Top Tweets for #klworking
Village level survey, household survey, local market survey for livelihood of kenduleaf beneficiaries in different ranges of Kendujhar Kenduleaf Division.
#kenduleaf #klworking #livelihoodsurvey
@CMO_Odisha @ForestDeptt @kenduleafodisha @IPR_Odisha

କେଉଁଝର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଆକୁଲ କେନ୍ଦୁପତ୍ର ରେଞ୍ଜର ମହାବିରୋଡରେ ବାଇଣ୍ଡର୍ସ ମାନଙ୍କ ପାଇଁ କେନ୍ଦୁପତ୍ର ବାଇଣ୍ଡିଂ ଅପରେସନର ରେଞ୍ଜ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ କରାଯାଇଅଛି
#pccfkenduleaf #kenduleaf #greengoldofodisha #klworking

୨୮ ଏପ୍ରିଲ, ୨୦୨୬ରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଓଡିଶାଙ୍କ ଜୟପୁର ଗସ୍ତ ସମୟରେ, ଜୟପୁର କେନ୍ଦୁପତ୍ର ଡିଭିଜନ କାର୍ଯ୍ୟାଳୟରେ କନଫରେନ୍ସ ହଲ ଉଦଘାଟନ କରିଥିଲେ, ଜୟପୁର ରେଞ୍ଜର ବିଭିନ୍ନ ଫଡ଼ି ପରିଦର୍ଶନ କରିଥିଲେ।
#pccfkenduleaf #kenduleaf #greengoldofodisha #klworking

କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ସମସ୍ତ ରେଞ୍ଜରେ କେନ୍ଦୁପତ୍ର କେରିର "ରଚେଇ"ରେ ରଖାଯାଉଛି ।
#pccfkenduleaf #kenduleaf #greengoldofodisha #klworking


କେନ୍ଦୁପତ୍ର ଯାଞ୍ଚ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ସମୟରେ କେନ୍ଦୁପତ୍ର ବ୍ୟାଗଗୁଡ଼ିକୁ ଆର୍ଦ୍ରତାରୁ ସୁରକ୍ଷା ଦେବା ପାଇଁ ବଲାଙ୍ଗୀର କେନ୍ଦୁପତ୍ର ଡିଭିଜନର ଝାରବନ୍ଧାଲି ରେଞ୍ଜର ଝାରବନ୍ଧାଲି ଠାରେ ସିମେଣ୍ଟ କଂକ୍ରିଟ୍ ପ୍ଲାଟଫର୍ମ ନିର୍ମାଣ କରାଯାଇଛି।
#pccfkenduleaf #kenduleaf #klworking

କେଉଁଝର କେନ୍ଦୁପତ୍ର ଡିଭିଜନର ବିଭିନ୍ନ ରେଞ୍ଜରେ #କେନ୍ଦୁପତ୍ର_ଲଟ୍ ଯାଞ୍ଚ ପାଇଁ କଂକ୍ରିଟ୍ ପ୍ଲାଟଫର୍ମ ନିର୍ମାଣ
#pccfkenduleaf #kenduleaf #klworking

କେଉଁଝର କେନ୍ଦୁପତ୍ର ଡିଭିଜନର ଡିଏଫଓଙ୍କ ଦ୍ୱାରା ୨୦୨୬ ଫସଲ ବର୍ଷ ପରିଚାଳନା ସମ୍ପର୍କରେ ଋତୁକାଳୀନ କର୍ମଚାରୀ, ବନପାଳ, ବନରକ୍ଷୀ ଏବଂ ରେଞ୍ଜର୍ସଙ୍କ ସହ ଆଲୋଚନା ।
#pccfkenduleaf #kenduleaf #klworking

କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ତେଲକୋଇ କେନ୍ଦୁପତ୍ର ରେଞ୍ଜରେ ୦୩.୦୩.୨୬ ତାରିଖ ଦିନ ଡିଏଫଓଙ୍କ ଦ୍ୱାରା # କେନ୍ଦୁପତ୍ର_ଗୋଛା କାଟିବା କାର୍ଯ୍ୟର ଯାଞ୍ଚ କରାଯାଉଅଛି ।
#pccfkenduleaf #kenduleaf #klworking

ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନରେ # କେନ୍ଦୁପତ୍ର_ଗୋଛା କାଟିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
#pccfkenduleaf #klworking


କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ତେଲକୋଇ କେନ୍ଦୁପତ୍ର ରେଞ୍ଜର ଏମିରି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା, ଯେଉଁଠାରେ ୧୪୨ ଜଣ କେନ୍ଦୁପତ୍ର ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
#pccfkenduleaf #kenduleaf #klworking #healthcamps #sbifoundation #curebay

କେନ୍ଦୁପତ୍ର ସଂସ୍ଥା,ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ବିଭିନ୍ନ କେନ୍ଦୁପତ୍ର ଡିଭିଜନ ଦ୍ବାରା କେନ୍ଦୁପତ୍ର-ବୁଦା କାଟିବା କାର୍ଯ୍ୟ ଆରମ୍ଭ ହୋଇଯାଇଅଛି
#pccfkenduleaf #kenduleaf #klworking

ଫସଲ ବର୍ଷ -୨୦୨୬ ପାଇଁ ତେଲକୋଇ, ଆକୁଳ ର ଋତୁକାଳୀନ କେନ୍ଦୁପତ୍ର କର୍ମଚାରୀଙ୍କ ପାଇଁ ସଚେତନା କାର୍ଯ୍ୟକ୍ରମ
#pccfkenduleaf #klworking #Sensitisation_programme

କେସିଙ୍ଗା କେନ୍ଦୁପତ୍ର ରେଞ୍ଜର ନିର୍ମାଣଧିନ ନୂତନ ଫଡି ଘରର ଛାତରେ ନୀଳ ସ୍କୋପ୍ ସିଟ୍ (Blue Scope Sheet) ଲଗା ଯାଉଅଛି ।
#pccfkenduleaf #klworking


୧୧.୦୨.୨୬ ରେ ଆୟୋଜିତ ହେବାକୁ ଥିବା # ନିଶୁଲ୍କ_ସ୍ୱାସ୍ଥ୍ୟ_ଶିବିର ରେ ଯୋଗଦେବା ପାଇଁ ଆକୁଲ କେନ୍ଦୁପତ୍ର ରେଞ୍ଜର ମାଲଣ୍ଡା ଗାଁରେ ମାଇକିଂ
#pccfkenduleaf #klworking #healthcamp #sbifoundation #curebay
Curebay, SBI ଫାଉଣ୍ଡେସନର ସହଯୋଗରେ #କେନ୍ଦୁଝର_କେନ୍ଦୁପତ୍ର_ରେଞ୍ଜର #ଭୋକା ଗାଁରେ କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ # ନିଶୁଲ୍କ_ସ୍ୱାସ୍ଥ୍ୟ_ଶିବିର ଆୟୋଜନ କରାଯାଇଥିଲା, ଏହି ଶିବିରରେ ମୋଟ୍ ୧୮୨ ଜଣଙ୍କୁ ନିଶୁଲ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା।
#pccfkenduleaf #klworking #healthcamp #curebay #SBIfoundation

୨୦୨୬ ଫସଲ ବର୍ଷ ପାଇଁ ପବିତ୍ର ବସନ୍ତ ପଞ୍ଚମୀ ଅବସରରେ, କେନ୍ଦୁଝର କେନ୍ଦୁପତ୍ର ଡିଭିଜନରେ #କେନ୍ଦୁପତ୍ର_ଗୋଛା କାଟିବା ପୁର୍ବ ରୁ ପୁଜା କରାଗଲା ।
#pccfkenduleaf #kenduleafodisha #KLworking #2026cropyear

Last Seen Hashtags on Sotwe
bdsm #korea
Seen from Vietnam
minichat (*) Filter:videos
Seen from Switzerland
γραμμενος
Seen from United States
MGAI
Seen from Netherlands
کاکولد
Seen from Germany
StrangersOnline
minichat
Seen from Japan
zoo sex() +filter:media
Seen from Germany
anxiouspanda
Seen from United States
naveltorture
Seen from India
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers

















































