Top Tweets for #kaliasaanta
#ପହଣ୍ଡିରେ_ଆସୁଛନ୍ତି_କାଳିଆ_ସାଆନ୍ତ
ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ
ଘଣ୍ଟ, ଶଙ୍ଖ ଧ୍ବନିରେ କମ୍ପୁଛି ଶ୍ରୀକ୍ଷେତ୍ର ଧାମ
କିଛି ସମୟ ପରେ ପୂର୍ଣ୍ଣ ହେବ ଶୂନ୍ୟ ରଥ
ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ
#BahudaYatra #Jagannath #KaliaSaanta #Puri #RathYatra #JayJagannath #OdishaNews

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଫୁଲ ଗୁନ୍ଥିବାକୁ ଦୌଡ଼ିଆସିଛନ୍ତି ବୁଢ଼ୀ ମାଉସୀ....୨ ଘଣ୍ଟା ଧରି ଅପେକ୍ଷା କରିବା ପରେ ବି ପୋଲିସ ଛାଡ଼ୁନଥିବାରୁ ଅସନ୍ତୋଷ ପ୍ରକାଶ କଲେ
#LordJagannath #AdapaMandapa #KaliaSaanta #RathaYatra2026 #PuriRathaYatra #HolyDust #BhaktaDarshan #OTV
ଆଡ଼ ମଣ୍ଡପକୁ ବିଜେ କରିଛନ୍ତି କାଳିଆ ସାଅନ୍ତ... ଗୋଟି ପହଣ୍ଡିରେ ଯିବା ବେଳେ ପଡ଼ିଛି ଜଗାର ପାଦ ଚିହ୍ନ.. ପାଦ ଧୂଳିକୁ ଉତ୍କଣ୍ଠାର ସହ ସାଉଁଟୁଛନ୍ତି ଶ୍ରଦ୍ଧାଳୁ
#LordJagannath #PadaDhuli #AdapaMandapa #KaliaSaanta #JagannathPahandi #RathaYatra2026 #PuriRathaYatra #SacredFootprint #HolyDust #OTV
#ବଡ଼ଦାଣ୍ଡରେ_ଭକ୍ତିର_ଭିଡ଼...
କାଳିଆ ସାଆନ୍ତଙ୍କ ସ୍ନାନଯାତ୍ରା ଓ ଦିବ୍ୟ ଗଜାନନ ବେଶ ଦର୍ଶନ ପାଇଁ ପୁରୀ ଆଜି ଭକ୍ତିମୟ ସମୁଦ୍ରରେ ପରିଣତ ହୋଇଛି।
#SnanaPurnima2026 #PuriDham #SeaOfDevotees #KaliaSaanta #JaiJagannath #Puri #Odisha #ArgusNews

ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସେବା ନୀତି। ଭକ୍ତ ଆଉ ଭଗବାନଙ୍କ ଏହି ଅନାଦି ସମ୍ପର୍କର ସେବା ପରମ୍ପରା ସତରେ ଅଲୌକିକ।
#SnanaPurnima2026 #SrimandirRituals #KaliaSaanta #JaiJagannath #Puri #Odisha #ArgusNews
-କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ
-ଧାଡ଼ି ପହଣ୍ଡିରେ ଆସୁଛନ୍ତି ଜଗନ୍ନାଥ
-ରତ୍ନବେଦିରୁ ସ୍ନାନବେଦିକୁ ଆସୁଛନ୍ତି
#JayJagannath #KaliaSaanta #Pahandi #DhadiPahandi #SnanaYatra #LordJagannath #PuriTemple #JagannathPuri #prameyanews7

#କାଳିଆ_ସାଆନ୍ତଙ୍କ_ପହଣ୍ଡି
ଧାଡ଼ି ପହଣ୍ଡିରେ ଆସୁଛନ୍ତି ଜଗନ୍ନାଥ, ରତ୍ନବେଦିରୁ ସ୍ନାନବେଦିକୁ ଆସୁଛନ୍ତି ବଡ଼ଦେଉଳର କଳାଠାକୁର।
#DevasnanaPurnima #KaliaSaanta #PahandiBije #SnanaMandap #JayJagannath #Puri #OdishaCulture #ArgusNews

-କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ
-ଧାଡ଼ି ପହଣ୍ଡିରେ ଆସୁଛନ୍ତି ଜଗନ୍ନାଥ
-ରତ୍ନବେଦିରୁ ସ୍ନାନବେଦିକୁ ଆସୁଛନ୍ତି
#JayJagannath #KaliaSaanta #Pahandi #DhadiPahandi #SnanaYatra #LordJagannath #PuriTemple #JagannathPuri #OTV

ଜଗନ୍ନାଥ ସଂସ୍କୃତି ଓ ପୁରୀର ଲୋକ କଥା ର ଅନ୍ୟ ଏକ ଉଦାହରଣ ନେତ ପିଲା , ପ୍ରତି ବର୍ଷ ନେତ ପଞ୍ଚମୀ ରେ ପିଲାମାନେ ଏହି ବେଶ ଧାରଣ କରନ୍ତି ।
#jayjagannathtv #SidharthTV #NamitaAgrawal #purijagannath #jayjagannath🙏 #netapila #Jagannathaculture #odisha #mahabahu #kaliasaanta🙏

Last Seen Hashtags on Sotwe
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers















