Top Tweets for #jaydevbhawan
#ଜୟଦେବ_ଭବନ_ପରିସରରୁ_ଚନ୍ଦନ_ଗଛ_କାଟିନେଲେ
ଭୁବନେଶ୍ଵରରୁ ରାତି ଅଧରେ ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ
ଜୟଦେବ ଭବନ ପରିସରରେ ଥିବା ମୂଲ୍ୟବାନ ଚନ୍ଦନ ଗଛ କାଟିନେଲେ
ସୁରକ୍ଷାକର୍ମୀ ଥିବା ସତ୍ତ୍ଵେ କିପରି ଦୁର୍ବୃତ୍ତ ସାହସ କଲେ ଉଠିଲା ପ୍ରଶ୍ନ
ଥାନାରେ ଏତଲା ଦେବୁ ବୋଲି କହିଲେ ଜୟଦେବ ଭବନ କର୍ମଚାରୀ
#Bhubaneswar #JaydevBhawan #SandalwoodTreeCutting #ArgusNews
Attended the 101st birth anniversary of Bharat Ratna Shri Atal Bihari Vajpayee ji at Jaydev Bhawan, organised by Shri Maa Nari Shakti Foundation. with Jagatsinghpur MP Dr. Bibhu Prasad Tarai and other dignitaries.
#GolakMohapatra #AtalBihariVajpayee #JaydevBhawan

#ଫାଟିଲା_ପାଇପଲାଇନ
- ଜୟଦେବ ଭବନ ସମ୍ମୁଖରେ pwd ମୁଖ୍ୟ ପାଇପଲାଇନ ଲକ ଫାଟି ପାଣି ବୋହିବାରେ ଲାଗିଛି
- ପାଣି ପ୍ରାୟ 30 ଫୁଟ ଉପରକୁ ଉଠୁଛି
- ପାଣି ଉପରକୁ ଉଠି 33 kv ଲାଇନକୁ ସଂଯୋଗ କରୁଛି
- ବିପଦରେ ଯାତ୍ରୀ
- ପ୍ରାୟ 30 ମିନିଟ ବିତିଯାଇଥି ବି pwd କର୍ମଚାରୀଙ୍କ ଦେଖା ନାହିଁ
#NandighoshaTV #JaydevBhawan #Pipeline #WaterFlow

#ନବ_ଦାସଙ୍କ_ରାଜ୍ୟସ୍ତରୀୟ_ଶ୍ରଦ୍ଧାଞ୍ଜଳି_ସଭା
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସ୍ଵର୍ଗତ #ନବକିଶୋର_ଦାସ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭୁବନେଶ୍ଵର ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି
#NabakishorDas #NabaDada
#JaydevBhawan #Bhubaneswar

ଜାତୀୟ ଯୁବ ଦିବସ ଅବସରରେ କ୍ରାନ୍ତିକାରୀ ଫାଉଣ୍ଡେସନ ପକ୍ଷରୁ ଜୟଦେବ ଭବନ ପରିସରରେ ଆମ ସାମାଜିକ ସଂଗଠନ କୁ ସମ୍ମାନିତ କରିଥିଲେ I
#NationalYouthDay
#SwamiVivekanandaJayanti
ThankYou..
#KrantikariFoundation 🙏
#YouthForVoluntaryWork
#JaydevBhawan #Bhubaneswar #Odisha

An enchanting evening filled with the timeless melodies of #RagaRanga, a heartfelt tribute to the legendary poet Kavi Chandra.
Grateful to have shared this musical journey.
🎶✨
#RagaRanga #MusicalTribute #event #performance #susmitadassinger #jaydevbhawan

ଭୁବନେଶ୍ୱର ଜୟଦେବ ଭବନଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ପବିତ୍ର ଭାଦ୍ର ପରିକ୍ରମା ସତସଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଲି । ଶ୍ରୀଶ୍ରୀ ଠାକୁରଙ୍କ ଭାବଧାରା ଉପରେ ଆଲୋଚନା ଓ ଭଜନକୀର୍ତ୍ତନ ଶୁଣିବାର ସୁଯୋଗ ପାଇଲି। #Bhubaneswar #jaydevbhawan #Bandepurusottam

ଆଜି ବୁଧବାର(୩୦.୮.୨୦୨୩) ସନ୍ଧ୍ୟା ୫ଟା ୩୦ରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଗହ୍ମା ପୂର୍ଣ୍ଣିମା ମହୋତ୍ସବ’। ଜୟଦେବ ଭବନରେ ଆମେ ଏକାଠି ହେବା… ପରସ୍ପରକୁ ଚିହ୍ନିବା… ସୁଖ ଦୁଃଖ ବାଣ୍ଟିବା… ନିଜ ଗାଁ, ଜିଲ୍ଲା କଥା ଆଲୋଚନା କରିବା।
#AmeKendrapadia🙏
#TulashiKhetra #Kendrapara
#JaydevBhawan #Bhubaneswar

ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ଅନଫେଡ ଟ୍ୟୁନସ୍ ପକ୍ଷରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଏଥିରେ ନବାଗତ ଗାୟକ ଗାୟିକା ମାନଙ୍କ ପାଇଁ ଯେଉଁ ସୁଯୋଗ ସୃଷ୍ଟି କରାଯାଉଛି, ବାସ୍ତବିକ ତାହା ପ୍ରଶଂସନୀୟ।
#unfedtunes2023 #jaydevbhawan #bhubaneswar #Odisha

A Photography exhibition at #Jaydevbhawan sponsored by Govt. Of Odisha on the #WorldPhotographyDay2023

ଓଡ଼ିଆ, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ.. ୪ଟି ଭାଷାରେ ରାଜ୍ୟପାଳଙ୍କ ଚମତ୍କାର ଭାଷଣ
#Governor #ganeshilal #JaydevBhawan #Odisha Governor Odisha
ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚନ ସଭାରେ ଇଂରାଜୀରେ ଭାଷଣ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..ଏହାଦ୍ୱାରା ପିଲାମାନେ ଓଡ଼ିଆ ପଢିବାକୁ ଅଧିକ ମାତ୍ରାରେ ପ୍ରଭାବିତ ହେବେ..
#EngineeringOdiaLanguage #jaydevbhawan #NaveenPatnaik
ମହାମହିମଙ୍କୁ ଶିକ୍ଷାମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
#President #DroupadiMurmu #madamPresident #Engineering #OdiaLanguage #Odisha #JaydevBhawan
#WorldRadioDay ଅବସରରେ #JaydevBhawan ରେ ଆଉଟରିଚ୍ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ #RadioMela ଆୟୋଜନ କରାଯାଇଛି। ପ୍ରତିବର୍ଷ ଭଳି ଏଥର ବି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏକାଧିକ ରେଡ଼ିଓ ସଂଗ୍ରାହକ ସେମାନଙ୍କ ରେଡ଼ିଓ ପ୍ରଦର୍ଶନ କରିଛନ୍ତି।
ଡିଜିଟାଲ ଯୁଗରେ ବି କମିନି ରେଡିଓର କ୍ରେଜ୍!
#Outreach #Bhubaneswar

ଖୋଲିଲା ଜୟଦେବ ଭବନ, ଆଜି ଖୋଲିବ ରବୀନ୍ଦ୍ର ମଣ୍ଡପ
୨୦୦ ଦର୍ଶକଙ୍କୁ ଅନୁମତି, କାର୍ଯ୍ୟକ୍ରମରେ ସାମିଲ୍ ହେଲା ଭର୍ଚୁଆଲ୍ ମୋଡ୍
https://t.co/IkPl5bp6m9
#JaydevBhawan #RabidraMandap #Odisha #Sambad

Last night had a great show at #Jaydevbhawan #bhubaneswar at #Lata ji musical night.🙂 Thank you to the ppl who made it even in the rains to come & enjoy the show.❤️ #bhunaneswarbuzz #Bollywood #artistelife #Odisha

#Odisha #Students #Literature #Festival,
State level award givig ceremony at #JaydevBhawan #Bhubaneswar.

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ; ଶ୍ରମ ବିଭାଗର ବାର୍ଷିକ ବିବରଣୀ ପୁସ୍ତକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ https://t.co/RcaTSVQY7A #NewsRoom #LaboursDay_celebration #Bhubaneswar #JaydevBhawan #CM https://t.co/RcaTSVQY7A
Gd morning. Waiting to c u all in my show at #JaydevBhawan #Bhubaneswar tonight. :) Have a lovely day. https://t.co/AP4dYiwi2b
Last Seen Hashtags on Sotwe
jonas gf
Seen from Italy
gayfarting
Seen from Italy
kinugawa
Seen from United States
omegle() filter:videos
Seen from Canada
江家
Seen from Lebanon
omegle ()
Seen from Australia
USA
Seen from United States
momsonn() filter:videos
Seen from United States
omegle video**
Seen from United Kingdom
cbba
Seen from United States
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.7M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.6M followers

Taylor Swift 
@taylorswift13
83.5M followers

Lady Gaga 
@ladygaga
75M followers

Virat Kohli 
@imvkohli
72.7M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.7M followers

Bill Gates 
@billgates
64.9M followers

Selena Gomez 
@selenagomez
62.7M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers






























