Top Tweets for #odiaritual

କହିବ କି ମୋତେ ସେ ଜନ୍ହ କାହିଁକି
ମୋ କଥାରେ ମାନ ମାରି (୨)
ପୂର୍ଣ୍ଣମୀ ରାତିରେ ଜ୍ୟୋତ୍ସ୍ନା ରସ ତକ
ଢାଳିଦିଏ ସବୁ ସାରି !!
ରହିଲି ତୁମ ପାଇଁ ଅପେକ୍ଷା କରି (୨)
କେବେଆସି ନେଇଯିବ ମୋତେ ମୋ ହାତଧରି.
#Kumarpurnami
#Odiaritual
#GajalaxmiPuja
ନମସ୍ତେ କମଳା ମାଗୋ ସାଗର ଦୁଲଣୀ |
ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ||
ନମସ୍ତେ କମଳା ମାଗୋ ଅତି ଦୟାବତୀ |
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ||
ତୋର ଦୟାବଳେ ମାଗୋ ଦରିଦ୍ର ଜନର |
ହୁଅଇ ଅଚଳ ବିତ୍ତ ଜିଣଇ କୁବେର ||
#odishanewsepaper #Manabasa #GurubaraManabasa #ManabasaGurubara #ମାର୍ଗଶିରମାସ #odiaritual
VichaarLab ପରିବାର ଆପଣଙ୍କୁ ଏବଂ ଆପଣଙ୍କ ପ୍ରିୟଜନଙ୍କୁ ରଜ ପରବ ଅବସରରେ ବହୁତ ଶୁଭେଚ୍ଛା ଜଣାଉଛି!🙏
#RajaFestival #happyraja #ritual #odiaritual #odiaparba #odishaparba



ଶାମ୍ବ ଦଶମୀ ର ଅନେକ ଅଭିନନ୍ଦନ 🙏🏻
#SambaDashami #Welcome2023 #Odiafestival #odiafood #Foodie #odiaritual #festiveseason





ପବିତ୍ର ମାଣବସା ଗୁରୁବାର ଉପଲକ୍ଷେ ଶୁଭେଚ୍ଛା 😊 ଓ ଅଭିନନ୍ଦନ 🙏🌾🌷🌼🌺💮
Greetings On The Auspicious Ocassion Of Manabasa Gurubar 😊🙏
#Swatism #RJSwati #ManabasaGurubara #LaxmiPuran #MahalaxmiFestival #OdiaRitual #OdiaCelebration #Festivity #IndianFestival #LaxmiPuja

#ଏଣ୍ଡୁରିପିଠା, ପ୍ରଥମାଷ୍ଟମୀ ସ୍ପେଶାଲ୍❤️
#ପ୍ରଥମାଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ🙏 ସମସ୍ତେ ଏଣ୍ଡୁରି ପିଠା ଖାନ୍ତୁ ଏବଂ କମେଣ୍ଟ୍ ରେ ଛବି ପୋଷ୍ଟ କରନ୍ତୁ
#OdiaRitual
#BeingOdia

Post Workout Breakfast Meal For The Day🥘✌🏼
ଏଣ୍ଡୁରି ପିଠା, ପ୍ରଥମାଷ୍ଟମୀ ସ୍ପେଶାଲ୍❤️
#OdiaRitual
#BeingOdia

ସକାଳେ ଟୁର୍ ପାଇଁ ବାହାରିଲା ବେଳେ ମମି ଆସିକି କହିଲେ ... ବାପା, ମାମୁଁ ପଇସା ପଠେଇଛନ୍ତି .. ସନ୍ଧ୍ୟା ରେ ନୂଆ ଡ୍ରେସ୍ ହଳ ଟେ କିଣି ଦବୁ 🥰
#ପ୍ରଥମାଷ୍ଟମୀ
#OdiaRitual

ଆ କା ମା ଭୈ, ପାନ ଗୁଆ ଥୋଇ,
ପାନ ଗୁଆ ତୋର, ମାସକ ଧରମ ମୋର ।
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉତ୍ସବର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
#boitabandana #ବୋଇତବନ୍ଦାଣ #ରାସପୂର୍ଣିମା
#odiaritual #raspurnima #କାର୍ତ୍ତିକପୂର୍ଣ୍ଣିମା



ମକର ଚାଉଳ :
ବତୁରା ଅରୁଆ ଚାଉଳ, ଛେନା ,ଚିନା ଆଳୁ, ସେଓ, ଅଙ୍ଗୁର, ପାଚିଲା କଦଳୀ, କାକୁଡି, ଡାଳିମ୍ବ ମଞ୍ଜି, ଆଖୁ , ଅଦା ଗୋଲମରିଚ ଛେଚା, ଖାଇବା କର୍ପୂର ଧାପେ, ରାଶି,
ଗୁଡ଼ . #odiafood #odiafoodie #odiaculture #odiaritual #beingodia
#odishaonmyplate #incredibleodisha
@Rabipandacug



ସାବିତ୍ରୀ ଆସୁଅଛି ଭିନ୍ନ ଏକ ରୂପରେ ।
Corona ସଙ୍ଗେ cyclone ମାନେ ଓଢଣା ସଙ୍ଗେ ମାସ୍କ୍ ବି 😊😊 #sabitri #sabitriosha #SabitriAmabashya #SabitriPuja #SabitriBrata #Odisha #odiafestival #odiaritual #Bhubaneswar #corona #lockdown #AmphanCyclone

Last Seen Hashtags on Sotwe
Most Popular Users

Elon Musk 
@elonmusk
241.3M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.2M followers

CNN 
@cnn
61.8M followers

X 
@x
60.8M followers
































