Top Tweets for #purisp
ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କୁ ଦହି ସର୍ବତ ବାଣ୍ଟିଲେ ପୁରୀ ଏସପି; କହିଲେ- ଏହା ମୋର ସୌଭାଗ୍ୟ | Puri SP Prateek Singh Serves Buttermilk to Devotees on Snana Purnima 2026 #SnanaPurnima2026 #PuriSP #PrateekSingh #PuriPolice #JagannathTemple #Puri #DevoteeService #SnanaYatra #JaiJagannath #OdishaNews #prameyanews7 #PoliceService
ପବିତ୍ର ଦେବସ୍ନାନପୂର୍ଣ୍ଣିମା୨୦୨୬ ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ଡାଇଭର୍ସନ, ସୁରକ୍ଷିତ ଯାତାୟାତ ଓ ନିର୍ଦ୍ଧାରିତ ପାର୍କିଂ ବ୍ୟବସ୍ଥା କରାଯାଇଛି। #SnanaJatra2026 #JagannathPuri #OdishaPolice #PuriSP #PrateekSingh #OTV

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଏସପିଙ୍କ ପ୍ରେସମିଟ୍, ଜାରି ହେଲା ଗାଇଡଲାଇନ୍
#nandighoshatv #SnanaPurnima2026 #PuriSP #Pressmeet
ସହଜ ଜଗା ଦର୍ଶନ ନାଁରେ ଲୁଟ୍ ....ଶ୍ରୀମନ୍ଦିରରେ ମାତିଛନ୍ତି ନକଲି ଗୁମାସ୍ତା...ଶ୍ରୀମନ୍ଦିର ଆଗରେ ଲୁଟୁଛନ୍ତି ଦଲାଲ୍
#PuriJagannathTemple #FakePriestsArrested #LordJagannath #PuriSP #Mahaprabhu #OTV
ଶ୍ରୀମନ୍ଦିରରୁ ନକଲି ଗୁମାସ୍ତା ଗିରଫ....୫ଦିନ ଭିତରେ ୧୧ଜଣ ନକଲି ଗୁମାସ୍ତା ଙ୍କୁ ଗିରଫ କରାଯାଇଛି...ମହାପ୍ରଭୁଙ୍କୁ ଦର୍ଶନ କରାଇବା ପାଇଁ ଭକ୍ତଙ୍କଠାରୁ ଟଙ୍କା ନେଇ ଦର୍ଶନ କରାଉଥିଲେ - ପୁରୀ ଏସ୍ପି
#PuriJagannathTemple #FakePriestsArrested #LordJagannath #PuriSP #Mahaprabhu #OTV
#ଭକ୍ତଙ୍କୁ_ଭଣ୍ଡାଉଥିଲେ_ଏବେ_ଧରାପଡ଼ିଲେ
ଅଭିଯୋଗ ଥିଲା କିଛି ଲୋକ ଭକ୍ତଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ନେଉଛନ୍ତି । ଦର୍ଶନ ନାଁରେ ଠଠେଇ କରୁଛନ୍ତି । ନକଲି ଗୁମାସ୍ତାଙ୍କୁ ଚିହ୍ନଟ କରିବାକୁ ଆମେ ପ୍ଲାନ୍ କରିଥିଲୁ । ସେମାନଙ୍କୁ ଏବେ ଧରିଛୁ: ପୁରୀ ଏସ୍ପି
#PuriSP #Odisha #KanakNews
"#ସହକର୍ମୀଙ୍କ_ସହଯୋଗ_ପାଇଁ_ଧନ୍ୟବାଦ'
ଶୃଙ୍ଖଳାର ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ, ଠିକଠାକ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ସହକର୍ମୀଙ୍କୁ ଧନ୍ୟବାଦ ଦେଲେ ପୁରୀ ଏସପି
#KanakNews #PratikSingh #PuriSP
ପୁରୀ ଆସୁଛନ୍ତି ମହାମହିମ, କେମିତି ରହିଛି ସୁରକ୍ଷା ବ୍ୟବସ୍ଥା ? | Puri SP Prateek Singh on President Droupadi Murmu's Puri Visit #droupadimurmu #president #purivisit #prateeksingh #purisp #prameyanews7
ତଦନ୍ତ ଚାଲିଛି ଖୁବଶୀଘ୍ର ଅପରାଧୀକୁ ଧରିବୁ | SP Prateek Singh Reaction on Puri Murder Case | PrameyaNews7 #purisp #prateeksingh #purimurdercase #prameyanews7 #crimenews
ରଥଯାତ୍ରା ପାଇଁ ପୁରୀ ପୋଲିସର ପ୍ରାକ ପ୍ରସ୍ତୁତି, ଗଳିକନ୍ଦି ବୁଲି ଅନୁଧ୍ୟାନ କଲେ ପୁରୀ ଏସପି....
#rathyatra #puripolice #odishanews #purisp #jagannathrathyatra #securityarrangements #puricity #odishaupdates #breakingnews
ପୁଣି ଶ୍ରୀମନ୍ଦିର ଭିତରେ ଜଣେ ବ୍ୟକ୍ତି ମୋବାଇଲ ଧରି କଥା ହେଉଥିବାର ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଲେ ପୁରୀ SP ପ୍ରତୀକ ସିଂ.... Puri SP Prateek Singh Reacts to Viral Mobile Video Inside Jagannath Temple' #PuriSP #PrateekSingh #JagannathTemple #MobilePhoneBan #TempleControversy #OdishaNews #BreakingNews #OdishaUpdates #TempleDiscipline #ReligiousNews #OdishaTrending #PublicDebate #AnandBazaar #prameyanews7
ଦର୍ଶନ ଅବ୍ୟବସ୍ଥା ପାଇଁ ଦୁଃଖ ପ୍ରକାଶ କଲେ ମୁଖ୍ୟ ପ୍ରଶାସକ; ଘଟଣାର ତଦନ୍ତ କରିବେ ପୁରୀ ଏସପି | Chief Administrator Arabinda Padhee Apologizes for Darshan Mismanagement; Puri SP to Investigate Incident #ArabindaPadhee #PuriSP #DarshanIssue #OdishaNews #TempleManagement #BreakingNews #OdishaUpdates #Investigation #IndianNews #JagannathTemple #AdministrationResponse #LatestUpdates
#ବଡ଼ଦାଣ୍ଡରେ_ରାସ୍ତା_ଅବରୋଧ
-ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା
-ମେଡିକାଲ୍ ଛକରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
-ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
-ଲୋକଙ୍କୁ ବୁଝାସୁଝା କରୁଛନ୍ତି ପୁରୀ ଏସ୍ପି
#Puri #Accident_Issue #MinorDeath #RoadBlock #Protest #PuriSP #Odisha #OTV

Puri SP Prateek Singh Reaction on Protection for Indian Cricketers Puri Visit | PrameyaNews7 #indvssa #puri #jagannathtemple #prateeksingh #shrimandira #puriSP #indiancricketer
Konark Festival Tomorrow; Puri SP Prateek Singh Reviews Preparations | କାଲି କୋଣାର୍କ ମହୋତ୍ସବ, ପ୍ରସ୍ତୁତିର ସମୀକ୍ଷା କଲେ ପୁରୀ ଏସପି
#konarkfestival #puricollector #puriSP #prateeksingh #dibyajyotiparida #festivalpreparations #odishaculture #odishanews #konark #latestupdates #sandart #sudarsanpattnaik #odishatourism #coastguard #subhadramela
Konark Festival Tomorrow; Puri Collector Dibyajyoti Parida & SP Prateek Singh Review Preparations | କାଲି କୋଣାର୍କ ମହୋତ୍ସବ, ପ୍ରସ୍ତୁତିର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ ଏବଂ ଏସପି
#konarkfestival #puricollector #puriSP #prateeksingh #dibyajyotiparida #festivalpreparations #odishaculture #odishanews #konark #latestupdates #sandart #sudarsanpattnaik #odishatourism #coastguard #subhadramela
ପୁରୀରୁ ଚିହ୍ନଟ ହେବେ ସନ୍ଦିଗ୍ଧ ବାଂଲାଦେଶୀ, ସମସ୍ତ ଥାନା ଅଧିକାରୀଙ୍କୁ ଏସପିଙ୍କ ନିର୍ଦ୍ଦେଶ, ସହରର ସମସ୍ତ ପ୍ରବେଶ ପଥରେ ଯାଞ୍ଚ ଚାଲିଛି ଗାଡି #puri #bangladeshi #prameyanews7 #purisp #touristplace
ପୁରୀରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ୪୫ ପ୍ଲାଟୁନ ଫୋର୍ସ ମୁତୟନ, ମେଡିକାଲ ଛକରୁ ନୋ ଭେହିକଲ୍ ଜୋନ
#PrameyaNews7 #OdishaNews #Odisha #puri #purisp
https://t.co/QIRP0gyqoZ
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.4M followers

Narendra Modi 
@narendramodi
107M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
87.9M followers

Taylor Swift 
@taylorswift13
82M followers

Lady Gaga 
@ladygaga
73.5M followers

Virat Kohli 
@imvkohli
70.6M followers

Kim Kardashian 
@kimkardashian
70M followers

YouTube 
@youtube
68.7M followers

Bill Gates 
@billgates
64.1M followers

Neymar Jr 
@neymarjr
63.4M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.2M followers

X 
@x
60.8M followers





