Top Tweets for #dibyasinghadeba
Gajapati Maharaj Dibyasingha Deba Exclusive | Watch Live at 8:30 PM on News7 | Rath Yatra 2026
Watch : https://t.co/91Dar5MXtI
#gajapatimaharaj #rathyatra2026 #jagannathtemple #puri #dibyasinghadeba #exclusiveinterview #iskcon #devotees #mysteries

ମାତ୍ର ୧୭ ବର୍ଷରୁ ମହାପ୍ରଭୁଙ୍କ ସେବାରେ ! | Gajapati Maharaj Dibyasingha Deba Exclusive | Watch Live at 8:30 PM | Rath Yatra 2026 #gajapatimaharaj #rathyatra2026 #jagannathtemple #puri #dibyasinghadeba #exclusiveinterview #iskcon #devotees #mysteries
-#ଇସ୍କନ_ଉପରେ_ବର୍ଷିଲେ_ଗଜପତି_ଦିବ୍ୟ_ସିଂହ_ଦେବ
-ଅଦିନିଆ ରଥଯାତ୍ରା ଉପରେ କଟକଣା ଲଗାଇବାକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି
-ବିଦେଶରେ ଅଦିନିଆ ରଥଯାତ୍ରାକୁ ନେଇ ଚିଠି ଲେଖିଲେ ଗଜପତି ମହାରାଜା
-ସନାତନ ସଂସ୍କୃତିକୁ ବିକୃତ କରୁଛି ଇସ୍କନ
#India #Odisha #Iscon #Rathaytra #DibyasinghaDeba

ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ଦୃଢ ବିରୋଧ କରି ଇସ୍କନକୁ ଗଜପତିଙ୍କ କଡ଼ା ସନ୍ଦେଶ...କହିଲେ ୫୦ ବର୍ଷ ହେଲା ହୋଇ ସାରିଛି ବଡ଼ ଭୁଲ...ବନ୍ଦ ପାଇଁ ମାୟାପୁରୀ କର୍ତ୍ତୃପକ୍ଷଙ୍କୁ ପଠାଇଛୁ ଶହେ ପୃଷ୍ଠାର ଦସ୍ତାବିଜ !
#DibyasinghaDeba #GajapatiMaharaja #Iskcon #Puri #RathaJatra #OTV #Odisha
ପୁରୀ ଶ୍ରୀ ଜଗନ୍ନାଥଙ୍କ ରୀତିନୀତି ଏବଂ ସାଂସ୍କୃତିକ ପରମ୍ପରା ଆମର ଅନନ୍ୟ ଐତିହ୍ୟର ଅଂଶ। ଏହାର ଅପବ୍ୟବହାର ବା ଅସମ୍ମାନ କୌଣସି ଭାବେ ବରଦାସ୍ତ କରାଯାଇ ପାରିବ ନାହିଁ। ଏହାକୁ ସୁରକ୍ଷିତ ରଖିବା ପାଇଁ ଓଡ଼ିଶା ସରକାର “କପିରାଇଟ୍” ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି, ଗଜପତି ମହାରାଜ।
#GajapatiMaharaj #DibyasinghaDeba #JagannathTemple #Puri

Gajapati Maharaja Dibyasingha Deba on Ratna Bhandar | ରତ୍ନଭଣ୍ଡାର ସୁରକ୍ଷିତ ଅଛି, ସୁନ୍ଦର ଦିଶୁଛି #gajapatimaharaj #ratnabhandara #puri #prameyanews7 #DibyasinghaDeba
ଦୀଘା ଜଗନ୍ନାଥ ଧାମ ନାମକରଣ ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି ମହାରାଜ । କହିଲେ, ଶ୍ରୀକ୍ଷେତ୍ର ହିଁ ଏକମାତ୍ର ଜଗନ୍ନାଥ ଧାମ । ଦୀଘା ମନ୍ଦିରରୁ ଧାମ ନାମ ହଟାଇବାକୁ କଲେ ନିବେଦନ। ପଶ୍ଚିମବଙ୍ଗ ସରକାର ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ତେଣୁ ସରକାରୀ ସ୍ତରରେ ଏହାର ସମାଧାନ ହେବା ଆବଶ୍ୟକ।
#DibyasinghaDeba #Puri #Odisha

ପୁରୀ ବ୍ୟତୀତ ଅନ୍ୟ ସ୍ଥାନକୁ ‘ଜଗନ୍ନାଥ ଧାମ’ କରାଯାଇପାରିବନି: ଗଜପତି
#puri #Odisha #PuriGajapati #dibyasinghadeba
https://t.co/bq8rPb806j
ଶ୍ରୀନଅରରେ ସରିଲା ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି
#puri #GajapatiMaharaja #dibyasinghadeba
https://t.co/kNZdos2PIE
ଶ୍ରୀନଅରରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ସମ୍ପନ୍ନ
#Sambad #pushyabhishek #GajapatiMaharaja #Srinaara #DibyasinghaDeba
https://t.co/jHBSg09Hgr
We Will Take The Legal Path: Puri Gajapati On ISKCON’s Ocassional Rath Yatra In The USA https://t.co/j6Tcj7pMSm #mobilenews24x7 #english24x7 #legalpath #PuriGajapati #dibyasinghadeba #iskconrathayatra #unitedstatesofamerica
ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ: ଗଜପତି ଦିବ୍ୟସିଂହ ଦେବ
#Sambad #DibyasinghaDeba #Puri #Odisha
https://t.co/VKYs0ACaNv
ଶ୍ରୀନଅରରେ ସୁନିଆ ଉତ୍ସବ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ନୂଆ ସାଲ ଓ ଅଙ୍କର ପ୍ରବେଶ । #SuniaUtsav #Puri #DibyasinghaDeba #KanakNews
#ମୁଖ୍ୟମନ୍ତ୍ରୀଙ୍କୁ_ଭେଟିଲେ_ଗଜପତି
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଗଜପତି ଦିବ୍ୟସିଂହ ଦେବ ।
ରାଜ୍ୟ ଅତିଥିଭବନରେ ଉଭୟଙ୍କ ମଧ୍ୟରେ ହେଲା ଆଲୋଚନା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ।
#MohanMajhi #DibyasinghaDeba @MohanMOdisha #Odisha

ଏଥର କାହିଁକି ୨ ଦିନ ହେବ ରଥଯାତ୍ରା ? ଗଜପତି ମହାରାଜଙ୍କ ମୁହଁରୁ ଶୁଣନ୍ତୁ ଏହାର କାରଣ ଏବଂ କଣ ରହିଛି ଏହାର ନୀତିକାନ୍ତି ?
#GajapatiMaharaja #DibyasinghaDeba #RathaJatra #Puri #Odisha
ଶ୍ରୀମନ୍ଦିରରେ ଭିତରକାଠ ନିକଟରୁ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାରାଣୀ ଲୀଳାବତୀ ପାଟମହାଦେଇ, ରାଜକୁମାରୀ କୁମାରମଣିଙ୍କ ସହ ସପରିବାର ଦର୍ଶନ କରିଛନ୍ତି ଗଜପତି ।
#GajapatiMaharaj #DibyasinghaDeba #Puri #Odisha #OTV
#ବଡ଼ଦାଣ୍ଡରେ_ଗଜପତି_ମୁଖ୍ୟମନ୍ତ୍ରୀ_ସାକ୍ଷାତ
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡରେ ଗଜପତି ମହାରାଜା ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ।
#NaveenPatnaik #GajapatiMaharaja #DibyasinghaDeba #Puri #Srimandir #JayJagannath #ParikramaPrakalpa #Odisha #OTV
#ପ୍ରଦକ୍ଷଣ_କଲେ_ମୁଖ୍ୟମନ୍ତ୍ରୀ, #ଗଜପତି
-ପ୍ରକଳ୍ପ ଲୋକାର୍ପଣ ପରେ ପ୍ରଦକ୍ଷଣ କଲେ ମୁଖ୍ୟମନ୍ତ୍ରୀ, ଗଜପତି
-ଅନ୍ୟ ଅତିଥିମାନଙ୍କ ଗହଣରେ ଉଭୟଙ୍କ ପ୍ରଦକ୍ଷଣ
#GajapatiMaharaja #DibyasinghaDeba #Puri #Srimandir #ParikramaPrakalpa #Odisha #OTV
#ପରିକ୍ରମା_ପ୍ରକଳ୍ପ_ଲୋକାର୍ପିତ
ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।
#NaveenPatnaik #GajapatiMaharaja #DibyasinghaDeba #Puri #Srimandir #JayJagannath #ParikramaPrakalpa #Odisha #OTV

Last Seen Hashtags on Sotwe
قصص
Seen from Saudi Arabia
monkeyappwins () filter:videos
Seen from United States
ORIPATHY
Seen from United States
pyttt bop
Seen from United States
minichat #anxiouspanda filter:videos
Seen from Russia
슬래셔
Seen from United States
織撮
Seen from Japan
brosis
Seen from Germany
MSMakesMe
Seen from United States
minichat((()))*+filter:native_video
Seen from Turkey
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers









