Top Tweets for #missingFiles
When you trust us with your latest data loss, we ensure our deep scan recovers those which were lost and not noticed.
Explore dual scan modes https://t.co/PUh2KtFjDO
#DataLoss #DataRecovery #DataCare #Stellar #MissingFiles

ଫାଇଲ୍ ଗାଏବ ପଛରେ ବଡ଼ ଷଡ଼ଯନ୍ତ୍ର? ଲକ୍ଷ୍ମଣାନନ୍ଦ ମାମଲାରେ CMଙ୍କ ବଡ଼ ବୟାନ । Missing Files Spark Conspiracy Row In Laxmanananda Case | CM Mohan Majhi’s Big Statement #LaxmananandaSaraswati #LaxmananandaCase #OdishaCMO #MohanMajhi #OdishaPolitics #OdishaNews #MissingFiles #CommissionReport #SunilJena #ThePoliticsOdia

CMOରୁ ତଦନ୍ତ କମିଶନଙ୍କ ଫାଇଲ ହଜିବା ଘଟଣାରେ ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚକୁ ମିଳିନାହିଁ ତଥ୍ୟ । CMO, ଗୃହ ଓ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ତଥ୍ୟ ମଗାଯାଇଥିଲା
#Odisha #CrimeBranch #CMO #MissingFiles #SwamiLaxmanananda #Investigation #CapitalPolice #Justice #OdishaTV #OTV
Crime Branch Investigates: ଲକ୍ଷ୍ମଣାନନ୍ଦ ହତ୍ୟା ସମ୍ପର୍କିତ ତଦନ୍ତ କମିଶନ ଫାଇଲ ଗାଏବ ମାମଲା; ଫାଇଲ୍ ଗାଏବକୁ ନେଇ ବ୍ୟଥିତ ସ୍ୱାମୀଜୀଙ୍କ ଅନୁଗତ https://t.co/e18BiqvIyD
#SwamiLaxmanananda #Odisha #CrimeBranch #NaiduCommission #Justice #Investigation #MissingFiles #Kandhamal #BreakingNews #IndiaNews
CMOରୁ ଫାଇଲ୍ ଗାଏବ ମାମଲାରେ ବଡ଼ ଅପଡେଟ୍ । ପୂର୍ବତନ ପ୍ରଶାସକ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କୁ ନୋଟିସ୍ ହୋଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସ୍ । ଭୁବନେଶ୍ବର ACP ଜୋନ୍-୧ଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି ।
#MissingFiles #VKPandian #OdishaPolice #VKPandian #CMOFileMissing #SwamiLakshmanandaSaraswati #KandhamalViolence #ArgusNews
CMOରୁ ୨ ଗୁରୁତ୍ବପୂର୍ଣ୍ଣ ଫାଇଲ ଗାଏବ ଘଟଣା...କ୍ୟାପିଟାଲ ଥାନାରେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର...ସମନ ପରେ ହାଜର, କହିଲେ ତଦନ୍ତରେ କରିବି ସହଯୋଗ....FIRକୁ ମାସେ ପରେ ବି ମିଳିନି ଫାଇଲର ଖୋଜ୍ ଖବର
#MissingFiles #CMOOdisha #ManojMishra #CapitalPolice #FileMissingCase #OTV
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ୍ ଗାଏବ ଘଟଣା
GA ବିଭାଗରେ ପୋଲିସର ଛାନଭିନ୍
ସାଧାରଣ ପ୍ରଶାସନ ବିଭାଗ ଅଧିକାରୀଙ୍କୁ ପଚରାଉଚରା
#CMOFileTheft #MissingFiles #PoliceInvestigation #GADepartment
#ଫାଇଲ_ଚୋରି: GA ବିଭାଗରେ ପୋଲିସ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଫାଇଲ୍ ଗାଏବ ଘଟଣା
GA ବିଭାଗରେ ପୋଲିସର ଛାନଭିନ୍
ସାଧାରଣ ପ୍ରଶାସନ ବିଭାଗ ଅଧିକାରୀଙ୍କୁ ପଚରାଉଚରା
#Bhubaneswar #CMO #Investigation #MissingFiles #Secretariat #ArgusNews

Odisha: Commissionerate Police Seeks Details from Home Dept on 2 Missing Files
#Odisha
#Missingfiles
#HomeDept
#kalingatv https://t.co/o3BTxIrEF9
୭ଟି ରିପୋର୍ଟରୁ ୨ଟି ଜାଣିଶୁଣି ଫେରାଇ ନାହାନ୍ତି ପୂର୍ବ ସରକାର
@PMOIndia
@CMO_Odisha
@BJP4India
@BJP4Odisha
#LokSabha #FileTheft #MissingFiles #OdishaPolitics #BJPOdisha #OdishaGovernment #PrithivirajHarichandan
ସବୁଠାରୁ ସୁରକ୍ଷିତ କୁହାଯାଉଥିବା ସିଏମଓରୁ ଫାଇଲ ଗାଏବ ହେବା ପରେ ଗୃହ ବିଭାଗ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏଫଆଇଆର (FIR) ଦାଏର କରାଯାଇଛି। କେହି ଜାଣିଶୁଣି ପ୍ରମାଣ ନଷ୍ଟ କରିବାକୁ ଏହା ଲୁଚାଇଛି ନା ଏହା ପଛରେ ଅଛି କିଛି ବଡ଼ ଷଡ଼ଯନ୍ତ୍ର? #Odisha #CMO #MissingFiles #BreakingNews
କନ୍ଧମାଳର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା 'ନାଇଡୁ କମିଶନ' ରିପୋର୍ଟ ଫାଇଲ୍ ଗାଏବ ହୋଇଯାଇଛି। ସବୁଠାରୁ ସୁରକ୍ଷିତ କୁହାଯାଉଥିବା ସିଏମଓରୁ ଏଭଳି ସମ୍ବେଦନଶୀଳ ତଥ୍ୟ ଗାଏବ ହେବା ପରେ ଗୃହ ବିଭାଗ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏଫଆଇଆର (FIR) ଦାଏର କରାଯାଇଛି। #Odisha #CMO #MissingFiles
CMOରୁ ଫାଇଲ୍ ଗାଏବ; ଗୁରୁତର ଅଭିଯୋଗ ଆଣିଲେ ରାଜସ୍ବ ମନ୍ତ୍ରୀ.. ନାଇଡୁ କମିଶନ ରିପୋର୍ଟ, ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟର ତଥ୍ୟ ରଖିଲେ ଓ ଉଭୟ ରିପୋର୍ଟ ଗୃହ ବିଭାଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଛି.. ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆଉ ଫେରି ନାହିଁ କହିଲେ..
#MissingFiles #FilesNotReturned #FileMisplacement #NaiduCommissionReport #RevenueMinisterAllegation #OTV
#ଫାଇଲ_ଗାଏବକୁ_ନେଇ_FIR
-ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ କ୍ୟାପିଟାଲ ଥାନାରେ FIR
-FIR ଦାଖଲ କଲେ ଗୃହ ବିଭାଗ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି
-ନାଇଡୁ କମିଶନ ରିପୋର୍ଟ ଫାଇଲ ଗାଏବ ହୋଇଥିବା ଅଭିଯୋଗ
-ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର RDC ରିପୋର୍ଟ ଗାଏବ ନେଇ ଅଭିଯୋଗ
#Odisha #FIR #MissingFiles #NaiduCommission #SUMHospitalFire #CapitalPoliceStation #HomeDepartment #SaratChandraMarandi #RDCReport #OdishaNews #OTV

ଏ ସରକାର ଫାଇଲ୍ କି ପୁରୁଣା ସରକାର ଫାଇଲ୍?
#OdishaPolitics #MissingFiles #BJPGovernment #MohanCharanMajhi #PrithvirajHarichandan #OdishaNews #thesamata #kedarmishra
Watch Full Video on YouTube: 👇
https://t.co/Cypi9aRbSf
ଫାଇଲ୍ ହଜିଗଲା ତୃତୀୟ ମହଲାରେ।
#OdishaPolitics #MissingFiles #BJPGovernment #MohanCharanMajhi #PrithvirajHarichandan #OdishaNews #thesamata #kedarmishra
Watch Full Video on YouTube: 👇
https://t.co/Cypi9aRbSf
@FineGael What about keeping children safe in the real world?
Who many rapes had we had since your international obligations took priority over domestic security?
Or your “all vetted”/EU migration pact?
#missingfiles
#Epsteinflightlogs
STOP spreading DISinformation!
@hiteshceon @OccupyDemocrats If he is clean, then he should take an action to initiate official proceedings and hold all those responsible accountable.
I don't want to speculate, I prefer the facts in such cases.
#EpsteinFiles #ReleaseTheFullList #MissingFiles #BondiCoverUp
10 TCP Files Missing After Protest; CM Questions Overnight Stay
.
.
#GOA #GoaNews #TCP #MIssingFiles #VIshwajitRane

Last Seen Hashtags on Sotwe
ITCStock
Seen from United States
omegle
Seen from Argentina
Sadahs
Seen from United States
HIKRFC
Seen from United States
ArgentinaWine
Seen from United States
NOaPizarro
Seen from United States
射屏
Seen from United States
incestoconmama #madreehijo
Seen from Colombia
omegle()*filter:native_video
Seen from Netherlands
MUTHOKA
Seen from United States
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.7M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.6M followers

Taylor Swift 
@taylorswift13
83.5M followers

Lady Gaga 
@ladygaga
75M followers

Virat Kohli 
@imvkohli
72.7M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.7M followers

Bill Gates 
@billgates
64.9M followers

Selena Gomez 
@selenagomez
62.6M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers










