Top Tweets for #maocamp
#WATCH | Bijapur, Chhattisgarh: Security forces recover over Rs 65 lakh cash, a massive arsenal of lethal weapons, and explosive materials from a Maoist dump in Bijapur district.
#bijapur
#chhattishgarh
#maocamp
#kalingatv
ମାଓ କ୍ୟାମ୍ପରୁ କେଜିଏ ସୁନା ଜବତ
ଛତିଶଗଡ଼ ବସ୍ତରରେ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ
ବସ୍ତର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ
କେଜିଏ ସୁନା ସହ ନଗଦ ୩ କୋଟି ୨୯ ଲକ୍ଷ ଟଙ୍କା ଜବତ
ଦଣ୍ଡକାରଣ୍ୟ ସ୍ପେଶାଲ ଡିଭିଜନର ୧୦୮ ସଦସ୍ୟ
#Breakignews
#Maocamp
#naxal
#chhatisgarha
#ମାଓ_ଅପରେସନରେ_ମିଳିଲା_ସଫଳତା
- ବାଲିଗୁଡ଼ା: ସିଆରପିଏଫ୍ ଓ ଡିଭିଏଫର ମିଳିତ ଅପରେସନରେ ମିଳିଲା ସଫଳତା
- ବାଲିଗୁଡ଼ା ଥାନ ଅଞ୍ଚଳର ଗଙ୍ଗେରୀ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ
#Sambad #Baliguda #Odisha #MaoCamp

କମ୍ବିଂ ବେଳେ ମାଓ କ୍ୟାମ୍ପ୍ ଠାବ ଓ ବିପୁଳ ମାଓ ସାମଗ୍ରୀ ଜବତ, ଜଙ୍ଗଲରେ ହାର୍ଡକୋର୍ ମାଓବାଦୀ ଲୁଚିଥିବା ସନ୍ଦେହ
#Antinaxal #maocamp #combingoperation
https://t.co/KMhGQs7eHg
ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଦଡ଼ଇପାଣି ପାହାଡ଼ରେ ମାଓ କ୍ୟାମ୍ପ ଠାବ I ସୀମାନ୍ତ ଜଙ୍ଗଲରେ ମାଓ ଗତିବିଧି ନେଇ ଚାଲିଥିଲା ସର୍ଚ୍ଚ ଅପରେସନ I ବିସ୍ଫୋରକ, ବନ୍ଧୁକ ସହ ଅନ୍ୟ ମାଓ ସାମଗ୍ରୀ ଜବତ I
#Chhattisgarh #Odisha #NuapadaBorder #MaoCamp
Malkangiri | କାଲିମେଳା ଗୋରେଗନ୍ଧି ଜଙ୍ଗଲରେ ମାଓ ଡମ୍ପ ଠାବ, DVF ଓ BSFର ମିଳିତ ଅପରେସନ | PrameyaNews7
#malkangiri #prameyanews7 #kalimela #dvf #bsf #maocamp
#ଭୁଶୁଡୁଛି_ମାଓ_କ୍ୟାମ୍ପ
ଭୁଶୁଡୁଛି ମାଓ କ୍ୟାମ୍ପ । ମାଲକାନଗିରି କାଲିମେଳା ଅଂଚଳରେ ବଡ ଧରଣର କମ୍ବିଂ ଅପରେସନ୍ ।
#ArgusNews #Maobadi #MaoCamp #CombingOperation
ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ମାଓ କ୍ୟାମ୍ପ ଠାବ, ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ବନ୍ଧୁକ ଜବତ #chhattisgarh #prameyanews7 #maocamp #securityforces
#ବିଜାପୁରରେ_ମାଓ_କ୍ୟାମ୍ପ୍_ଠାବ
-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ବଡ଼ ଧରଣର ମାଓ କ୍ୟାମ୍ପ୍ ଠାବ
-ସର୍ଚ୍ଚ ଅପରେସନ୍ ବେଳେ CRPF କୋବ୍ରା ଯବାନଙ୍କୁ ସଫଳତା
-ଜଙ୍ଗଲ ଭିତରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ବନ୍ଧୁକ ଜବତ
-ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ ଯୋଜନା କରୁଥିଲେ ମାଓବାଦୀ
#MaoCamp #Chhattisgarh #Bijapur #CRPF #OTV

#ଓଡ଼ିଶା_ଛତିଶଗଡ଼_ସୀମାରେ_ମାଓ_କ୍ୟାମ୍ପ_ଠାବ
-ନୂଆପଡ଼ା: କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ
-ସିନାପାଲି ଥାନା ନାରାୟଣଡଙ୍ଗର ସଂରକ୍ଷିତ ଜଙ୍ଗଲରେ ଠାବ
-ଡିଭିଏଫ୍ ଓ ଛତିଶଗଡ଼ ପୋଲିସର ମିଳିତ କମ୍ବିଂ ବେଳେ ଠାବ
-IED, ଜିଲୋଟିନ୍ ଓ ଡେଟୋନୋର ଜବତ, ଛତ୍ରଭଙ୍ଗ ଦେଲେ ମାଓବାଦୀ
#Nuapada #Maocamp #Combingoperation #IED #Odisha #OTV

#ଜବତ_ହେଲା_ବିସ୍ଫୋରକ_ସାମଗ୍ରୀ
Huge Amount of Explosives seized in Kandhamal Forest
ପଣ୍ଡ ହେଲା ମାଓବାଦୀଙ୍କ ବଡ଼ ଅପରେସନ, କନ୍ଧମାଳ କୁମ୍ବେମେଲୁ ଜବତ ହେଲା ବିପୁଳ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ
#kandhamalnews #maocamp #Explosives #prameyanews7
ଓଡ଼ିଶା ମୁହାଁ ହେଉଛନ୍ତି କି ମାଓବାଦୀ? ସୀମାରେ ମାଓ କ୍ୟାମ୍ପ ଠାବ
#Maoists #Naxal #Maocamp #Odisha #Chhattisgarh
https://t.co/MrOMrjWmqN
#କ୍ୟାମ୍ପ_ଠାବ_ଛତ୍ରଭଙ୍ଗ_ଦେଲେ_ମାଓବାଦୀ
-ବଲାଙ୍ଗୀର: ଜଙ୍ଗଲରେ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ
-ଖପ୍ରାଖୋଲ ଓ ତୁରେକେଲା ଥାନା ଅଞ୍ଚଳରେ ମାଓ କ୍ୟାମ୍ପ
-ଗନ୍ଧମାର୍ଦ୍ଦନ ପାହାଡ଼ ଓ ଛତରଦାଣ୍ଡି ଜଙ୍ଗଲରେ ସର୍ଚ୍ଚ ବେଳେ ଠାବ
-ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିପୁଳ ମାଓ ସାମଗ୍ରୀ ଜବତ
#Maoists #MaoCamp #Odisha #OTV

#16_ମାଓ_ବଙ୍କର_ଧ୍ବଂସ #ମାଓ_ସମାଗ୍ରୀ_ଜବତ
ରାଉରକେଲା: ସରଣ୍ଡା ଜଙ୍ଗଲ ପଶ୍ଚିମ ସିଂହଭୂମରେ STF ଏବଂ CRPFର ମିଳିତ ଚଢ଼ଉ I ଚଢ଼ଉରେ ମାଓ ଆଡ୍ଡାସ୍ଥଳୀ ନଷ୍ଟ କଲା ଝାଡ଼ଖଣ୍ଡ ସୁରକ୍ଷା ବାହିନୀ I 16 ମାଓ ବଙ୍କର ଧ୍ବଂସ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ I
#Sundergarh #Rourkela #MaoCamp
ବିଜାପୁର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନ ଗୁରୁତର
https://t.co/5MVjs6Hjnv
#PrameyaNews7 #OdishaNews #odisha #Malkangiri #maocamp
ବିଜାପୁର ମାଓ ଏନକାଉଣ୍ଟର ସ୍ପଟରୁ ଆସିଲା ଛାତିଥରା ଦୃଶ୍ୟ । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଛିନଛତ୍ର ମାଓ କ୍ୟାମ୍ପ୍ଏ। ନକାଉଣ୍ଟରରେ ନିହତ ହୋଇଛନ୍ତି ୩୧ ମାଓବାଦୀ...
#Encounter #Bijapur #ViralVideo #MaoCamp #OTV
-ବୌଦ୍ଧରେ ପୁଣି ମାଓକ୍ୟାମ୍ପ ଠାବ
-ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
-ମନମୁଣ୍ଡା ଥାନା କନାଗୁଡା ନିକଟ ଜଙ୍ଗଲରେ DVF ଓ ବମ ସ୍କ୍ୱାର୍ଡ ମିଳିତ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ
-୨୩୦ ଜିଲୋଟିନ ସମେତ ବହୁ ମାଓ ସାମଗ୍ରୀ ଜବତ
-ଏନେଇ ସୂଚନା ଦେଲେ ଏସପି ନାଗରାଜ୍ ଦେବରକୋଣ୍ଡା
#boudh #Maocamp #found #NandighoshaTV

#ମାଓ_କ୍ୟାମ୍ପରୁ_ବିପୁଳ_ମାଓ_ସାମଗ୍ରୀ_ଜବତ
ଛତିଶଗଡରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ୧୦ ମାଓବାଦୀ ନିପାତ, ମାଓକ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
#KanakNews #Chhatishgarh #MaoCamp
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଅମାର ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଉଭୟ ରାଜ୍ୟର ସୁରକ୍ଷାକର୍ମୀଙ୍କ ଦ୍ବାରା ଜୋରଦାର କମ୍ବିଂ। ମାଓବାଦୀଙ୍କ ଛତ୍ରଭଙ୍ଗ ସୂଚନା। ଗୋଟିଏ ବନ୍ଧୁକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ।
#Maocamp #Odisha #Chhattisgarh #OTV
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers









