Top Tweets for #ojee
Odisha Joint Entrance Examination Board (OJEEB) has released the schedule for OJEE Counselling 2026.
Qualified candidates can now take part in the admission process through the official portal, https://t.co/rBxSHIbvam
#OJEE #OJEE2026 #Odisha #Education #Counselling #Admissions #OrissaPOST
📲 Follow Orissa POST – Odisha’s No. 1 English Daily 📰✨

ଆଜିଠାରୁ ସ୍ପେଶାଲ OJEE-୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜୁଲାଇ ଦ୍ୱିତୀୟ ସପ୍ତାହରେ ପରୀକ୍ଷା
#ojee #OJEE2026 #SpecialOJEE #applications #ETVBharatOdisha
https://t.co/VlfMd2LCCR
OJEE 2026 Results Out: Check Stream-Wise Toppers List, Counselling Process
#OJEE #education #career #toppers #counselling
https://t.co/LSuRsUWllm
Heartiest congratulations to all #OJEE achievers! Your hard work, dedication, and determination have made this success possible. Wishing you a bright future and greater accomplishments ahead.
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (#OJEE)ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ହାର୍ଦ୍ଧିକ ଅଭିନନ୍ଦନ। ଆପଣଙ୍କ କଠିନ ପରିଶ୍ରମ ଓ ସଂକଳ୍ପ ଆଜି ଆପଣଙ୍କ ପରିବାର ଓ ଶିକ୍ଷକମାନଙ୍କ ପାଇଁ ଗର୍ବ ଆଣିଦେଇଛି।
ପରୀକ୍ଷା ଫଳ ଯାହା ବି ହେଉ, ମନରେ ଦୃଢ଼ ବିଶ୍ୱାସ ଓ ସକାରାତ୍ମକ ଚିନ୍ତାଧାରା ରଖି ନିରନ୍ତର ଆଗକୁ ବଢ଼ିବା ହିଁ ଅସଲ ଜୀବନ। ସମସ୍ତ ଛାତ୍ରଛାତ୍ରୀଙ୍କ ସଫଳ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା।
💠ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା #OJEE ୨୦୨୬ ପରୀକ୍ଷା ଫଳ ପ୍ରକାଶ ପାଇଛି
💠ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ୍ ଭୋକେସନାଲ୍ ଟ୍ରେନିଂ କାର୍ଯ୍ୟାଳୟଠାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ @SampadSwainBJP ପରୀକ୍ଷା ଫଳାଫଳ ସମ୍ବଳିତ ପୁସ୍ତକ ଉନ୍ମୋଚନ କରିଛନ୍ତି
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE- 2025)ରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଜୀବନରେ ସଫଳ ହେବାର ଲକ୍ଷ୍ୟ ନେଇ ସମସ୍ତେ ଆଗକୁ ବଢ଼ନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
#OJEE
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (#OJEE)ରେ ସଫଳତା ହାସଲ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କର ଏହି କୃତିତ୍ୱ ଆପଣଙ୍କ ଦୀର୍ଘଦିନର ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମର ପ୍ରକୃତ ପରିଚୟ। ଆପଣଙ୍କ ପରିବାର ଓ ଶିକ୍ଷକଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ।
ପରୀକ୍ଷା ଫଳ ନିର୍ବିଶେଷରେ ସମସ୍ତ ବିଦ୍ୟାର୍ଥୀ ଆତ୍ମବିଶ୍ୱାସ, ଦୃଢ଼ ମନୋବଳ ଏବଂ ସକାରାତ୍ମକ ଚିନ୍ତାଧାରା ସହ ନିଜ ଲକ୍ଷ୍ୟ ପଥରେ ନିରନ୍ତର ଆଗକୁ ବଢ଼ନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି ପାଇଁ ମୋର ଶୁଭକାମନା।
#OJEE_ରେଜଲ୍ଟ_ପ୍ରକାଶ
ପ୍ରକାଶ ପାଇଲା OJEE-୨୦୨୬ର ଫଳାଫଳ
ଚଳିତବର୍ଷ ୧,୦୩,୪୩୪ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିଲେ
ଚଳିତବର୍ଷ ପରୀକ୍ଷା ଦେଇଥିଲେ ୯୨,୬୨୮ ପରୀକ୍ଷାର୍ଥୀ
୮୯.୫୫% କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ
https://t.co/TIDbCJVGQXରୁ କରିହେବ ର୍ୟାଙ୍କ କାର୍ଡ ଡାଉନଲୋଡ୍
#OJEE #Odisha #ExamResults #EngineeringOdisha #MedicalOdisha #OJEERank #ArgusNews

#ପ୍ରକାଶ_ପାଇଲା_ଓଜେଇଇ_ପରୀକ୍ଷା_ଫଳ
ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପରୀକ୍ଷା ଫଳ ପୁସ୍ତିକା ଲୋକାର୍ପଣ କଲେ ।
#OJEE #Result #KanaKnews

OJEE Exam 2026 : ୯୯ଟି କେନ୍ଦ୍ରରେ ୧ ଲକ୍ଷ ପିଲା ଦେବେ ପରୀକ୍ଷା, ୧୦ ତାରିଖ ଯାଏ ଚାଲିବ...
#PrameyaNews7 #ElectionResults2026 #OdishaNews #ojee #Odisha
https://t.co/6JVDZkMkje
OJEE 2026 exams to begin from May 4, check complete schedule
#OJEE
#OJEE2026
#kalingatv
https://t.co/HDq1L4iE1B

#ଆଡମିଟ_କାର୍ଡକୁ_ନେଇ_ଉପୁଜିଛି_ସମସ୍ୟା
ମେ ମାସ ୪ ରୁ ୧୦ ତାରିଖ ଯାଏଁ ହେବ OJEE । ହେଲେ ଆଡମିଟ କାର୍ଡକୁ ନେଇ ଉପୁଜିଛି ସମସ୍ୟା । ଏ ଯାଏଁ ଅନେକ ପିଲାଙ୍କ ଆଡମିଟ କାର୍ଡ ଡାଉନଲୋଡ଼ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି । କିଏ ବାଲେଶ୍ୱରକୁ ତ କିଏ ଖୋର୍ଦ୍ଧା ଜିଲ୍ଲାରୁ ଧାଉଁଛନ୍ତି ଭୁବନେଶ୍ୱରରେ ଥିବା OJEE ଅଫିସ ।
#OJEE #AdmissionCardIssue #ExamAlert #OdishaEducation #StudentProblem #Bhubaneswar #NandighoshaTV
OJEE 2026 Registration Begins, Here's How To Apply
#OJEE #Registration #Education #Careers
https://t.co/0h7qSIEcy3
#ଆଜିଠୁ_OJEE_ଆବେଦନ
-ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ପାଇଁ ପଞ୍ଜୀକରଣ
-OJEE -୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ
-ମେ ୪, ୫, ୭, ୮, ୯ ତାରିଖରେ ଆପାତତଃ ପରୀକ୍ଷା ଅନୁଷ୍ଠିତ ହେବ
-OJEE ୱେବସାଇଟ୍ https://t.co/pIhYRyIIefରେ ଆବେଦନ କରିପାରିବେ
#OJEE #NIC #OjeeRegistration #Odisha #OTV

ବୁଧବାରଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆବେଦନ: ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ, ମେ' ୪ରୁ ୯ ଯାଏ ପରୀକ୍ଷା
#PrameyaOdia #prameyadigital #ojee #exam
https://t.co/61mdyegfV3
Last Seen Hashtags on Sotwe
ladyboy_riyadh
Seen from Singapore
nolimit #nolimit filter:native_video since:2026-06-2
Seen from Netherlands
gilf
Seen from United States
Femboy bbc
Seen from Germany
youngmultifanart
Seen from United States
anneensest
Seen from Japan
ladyboy #vietnam
Seen from Vietnam
Cuckolding
Seen from United States
bigtits
Seen from Saudi Arabia
sahibe
Seen from Turkey
Trends for you
Most Popular Users

Elon Musk 
@elonmusk
240.4M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110M followers

Narendra Modi 
@narendramodi
107M followers

Rihanna 
@rihanna
97.5M followers

NASA 
@nasa
92.1M followers

Justin Bieber 
@justinbieber
90.8M followers

KATY PERRY 
@katyperry
87.4M followers

Taylor Swift 
@taylorswift13
81.2M followers

Lady Gaga 
@ladygaga
72.7M followers

Kim Kardashian 
@kimkardashian
69.6M followers

Virat Kohli 
@imvkohli
69.4M followers

YouTube 
@youtube
68.6M followers

Bill Gates 
@billgates
63.7M followers

The Ellen Show
@theellenshow
62.5M followers

Neymar Jr 
@neymarjr
62.1M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.5M followers




















