Top Tweets for #heatwaveodisha
#୩୦_ଜିଲ୍ଲାକୁ_କାଳବୈଶାଖୀ_ୱାର୍ଣ୍ଣିଂ
ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ ସ୍ଥିତି ବେହାଲ । ଭୀଷଣ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ଆସନ୍ତା ୨୪ ଘଣ୍ଟା ପାଇଁ ୩୦ ଜିଲ୍ଲାକୁ କାଳବୈଶାଖୀ ୱାର୍ଣ୍ଣିଂ ଜାରି #nandighoshatv #HeatwaveOdisha #OdishaSummer #KalbaisakhiWarning #30DistrictsAlert
#ଭୁବନେଶ୍ବରରେ_ହିଟ୍_ଇଣ୍ଡେକ୍ସ_୫୧
ଭୁବନେଶ୍ବରରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି
ଦିନ ସାଢେ ୧୧ଟାରେ ଭୁବନେଶ୍ବରର ହିଟ୍ ଇଣ୍ଡେକ୍ସ ୫୧
ଦିନ ସାଢେ ୧୧ଟାରେ ଭୁବନେଶ୍ବରର ତାପମାତ୍ରା ୩୬.୪
#HeatWaveOdisha #Bhubaneswar #SummerAlert #HeatIndex #ArgusNews

#ବଢ଼ିପାରେ_ଖରାଛୁଟି
ଖରାଛୁଟିର ଅବଧି ବଢ଼ିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଖରା ଛୁଟି ବଢିବ କି ନାହିଁ ତାହା ସମୟ କହିବ । ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।
#SummerVacation #HeatwaveOdisha #SchoolReopening
#ବଢ଼ିପାରେ_ଖରାଛୁଟି_ଅବଧି : ମନ୍ତ୍ରୀ
ଖରାଛୁଟିର ଅବଧି ବଢ଼ିବା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ
ଖରା ସ୍ଥିତି ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ
ଖରା ନ କମିଲେ ସ୍କୁଲ ଛୁଟି ବଢ଼ିପାରେ କହିଲେ ମନ୍ତ୍ରୀ
ଜୁନ୍ ୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ହୋଇଥିଲା ଘୋଷଣା
#SummerVacation #HeatwaveOdisha #SchoolReopening #OdishaEducation #ArgusNews

#ବଢ଼ିପାରେ_ଖରାଛୁଟି_ଅବଧି
-ଖରାଛୁଟିର ଅବଧି ବଢ଼ିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
-ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ
-ଜୁନ୍୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା
#SummerVacation #HeatwaveOdisha #SchoolReopening #OdishaEducation #OTV

କମୁନି ତାତି, ଆଜି ବି ୪୦ ପାର୍ କରିବ ତାପମାତ୍ରା
#OdishaWeather #heatwaveodisha #westernodisha #summerheat #extremeheat #humidity #OTV
https://t.co/RdXoNh9iuP
#ପଶ୍ଚିମ_ଓଡ଼ିଶାରେ_ତାତି_କମୁନି
ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି
ସମ୍ବଲପୁର, ଝାରସୁଗୁଡ଼ା, ହୀରାକୁଦ ୪୦ ଟପିଲା
ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ସର୍ବାଧିକ ଉତ୍ତପ୍ତ ସହର
ସମ୍ବଲପୁର- ୪୩.୮, ଝାରସୁଗୁଡ଼ା-୪୨.୪, ହୀରାକୁଦ- ୪୧
ରାଉରକେଲା- ୩୭, ଚାନ୍ଦବାଲି-୩୭, ଭୁବନେଶ୍ବର- ୩୬.୬
#HeatWaveOdisha #Sambalpur #Jharsuguda #Odisha #ArgusNews

ଖରାରେ ସିଝୁଛି ପଶ୍ଚିମ ଓଡ଼ିଶା.. ସାଢ଼େ ୧୧ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ୪୧ ପାର୍..
#HeatwaveOdisha #SambalpurHeat #ExtremeHeat #OTV

#ସମ୍ବଲପୁର_ବଲାଙ୍ଗିରକୁ_ରେଡ୍_ୱାର୍ଣ୍ଣିଂ
-ହିଟ୍ୱେଭ୍ ନେଇ ସମ୍ବଲପୁର, ବଲାଙ୍ଗିରକୁ ରେଡ୍ ୱାର୍ଣ୍ଣିଂ
-ପ୍ରବଳ ଗୁଳୁଗୁଳି ଓ ତାତି ନେଇ ଜାରି ହେଲା ରେଡ୍ ୱାର୍ଣ୍ଣିଂ
-ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ
#HeatwaveOdisha #RedWarning #OrangeWarning #IMD #OTV

#ଆସୁଛି_ବଡ଼_ବର୍ଷା
#୩୦ରୁ_ପ୍ରବଳ_ବର୍ଷା
ଆସନ୍ତା ୩୦ ରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ! Metrologist Sarat Sahu on Heatwave Odisha | Prameya News7
#OdishaWeather #HeavyRainAlert #Thunderstorm #SaratSahu #WeatherUpdate #BreakingNews #OdishaNews #RainAlert #HeatwaveOdisha #ClimateUpdate #WeatherNews #OdiaNews #MonsoonUpdate #StormAlert #LatestWeather #RainForecast #NewsUpdate #PrameyaNews7
ଆହୁରି ୫ ଦିନ କଲବଲ କରିବ ଗୁଳୁଗୁଳି | Severe Heat Wave Warning for Odisha | Weather News | PrameyaNews7 #heatwaveodisha #prameyanews7 #weathernews
ପ୍ରବଳ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଏଭଳି ସ୍ଥିତି କେତେ ଦିନ ପର୍ଯ୍ୟନ୍ତ ରହିବ.....। ଶୁଣନ୍ତୁ ପାଣିପାଗ ବିଶେଷଜ୍ଞ ଶରତ ସାହୁ କ’ଣ କହିଛନ୍ତି।
#OdishaWeather #HeatwaveOdisha #WeatherUpdate #OdishaNews #SummerHeat #ClimateUpdate #OTV
ଗୋଟିଏ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି, ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ୍। ମାତ୍ରାଧିକ AC ବ୍ୟବହାର ପାଇଁ ଭାଙ୍ଗୁଛି କି ପାୱାର ସିଷ୍ଟମ୍ ?
#OdishaPowerCrisis #HeatwaveOdisha #ElectricityCrisisOdisha #PowerCutIssue #TransformerFailure #EnergyIssueOdisha #OdishaInfrastructure #SummerHeatOdisha #OTV
#କଲବଲ_କରୁଛି_ତାତି
ଗ୍ରୀଷ୍ମର ଜ୍ବାଳାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ଏଭଳି ସ୍ଥିତି । ଆଜି ପାଇଁ ୧୨ ଜିଲ୍ଲାକୁ ଜାରି ହୋଇଛି ହିଟୱେଭ୍ ୱାର୍ଣ୍ଣିଂ।
#OdishaWeather #HeatwaveOdisha #SummerAlert #ArgusNews
Severe Heatwave Villagers Struggling for Water: ପ୍ରଚଣ୍ଡ ରୌଦ୍ରତାପରେ ଡହଳବିକଳ ଜନଜୀବନ; ପାଣି ପାଇଁ ୨ କିମି ଚାଲିବାକୁ ପଡୁଛି https://t.co/MyCNhJMrtd
#BhadrakNews #WaterCrisis #HeatwaveOdisha #IshanpurVillage #OdishaNews #RuralIssues #BreakingNews #TihidiBlock
ଝାରସୁଗୁଡା ୪୬ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଜାଣନ୍ତୁ କେଉଁ ସହରରେ ରହିଛି କେତେ ତାପମାତ୍ରା।
#OdishaWeather #Jharsuguda #HeatwaveOdisha #JharsugudaTemperature #SummerHeat #ExtremeWeather #Sambalpur #HeatwaveAlert #WeatherUpdate #OdishaSummer2026 #OdishaTV #OTV

ଆକାଶରୁ ବର୍ଷୁଛି ନିଆଁ । ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବନ । ୪୬ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା।
#OdishaWeather_Jharsuguda #HeatwaveOdisha #JharsugudaTemperature #SummerHeat #ExtremeWeather #Sambalpur #HeatwaveAlert #WeatherUpdate #OdishaSummer2026 #OdishaTV #OTV
#ଭଦ୍ରକରେ_୩୧_ପର୍ଯ୍ୟନ୍ତ_ଅଙ୍ଗନବାଡ଼ି_ବନ୍ଦ
-ଭଦ୍ରକ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର କାଲିଠୁ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ ରହିବ]
-ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
-ପିଲାଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଇବାକୁ ଦେଲେ ନିର୍ଦ୍ଦେଶ
#Bhadrak #AnganwadiClosed #HeatwaveOdisha #DistrictCollector #ChildWelfare #SummerVacation #OdishaNews #Anganwadi #OTV
![otvkhabar's tweet photo. #ଭଦ୍ରକରେ_୩୧_ପର୍ଯ୍ୟନ୍ତ_ଅଙ୍ଗନବାଡ଼ି_ବନ୍ଦ
-ଭଦ୍ରକ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର କାଲିଠୁ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ ରହିବ]
-ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
-ପିଲାଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଇବାକୁ ଦେଲେ ନିର୍ଦ୍ଦେଶ
#Bhadrak #AnganwadiClosed #HeatwaveOdisha #DistrictCollector #ChildWelfare #SummerVacation #OdishaNews #Anganwadi #OTV](https://pbs.twimg.com/media/HIwguXLaQAEikNF.jpg)
#ଜଳୁଛି_ପଶ୍ଚିମ, #ଗୁଳୁଗୁଳିରେ_କଲବଲ_ଉପକୂଳ
ରାଜ୍ୟରେ ସାଂଘାତିକ ଖରା। ଜଳୁଛି ପଶ୍ଚିମ, ଗୁଳୁଗୁଳିରେ କଲବଲ ଉପକୂଳ। ଆଜିଠୁ ତାପମାତ୍ରା ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି।
#OdishaHeatwave #WeatherAlert #HeatwaveOdisha #YellowWarning #Kalbaisakhi #MonsoonUpdate #OTV
Last Seen Hashtags on Sotwe
缅北视频
Seen from Thailand
cataleyarusso
Seen from Ecuador
Denizligay
Seen from Turkey
momsonn()()()()()()()()()()()()()()()()()()()()()()()()()()()()()()()()
Seen from Germany
女性向
Seen from United States
상납
Seen from Korea
كلبة_خاضعه
Seen from Germany
momson #nolimit #nolimit filter:videos
Seen from Brazil
แม่ลูกเอากัน
Seen from Thailand
น้ําพอง
Seen from Thailand
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers





