Top Tweets for #jaypore
#ବାଜୁଛି_ଘଣ୍ଟ_ଗଡୁଛି_ରଥ
ଗୁଣ୍ଡିଚା ଘରକୁ ଯିବାକୁ କାଳିଆ ତରତର...ପୁରୀରେ ଶରଧାବାଲିରେ ପହଞ୍ଚିଗଲା ରଥ...ହେଲେ ବାକି ଜାଗାରେ ଆଜି ଗଡୁଛି ରଥ
#RathaJatra2026 #Jaypore #Odisha #KanakNews
ବିକ୍ରମଦେବ ଚାରୁକଳା ବିଦ୍ୟାଳୟକୁ ସରକାରଙ୍କ ଅଣଦେଖା ଅଭିଯୋଗ । ପ୍ରତିଶ୍ରୁତିରେ ଅଟକିଛି ବିଦ୍ୟାଳୟର ପରିଚୟ । ଡିଗ୍ରି କଲେଜ ହୋଇପାରୁନି, ଶିକ୍ଷକ ନିଯୁକ୍ତି ବି ମିଳୁନି । ମୁହଁରେ କଳାକନା ବାନ୍ଧି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ଛାତ୍ରଛାତ୍ରୀ
#jaypore #Odisha #KanakNews #Student
#ଭିଜିଲାନ୍ସ_ଜାଲରେ_ଖଣି_ଉପନିର୍ଦ୍ଦେଶକ
ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବାବୁ । ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ । ବାଲି ଖାଦାନ ଲିଜ୍ ଅବଧି ବଢ଼ାଇବା ପାଇଁ ନେଉଥିଲେ ମୋଟା ଅଙ୍କ ଟଙ୍କା ।
#jaypore #KanakNews
#ଏୟାରପୋର୍ଟ_ସମ୍ପ୍ରସାରଣ_ହେଉନି_ଭଡ଼ା_ମହଙ୍ଗା
ଜୟପୁର ବିମାନ ବନ୍ଦରକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଗୋଟିଏ ପଟେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏୟାରପୋର୍ଟର ସମ୍ପ୍ରସାରଣ କାମ ଅଟକି ରହିଥିବା ବେଳେ, ଅନ୍ୟପଟେ ଯାତ୍ରୀଙ୍କ ପକେଟ୍ ଉପରେ ପଡ଼ିଛି ମହଙ୍ଗା ମାଡ଼
#Jaypore #Odisha #KanakNews
#ମୁଁ_ଟଙ୍କେ_ବି_ନେଇନି
ମୁଁ ଲାଞ୍ଚ ନେଇନି, ମତେ ଫସାଯାଇଛି । ମୁଁ ସବୁକଥା କୋର୍ଟରେ କହିବି
#Jaypore #Odisha #KanakNews
#ଭାଲୁ_ମଞ୍ଜି_ବଦଳାଇବ_ଭାଗ୍ୟ
ଜଙ୍ଗଲର ଅନାଦୃତ 'ଭାଲୁ ମଞ୍ଜି' ଏବେ ବଦଳାଇବ ଭୂମିହୀନ ଓ ଆଦିବାସୀଙ୍କ ଭାଗ୍ୟ । କୋରାପୁଟ କୋଟପାଡ଼ରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ 'ଲକ୍ଷ୍ମୀତରୁ' ତୈଳ ପ୍ରକ୍ରିୟାକରଣ ୟୁନିଟ୍
#Odisha #KanakNews #Jaypore
#ଜମି_ଅଧିଗ୍ରହଣରେ_ପାତରଅନ୍ତର !
ରେଳ ପ୍ରକଳ୍ପ ପାଇଁ ଜମି ହରାଉଥିବା ଜମିହରାଙ୍କ ତହସିଲ ଅଫିସ ଘେରାଉ । ଜମିର ଉଚିତ୍ ମୂଲ୍ୟ ପ୍ରଦାନ ଦାବି । ନଚେତ୍ ହାଇକୋର୍ଟର ଦ୍ୱାରସ୍ଥ ହେବୁ ବୋଲି ଚେତାଇଛନ୍ତି ଜମିହରା
#Koraput #Odisha #KanakNews #Jaypore
#ମଝିଆଁ_ଦେଖିଥିଲେ_ସ୍ବପ୍ନ_ପୂରାକଲେ_ସାନ
କୋରାପୁଟ ଜୟପୁରର ଯୁବଚାଷୀ ରାମ ପ୍ରସାଦଙ୍କ ହାତର ଯାଦୁ । ପଥୁରିଆ ମାଟିରେ ଫଳାଇଛନ୍ତି ବିଭିନ୍ନ ପ୍ରକାର ବିଦେଶୀ ଫଳ । ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କୁ ବାଣ୍ଟୁଛନ୍ତି ରୋଜଗାର । ନିଜେ କରୁଛନ୍ତି ମାସକୁ ଲକ୍ଷାଧିକ ଟଙ୍କାର ଆୟ
#Koraput #Jaypore #Odisha #KanakNews
#ଜେପିଏଲ୍_ମଜା_ନେଲେ_କ୍ରୀଡ଼ାପ୍ରେମୀ
ଜୟପୁରରେ ଜେପିଏଲ୍ କ୍ରେଜ୍ । ଜେପିଏଲ୍ ମଜା ନେଲେ କ୍ରୀଡ଼ାପ୍ରେମୀ । ଚମକିଲେ ଯୁବ ଖେଳାଳି
#Sports #Odisha #KanakNews #Jaypore
#ନିଶା_ଇଞ୍ଜେକସନ_ମାୟାରେ_ଯୁବପିଢ଼ି
ନିଶା ଇଞ୍ଜେକସନ ମାୟାରେ ଜୟପୁରର ଯୁବପିଢ଼ି । କେନାଲ ରୋଡ୍ରେ ଚଢ଼ାଉ, ୭୫୦ ଇଞ୍ଜେକସନ ଜବତ କଲା ପୁଲିସ
#Odisha #KanakNews #Jaypore
#ପେପର_ମିଲ୍_ପୁନରୁଦ୍ଧାର_କର
ଜୟପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ପେପର୍ ମିଲ୍ ପୁନଃକାର୍ଯ୍ୟକ୍ଷମ ଦାବିରେ ଆନ୍ଦୋଳନ । ଯାନବାହାନ ଚଳାଚଳ ସହ ଦୋକାନ ବଜାର ବନ୍ଦ । ପୁନରୁଦ୍ଧାର ନହେଲେ ରାଜଧାନୀରେ ବଡ଼ ଆନ୍ଦୋଳନର ଚେତାବନୀ
#Jaypore #Odisha #KanakNews
#୧୨_ଘଣ୍ଟିଆ_ଜୟପୁର_ବନ୍ଦ
ଆଜି ୧୨ଘଣ୍ଟିଆ ଜୟପୁର ବନ୍ଦ । ସହରର ଲାଇଫ ଲାଇନ କୁହାଯାଉଥିବା ପେପର୍ ମିଲ୍କୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଆନ୍ଦୋଳନ ।
#jaypore #Odisha #KanakNews #mkt
#ରେଳପଥ_ପାଇଁ_ଚାଷୀ_ପ୍ରଶାସନ_ମୁହାଁମୁହିଁ
ଜୟପୁର-ମାଲକାନଗିରି ରେଳ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣକୁ ନେଇ ବିବାଦ । ବଜାର ଦର ତୁଳନାରେ ଖୁବ୍ କମ୍ ସରକାରୀ ମୂଲ୍ୟ ଧାର୍ଯ୍ୟ । ଉଚିତ୍ କ୍ଷତିପୂରଣ ନଦେଲେ ଜମି ଛାଡ଼ିବାକୁ ମନା କଲେ ଚାଷୀ
#Jaypore #Malkangiri #Odisha #KanakNews
#ସରକାରଙ୍କୁ_ଗୁହାରି_ମୋତେ_ମୃତ୍ୟୁ_ଦିଅ
ଜମି ବିକ୍ରି କରି ସ୍କୁଲ ଗୃହ ନିର୍ମାଣ କଲେ । ପିସି ଦାବି କରି ବିଲ କରାଇ ଦେଲେନି ଜେଇ ଓ ଏଇ । ଲାଞ୍ଚ ଦେଲେନି ବୋଲି ମିଳିନି ଟଙ୍କା । ଇଚ୍ଛାମୃତ୍ୟୁ ଆବେଦନ କରି ଚର୍ଚ୍ଚାରେ କୋରାପୁଟ ବେଣାସୁର ପଞ୍ଚାୟତର ପୂର୍ବତନ ସରପଞ୍ଚ
#Odisha #KanakNews #Jaypore
#ଶାଗମାଛ_ଦରରେ_ଜମି_ଦେବୁନି
ଜୟପୁର-ମାଲକାନଗିରି ନୂତନ ରେଳପଥ ନିର୍ମାଣକୁ ନେଇ ଜମିହରାଙ୍କ ଅସନ୍ତୋଷ । ବୈପାରୀଗୁଡ଼ାରେ ଶାଗମାଛ ଦରରେ ସରକାର ଜମି ନେବାକୁ ପ୍ରୟାସ କରୁଥିବା ଅଭିଯୋଗ । ଉଚିତ୍ ପ୍ରାପ୍ୟ ପାଇଁ ତହସିଲ ଅଫିସ୍ରେ ଜମିହରାଙ୍କ ଗର୍ଜନ
#Jaypore #Malkangiri #Odisha #KanakNews
ବହୁ ଚର୍ଚ୍ଚିତ ‘ଆଦର୍ଶ କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି’ ଦୁର୍ନୀତି ମାମଲାରେ ବଡ଼ ପଦକ୍ଷେପ ନିଆଯାଇଛି । ରାଜସ୍ଥାନର ଜୟପୁରସ୍ଥିତ ସ୍ବତନ୍ତ୍ର PMLA କୋର୍ଟଙ୍କ ଆଦେଶକ୍ରମେ ୧୩୯ ଜଣ ଅଭିଯୁକ୍ତଙ୍କ ସମ୍ପତ୍ତି ପଞ୍ଜୀକରଣ, ବିକ୍ରୟ ଓ ହସ୍ତାନ୍ତରଣ ଉପରେ ଓଡ଼ିଶାରେ ରୋକ୍ ଲଗାଯାଇଛି
#Odisha #KanakNews #Jaypore
#ଚାଷୀଙ୍କ_ପାଇଁ_ତାତିଲେ_ନେତା
୨୨ ଶହ ଚାଷୀଙ୍କ ପଞ୍ଜୀକରଣ ହେଲାନାହିଁ । ଲ୍ୟାମ୍ପରେ ସବୁ କଲେ, ଲୋକ ଜାଣିପାରିଲେନି । ଏକରକୁ ଗୋଟେ ବସ୍ତା ସାର ଦେଲେ ଚାଷୀ ମରିବେ ନା ବଞ୍ଚିବେ ?
#Jaypore #Koraput #Odisha #KanakNews #farmer
#ବିକଟାଳ_ଶବ୍ଦ_କରୁଥିଲା_ପୁଲିସ୍_ନେଇଗଲା
ବିକଟାଳ ଶବ୍ଦରେ ବ୍ରେକ୍ । ଜୟପୁରରେ ଅମାନିଆଙ୍କୁ ସାବାଡ୍ । ପୁଲିସର ଟାଇଟ୍ ଆକ୍ସନ । ୧୦୦ ବୁଲେଟ୍ ଜବତ,ମୋଟାଅଙ୍କର ଜରିମାନା ଆଦାୟ
#Odisha #KanakNews #Jaypore
Last Seen Hashtags on Sotwe
มาบตาพุด
Seen from Thailand
misterpommery
Seen from United States
หลุดทวิต
Seen from Thailand
momson()+filter:media() - filter:images
Seen from United States
nolimit()filter:media() - filter:images
Seen from Austria
vaneeded
Seen from Indonesia
小男孩
Seen from Brazil
TEENAGEE()…..+video
Seen from Egypt
gaylokal
Seen from Malaysia
zenci
Seen from Turkey
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
111.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.2M followers

Lady Gaga 
@ladygaga
73.7M followers

Virat Kohli 
@imvkohli
70.9M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.8M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.4M followers

X 
@x
60.8M followers
