Top Tweets for #jagamara
#ପ୍ରବଳ_ବର୍ଷାରେ_ବେହାଲ_ଜନଜୀବନ
ରାଜଧାନୀରେ ପ୍ରବଳ ବର୍ଷାରେ ବେହାଲ ଜନଜୀବନ, ଜାଗମରା ନୂଆ ରାସ୍ତାରେ ଲହଡ଼ି ମାରୁଛି ଡ୍ରେନ୍ ପାଣି... |Heavy Rain Leaves Jagamara New Road in Bhubaneswar Flooded With Drain Water #BhubaneswarRain #Jagamara #JagamaraNewRoad #HeavyRain #DrainWater #Waterlogging #BhubaneswarNews #UrbanDrainage #RainwaterOverflow #CapitalCity #OdishaWeather #RoadCondition #prameyanews7
#ବିଜେଡିର_ଜନ_ସମ୍ପର୍କ_ପଦଯାତ୍ରା
ଭୁବନେଶ୍ବର ଜାଗମରାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ବିଜୁ ଜନତା ଦଳ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ପକ୍ଷରୁ ଜାଗମରା ଗ୍ରାମରେ ଜନ ସମ୍ପର୍କ ପଦଯାତ୍ରା ଅଭିଯାନ ଅନୁଷ୍ଠିତ ହୋଇଯାଇଛି
#nandighoshatv #Odisha #BJD #BJDJanSamparkPadyatra #Jagamara #Bhubaneswar
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ICAR-CIFRI ନିର୍ଦ୍ଦେଶକଙ୍କ ଘରେ CBI ରେଡ୍। ICAR-CIFRI ନିର୍ଦ୍ଦେଶକ ଡକ୍ଟର ବସନ୍ତ ଦାସଙ୍କ ଭୁବନେଶ୍ୱର ଜାଗମରାସ୍ଥିତ ତିନି ମହଲା ଘରେ ଚାଲିଛି CBIର ଚଢ଼ାଉ।
#CBIRaid #ICARCIFRI #BasantaDas #DisproportionateAssets #Bhubaneswar #Jagamara #OTV
ରାଜଧାନୀରେ ମୁମ୍ବାଇ ଷ୍ଟାଇଲର ଗଣେଶ ମୂର୍ତ୍ତି, ବଡ଼ ମୂର୍ତ୍ତି ନିର୍ମାଣରେ କିଏ ଆଗରେ ? | Ganesh Puja 2026, Bhubaneswar
#ganeshpuja2026 #bhubaneswar #prameyanews7 #biggest #saheednagar #nayapalli #jagamara
ଜାଗମରା ଛକରୁ ବରାବରୀ ଯାଏଁ ବିଛାଯିବ ସ୍ୱରେଜ ପାଇପ ପାଇପଲାଇନ, ସ୍ୱରେଜ ପାଇପ ଲାଇନ କାମ ପାଇଁ ପ୍ରଭାବିତ ହେବ ଯାତାୟାତ, ଖଣ୍ଡଗିରିରୁ ଜାଗମରା ହାଲୁକା ଯାନବାହାନ ଚଳାଚଳକୁ ଅନୁମତି #bhubaneswar #khandagiri #drainage #jagamara #prameyanews7 #sewerage
ଭାଇକୁ ଖୁଆଉଛନ୍ତି କି ବାସୀ ମିଠା! ରକ୍ଷା ବନ୍ଧନ ଅବସରରେ ଖାଦ୍ୟ ନିରାପତ୍ତା ବିଭାଗର ଆକ୍ସନ୍, ଜାଗମରାରେ ମିଠା ଦୋକାନରେ ଚଢ଼ାଉ | Major Food Safety Crackdown in Capital, Stale Sweets Seized From Jagamara Shop #RakshaBandhan #RakhiFestival #Bhubaneswar #Jagamara #FoodSafetyRaid #FoodSafetyDepartment #SweetShopRaid #StaleSweets #Khoya #FoodAdulteration #OdishaNews #BreakingNews
ରାକ୍ଷୀରେ ମିଠା ଦୋକାନରେ ରେଡ୍ । ରାଜଧାନୀରେ ମିଠା ଦୋକାନ ଉପରେ ବିଏମସି ଫୁଡ୍ ସେଫ୍ଟି ଟିମ୍ ର ଚଢାଉ ।ଜାଗମରା ରାସ୍ତାରେ ଥିବା ବିଭିନ୍ନ ମିଠା ଦୋକାନରେ ଚାଲିଛି ଜୋରଦାର ଯାଞ୍ଚ ।
#Bhubaneswar #BMC #FoodSafety #Jagamara #SweetStallRaid #OTV
#ସୁଇଟ୍_ଷ୍ଟଲ୍ରେ_ରେଡ୍;#ଫାଇନ୍_ଆଦାୟ
-ଭୁବନେଶ୍ୱର: ଜାଗମରା ରାସ୍ତାରେ ଥିବା ସୁଇଟ୍ ଷ୍ଟଲ୍ରେ ରେଡ୍
-ବିଏମ୍ସି ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ଛେନା ସାମଗ୍ରୀ ଓ ମିଠା ଯାଞ୍ଚ
-ଅପମିଶ୍ରିତ ବାସି ଖାଦ୍ୟ ମିଳିବା ପରେ ଫାଇନ୍ ଆଦାୟ
#Bhubaneswar #BMC #FoodSafety #Jagamara #SweetStallRaid #OTV

ପଛରୁ ଆସିଲେ ସୁନା ଚେନ୍ ଝିଙ୍କି ନେଇ ଚମ୍ପଟ ମାରିଲେ ! ଜାଗମରା ମଲ୍ଲିକ କମ୍ପ୍ଲେକ୍ସରୁ ସୁନା ଚେନ ଲୁଟ | Gold Chain Loot at Mallick Complex, Jagamara #goldchainloot #videoviral #prameyanews7 #jagamara #bhubaneswar
ବର୍ଷାରେ ରାଜଧାନୀରେ ଚାଲିଛି ଡ୍ରେନ ନିର୍ମାଣ ; ୧୦ ମାସ ହେଲା ସରୁନି ସିଟି ଓମେନ୍ସରୁ ଜାଗମରା ଯାଏଁ ଡ୍ରେନ | Drain Construction Continues Amid Rain in Bhubaneswar; Jagamara Project Still Incomplete After 10 Months #Bhubaneswar #Jagamara #DrainConstruction #MonsoonProblems #OdishaNews #CivicIssues #UrbanDevelopment #RainWaterLogging #BreakingNews #BMC #InfrastructureNews #PublicConcern
#ଜଳିଗଲା_ଫୁଡ୍_କୋର୍ଟ
ଭୁବନେଶ୍ୱରରେ ଜଳିଗଲା ଫୁଡ୍ କୋର୍ଟ। ଜାଗମରା ସ୍ଥିତ ଘରୋଇ କଲେଜ ପାଖରେ ଥିବା ଫୁଡ୍ କୋର୍ଟ ରେ ଅଗ୍ନିକାଣ୍ଡ।
#BhubaneswarFire #Jagamara #Bhubaneswar #FoodCourtFire #TamandoFireStation #OTV
#ଜାଗମରାରେ_ଅଗ୍ନିକାଣ୍ଡ
ଜାଗମରା ITR କଲେଜ ନିକଟରେ ଅଗ୍ନିକାଣ୍ଡ
ITR କଲେଜ ପାଖ ଫୁଡକୋର୍ଟରେ ନିଆଁ
ଅଗ୍ନିକାଣ୍ଡରେ ୪ଟି ଦୋକାନ ଜିନିଷପତ୍ର ନଷ୍ଟ
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ
#FireAccident #Jagamara #ITRCollege #Bhubaneswar #Odisha #BreakingNews

4+ hours power outage in Jagamara–Khandagiri, Bhubaneswar and customer care numbers are not responding. Requesting immediate restoration and support from TP Central Odisha Distribution Limited.
#Bhubaneswar #Khandagiri #Jagamara #PowerCut #TPCODL
#ରେଷ୍ଟୁରାଣ୍ଟରେ_ନିଆଁ
'ଭୁବନେଶ୍ବର: ଜାଗମରାର ମାନସ କମ୍ପ୍ଲେକ୍ସ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ
କାଠ ଚୁଲିରେ ରୋଷେଇ ବେଳେ ଅଗ୍ନିକାଣ୍ଡ ହୋଇଥିବା ସୂଚନା
ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି
#Bhubaneswar #Jagamara #ManasComplex #RestaurantsFire

କାଠ ଚୁଲାରେ ରୋଷେଇ ବେଳେ ଅଘଟଣ, ଜଳିଲା ରେଷ୍ଟୁରାଣ୍ଟ | Massive Fire Breaksout in a Resturant | Jagamara #firebreaksout #jagamara #prameyanews7 #cooking #bhubaneswar
ଜାଗମରା ଦୋଳ ମେଳଣ ପଡିଆରେ ହରିହର ଭେଟ ଅନୁଷ୍ଠିତ,ସାମିଲ ହେଲେ ଆଖପାଖ ଗାଁର ୨୧ ଦୋଳ ବିମାନ... Jagamara Dola Melana | Harihara Ritual with 21 Dola Vimana Participation #dolamelana #jagamara #harihara #odishafestival #radhaGovinda #templetradition #odishaculture #spiritualcelebration #hindutemple #devotion #odishanews #indianheritage #religiousceremony #bhakti #festivalofcolors
ଆସନ୍ତା ୨୭ରୁ କମ୍ପିବ ଖଣ୍ଡଗିରି, ୭ଟି ପେଣ୍ଡାଲରେ ଖେଳିବେ ୭ ଯାତ୍ରାପାର୍ଟି, ୫ ବର୍ଷ ପରେ ଜାଗମରା ମେଳଣ ପଡିଆକୁ ଫେରିବ ଅପେରା, ଆରମ୍ଭ ହେଲାଣି ସୌନ୍ଦର୍ଯ୍ୟକରଣ | Khandagiri Jatra 2026 #khandagirijatra2026 #prameyanews7 #jatraparty #bhubaneswar #jagamara
#ପଥ_ଉତ୍ସବ #ଝୁମିଲା_ରାଜଧାନୀ
ଭୁବନେଶ୍ବର ଜାଗମରା ଅଞ୍ଚଳର ନିୟୁ ରୋଡ଼ରେ ଆଜି ବେଶ ଜମିଥିଲା ପଥ ଉତ୍ସବ। ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦ୍ୱିତୀୟ ପଥ ଉତ୍ସବ ଅନୁଷ୍ଠିତ ହୋଇଛି।
#PathaUtsav #Bhubaneswar #Jagamara #CityFest #StreetFestival #Odissi #YouthVibes #UrbanLife #OdishaTV #OTV
#ଜାଗମରାରେ_ଜମୁଛି_ପଥୋତ୍ସବ
ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ପଥୋତ୍ସବ, ଉତ୍ସାହର ସହ ମନାଉଛନ୍ତି ରାଜଧାନୀବାସୀ | Patha Utsav 2026
#PathaUtsav #Jagamara #Bhubaneswar #StreetFestival #OdishaCulture #OdishaFestival #OdishaEvents #OdishaTradition #OdishaCelebration #OdishaVibes #OdishaLive #OdishaHeritage #OdishaDance #OdishaMusic #OdishaJoy #prameyanews7
Last Seen Hashtags on Sotwe
somalibaddie
Seen from United Kingdom
นัดเย็ดโคราช
Seen from Thailand
zadr
Seen from Brazil
anxiouspandaa()**************filter:videos()**************filter:videos()**************filter:videos()**************filter:videos()**************filter:videos()**************filter:videos
Seen from Netherlands
türban #corap
Seen from Canada
minichat
Seen from Germany
髙橋佑奈
Seen from Japan
محارم_اخوات_حقيقى
snapchat() filter:native_video
Seen from Netherlands
candid
Seen from Pakistan
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers











