Top Tweets for #pensionissue
ଭତ୍ତା ବଣ୍ଟନକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେଡ଼ି, ବର୍ଷିଲେ ପ୍ରଦୀପ ମାଝୀ
#PensionIssue #PradeepMajhi #bjdvsgovernment #odishapensionscheme #OTV
https://t.co/LkDPGkRMDS
ଭତ୍ତା ପ୍ରସଙ୍ଗରେ ରାଜନୀତି ସରଗରମ, ସରଦା ଜେନା–ଅଶୋକ ମହାନ୍ତି ମୁହାଁମୁହିଁ | BJD–BJP Clash Over Pension Issue as Sarada Jena and Ashok Mohanty Face Off #BJD #BJP #OdishaPolitics #PensionIssue #SaradaJena #AshokMohanty #BreakingNews #OdishaNews #PoliticalNews #LatestUpdate #prameyanews7
ଭତ୍ତା ଯନ୍ତ୍ରଣା ଅସହ୍ୟ, ଗୋପରେ ପଞ୍ଚାୟତ ଅଫିସ ଘେରିଲେ ବୃଦ୍ଧବୃଦ୍ଧା | Old Age Allowance Issue Sparks Public Outrage in Gop #OldAgePension #Bardhakyabhatta #Protest #GopNews #OdishaNews #BreakingNews #VillageProtest #SocialWelfare #PensionIssue #LatestNews #prameyanews7
ଭତ୍ତା ଟଙ୍କା ପାଇଁ ପଞ୍ଚାୟତରେ ସରପଞ୍ଚ ଓ ପିଇଓଙ୍କୁ ତାଲା ପକାଇଲେ ବୃଦ୍ଧବୃଦ୍ଧା
#Aska #NiminaPanchayat #SarpanchLockedIn #PEOLockedIn #PensionIssue #BhataSamasya #OdishaNews #BadaKhabar #badakhabartv
ରାଜ୍ୟରେ ଭତ୍ତା ସମସ୍ୟାର ସମାଧାନ ହେଉଛି, ଖୁବ୍ଶୀଘ୍ର ବକେୟା ରାଶି ମିଳିଯିବ
#PrameyaNews7 #OdishaNews #PensionIssue
https://t.co/QKiHPabQur
#୩_ମାସ_ହେଲା_ମିଳିନି_ଭତ୍ତା_ତାତିଲେ_ହିତାଧିକାରୀ
ତିନି ମାସ ହେଲା ମିଳ ନାହିଁ ଭତ୍ତା ଟଙ୍କା ।ଟଙ୍କା ନମିଳିବାରୁ ତାତିଲେ ହିତାଧିକାରୀ । ଆସିକା ବ୍ଲକ ନିମିନା ପଞ୍ଚାୟତରେ ବୃଦ୍ଧ ଓ ବୃଦ୍ଧମାନଙ୍କୁ ଭତ୍ତା ଟଙ୍କା ମିଳିନାହିଁ । ଏହାର ପ୍ରତିବାଦ କରି ସରପଞ୍ଚ ଓ ବିଇଓଙ୍କୁ ତାଲା ପକେଇଲେ ବୃଦ୍ଧ ଓ ବୃଦ୍ଧା l
#Ganjam #PensionIssue #Odisha #ArgusNews
#ଭତ୍ତା_ନପାଇ_ଜୀବନ_ହାରିଲେ_ବୃଦ୍ଧା !
Elderly woman death reported in Ganjam over alleged vata delay issue
ଗଞ୍ଜାମ ଚଢେୟାପଡ଼ାରୁ ସାଂଘାତିକ ଅଭିଯୋଗ; ଭତ୍ତା ପାଇଁ ଜୀବନ ହାରିଲେ ବୃଦ୍ଧା!
#GanjamNews #PensionIssue #BreakingNews #OdishaNews #SocialSecurity #ElderlyWoman #Chadeiapada #TragicNews #GovernmentScheme #NewsUpdate
ଗଞ୍ଜାମ ଚଢେୟାପଡ଼ାରୁ ସାଂଘାତିକ ଅଭିଯୋଗ; ଭତ୍ତା ପାଇଁ ଜୀବନ ହାରିଲେ ବୃଦ୍ଧା ! | Elderly woman death reported in Ganjam over alleged vata delay issue #GanjamNews #PensionIssue #BreakingNews #OdishaNews #SocialSecurity #ElderlyWoman #Chadeiapada #TragicNews #GovernmentScheme #NewsUpdate
Pension Delay Elderly Woman’s Death: ଭତ୍ତା ଯନ୍ତ୍ରଣା ଭିତରେ ବ୍ୟବସ୍ଥା ବାଧକ; ୩ ମାସ ପରେ ବି ମିଳିଲାନି ଟଙ୍କାଟିଏ, ବୃଦ୍ଧଙ୍କ ମୃତ୍ୟୁକୁ ନେଇ ରାଜନୀତି https://t.co/ut5tEq83Ja
#GanjamNews #WidowPension #OdishaNews #BreakingNews #SocialSecurity #PensionIssue #ElderlyCare #PoliticalNews #Investigation #Odisha
जनसुविधा शिविर कार्यक्रम के दौरान महिलाओं ने सांसद अरुण भारती को घेर लिया। आरोप है कि उनके पीए द्वारा आँख मरने के बाद महिलाओं ने जमकर हंगामा किया। कार्यक्रम में पेंशन और पेयजल की समस्याओं को लेकर महिलाओं ने नाराजगी जताई।
#ArunBharti #JanSuvdhaShivir #PensionIssue #WaterCrisis #BiharNews #BreakingNews
ବିନିକାରେ ୩ମାସ ହେବ ଭତ୍ତା ପାଇନାହାନ୍ତି ବୃଦ୍ଧ ବୃଦ୍ଧା , ହିତାଧିକାରୀଙ୍କ ସହ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି | BJD Joins Protest as Vata Crisis Hits Elderly in Binika
#BinikaNews #PensionIssue #OldAgePension #ElderlyProtest #BJD #OdishaNews #SocialSecurity #PensionDelay #BreakingNews #PublicIssue #SeniorCitizens #GovernmentScheme #Subarnapur
ଗତ ୨ ମାସ ଧରି ବ୍ୟାଙ୍କ ମାଧ୍ୟମରେ ଭତ୍ତା ପାଉଥିବା ଅନେକ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସୁନାହିଁ। ପଞ୍ଚାୟତରେ ଭତ୍ତା ପାଉଥିବା ଲୋକମାନେ ଟଙ୍କା ପାଉଛନ୍ତି,କିନ୍ତୁ ବ୍ୟାଙ୍କ ହିତାଧିକାରୀ କାହିଁକି ବଞ୍ଚିତ? ତୁରନ୍ତ ବକେୟା ଭତ୍ତା ପ୍ରଦାନ କରାଯାଉ।
@dm_malkangiri @CMO_Odisha @NityanandaBJP
#PensionIssue #SocialSecurity
फर्रुखाबाद में युवक 72 वर्षीय दादी को ठेले पर लिटाकर बैंक पहुंचा। युवक का दावा है कि पेंशन निकालने के लिए बैंक में मौजूद होना जरूरी बताया गया। वीडियो सोशल मीडिया पर वायरल।
#Farrukhabad #UttarPradesh #PensionIssue #Sanewsmp
ଭତ୍ତା ମିଳିବା ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ; ଖଇରା ବ୍ଲକ ଆଗରେ ଧାରଣାରେ ବସିଥିଲେ ଲୋକ...୧୫ଦିନ ଭିତରେ ସମସ୍ତଙ୍କୁ ଭତ୍ତା ମିଳିବା ପ୍ରତିଶୃତି | 15-Day Deadline Given for Vata Distribution, Protest Called Off in Khaira #Khaira #PensionIssue #OdishaNews #BreakingNews #Protest #SocialSecurity #Beneficiaries #LatestNews #Balasore #Odisha
ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର : ୭ ଦିନରେ ସମସ୍ୟାର ସମାଧାନ, ଏକସଙ୍ଗେ ମିଳିବ ବକେୟା
#PrameyaNews7 #OdishaNews #PensionIssue #NityanandaGond
https://t.co/t3e9jfuPdl
ଭତ୍ତା ଭୋକରେ ଜଳୁଛି ଅସହାୟ ଗରିବର ପେଟ। ସମୟ ଗଡୁଛି ହେଲେ ହାତକୁ ଆସୁନି ଭତ୍ତା ଟଙ୍କା। ପରିସ୍ଥିତି ଅତି ଜଟିଳ, ଚଳିବା ଏକ ପ୍ରକାର ନାହିଁ ଭଳି। ଦୁଇମାସରୁ ଅଧିକ ସମୟ ହେଲାଣି ଭତ୍ତା ପାଉନାହାନ୍ତି ହିତାଧିକାରୀ। ଯେଉଁଥିପାଇଁ ହିତାଧିକାରୀ ମୁଣ୍ଡରେ ପଡିଛି ଚଡ଼କ।
#PensionIssue #OdishaNews #SocialWelfare #BeneficiaryProblems #PensionDelay #GovernmentScheme #OdishaUpdate #PublicGrievance #ElderlyCare #FinancialSupport #OdishaTV #OTV
୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମଧାନ ହେବ, ଏହି କାରଣରୁ ହୋଇଛି ସମସ୍ୟା
#PensionIssue #Odisha #ManmohanSamal
https://t.co/Vo7tHo5w3w
ରାଜ୍ୟ ବ୍ୟାପୀ ଭତ୍ତା ଯନ୍ତ୍ରଣାର ବିକଳ ଚିତ୍ର, ଦୌଡ଼ି ଦୌଡ଼ି ନୟାନ୍ତ ହିତାଧିକାରୀ
#PensionIssue #oldagepension #Odisha #governmentbenefits #OdishaNews #PensionDelay #OTV
https://t.co/MwsowwveUa
୨ ମାସ ହେଲା ମିଳୁନି ଭତ୍ତା; ଫଳରେ ବହୁ ହିତାଧିକାରୀ ହେଉଛନ୍ତି ହନ୍ତସନ୍ତ । କିଏ ଔଷଧ ଖର୍ଚ୍ଚ କରିପାରୁନି ତ ପୁଣି କିଏ ଜଳଖିଆ କି ଚା ଟିକିଏ ପାଇଁ ବଢ଼ାଉଛି ଅନ୍ୟ ପାଖରେ ହାତ...Bhadrak News | No Pension for Two Months, Beneficiaries Suffer as Financial Crisis Deepens #BhadrakNews #PensionIssue #OldAgePension #Beneficiaries #OdishaNews #BreakingNews #SocialSecurity #PensionDelay #PublicGrievance #GovernmentScheme #SeniorCitizens #WidowPension #DisabilityPension #NewsUpdate #OdiaNews #LatestNews #RuralOdisha #PeopleInDistress #WelfareScheme #PrameyaNews7
#୨_ମାସ_ହେଲା_ଭତ୍ତା_ମିଳୁନି
ନିରାଶ-ହତାଶ-ଅସହାୟ । ୨ ମାସ ହେଲା ମିଳୁନି ଭତ୍ତା, ଔଷଧ ଖାଇପାରୁନାହାନ୍ତି ବୃଦ୍ଧବୃଦ୍ଧା । ମଧୁବାବୁ ପେନ୍ସନ୍ ଯୋଜନା ବାଟବଣା #Ganjam #Odisha #MadhuBabuPensionYojana #PensionIssue #Ganjam #OdishaNews #OldAgePension #SeniorCitizens #PublicIssue #BreakingNews #SocialSecurity #WelfareScheme #GovernmentScheme #DisabilityPension #WidowPension #HealthcareCrisis #RuralOdisha #IndiaNews #CurrentAffairs #TrendingNews #Beneficiaries #NewsUpdate
Last Seen Hashtags on Sotwe
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.2M followers

Lady Gaga 
@ladygaga
73.7M followers

Virat Kohli 
@imvkohli
70.9M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.8M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.4M followers

X 
@x
60.8M followers






