅନିୟମିତତା ମାମଲା, ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
#OdishaDGP #DGPSelection #OdishaPolice #SupremeCourt #DGPAppointment #DGPSelectionCase #OdishaGovernment #SupremeCourtHearing #OdishaNews #DGPRow #LegalNews #News7Odia
ଓଡ଼ିଶା DGP ଚୟନ ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
#OdishaDGP #DGPSelection
https://t.co/ZG3nilfFJD
6 PM #Headlines || September 23, 2026 || PrameyaNews7
#6PMHeadlines #September232026 #OdishaHeadlines #OdishaNewsUpdate #OdishaWeather #BayDepression #HeavyRainOdisha #BerhampurRain #GanjamWeather #RajyaSabhaCrossVoting #OdishaAssembly #DGPSelection
DGP ନିଯୁକ୍ତି ମାମଲା: ପୁଣି କାଲି ହେବ ଶୁଣାଣି, ସୁପ୍ରିମକୋର୍ଟରେ ପକ୍ଷ ରଖିବ ଓଡ଼ିଶା ସରକାର | Adv Sangram Patnaik
#OdishaDGP #DGPSelection #DGPAppointment #OdishaGovernment #SupremeCourt #OdishaDGPCase #DGPAppointmentCase #IPSSelection #SusantaNath #UPSC #PrakashSinghCase #OdishaNews
DGP ଚୟନରେ ଅନିୟମିତତା ହୋଇନାହିଁ: SC ରେ ଓଡ଼ିଶା ସରକାରଙ୍କ ପକ୍ଷ ରଖିଲେ ଏଜି | AG Pitambar Acharya Exclusive
'No Irregularity in DGP Selection', Says Odisha Advocate General Pitambar Acharya, Supreme Court Hearing Adjourned For Tomorrow
#DGPAppointment #DGPSelection #SupremeCourt #OdishaDGP #PitambarAcharya #OdishaGovernment #DGPAppointmentCase #SupremeCourtHearing #OdishaPolice #DGPDispute #OdishaLegalNews #PoliceAppointment
ସୁପ୍ରିମକୋର୍ଟରେ କାଲି ପୁଣି ଡିଜିପି ନିଯୁକ୍ତି ଶୁଣାଣି। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଅସମାପ୍ତ। ଶୁଣନ୍ତୁ, କଣ କହୁଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ
#OdishaDGP_SupremeCourt #DGPAppointment_Odisha #SupremeCourtHearing #OdishaPolice #DGPSelection #DGPAppointment #SupremeCourt #OdishaTV #OTV
DGP ନିଯୁକ୍ତି ବିବାଦ ମାମଲା, ସୁପ୍ରିମକୋର୍ଟରେ ଆଜି ଶୁଣାଣି ଶେଷ | Odisha DGP Appointment Case | News7Odia
#OdishaDGP #DGPAppointment #DGPSelection #SupremeCourt #OdishaPolice #DGPAppointmentCase #DGPSelectionCase #OdishaDGPCase #SupremeCourtHearing #IPSSelection #PoliceReforms #OdishaNews #News7Odia
DGP Appointment Case in Supreme Court Today, Focus on Eligibility and Empanelment | ଆଜି DGP ମାମଲାର ସୁପ୍ରିମ ଶୁଣାଣି, ଓଡ଼ିଶାର ନୂଆ ପୋଲିସ ମୁଖିଆ ନିଯୁକ୍ତି ଉପରେ ନଜର #OdishaDGP #DGPCase #SupremeCourt #DGPAppointment #DGPSelection #OdishaPolice #DGPHearing #SupremeCourtHearing #OdishaNews #PoliceChief #DGPControversy #OdishaPoliceNews

ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଲେ ଆଡଭୋକେଟ୍ ଜେନେରାଲ୍, ପରବର୍ତ୍ତୀ ଶୁଣାଣି ୨୨ରେ
#Sambad #DGPSelection #SupremeCourt #IndiaNews
https://t.co/m5k5aQuJJw
ସୁପ୍ରିମକୋର୍ଟରେ ଡିଜିପି ଚୟନ ମାମଲା, ଆସନ୍ତା ୨୨ରେ ହେବ ପରବର୍ତ୍ତୀ ଶୁଣାଣି #DGPSelection #DGPCase #SupremeCourt #SupremeCourtHearing #OdishaDGP #OdishaPolice #DGPAppointment #PoliceChief #OdishaGovernment #LegalUpdate #CourtHearing #OdishaNews #News7Odia
DGP ନିଯୁକ୍ତି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି, CJIଙ୍କ ଖଣ୍ଡପୀଠରେ ହେବ ଶୁଣାଣି
#OdishaDGP #DGPAppointment #DGPSelection #SupremeCourt #SupremeCourtHearing #CJISuryaKant #OdishaPolice #DGPCase #PrakashSinghCase #OdishaGovernment #DGPAppointmentCase #OdishaNews #news7Odia
#ଘୁଞ୍ଚିଲା_ସୁପ୍ରିମକୋର୍ଟରେ_ହେବାକୁ_ଥିବା_DGP_ନିଯୁକ୍ତି_ଶୁଣାଣି
ଓଡ଼ିଶା DGP ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ଘୁଞ୍ଚିଲା। ଆସନ୍ତା ୭ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ।
#OdishaDGP #SupremeCourt #OdishaPolice #UPSC #LegalUpdate #DGPSelection #ArgusNews
Odisha DGP Appointment Row: Crucial Supreme Court Hearing Tomorrow | କିଏ ହେବେ ଓଡ଼ିଶାର ପରବର୍ତ୍ତୀ DGP? କାଲି ସୁପ୍ରିମକୋର୍ଟରେ ବଡ଼ ଫୈସଲା
#OdishaDGP #NextDGP #DGPSelection #DGPAppointment #SupremeCourt #SupremeCourtHearing #OdishaPolice #PoliceChief #DGPRow #OdishaGovernment #OdishaNews #BreakingNews #prameyanews7
ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗ। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ
#OdishaDGP #DGPAppointment #SupremeCourt #OdishaPolitics #PrakashSingh #DGPSelection #PIL #OdishaTV #OTV
DGP Selection:ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା,ଆଜି ସୁପ୍ରିମକୋର୍ଟରେ ଶୁଣାଣି
#DGPSelection
https://t.co/slWiRy4qPF
ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି, ପକ୍ଷ ରଖିବେ UPSC ଓ ଓଡ଼ିଶା ସରକାର
#SupremeCourt #supremecourtofindia #upsc #odishadgp #dgpselection #OTV
https://t.co/DZtqPnThyz
#DGP_ଚୟନ:#ଆଜି_ସୁପ୍ରିମକୋର୍ଟରେ_ଶୁଣାଣି
ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା... ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି।
#OdishaDGP #SupremeCourt #DGPSelection #PIL #UPSC #OdishaNews #RuleViolation #OTV
ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା : ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି , ପକ୍ଷ ରଖିବେ UPSC ଏବ ଓଡ଼ିଶା ସରକାର
#OdishaDGP #SupremeCourt #DGPSelection #PIL #kanaknews #breaking

Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers






