Top Tweets for #sanimal
ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ସନିମାଲ ଠାରେ ହେଉଥିବା ଅଖଣ୍ଡ ନାମଯଜ୍ଞରେ ଯୋଗଦାନ କରି ମହାପ୍ରଭୁ ଶ୍ରୀକୃଷ୍ଣ ଓ ମାତା ରାଧାଙ୍କ ନାମ ଜପ କରିବା ସହ ମହାପ୍ରଭୁଙ୍କ ନିକଟରେ ଗ୍ରାମବାସୀଙ୍କ ମଙ୍ଗଳମୟ ଜୀବନ ପାଇଁ ପ୍ରାର୍ଥନା କଲି ll
ଜୟ ଶ୍ରୀ ରାଧେ 🙏
#radheradhe #srikrishna
#sanimal #SohelaBlock
#BhatliConstituency

追いさにまるず🐰とHolidayフォト!!
Holidayフォトのチョイスてんさい✨️
#Sanimal

Sanimalの靴下のイラストさ、
🐶+🐱
…ミアキスなの?
#Sanimal
さにまるいっぱい🐰
うれしー!!
#Sanimal

ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ସନିମାଲ ଗ୍ରାମର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ବୃକ୍ଷରୋପଣ କଲି ll
#highschool #school
#Plantations #Sanimal
#sohelablock #BhatliConstituency

ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ସନିମାଲ ଗ୍ରାମରେ ଆୟୋଜିତ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁ ଶ୍ରୀ କୃଷ୍ଣଙ୍କ ନିକଟରେ ସମସ୍ତ ଗ୍ରାମବାସୀଙ୍କ ସୁଖ, ସମୃଦ୍ଧି ଏବଂ ମଙ୍ଗଳମୟ ଜୀବନ ପାଇଁ କାମନା କଲି ll
#jayshreekrishna
#sanimal
#SohelaBlock
#BhatliConstituency

ଆଜି ମୁଇ ଆଉ ଆପ୍ ର୍ ମହିଲା ମାନେ ଶନିମାଳରେ ଜନସଚେତନତା ଅଭିଯାନ କଲୁ ଆଉ ଲୋକଙ୍କର ସମସ୍ୟା ବୁଝିଲୁ ଆଉ ଗାଁରେ ଦେଖିବାକୁ ପାଇଲୁ ଯେ ଇଲେକ୍ଟି ଖମ୍ବରେ ଲାଇଟ ଲଗା ହୋଇଛି କିନ୍ତୁ ମାଶେ ହୋଇଗଲାନି ଅଚଳ ହେଇ ପଡିଛି ! #bhatliconstituency #sanimal @AAPOdisha @AapSohela1378 @ShahrukhLodhia @AAPDelhi
ଶନିମାଲ ଗ୍ରାମରେ ଆମ୍ ଆଦମି ପାର୍ଟୀ ତରଫରୁ ଜନସଚେତନତା ଅଭିଯାନ | ସେଠିକି ଯାଇ ଲୋକଙ୍କ ସହ କଥା ହେଲୁ ଓ ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କଲୁ | #sanimal #Hindutva #PadmASHri #aamadmiparty #aapodisha @ArvindKejriwal @SandeepPathak04 @raghav_chadha @AamAadmiParty @AAPOdisha

#Sanimal #SohelaBlock #BhatliConstituency
ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ସନିମାଲ ଗ୍ରାମରେ ଚାଲିଥିବା ଅଖଣ୍ଡ ନାମଯଜ୍ଞରେ ଯୋଗଦାନ କରି ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଗ୍ରାମର ମଙ୍ଗଳ କାମନା କଲି l
#srikrishna
@bjpodisha @BJYMOdisha @Bhatli_AC
COUSIN丼
_
#sanimal #leica #leicafood #leicadlux109 #foodporn #foodcoma #白切雞 #먹스타그램 #鹹蛋 #duckegg… https://t.co/AsNGLiQtKV
bye bye Donostia~
_
#sanimal #theta360 #sansebastian360 #donostia @ Donostia-San Sebastián, Spain https://t.co/wxbIsfuw45
San Sebastian!
_
#sanimal #leica #leicadlux109 #sansebastian #donostia #vueling #basquecountry… https://t.co/oD5z0Q3Tjk
Sagrada Familia 360
_
#sanimal #ricohtheta #theta360 #360photography #antoniogaudi #gaudi #가우디… https://t.co/DxaK2Sq5Ig
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.3M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.9M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers




























