Top Tweets for #mathili
#ବଞ୍ଚି_ଥାଉ_ଥାଉ_ମାରିଦେଲେ
#୭_କୋଟି_ନେଇଗଲେ !
ମାଥିଲିରେ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣରେ ଅର୍ଥ ହଡପ । ଜମିହରାଙ୍କୁ ପ୍ରାପ୍ୟ ଦେବାରେ ଚଞ୍ଚକତା । ବଂଶାନୁକ୍ରମିକ ଯୋଗ୍ୟ ହିତାଧିକାରୀ ତାଲିକାରେ ୩ ଜଣଙ୍କୁ ମୃତ ଦର୍ଶାଇ ୭ କୋଟି ହେର୍ଫେର୍
#Mathili #Malkangiri #Odisha #KanakNews
#କି_ପାର୍କ_ହେଉଛି_ଯେ_ସରୁନି ?
ମାଥିଲି ସାଲିମି ପଞ୍ଚାୟତରେ ଅଧପନ୍ତରିଆ ପାର୍କ । ୨୦୨୧ରେ ମନରେଗାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା କାମ । ଏବେ ଅର୍ଥାଭାବରୁ ନଷ୍ଟ ହେଉଛି ଖେଳ ଉପକରଣ । ସରକାର ବଦଳିବା ପରେ ପ୍ରକଳ୍ପ ପାଇଁ ଅନୁଦାନ ଆସୁନଥିବା ଅଭିଯୋଗ
#Mathili #Odisha #KanakNews #Malkangiri
ରାତିରେ ଶୋଇଥିବା ବେଳେ କାମୁଡ଼ିଦେଲା ସାପ, ସାପକୁ ବ୍ୟାଗରେ ଧରି ମେଡିକାଲରେ ପହଁଚିଲେ ମହିଳା
#Snake #mathili #Odisha #prameyanews7 #breakingnews #TopNews
#କାଟିଦେଲେ_ଭତ୍ତା_ରାସନ
ଆଧାରକାର୍ଡ କଟିଗଲା ବୋଲି କାଟିଦେଲେ ଭତ୍ତା ଓ ରାସନ । ଗୁହାରି ଶୁଣିଲାନି ପ୍ରଶାସନ । ଅଧିକ ବୟସ୍କଙ୍କ ହୋଇପାରୁନି ଆଧାର ଅପଡେଟ । ଦୁଃଖରେ ମାଥିଲି ବ୍ଲକ ପାକନାଗୁଡା ଗାଁର କୌଶଲ୍ୟା ବାକା । ଭଙ୍ଗା ଦଦରା ଘରେ ବିତାଉଛନ୍ତି ଜୀବନ
#Odisha #NandighoshaTV #Mathili
#ଭାଲୁକୁ_ମାରିଥିବା_ଅଭିଯୋଗରେ_୫ଗିରଫ
ଭାଲୁକୁ ମାରିଥିବା ଅଭିଯୋଗରେ ୫ ଗିରଫ । ମାଲାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ଅଧିନ ଡାଇଗୁଡ଼ା ଗ୍ରାମରୁ ଗତ ଗତ ୧୭ ତାରିଖରେ ଏକ ଭାଲୁ ରାସ୍ତା ଉପରକୁ ଚାଲି ଆସିଥିବା ବେଳେ ତାକୁ ଉଦ୍ଧାର କରିଥିଲା ବନ ବିଭାଗ ।
#Malkangiri #Mathili #OdishaNews #BreakingNews #WildlifeCrime #BearRescue #ForestDepartment #Arrested #NandighoshaTV
ମାଲକାନଗିରିରେ ଜନବସତି ମୁହାଁ ଭାଲୁ। ମାଥିଲି ଡାଇଗୁଡ଼ା ନିକଟ ରାସ୍ତାରେ ବୁଲୁଛି ଭାଲୁ।ଘଉଡ଼ାଇବାକୁ ପୋଲିସ ସହ ବନ ବିଭାଗର ପ୍ରୟାସ।
#Malkangiri #Bear #mathili #PublicFear #Odisha #OTV
ଆଧାର ନାହିଁ ତ ପେନସନ ବନ୍ଦ; ଭତ୍ତା ପରେ ରାସନ ବି କାଟିଦେଲେ ବାବୁ
#Pension #Odisha #Mathili #KanakNews
https://t.co/vzw2SuMT8I
#ଆଧାର_ନାହିଁ_ବୋଲି_ଭତ୍ତା_କାଟିଦେଲେ
ଆଧାର ନାହିଁ ତ ପେନସନ ବନ୍ଦ । ଭତ୍ତା ପରେ ରାସନ ବି କାଟିଦେଲେ ବାବୁ । ପ୍ରଶାସନର କଠୋର ନିତି ବିରୋଧରେ ୫ ବର୍ଷ ହେବ ଲଢ଼େଇ ଜାରି ରଖିଛନ୍ତି ବୃଦ୍ଧା
#Mathili #Odisha #KanakNews #Malkangiri #Pension
#ଭୂତ_ଆକାଉଣ୍ଟରେ_ଲକ୍ଷାଧିକ_ଲୁଟ୍ !
ମାଥିଲି ଲ୍ୟାମ୍ପସରୁ କୋଟି କୋଟି ଟଙ୍କା ଗାଏବ ଘଟଣା । ସାମ୍ନାକୁ ଆସିଲା ୩୪ଟି ଭୂତ ଆକାଉଣ୍ଟର ସାଂଘାତିକ ସତ । ନକଲି ଆକାଉଣ୍ଟ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ହେରଫେର । ବିଭାଗୀୟ ବଡ଼ବଡ଼ିଆ ବାବୁଙ୍କ ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
#Malkangiri #Mathili #Odisha #KanakNews
Sunstroke : ପାଟ୍ରୋଲିଂ କରିବା ବେଳେ ଟଳିପଡ଼ିଲେ ବନ କର୍ମଚାରୀ, ଅଂଶୁଘାତରେ ମୃତ୍ୟୁ ଅଭିଯୋଗ https://t.co/NQcvjVxsC9
#prameyadigital #Heatstroke #ForestDepartment #OdishaNews #BreakingNews #Heatwave #DutyDeath #mathili
#ସାର_ଟଙ୍କା_ନେଇ_କର୍ମଚାରୀ_ଗାଏବ !
ମାଥିଲି ଲ୍ୟାମ୍ପସ୍ରୁ ଅଢ଼େଇ କୋଟି ଗାଏବ ଘଟଣା । ସାର ଅର୍ଥ ହଡ଼ପ କରି କର୍ମଚାରୀ ଫେରାର ! ହିସାବ ବେଳେ ଧରାପଡ଼ିଗଲା ଗଡ଼ବଡ଼ । ସମବାୟ ବ୍ୟବସ୍ଥାରେ ସୁଧାର ନଆଣିଲେ କଂଗ୍ରେସର ଆନ୍ଦୋଳନ ଚେତାବନୀ
#Malkangiri #Odisha #KanakNews #Mathili
#ମନ୍ଦିରରେ_ପୂଜା_ପାଇବେ_ସହିଦ୍
ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି । ମନ୍ଦିରରେ ପୂଜା ପାଇବେ, ବୀରପୁତ୍ର ସହିଦ୍ ଲକ୍ଷ୍ମଣ ନାୟକ
#Odisha #KanakNews #Mathili
#ଉଇ_ଖାଇଦେଲା_ଅଢ଼େଇ_କୋଟିର_ପ୍ରମାଣ !
ମାଥିଲି ଲ୍ୟାମ୍ପସରୁ ଅଢ଼େଇ କୋଟି ଟଙ୍କା ଗାଏବ ଘଟଣା । ଦୁର୍ନୀତିର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ । ତଦନ୍ତ ବେଳେ କର୍ତ୍ତୃପକ୍ଷ କହିଲେ ଉଇ ଖାଇଯାଇଛି ରେକର୍ଡ । ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି କର୍ମଚାରୀ
#Malkangiri #Odisha #KanakNews #Mathili
ମାଥିଲି ଲ୍ୟାମ୍ପସରୁ ୨.୪୯ ଲକ୍ଷ ଗାଏବ: ରାଜ୍ୟ ସମବାୟ ସମିତି ରେଜିଷ୍ଟାରର ତଦନ୍ତ ଆରମ୍ଭ
#Sambad #Malkangiri #Mathili #LAMPS #Scam #Corruption #OdishaNews
https://t.co/2GSthDX7Xc
#ଥାନା_ସାମ୍ନାରେ_ଭୟଙ୍କର_ଦୁର୍ଘଟଣା
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ପିଟିଲା କାର। ଦୁର୍ଘଟଣାରେ କାର ଭିତରେ ଥିବା ବାପା ଓ ୯ ମାସର ପୁଅ ମୃତ ।
#Sambad #Malkangiri #RoadAccident #OdishaNews #Mathili #CarCrash #AccidentNews #MalkangiriNews #Breaking
#Mathili PS, Malkangiri, continues to serve the community by tracing 09 lost mobile phones through the CEIR Portal. Handed over to rightful owners today. Your safety and property are our priority.
@digswrkoraput

#ବାଜିଲା_ବାଜା_ନାଚିଲେ_ଲୋକ
ଆମ୍ବେଦକରଙ୍କ ଜୟନ୍ତୀ । ମାଥିଲିରେ ବଡ଼ ଶୋଭାଯାତ୍ରା । ଆଦିବାସୀ ଭାଇଭଉଣୀମାନେ ଏକାଠି ହୋଇ ନାଚଗୀତ କଲେ
#Mathili #Odisha #KanakNews #Malkangiri
#୫_ହଜାର_ଲୋକଙ୍କ_ପାଇଁ_ପଣା
ଆଜି ମହାବିଷୁବ ସଂକ୍ରାନ୍ତି । ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ମାଥିଲି ସଦରରେ ବଜାର କମିଟି ତରଫରୁ ଲୋକଙ୍କୁ ପଣା ବଣ୍ଟନ କରାଯାଇଛି
#Mathili #Odisha #Malkangiri #KanakNews
Last Seen Hashtags on Sotwe
agegap
Girlsundpanzer
Seen from United States
travestitaksim
Seen from Turkey
我的世界辱华
Seen from United States
garupan
Seen from United States
citapendiente
Seen from United States
BRONZED
Seen from United States
vore
Seen from United States
nolimit()*** +filter:native_video
Seen from Sweden
TEENAGE #TEENAGEGIRLS
Seen from Australia
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.8M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.8M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.1M followers

Virat Kohli 
@imvkohli
70.1M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.8M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
60.9M followers

X 
@x
60.8M followers






