Top Tweets for #maoattack
#ମାଓବାଦୀଙ୍କ_ଲାଲ_ଆତଙ୍କ_ଠିକାଦାରଙ୍କୁ_ହତ୍ୟା
ମାଲକାନଗିରି ସୀମାନ୍ତ ବିଜାପୁରରେ ଠିକାଦାରଙ୍କୁ ହତ୍ୟା
ପାମେଡ଼ ଗାଁ ନିକଟରେ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା
ରାସ୍ତା ନିର୍ମାଣକୁ ବିରୋଧ, ହତ୍ୟା ପରେ ଛାଡ଼ିଲେ ମାଓ ପୋଷ୍ଟର
@spmalkangiri #Maoattack

ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ , ପେର୍ଦ୍ଦାକୋର୍ମା ଗାଁର ୩ ଜଣଙ୍କୁ ହତ୍ୟା କଲେ ମାଓବାଦୀ । ୩ ଜଣଙ୍କ ଗଳା ଚିପି ହତ୍ୟା କରିଥିବା ସୂଚନା ।
#Chattishgarh #MaoAttack #KanakNews
ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ , ପେର୍ଦ୍ଦାକୋର୍ମା ଗାଁର ୩ ଜଣଙ୍କୁ ହତ୍ୟା କଲେ ମାଓବାଦୀ । ୩ ଜଣଙ୍କ ଗଳା ଚିପି ହତ୍ୟା କରିଥିବା ସୂଚନା ।
#Chattishgarh #MaoAttack #KanakNews

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ
IED ବିସ୍ଫୋରଣରେ ଜଣେ ଯବାନ ଗୁରୁତର
ଗୁରୁତର ଯବାନଙ୍କୁ ଏୟାର ଲିଫ୍ଟ ମାଧ୍ୟମରେ ରାଞ୍ଚି ପଠାଗଲା
ସେହି ଜଙ୍ଗଲରୁ ଜବତ ହୋଇଛି ଲୁଟ ବିସ୍ଫୋରକ
#IEDBlast #Naxal #MaoAttack #Jharkhand

#ସହିଦ_ଯବାନଙ୍କୁ_ଶେଷ_ସମ୍ମାନ
CRPF କୋବ୍ରା ବାଟାଲିଆନର ସୋଲାଙ୍କି ମେହୁଲଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ଦେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ..
#nandighoshatv #chattisgarh #maoattack #Encounter #LastRituals
ଛତିଶଗଡ଼ ସୀମାରେ ଏନ୍କାଉଣ୍ଟର : ଯବାନଙ୍କ ଗୁଳିରେ ୨ କ୍ୟାଡର ମାଓବାଦୀ ମୃତ #KanakNews #chattisgarh #maoattack
https://t.co/EDvhbsc2SE

Landmine Blast in Bijapur, Chhattisgarh | ଛତିଶଗଡ଼ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ପୋରଣ, ୨ ଯବାନ ଗୁରୁତର
#landmine #chatishgarh #bijapurnews #maoattack #prameyanews7
ଏମିତି ହୋଇଥାଇ ପାରେ ଯବାନଙ୍କ ଉପରେ ଆକ୍ରମଣ । ମାଓ ଅପରେସନ ସାରି ଜଙ୍ଗଲ ରାସ୍ତାରେ ଫେରୁଥିବା ବେଳେ ଏମିତି ଟାର୍ଗେଟରେ ରହିଥାଇପାରନ୍ତି ଯବାନ ।
#MaoAttack #Chattishgarh
#ଏମିତି_ବିସ୍ଫୋରଣ
#ଗଛରେ_ଲାଗିଛି_ଗାଡି_ପାର୍ଟ
ଭୟଙ୍କର ମାଓ ଆକ୍ରମଣ । ଆଇଇଡି ବିସ୍ଫୋରଣରେ ଉଡାଇଦେଲେ ଯବାନଙ୍କ ଗାଡି । ଛିଡକି କି ଗଛରେ ଲାଗିଛି ଗାଡିର ଅଂଶ ।
#MaoAttack #Blast
ଭୋକ ଉପାସରେ ଅପରେସନ ସାରି ଫେରୁଥିଲେ ଯବାନ । ବର୍ବର କାଣ୍ଡ ଘଟାଇଲେ ମାଓବାଦୀ ।
#Chhatishgarh #MaoAttack #KanakNews https://t.co/uKiJl0aouv
#ଆଇଡି_ବିସ୍ଫୋରଣ_୮ଯବାନ_ସହିଦ
ଛତିଶଗଡ଼ ବିଜାପୁରରେ ବଡ଼ ମାଓ ହମଲା । ଆଇଇଡି ବିସ୍ଫୋରଣରେ ଉଡ଼ିଲା ଯବାନଙ୍କ ଗାଡ଼ି । କୁଟରୁ ବେଦ୍ରେ ସଡକରେ ହମଲା । ୮ଯବାନ ସହିଦ ଓ ଜଣେ ଡ୍ରାଇଭର ମୃତ ।
#chhatishgarh #MaoAttack #KanakNews
ଯବାନଙ୍କ ଉପରେ ବର୍ବର ଆକ୍ରମଣ । ବିଜାପୁରରେ ଉଡ଼ାଇ ଦେଲେ ଯବାନଙ୍କ ଗାଡ଼ି ।
#chhatishgarh #MaoAttack #KanakNews

ଆଇଡି ବିସ୍ଫୋରଣରେ ଉଡିଲା ଯବାନଙ୍କ ଭ୍ୟାନ । ବିସ୍ଫୋରଣରେ ୮ ଯବାନ ଓ ଭ୍ୟାନ ଡ୍ରାଇଭର ସହିଦ । ଯବାନଙ୍କ ଗାଡିକୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ ମାଓବାଦୀ । ବସ୍ତର ଆଇଜି ସୁନ୍ଦର ରାଜ ପି ଦେଲେ ସୂଚନା ।
#MaoAttack #Jawan #Saheed

#ମାଲକାନଗିରିରେ_ମାଓ_ଏନକାଉଣ୍ଟର
ଗତକାଲି ବିଳମ୍ବିତ ରାତିରେ ୩୦ରୁ ଉର୍ଦ୍ଧ୍ବ ମାଓବାଦୀ ମାଲକାନଗିରି ଜୀନେଲଗୁଡା ଦେଇ ଓଡିଶା ଭିତରକୁ ପଶି ଆସିଥିଲେ । ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । #MaoAttack #Malkanagiri #Odisha #KanakNews
#IED_ବିସ୍ଫୋରଣରେ_୫_ଯବାନ_ଆହତ
-ଛତିଶଗଡ଼ ବିଜାପୁରରେ IED ବିସ୍ଫୋରଣରେ ୫ ଯବାନ ଆହତ
-ଟେରାମ୍- ଗୁଡୁମ୍ ଗାଁ ଜଙ୍ଗଲରେ IED ବିସ୍ଫୋରଣ
-ଆହତ ସିଆରପିଫ୍ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି
-ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ IED
#Maoattack #IED

#୩_ଯବାନଙ୍କୁ_ଏୟାରଲିଫ୍ଟ
ଲାଲବାହିନୀ ଆକ୍ରମଣରେ ଆହତ ୩ ଯବାନଙ୍କୁ ଏୟାରଲିଫ୍ଟ । ସେପଟେ ସୁରକ୍ଷାକକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୭ ନକ୍ସଲ । #MaoAttack #OTV
ପୋଲିସ ଇନଫର୍ମର ସନ୍ଦେହରେ ଦୁଇଜଣଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ଏହି ବର୍ବର କାଣ୍ଡ ଘଟିଛି।
#maoattack #Death #nandighoshatv #nandighoshatv

କମ୍ବିଂ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ଗୁରୁତର । ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ।
#MaoAttack #IED #Blast
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.2M followers

CNN 
@cnn
61.8M followers

X 
@x
60.8M followers






