Top Tweets for #orhdc
Former IAS Vinod Kumar guilty in Odisha housing scam https://t.co/r7kBMLq81k via @The BuckStopper
#Odisha #VinodKumar #IAS #ORHDC #Scam #HousingScam #Corruption #Conviction @IASassociation
#ଏକାଦଶ_ଥର_ପାଇଁ_ଦୋଷୀ_ସାବ୍ୟସ୍ତ_ହେଲେ_ବିନୋଦ
ORHDC ଦୁର୍ନୀତି ମାମଲାରେ ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ପୁଣି ଦୋଷୀ। ଏକାଦଶ ଥର ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବିନୋଦଙ୍କ ସମେତ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ବର ଭିଜିଲାନ୍ସ କୋର୍ଟ।
#ORHDC #IAS #Vigilance #Odisha #OTV
- ORHDC ଦୁର୍ନୀତି ମାମଲା
- ପୂର୍ବତନ IAS ବିନୋଦ କୁମାରଙ୍କୁ ଦଣ୍ଡାଦେଶ
- ୩ ବର୍ଷ ଜେଲ୍ ସହ ୨୫ ହଜାର ଟଙ୍କା ଜରିମାନା
- ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ଵର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ
- ବିନୋଦଙ୍କ ସମେତ ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ
#orhdc #binodkumar #nandighoshatv

#ORHDC_ଦୁର୍ନୀତି_ମାମଲା
-ଆସନ୍ତା କାଲିକୁ ଘୁଞ୍ଚିଲା ଶୁଣାଣି
-ଝୁଲିଲା ମୋକିମ୍ ଙ୍କ ରାଜନୈତିକ ଭାଗ୍ୟ
-ଭିଜିଲାନ୍ସ କୋର୍ଟ ରାୟ ବଳବତ୍ତର ରଖିଲେ ହାଇକୋର୍ଟ
#PrameyaNews7 #ORHDC #MohammadMokim
SC breather for Moquim in #ORHDC loan scam
Supreme Court granted exemption to Congress MLA Mohmmed Moquim from surrendering till next hearing, April 22.
Recently, the Orissa High Court upheld the conviction of Moquim by Vigilance court which sentenced him 3 years imprisonment

#ORHDC Loan Fraud: Mohammad Mokim Moves Orissa High Court, Seeks Interim Protection
https://t.co/znjTh5ZAnC
#ORHDC Corruption Case: Former IAS Vinod Kumar Convicted For Ninth Time
https://t.co/gar8zRB9TD
ORHDC ଦୁର୍ନୀତି ମାମଲା : ପୁଣି ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ଆଇଏଏସ୍ ବିନୋଦ କୁମାର @SakalaNews https://t.co/5CBZ9y9kfA #orhdc #VinodKumar #CorruptionCase #SakalaNews
-ORHDCର ପୂର୍ବତନ ଆକାଉଣ୍ଟ ଅଫିସର ପ୍ରଦୀପ ରାଉତଙ୍କୁ ସମାନ ଦଣ୍ଡ
-VIKASH (NGO)ସେକ୍ରେଟାରୀ ଅଶୋକ ନନ୍ଦଙ୍କୁ ମଧ୍ୟ ୩ ବର୍ଷ ସଜା
#VinodKumar #ORHDC #OTV
#ବିନୋଦ_କୁମାରଙ୍କୁ_ନବମ_ସଜା
-ORHDCର ପୂର୍ବତନ ଏମ୍ଡି ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ ଜେଲ୍ଦଣ୍ଡ
-ଦୁର୍ନୀତି ମାମଲାରେ ନବମ ଥର ପାଇଁ ଦଣ୍ଡିତ ହେଲେ ବିନୋଦ କୁମାର
-ଦୁର୍ନୀତି ମାମଲାରେ ନବମ ଥର ପାଇଁ ଦଣ୍ଡିତ ହେଲେ ବିନୋଦ କୁମାର
-ORHDCର ପୂର୍ବତନ ଟେକ୍ନିକାଲ ଇଡି ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ୩ ବର୍ଷ ଜେଲ୍
#VinodKumar #ORHDC

ORHDC ଦୁର୍ନୀତି ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ କୋର୍ଟ
#prmayenews7 #ORHDC #highcourt #mla #mokim #cuttack
https://t.co/m66CuAtMlk
-ହାଇକୋର୍ଟରେ ORHDC ଦୁର୍ନୀତି ମାମଲା ଶୁଣାଣି
-ମହମ୍ମଦ ମୋକିମଙ୍କ ଆବେଦନ ଉପରେ ଶୁଣାଣି ଅସମାପ୍ତ
-ଆସନ୍ତା ୪ ତାରିଖରେ ଶୁଣାଣି ନେଇ ଦିନ ଧାର୍ଯ୍ୟ କଲେ ହାଇକୋର୍ଟ
-ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିଛନ୍ତି ମୋକିମ୍
#ORHDC #MohammedMoquim #OTV

#ବିନୋଦ_କୁମାରଙ୍କୁ_ପୁଣି_ଜେଲ୍
-ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ
-ORHDC ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ୍ ଦେଲେ ଭିଜିଲାନ୍ସ କୋର୍ଟ
-ବିନୋଦ କୁମାରଙ୍କ ସହ ସ୍ୱସ୍ତିରଂଜନ ମହାପାତ୍ର, ପ୍ରଦୀପ ରାଉତଙ୍କୁ ବି ଜେଲ୍
-ଏହାକୁ ମିଶାଇ ଅଷ୍ଟମ ମାମଲାରେ ସଜା ପାଇଲେ ବିନୋଦ କୁମାର
#ORHDC #Odisha #OTV
Odisha: Ex-IAS Officer #Vinod Kumar, 4 Others Convicted in #ORHDC Scam @NewsroomOdisha https://t.co/qyT8RTsyTq
ORHDC ଦୁର୍ନୀତି ମାମଲା : ପୂର୍ବତନ ଆଇ.ଏ.ଏସ୍ ବିନୋଦ କୁମାରଙ୍କ ସହ ୫ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ଦଣ୍ଡ ଶୁଣାଇଲେ ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ @thesakala https://t.co/zSemkgsfLN
#ORHDC #Corruption #FraudCase #Odisha
A Special Vigilance court on Monday convicted former IAS officer Vinod Kumar & 4 others in Odisha Rural Housing Development Corporation (#ORHDC) loan scam and sentenced them to three years of rigorous imprisonment. #ORHDCScam
https://t.co/7Oh5g4iKdr
ଓଆରଏଚଡିସି ଦୁର୍ନୀତି ମାମଲା, ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ ।
#ORHDC #VinodKumar #IAS #Odisha #KanakNews
https://t.co/MIYqbbOlS3
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers









